Agradecimento
O agradecimento é a linguagem natural do cristão. Em tudo dai graças! A gratidão a Deus transforma a perspectiva, fortalece a fé e produz alegria em todos os tempos.
Dar graças sempre
Em tudo dai graças, porque esta é a vontade de Deus em Cristo Jesus para convosco. A gratidão é atitude fundamental.
ସବୁ ସୁକ୍ ଦୁକ୍ ବେଲେ ମାପ୍ରୁକେ ଦନିଅବାଦ୍ ଦିଆସ୍ । କାଇକେବଇଲେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି ଜିଉନା କାଉନା କଲାସ୍ନି ବଲି ପର୍ମେସର୍ ତମର୍ଟାନେ ଅନି ମାଙ୍ଗ୍ଲାନି ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ । ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍ରୁ ଜିସୁର୍ ନାଉଁଦାରି ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।

ପାର୍ତନା କରିଲାଗିରୁଆ । ଆରି ଜାଗ୍ରତ୍ ଅଇରୁଆ । ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେଇତେରୁଆ ।
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।
Louvor e gratidão
Entrai pelas portas com ação de graças. Rendei graças ao Senhor porque Ele é bom e a sua bondade dura para sempre.
Expressões de gratidão
Graças a Deus pelo seu dom inefável! A gratidão se expressa em oração, louvor e generosidade para com os outros.
ପର୍ମେସରର୍ ବେସି ମୁଲିଅ ରଇବା ଦାନର୍ପାଇ ଆମେ ତାକେ ଦନିଅବାଦ୍ ଦେଉଁ ।
ସେ ତମ୍କେ ସାଉକାର୍ କୁରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ ।
ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।
କିରିସ୍ଟ ଜିସୁର୍ଟାନେ ପର୍ମେସରର୍ ଜେନ୍ତି ଜିବନ୍ ଦୁକାଇରଇଲା, ସେ ଜିବନ୍ ଦୁକାନିର୍ ଲାଗି, ମୁଇ ସବୁବେଲେ ତମର୍ ବିସଇନେଇ ପର୍ମେସର୍କେ ଦନିଅବାଦ୍ ଦେଲିନି ।
ମୁଇ ତମ୍କେ ପର୍ତମେ ଏ ବିସଇ କଇବାକେ ମନ୍ କରି ରଇଲିଜେ, ତମର୍ ସବୁଲକର୍ପାଇ ମୁଇ ମାପ୍ରୁ ଜିସୁର୍ ନାଉଁ ଦାରି ପର୍ମେସର୍କେ ଦନିଅବାଦ୍ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍ ଲକ୍, ତମେ ବିସ୍ବାସ୍ କରିରଇବା ବିସଇ ସୁନ୍ଲାଇନି ।
ସେମନ୍ ପରମେସର୍କେ ଜାନିକରି ମିସା ନିକ ନାମତ୍ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍ ଦେଅତ୍ ନାଇ । ସେମନ୍ ଚିନ୍ତା କର୍ବାଟା ସବୁ କାରାପ୍ ଆରି ତାକର୍ ଚୁଚାଇ ରଇବା ମନ୍, ଆନ୍ଦାରେ ଆଚେ ।
ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍ !
ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି ।
ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ମର୍ ଆନିଦାଦିମନ୍ ଜେନ୍ତାର୍ ତାକେ ସେବା କଲାଇ, ସେନ୍ତାରି ମୁଇ ମିସା ତାକେ ସେବା କଲିନି । ମର୍ ବିବେକ୍ ମକେ ଦସ୍ ଦେଏ ନାଇ । ମୁଇ ତର୍ପାଇ ଦିନ୍ରାତି ପାର୍ତନା କଲିନି ।
ମୁଇ ପର୍ମେସର୍କେ ତମର୍ପାଇ ଦନିଅବାଦ୍ ଦେଇ ଆଇଲିନି । ମୁଇମିସା ପାର୍ତନା କଲାବେଲେ ତମର୍ପାଇ ପର୍ମେସର୍କେ ଦନିଅବାଦ୍ ଦେବାକେ ପାସ୍ରି ଜାଇ ନାଇ । ମୁଇ ପାର୍ତନା କଲାବେଲେ ତମ୍କେ ଏତାଇଲିନି ।
ସେଟାର୍ପାଇଁ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ ।
ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍ଲୁନି, ଏଟାର୍ପାଇ ଆମେ ତମ୍କେ ମାନି ଆଇଲୁନି ।
ଜିସୁ ସେମନ୍କେ ଦେକି କରି କଇଲା, "ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।" ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ । ଏଦେ ଦେକା ! ସେମନର୍ ବିତ୍ରେଅନି ଗଟେକ୍ ଲକ୍ ନିଜର୍ ଗାଗଡ୍ ନିମାନ୍ ଅଇଲାଟା ଦେକି, ଜିସୁର୍ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍ମେସରର୍ ଡାକ୍ପୁଟା କଲା । ସେ ପାଲାଇ ଆସି ଜିସୁର୍ ପାଦେ ଅଦର୍ଲା "ତମେ ମକେ ନିମାନ୍ କରିଆଚାସ୍" ବଲି ଦନିଅବାଦ୍ କଲା । ସେ ଜିଉଦି ଲକ୍ ନଏଁ । ସେ ସମିରଣିୟ ବଲି ଗଟେକ୍ ଜାଗାର୍ ଲକ୍ । ଜିସୁ ତାକେ କଇଲା, "ମୁଇତା ଦସ୍ଲକ୍କେ ନିମାନ୍ କରି ରଇଲି । ତକେ ଗଟେକ୍ ଲକ୍କେ ଚାଡି ଆରି ନଅ ଲକ୍ କେନେ ଗାଲାଇ ? ନିମାନ୍ ଅଇଲା ପଚେ ବାଉଡି ଆସି ପର୍ମେସର୍କେ ଦନିଅବାଦ୍ କର୍ବାକେ ଏ ଗଟେକ୍ ସମିରଣିୟ ଲକ୍ସେ ରଇଲା କି ?" ତାର୍ ପଚେ ଜିସୁ ତାକେ କଇଲା, "ତୁଇ ଏବେ ଉଟ୍ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍ କରିପାର୍ବି ବଲି ବିସ୍ବାସ୍ କରିରଇଲୁସ୍ ।"
ଆରି ସେ ଗାଉଁ ବିତ୍ରେ ପୁର୍ବା ବେଲେ ବଡ୍ରଗ୍ ଅଇରଇଲା ଦସ୍ଟା ଲକ୍ମନ୍ ତାକେ ଦୁରିକେଅନି ଦେକ୍ଲାଇ । ସେମନର୍ ନିୟମେ ବଡ୍ରଗ୍ ରଇଲା ଲକ୍ମନ୍, ବିନ୍ ଲକ୍ମନର୍ ଲଗେ ଆସି ନାପାରତ୍ । ସେଟାର୍ ପାଇ ସେମନ୍ ଜିସୁର୍ ଲଗେ ନ ଆସି ଦୁରିକେ ରଇକରି, ବେସି ଆଉଲିଅଇ କଇଲାଇ, "ଜିସୁ ! ଏ ଗୁରୁ ! ଆମ୍କେ ଦୟାକରା ।"
ଜିସୁ ସେମନ୍କେ ଦେକି କରି କଇଲା, "ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।" ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ । ଏଦେ ଦେକା ! ସେମନର୍ ବିତ୍ରେଅନି ଗଟେକ୍ ଲକ୍ ନିଜର୍ ଗାଗଡ୍ ନିମାନ୍ ଅଇଲାଟା ଦେକି, ଜିସୁର୍ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍ମେସରର୍ ଡାକ୍ପୁଟା କଲା । ସେ ପାଲାଇ ଆସି ଜିସୁର୍ ପାଦେ ଅଦର୍ଲା "ତମେ ମକେ ନିମାନ୍ କରିଆଚାସ୍" ବଲି ଦନିଅବାଦ୍ କଲା । ସେ ଜିଉଦି ଲକ୍ ନଏଁ । ସେ ସମିରଣିୟ ବଲି ଗଟେକ୍ ଜାଗାର୍ ଲକ୍ । ଜିସୁ ତାକେ କଇଲା, "ମୁଇତା ଦସ୍ଲକ୍କେ ନିମାନ୍ କରି ରଇଲି । ତକେ ଗଟେକ୍ ଲକ୍କେ ଚାଡି ଆରି ନଅ ଲକ୍ କେନେ ଗାଲାଇ ? ନିମାନ୍ ଅଇଲା ପଚେ ବାଉଡି ଆସି ପର୍ମେସର୍କେ ଦନିଅବାଦ୍ କର୍ବାକେ ଏ ଗଟେକ୍ ସମିରଣିୟ ଲକ୍ସେ ରଇଲା କି ?" ତାର୍ ପଚେ ଜିସୁ ତାକେ କଇଲା, "ତୁଇ ଏବେ ଉଟ୍ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍ କରିପାର୍ବି ବଲି ବିସ୍ବାସ୍ କରିରଇଲୁସ୍ ।"
ମୁଇ ତମ୍କେ ଜେତ୍କିତର୍ ଏତାଇଲିନି, ସେତ୍କିତର୍ ମର୍ ପର୍ମେସର୍କେ ଦନିଅବାଦ୍ ଦେଇତେରଇବି ।