Amor verdadeiro
O amor verdadeiro vem de Deus. Não é emoção passageira — é decisão, sacrifício e compromisso eterno. O perfeito amor lança fora o medo e nunca deixará de existir.
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ତୁମିମଃନ୍ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇ ନଃଉଆଁ ବିଦି ମୁୟ୍ ତୁମିମଃନ୍କେ ଦେଉଁଲେ, ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା । ଜଦି ତୁମାର୍ ତୁମାର୍ ବିତ୍ରେ ଲାଡ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜେ ମର୍ ଚେଲା ଇରି ସଃବୁ ଲକ୍ମଃନ୍ ଜାଣ୍ତି ।"
ମଃତର୍ ଅଃମିମଃନ୍ ହାହି ରିଲା ବଃଳ୍ ହେଁ କ୍ରିସ୍ଟ ଜେ ଅଃମାର୍ ଗିନେ ମଃଲା, ସେତାକ୍ ଇସ୍ୱର୍ ଅଃମାର୍ ଗିନେ ଅଃହ୍ଣାର୍ ଲାଡ୍ ଦଃକାୟ୍ ଆଚେ ।
ମୁୟ୍ଁ ବାୟ୍ଦ୍ରେ ଜାଣି ତାର୍ ଲାଡେ ହୁଣି ଅଃମି କଃବେ ହେଁ ଦୁରି ଅଃଉଁ ନଃହାରୁ । ମଃର୍ନ୍ କି ଜିବନ୍, ସଃର୍ଗ୍ ଦୁତ୍ କି ଅଃଗାସ୍ ମଃଣ୍ଡଳାର୍ କୁୟି ଅଃଦିକାରି ହେଁ କି ସଃକ୍ତି, ଅଃବେ କି ହଃଚେ, ଉହ୍ରାର୍ କି ତଃଳାର୍, କାୟି ବିସୟ୍ ସଃବୁ ଜଃଗତାର୍ ଇରଃକମ୍ କାୟି ବିସୟ୍ ନାୟ୍ ଜୁୟ୍ରି ପର୍ବୁ ଜିସୁ କ୍ରିସ୍ଟର୍ ଦଃୟ୍କଃରି ଜାଣାହଃଳ୍ତାର୍ ଇସ୍ୱରାର୍ ସେ ଲାଡେ ହୁଣି ଆମିମଃନ୍କେ ଦୁର୍ କଃରୁ ହାରେଦ୍ ।
ତୁମି ଗଟ୍ଲକେ ଲାଡ୍ କଃର୍ତି ରିଲେକ୍ ତାକେ କଃବେ ହେଁ ଅଃନ୍ୟାୟ୍ ନଃକେରାସ୍ । ସେତାକ୍ ଲାଡ୍କଃର୍ତାର୍ ଗିନେ ସଃବୁ ବିଦି ମାନୁକ୍ ଅୟ୍ଦ୍ ।
ଲାଡ୍ ଦୁକ୍ ସଃମ୍ବାଳ୍ତାର୍, ଲାଡ୍ ଉହ୍କାର୍ କଃର୍ତାର୍ । ଡାରା ନଃକେରେ, ଗଃର୍ବ୍ ନଃକେରେ, ଅଃକାର୍ ନଃକେରେ ମଃନେ ଲାଡ୍ ରିଲାର୍ ଗିନେ ରିସା ଜାତ୍ ନୟ୍, ନିଜେ ଲାବ୍ ହାଉଁକେ ଉପାୟ୍ ନଃକଜେ କାକ୍ରି ନୟ୍, ଉହ୍କାର୍ ହାୟ୍ଁ ନଃରିଲେକ୍ ହେଁ ମଃନେ ବେର୍ ନଃଦେରେ । ଅଃଦଃର୍ମେ ସଃର୍ଦା ନଃକେରେ ମଃତର୍ ସଃତ୍ ତଃୟ୍ ସଃର୍ଦା କଃରେଦ୍, ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।
ଲାଡ୍ କଃବେହେଁ ନଃସେରେ, ଇସ୍ୱରାର୍ କବୁର୍ କଃଉତା ସଃକ୍ତି ରଃୟ୍ଦ୍, ସେରି ସଃରେଦ୍, ଜଦି ବିନ୍ ବାସା କଃଉତା ସଃକ୍ତି ରଃୟ୍ଦ୍, ସେସଃବୁ ସେସ୍ ଅୟ୍ଦ୍, ଜଦି ମାନାୟ୍ର୍ ଗିଆନ୍ ରଃୟ୍ଦ୍, ସେରି ନଃସ୍ଟ୍ ଅୟ୍ଦ୍ ।
ଜେ ଏକ୍ଆରେକ୍କେ ଲାଡ୍ ନଃକେରେ, ସେ ଇସ୍ୱର୍କେ ନଃଜାଣେ, କାୟଃତାକ୍ବଃଲେକ୍ ଇସ୍ୱର୍ ତ ଲାଡ୍କାରି
ଲାଳେ ଡିର୍ ନଃରେୟ୍; ମଃତର୍ ହୁରା ଲାଡ୍ ଡିର୍କେ ଦୁର୍ କଃରେଦ୍, ବଃଲେକ୍ ଡିର୍ ସଃଙ୍ଗ୍ ଡଃଣ୍ଡ୍ ମିସିଆଚେ ଆର୍ ଜେ ଡିରେଦ୍, ସେ ଲାଡେ ହୁର୍ନ୍ ନାୟ୍ ।
ବଃଲେକ୍ ଇସ୍ୱର୍କେ ଲାଡ୍ କଃର୍ତା ଅଃର୍ତ୍ ଅଃଉଁଲି ତାର୍ ବଲ୍ ମାନ୍ତାର୍, ଆର୍ ତାର୍ ବିଦି ସଃବୁ ଜଃବର୍ କଃସ୍ଟ ନାୟ୍ ।
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍,