Amigo
O amigo verdadeiro é dádiva rara de Deus. Ele ama em todo tempo, fala a verdade em amor, aconselha com sabedoria e permanece fiel nas adversidades da vida.
Amizade verdadeira
Há amigo mais chegado que um irmão. Em todo tempo ama o amigo. O perfume e o incenso alegram o coração — assim o conselho doce do amigo.
ଜେ କି ବେସି ସାଙ୍ଗମନ୍କେ କଜ୍ସି, ସେ ନିଜର୍ ବିନାସ୍ ପାଇଁ କଜ୍ସି; ମାତର୍ ଗଟେ ଲାଡ୍ କର୍ବା ଲକ୍ ଆଚେ, ଜେ କି ବାଇର୍ ଲଗେ ଅନି ଅଦିକ୍ ନିଜର୍ ଲଗେ ରଇସି ।
ସାଙ୍ଗ ସବୁବେଲେ ଲାଡ୍ କର୍ସି, ମାତର୍ ବାଇର୍ ଦୁକ୍ ବେଲେ ସାଇଜ କର୍ବାକେ ଜନମ୍ ଅଇ ରଇସି ।
ଚିକନ୍ ଆରି ବାସ୍ନା ଜିନିସ୍, ମନ୍କେ ସାର୍ଦା କର୍ସି, ସେ ରକାମ୍ ମଇତର୍ ତାର୍ ମନ୍ବିତ୍ରେ ଅନି କଇତେ ରଇବା କାତା ନିକ ଲାଗ୍ସି ।
ଜେନ୍ତିକି ଲୁଆ ଲୁଆକେ ଲାଗନ୍ କର୍ସି, ସେ ରକାମ୍ ଗଟେକ୍ ଲକ୍ ମଇତରର୍ ମୁଁକେ ଚଁଚଲ୍ କରାଇସି ।
ଲୁଚ୍ତେ ଲାଡ୍ ଆଲାଦ୍ କର୍ବା ବାଦୁଲେ ସବୁର୍ ମୁଆଁଟେ ଲାଗ୍ବାଟା ନିକ । ମଇତର୍ ଆମ୍କେ ନିନ୍ଦା କଲେମିସା ବିସ୍ବାସ୍ କର୍ବାର୍ ଅଇସି, ମାତର୍ ସତ୍ରୁ ଚୁମ୍ଲେ ମିସା ଲାଡ୍ମୁଆଁସ୍ ନ ରଏ ।
ନିଜର୍ ବନ୍ଦୁବାନ୍ଦବ୍କେ ଆରି ଆୟାବାବାର୍ ବନ୍ଦୁବାନ୍ଦବ୍କେ ପର୍ କରାନାଇଁ; ତମ୍କେ ବିପଦ୍ ରଇଲେ ନିଜର୍ ବାଇଗରେ ମିସା ଜାଆ ନାଇଁ; ଦୁରେ ରଇବା ବାଇର୍ ବାଦୁଲେ ସାଇପଡିସାର୍ ଲକ୍ବାକ୍ ନିକ ।
ବୁଦି ରଇଲା ଲକର୍ ସଙ୍ଗେ ବାଟ୍ ଇଣ୍ଡା, ତେବେ ତମେ ବୁଦି ଗିଆନ୍ ସିକ୍ସା; ମାତର୍ ମୁର୍କ ଲକର୍ ସଙ୍ଗ୍ ଚାଲାବୁଲା କଲେ ଦୁକ୍ ପାଇସା ।
ଟେପ୍ରିଆ ଲକର୍ ସଙ୍ଗେ ମଇତର୍ ଉଆ ନାଇଁ ଆରି ରିସା ଅଇବା ଲକର୍ ସଙ୍ଗେ ବାଟ୍ ଇଣ୍ଡା ନାଇଁ; ସେନ୍ତାର୍ କଲେ, ତମେ ମିସା ତାର୍ ଅବିଆସ୍ ସିକି କରି ତମର୍ ନିଜର୍ ପାଇଁ ପାନ୍ଦ୍ ଅଡ୍ଲା ପାରା ଅଇସା ।
ବେସି ଲକ୍ମନ୍ ମୁଇଁ ବେସି ନିକ୍ ବଲିକରି ନିଜର୍ ନିଜର୍ ଗୁନ୍ ଚଲନ୍ କଇ ବୁଲ୍ବାଇ; ମାତର୍ ସତ୍ ଲକ୍କେ କେ ପାଇ ପାର୍ସି ?
