Batismo
O batismo é mandamento de Jesus e proclamação pública de fé. É símbolo de morte para o pecado, sepultamento com Cristo e ressurreição para uma vida nova no Espírito.
O mandamento de Jesus
Ide e fazei discípulos, batizando-os em nome do Pai, do Filho e do Espírito Santo. O batismo é porta de entrada na comunidade cristã.
ତଃବେ ତୁମିମଃନ୍ ଜାୟ୍ ସଃବୁ ବାସାର୍ ରିଲା ଲକ୍ମଃନ୍କେ ଉବା, ହଅ ଆର୍ ପବିତ୍ର ଆତ୍ମାର୍ ନାଉଁଏ ବାପ୍ତିସମ୍ ଦଃୟି, ସେମଃନ୍କେ ଚେଲା କଃରା । ଆର୍ ମୁଁୟ୍ ତୁମିମଃନ୍କେ ଜୁୟି ଜୁୟି ଆଡର୍ ଦଃୟି ଆଚି ସେରି ସଃବୁ ମାନୁକ୍ ସିକାଉଆ, ଆରେକ୍ ମଃନେ ରଃକା ଜୁଗ୍ ସେସ୍ ଅଃଉତା ହଃତେକ୍ ସଃବୁବଃଳ୍ ମୁଁୟ୍ ତୁମିମଃନାର୍ ସଃଙ୍ଗେ ସଃଙ୍ଗେ ଆଚି ।"
ଆରେକ୍ ଜିସୁ ସେମଃନାର୍ ଚଃମେ ଆସି କଃତା ଅୟି କୟ୍ଲା, "ସଃର୍ଗ୍ ଆର୍ ହୁର୍ତିବିର୍ ସଃବୁ ଅଃଦିକାର୍ ମକେ ଦିଆ ଅୟିଆଚେ । ତଃବେ ତୁମିମଃନ୍ ଜାୟ୍ ସଃବୁ ବାସାର୍ ରିଲା ଲକ୍ମଃନ୍କେ ଉବା, ହଅ ଆର୍ ପବିତ୍ର ଆତ୍ମାର୍ ନାଉଁଏ ବାପ୍ତିସମ୍ ଦଃୟି, ସେମଃନ୍କେ ଚେଲା କଃରା । ଆର୍ ମୁଁୟ୍ ତୁମିମଃନ୍କେ ଜୁୟି ଜୁୟି ଆଡର୍ ଦଃୟି ଆଚି ସେରି ସଃବୁ ମାନୁକ୍ ସିକାଉଆ, ଆରେକ୍ ମଃନେ ରଃକା ଜୁଗ୍ ସେସ୍ ଅଃଉତା ହଃତେକ୍ ସଃବୁବଃଳ୍ ମୁଁୟ୍ ତୁମିମଃନାର୍ ସଃଙ୍ଗେ ସଃଙ୍ଗେ ଆଚି ।"
ସଃଡେବଃଳ୍ ଜିସୁ ଜହନ୍ ତଃୟ୍ହୁଣି ବାପ୍ତିସମ୍ ନେଉଁକେ ଗାଲିଲି ହୁଣି ଜର୍ଦନ୍ ଗାଡେ ଆୟ୍ଲା ।
ଜୁୟ୍ଲକ୍ ସଃତ୍ କଃରି ବାପ୍ତିସମ୍ ନଃୟ୍ଦ୍, ସେ ହାହେହୁଣି ମୁକ୍ତି ହାୟ୍ଦ୍; ମଃତର୍ ଜୁୟ୍ଲକ୍ ଅବିସ୍ୱାସ୍ କଃରେଦ୍, ସେ ଦସି ଆର୍ ଦଃଣ୍ଡ୍ ହାୟ୍ଦ୍ ।
ଆରେକ୍ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ଜଃଗତାର୍ ଚାରିହାକ୍ ଜାୟ୍, ସଃବୁ ଜାତିର୍ ଲକ୍ମଃନାର୍ ତଃୟ୍ ଇ ନିକ କବୁର୍ ପର୍ଚାର୍ କଃରା । ଜୁୟ୍ଲକ୍ ସଃତ୍ କଃରି ବାପ୍ତିସମ୍ ନଃୟ୍ଦ୍, ସେ ହାହେହୁଣି ମୁକ୍ତି ହାୟ୍ଦ୍; ମଃତର୍ ଜୁୟ୍ଲକ୍ ଅବିସ୍ୱାସ୍ କଃରେଦ୍, ସେ ଦସି ଆର୍ ଦଃଣ୍ଡ୍ ହାୟ୍ଦ୍ ।
ସଃଡେବଃଳ୍ ଜିସୁ ଗାଲିଲି ରାଜିର୍ ନାଜରିତ୍ ଗାଉଁଏ ହୁଣି ଆୟ୍ଲା ଆର୍, ଜର୍ଦନ୍ ଗାଡେ ଜହନ୍ ତଃୟ୍ହୁଣି ବାପ୍ତିସମ୍ ହାୟ୍ଲା । ଜିସୁ ବାପ୍ତିସମ୍ ନଃୟ୍ ଜାଣାୟି ହୁଣି ବାରାୟ୍ଲା, ଆର୍ ସଃର୍ଗ୍ ଉଗାଳି ଅୟ୍ଲି ଆର୍ ପବିତ୍ର ଆତ୍ମା ହାଣ୍ଡ୍କା ହର୍ ଅୟି ତାର୍ ଉହ୍ରେ ଉତ୍ରି ଆସ୍ତାର୍ ସେ ଦଃକ୍ଲା ।
Morrer e ressuscitar
Fomos sepultados com Cristo pelo batismo na morte para que andemos em novidade de vida. O batismo é renascimento pelo Espírito.
ଅଃମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟ ଜିସୁର୍ ତଃୟ୍ ବାପ୍ତିସମ୍ ଅୟି ଆଚୁ, ସଃବୁଲକ୍ ଜେ ତାର୍ ମଃର୍ନେ ବାପ୍ତିସମ୍ ଅୟି ଆଚୁ, ଇରି କି ତୁମିମଃନ୍ ନଃଜାଣାସ୍ ? ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟି ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟି ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
ଅଃମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟ ଜିସୁର୍ ତଃୟ୍ ବାପ୍ତିସମ୍ ଅୟି ଆଚୁ, ସଃବୁଲକ୍ ଜେ ତାର୍ ମଃର୍ନେ ବାପ୍ତିସମ୍ ଅୟି ଆଚୁ, ଇରି କି ତୁମିମଃନ୍ ନଃଜାଣାସ୍ ?
ସେରି କଃବେ ହେଁ ନଃଉଅ, ହାହେ ମଃରି ଆଚୁ ଜେ ଅଃମିମଃନ୍, ସେତି କଃନ୍କଃରି ଜିବନ୍ ରେଉଁଆ ? ଅଃମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟ ଜିସୁର୍ ତଃୟ୍ ବାପ୍ତିସମ୍ ଅୟି ଆଚୁ, ସଃବୁଲକ୍ ଜେ ତାର୍ ମଃର୍ନେ ବାପ୍ତିସମ୍ ଅୟି ଆଚୁ, ଇରି କି ତୁମିମଃନ୍ ନଃଜାଣାସ୍ ? ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟି ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟି ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
କାୟିତାକ୍ବଃଲେକ୍ ଜଦି ଅଃମିମଃନ୍ ତାର୍ ମଃର୍ନାର୍ ହର୍ ମଃର୍ନ୍ ବୟଃଗ୍ କଃରି ତାର୍ ସଃଙ୍ଗ୍ ଗଟେକ୍ ଅୟି ଆଚୁ ସେନ୍ ଅୟିଲେକ୍ ବାୟ୍ଦ୍ରେ ତାର୍ ଉଟ୍ତାର୍ ହର୍ ହେଁ ଉଟିକଃରି ତାର୍ ସଃଙ୍ଗ୍ ଗଟେକ୍ ଅଃଉଁନ୍ଦ୍ । ଅଃମିମଃନ୍ ଇରି ଜାଣିଆଚୁ, କ୍ରିସ୍ଟର୍ ସଃଙ୍ଗ୍ କ୍ରୁସ୍ ଉହ୍ରେ ଅଃମାର୍ ହଃର୍ନା ଜିବନ୍ ମଃରିଆଚେ, ସେତାର୍ ଗିନେ ହାହାର୍ ଗଃଗାଳ୍ ନାସ୍ ଅୟିଆଚେ ଆର୍ ଅଃମି ହାହ୍ ସେବାକାମେ ହୁଣି ମୁକ୍ତି ଅୟି ଆଚୁ । କାୟିତାକ୍ବଃଲେକ୍ ଜେ ମଃରି ଆଚେ ସେ ହାହାର୍ ସଃକ୍ତିଏ ହୁଣି ମୁକ୍ଲିଆଚେ ।
ତୁମିମଃନ୍ ବାପ୍ତିସମେ ତାର୍ ସଃଙ୍ଗ୍ ମଃରି ଉଟି, ଜୁୟି ଇସ୍ୱର୍ ତାକେ ମଃଲା ତଃୟ୍ ହୁଣି ଉଟାୟ୍ଲା ତାର୍ କଃରୁହାର୍ତା ସଃକ୍ତିଏ ସଃତ୍ କଃରି କ୍ରିସ୍ଟର୍ ସଃଙ୍ଗ୍ ଆରେକ୍ ଉଟି ଆଚାସ୍ ।
କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ ତଃୟ୍ ଇସ୍ୱରାର୍ ହୟିସି ଜିସି ଅୟି ଆଚାସ୍ । ଜଃବେ ତୁମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟର୍ ଗିନେ ବାପ୍ତିସମ୍ ହାୟ୍ଁ ଆଚାସ୍, ତୁମିମଃନ୍ ସଃବୁ କ୍ରିସ୍ଟକେ ବଃସ୍ତର୍ ହର୍ ହୁଙ୍ଗ୍ରି ଆଚାସ୍ ।
ଜିସୁ କୟ୍ଲା, "ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ ।
ଜିସୁ କୟ୍ଲା, "ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ ।
ସଃଡେବଃଳ୍ ସେ ଅଃମିମଃନାର୍ କଃଲା ଦଃର୍ମ୍ କାମାର୍ ଗିନେ ନାୟ୍, ମଃତର୍ ଅଃହ୍ଣାର୍ ଦଃୟା ହଃର୍କାରେ, ଆରେକ୍ ଜଲମ୍ ଦଃୟି ଆର୍ ପବିତ୍ର ଆତ୍ମା ନଃଉଁଆକଃରି ଅଃମିମଃନ୍କେ ମୁକ୍ଳାୟ୍ ଆଚେ ।
ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି ।
Batismo e Espírito
Arrependei-vos e cada um seja batizado. O batismo no Espírito Santo é poder para vida e testemunho.
ସେତାକ୍ ପିତର୍ ସେମଃନ୍କେ କୟ୍ଲା, "ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ ।
ସେତାକ୍ ପିତର୍ ସେମଃନ୍କେ କୟ୍ଲା, "ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ ।
ସେତାକ୍ ଜୁୟ୍ମଃନ୍ ପିତରାର୍ କଃତା ମଃନେ ବିସ୍ୱାସ୍ କଃଲାୟି, ସେମଃନ୍ ବାପ୍ତିସମ୍ ହାୟ୍ଲାୟ୍, ଆର୍ ସେ ଦିନ୍ ହାକାହାକି ତିନି ଅଃଜାର୍ ଲକ୍ ବିସ୍ୱାସି ଦଃଳେ ମିସ୍ଲାୟ୍ ।
ମଃତର୍ ପିଲିପ୍ ଇସ୍ୱରାର୍ ରାଇଜାର୍ ଆର୍ ଜିସୁ କ୍ରିସ୍ଟର୍ ନାଉଁଏ ନିକ କବୁର୍ ପର୍ଚାର୍ କଃଲାକ୍ ସେମଃନ୍ ଜଃଡେବଃଳ୍ ସଃତ୍ କଃଲାୟି ସଃଡେବଃଳ୍ ହୁଣି ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍ ବାପ୍ତିସମ୍ ଅଃଉଁକେ ଦଃର୍ଲାୟ୍ । ଆର୍ ସିମନ୍ ନିଜେ ହେଁ ବିସ୍ୱାସ୍ କଃରି ବାପ୍ତିସମ୍ ହାୟ୍ଲା ଆର୍ ପିଲିପାର୍ ସଃଙ୍ଗ୍ ରିଲା ଆର୍ କଃତେକ୍ କଃତେକ୍ ଚିନା ଆର୍ ବଃଡ୍ବଃଡ୍ ସଃକ୍ତିର୍ କାମ୍ ଦଃକି କାବା ଅଃଉଁକେ ଦଃର୍ଲା ।
