Ascensão
A ascensão de Jesus ao céu é a coroação de sua obra redentora. Ele subiu à destra do Pai, de onde voltará com poder e glória para buscar os seus.
ସେ ଇ ସଃବୁ କଃତା କୟ୍ଲା ହଃଚେ, ସେମଃନ୍ ଦଃକୁଦଃକୁ କଃଣ୍ଡେକ୍ ମେଗ୍ ଆସି ଜିସୁକେ ଉହ୍ରେ ନଃୟ୍ଗଃଲି ଆର୍ ସେମଃନ୍ ତାକେ ଦଃକୁ ନାହାର୍ଲାୟ୍ ।
ଜିସୁ ଜଃଉଁଜଃଉଁ ଚେଲାମଃନ୍ ଅଃଗାସ୍କେ ଦଃକୁଲାୟ୍, ଅଃନ୍କା ବେଳାୟ୍ ଦବ୍ ବଃସ୍ତର୍ ହିନ୍ଦ୍ଲା ଦୁୟ୍ ଲକ୍ ସେମଃନାର୍ ଚଃମେ ଆୟ୍ଲାୟ୍ । ଆରେକ୍ ସେମଃନ୍ କୟ୍ଲାୟ୍, "ଏ ଗାଲିଲିର୍ ଲକ୍ କାୟିତାକ୍ ତୁମିମଃନ୍ ଅଃଗାସ୍କେ ଦଃକି ଟିଆ ଅୟି ଆଚାସ୍ ? ଇ ଜୁୟି ଜିସୁ ତୁମାର୍ ଚଃମେ ହୁଣି ସଃର୍ଗେ ନିଆ ଅୟ୍ଲା ତାକେ ତୁମିମଃନ୍ ଜୁୟି ରଃକମ୍ ସଃର୍ଗେ ଜାତାର୍ ଦଃକ୍ଲାସ୍, ସେ ସେରଃକମ୍ ସଃର୍ଗେହୁଣି ବାଉଳି ଆସେଦ୍ ।"
ଇ ସଃବୁ କଃତା ସେମଃନ୍କେ କୟ୍ଲା ହଃଚେ, ଜିସୁ ମାପୁର୍କେ ସଃର୍ଗେ ନିଆ ଅୟ୍ଲି, ସେ ଜାୟ୍ ଇସ୍ୱର୍ ମାପୁରାର୍ କାତାବାଟ୍ୟା ବଃସ୍ଲା ।
ତାର୍ହଃଚେ ଜିସୁ ସେମଃନ୍କେ ବେତାନିଆ ଜାତା ବାଟ ହଃତେକ୍ ନଃୟ୍ କଃରି, ନିଜାର୍ ଆତ୍ ଟେକି ସେମଃନ୍କେ ଆସିର୍ବାଦ୍ କଃଲା । ଆରେକ୍ ଆସିର୍ବାଦ୍ କଃରି କଃରି ତାକାର୍ ତଃୟ୍ହୁଣି ଅଃଲ୍ଗା ଅୟି ସଃର୍ଗେ ଗଃଲା ।
ମର୍ ଉବାର୍ ଗଃରେ ଗାଦେକ୍ ବାସା କଃର୍ତା ଟାଣ୍ ଆଚେ; ସେରି ସଃତ୍ ଅୟ୍ନଃରିଲେକ୍, ମୁୟ୍ ତୁମିକେ ଇ କଃତା ନଃକୟ୍ଲେ ହୁଣି, ମୁୟ୍ ତୁମାର୍ ଗିନେ ଟାଣ୍ ଟିକ୍ କଃରୁକେ ଜଃଉଁଲେ;
ମୁୟ୍ ତୁମିକେ ସଃତ୍କଃରି କଃଉଁଲେ, ମର୍ତଃୟ୍ ଜେ ବିସ୍ୱାସ୍ କଃରେଦ୍, ମୁୟ୍ ଜୁୟି ଜୁୟି କାମ୍ କଃରୁଲେ, ସେ ହେଁ ସେରିସଃବୁ କଃରେଦ୍, ଆରେକ୍ ସେସଃବୁ ତଃୟ୍ହୁଣି ହେଁ ଅଃଦିକ୍ ବଃଡ୍ କାମ୍ କଃରେଦ୍, ବଃଲେକ୍ ମୁୟ୍ ଉବାର୍ ହାକ୍ ଜଃଉଁଲେ ।
ସଃତ୍କଃରି ମୁୟ୍ ଉବାର୍ ଲଃଗେ ହୁଣି ଜଃଗତେ ଆସିଆଚି; ଆର୍ ଅଃବେ ମୁୟ୍ ଜଃଗତ୍ ଚାଡି ଉବାର୍ ଲଃଗେ ବାଉଳି ଜାୟ୍ନ୍ଦ୍ ।"
ଜିସୁ ତାକ୍ କୟ୍ଲା, "ମକ୍ ଦଃରି ରିଆ ନାୟ୍, କାୟିତାକ୍ବଃଲେକ୍ ମୁୟ୍ ଅଃବେ ହଃତେକ୍ ଉବାର୍ ଲଃଗେ ନଃଜାୟ୍ଁତା; ମଃତର୍ ମର୍ ବାୟ୍ମଃନାର୍ ଲଃଗେ ଜାୟ୍ ସେମଃନ୍କେ କଃଉ, ମୁୟ୍ ମର୍ ଉବା ଆର୍ ସେମଃନାର୍ ଉବାସି, ମର୍ ଇସ୍ୱର୍ ଆର୍ ସେମଃନାର୍ ଇସ୍ୱରାର୍ ଲଃଗେ ଜଃଉଁଲେ ।"
ସେତାକ୍ ଜିସୁ କୟ୍ଲା, "ମୁୟ୍ ତୁମିମଃନାର୍ ସଃଙ୍ଗ୍ ଆର୍ ଅଃଳକ୍ ବେଳା ରଃୟ୍ନ୍ଦ୍, ତାର୍ହଃଚେ ମକ୍ ହଃଟାୟ୍ଲା ଇସ୍ୱରାର୍ ତଃୟ୍ ବାଉଳି ଜାୟ୍ନ୍ଦ୍ ।
ଇସ୍ୱର୍ ମାନ୍ତିର୍ ଗୁପ୍ତ ଗ୍ୟାନ୍ ଜେ ବଃଡ୍କଃତା, ଇରି ସଃବୁ ଲକ୍ ମାନ୍ତି । ସେରି ଇରି,
କ୍ରିସ୍ଟ ଗଃଗାଳ୍ ଦଃରି ଦଃକାୟ୍ ଅୟ୍ଲା,
ଆତ୍ମାୟ୍ ଦଃର୍ମି ବଃଲି ସଃତ୍ ବଃଲାୟ୍ ଅୟ୍ଲା,
ଦୁତ୍ମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା,
ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ପର୍ଚାର୍ ଅୟ୍ଲା,
ଜଃଗତେ ତାକ୍ ସଃତ୍ କଃଲାୟି,
ଜଃଜ୍ମାନେ ସଃର୍ଗେ ଗଃଲା ।