ଦନ୍ ବେସି ସାଙ୍ଗାରିମନ୍କେ କଜ୍ସି; ମାତର୍ କାକୁର୍ତି ଲକ୍ ନିଜର୍ ସାଙ୍ଗାରିମନର୍ ତେଇଅନି ଅଲ୍ଗା ଅଇସି ।
Jesus, o amigo
Já não vos chamo servos, mas amigos. O maior amor é dar a vida pelo amigo. Jesus é o amigo que nunca falha.
ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ । ମୁଇ ତମ୍କେ ଜନ୍ ଆଦେସ୍ ଦେଇଆଚି, ସେଟା ମାନ୍ସା ବଇଲେ ତମେ ମର୍ ମଇତର୍ମନ୍ । ଏବେ ମୁଇ ତମ୍କେ ଗତିଦାଙ୍ଗ୍ଡାମନ୍ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍ଡା ତାର୍ ସାଉକାର୍ କାଇଟା କର୍ସି ସେଟା ନାଜାନେ । ମାତର୍ ମୁଇ ତମ୍କେ ମଇତର୍ ବଲି ଡାକ୍ବି, କାଇକେ ବଇଲେ ମୁଇ ବାବାର୍ତେଇ ଅନି ଜନ୍ ଜନ୍ ବିସଇ ସୁନି ଆଚି, ସେଟା ତମ୍କେ କଇଦେଲିଆଚି ।
ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ । ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
ଏ ମର୍ ଆଲାଦର୍ ମଇତର୍ମନ୍, ଜେନ୍ତିକି ପର୍ମେସର୍ ଆମ୍କେ ଏତେକ୍ ଆଲାଦ୍ କଲାର୍ପାଇ, ଆମେମିସା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ସେନ୍ତାରି ଆଲାଦ୍ କର୍ବାର୍ ଆଚେ । କେ ମିସା ପର୍ମେସର୍କେ ଦେକତ୍ ନାଇତା । ମାତର୍ ଆମେ ଜଦି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସର୍ ଆମର୍ ସଙ୍ଗ୍ ମିସିଆଚେ । ସେ ଆମର୍ଟାନେ ତାର୍ ଆଲାଦ୍ ସିଦ୍ କର୍ସି ।
ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇଁ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ । ଜଦି କାକେମିସା ବଁଚ୍ବାକେ ତାର୍ ଲଡାକେ ଲାଗ୍ବାଟା ସବୁ ବିସଇଆଚେ, ଆରି ତାର୍ ବିସ୍ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍ ତାର୍ପାଇ ଜିବନ୍ ଦୁକାଏ ନାଇ, ସେ ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇନାପାରେ । ଆଲାଦର୍ ପିଲାମନ୍, ଆମର୍ ଆଲାଦ୍ ଅବ୍କା କୁଆବଲାଇ ରଇବାର୍ ନାଇ । ଆମେ ସତ୍ସଙ୍ଗ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ । ଜେନ୍ତାରିକି ପର୍ମେସର୍ ସତ୍ସଙ୍ଗ୍ ଆମ୍କେ ଆଲାଦ୍ କର୍ସି ।
ଏଟାର୍ ଲାଗି ଦରମ୍ ସାସ୍ତରର୍ ଏ ବାକିଅ ପୁରାପୁରୁନ୍ ଅଇଲା । ଅବ୍ରାଆମ୍ ପର୍ମେସର୍କେ ବିସ୍ବାସ୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲି ଏଜାଇଅଇଲା । ଆରି ଲକ୍ମନ୍ ତାକେ ପର୍ମେସରର୍ ମଇତର୍ ବଲି ଡାକିରଇଲାଇ ।
ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
Companheiros de fé
Dois são melhores do que um. Os companheiros de fé se fortalecem mutuamente e caminham juntos com o Senhor.
ଗଟେକ୍ଲକର୍ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍ଟ କଲା ପଲ୍, ପାଇବାଇ। ସେମନର୍ ବିତ୍ରେ ଗଟେକ୍ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍ସି; ମାତର୍ ଜେ ଗଟେକ୍ ଲକ୍ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍ବାଲକ୍ କେ ନ ରଅତ୍, ସେ ଗଟେକ୍ କସ୍ଟ ପାଇବା ଲକ୍ ।
ନାଡାଇ ଉଆନାଇ, କାରାପ୍ ଲକ୍ମନର୍ ସଙ୍ଗ୍, ସାଙ୍ଗ ଅଇଲେ ସେମନ୍ ତମର୍ ନିକ ଚଲାଚଲ୍ତି କର୍ବାଟା ନସାଇ ଦେବାଇ ।