ଆର୍ ସେମଃନ୍ ବାଟେ ଜଃଉଁଜଃଉଁ, କୁଣ୍ ଗଟେକ୍ ହାଣିନାଳେ ହଚ୍ଲାୟ୍, ସେତାକ୍ ବେଜୁ କୟ୍ଲା, "ଇତି ତ ହାଣି ଆଚେ, ମର୍ ବାପ୍ତିସମ୍ ହାଉଁକ୍ କାୟି ବାଦା ଆଚେ ?" ପିଲିପ୍ କୟ୍ଲା ତୁୟ୍ ସଃବୁ ମଃନ୍ ହଃରାଣ୍ ସଃଙ୍ଗ୍ ଜଦି ବିସ୍ୱାସ୍ କଃର୍ସି ତଃବେ ଅଃଉଁ ହାରେ । ସେତାକ୍ ବେଜୁ କୟ୍ଲା ଜିସୁ କ୍ରିସ୍ଟ ଜେ ଇସ୍ୱରାର୍ ହୟିସି ଇରି ମୁୟ୍ଁ ବିସ୍ୱାସ୍ କଃରୁଲେ ।
ଆରେକ୍ ବେଜୁ ରଃତ୍ ତେବାଉଁକେ କୟ୍ଲା । ତଃବେ ପିଲିପ୍ ଆର୍ ବେଜୁ ହାଣି ବିତ୍ରେ ଉତୁର୍ଲାୟ୍ ଆର୍ ପିଲିପ୍ ତାକେ ବାପ୍ତିସମ୍ ଦିଲା । ସେମଃନ୍ ହାଣି ବିତ୍ରେ ହୁଣି ବାରାୟ୍ ଆୟ୍ଲାକ୍ ମାପୁର୍ ଆତ୍ମା ପିଲିପକେ କେଣେ ଦଃରିଗଃଲି ଆରେକ୍ ବେଜୁ ଆର୍ ପିଲିପକେ ଦଃକୁ ନଃହାର୍ଲା, ଅୟିଲେକ୍ ହେଁ ସେ ସଃର୍ଦା ଅୟ୍କଃରି ତାର୍ ବାଟେ ଗଃଲା ।
"ଇ ଜୁୟି ଲକ୍ମଃନ୍ ଅଃମାର୍ ହର୍ ପବିତ୍ର ଆତ୍ମା ହାୟ୍ଁ ଆଚ୍ତି ଇମଃନ୍ ଜଃନ୍କଃରି ବାପ୍ତିସମ୍ ନଃହାଉତି ସେତାକ୍ କେଏ କାୟି ହାଣି ନାୟ୍ ବଃଲେଦ୍ ?" ଆରେକ୍ ସେମଃନ୍କେ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ଦେଉଁକ୍ ଆଦେସ୍ ଦିଲା, ହଃଚେ ସେମଃନ୍ କଃତି ଦିନ୍ ସେତି ରେଉଁକ୍ ତାକେ ଗଃଉଆରି କଃଲାୟି ।
"ଇ ଜୁୟି ଲକ୍ମଃନ୍ ଅଃମାର୍ ହର୍ ପବିତ୍ର ଆତ୍ମା ହାୟ୍ଁ ଆଚ୍ତି ଇମଃନ୍ ଜଃନ୍କଃରି ବାପ୍ତିସମ୍ ନଃହାଉତି ସେତାକ୍ କେଏ କାୟି ହାଣି ନାୟ୍ ବଃଲେଦ୍ ?"
ସେତାକ୍ ପାଉଲ୍ କୟ୍ଲା, "ଜହନ୍ ଇସ୍ରାଏଲ୍ ଲକ୍ମଃନ୍କେ ମଃନ୍ ବାଦ୍ଲାଉତା ବାପ୍ତିସମେ ବାପ୍ତିସମ୍ ଦଃୟି, ତାର୍ହଃଚେ ଜେ ଆସେଦ୍ ତାର୍ ତଃୟ୍ ବଃଲେକ୍ ଜିସୁର୍ ତଃୟ୍ ବିସ୍ୱାସ୍ କଃରୁକେ ଅୟ୍ଦ୍ ବଃଲି ଲକ୍ମଃନ୍କେ କଃଉତି ରିଲା ।
ସେମଃନ୍ ଇରି ସୁଣି ମାପୁର୍ ଜିସୁର୍ ନାଉଁଏ ବାପ୍ତିସମ୍ ନିଲାୟ୍ । ଆର୍ ପାଉଲ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ପବିତ୍ର ଆତ୍ମା ଆୟ୍ଲି, ଆରେକ୍ ସେମଃନ୍ ବିନ ବିନ୍ ବାସାୟ୍ କଃତା କଃଉଁକେ ଆର୍ ଇସ୍ୱରାର୍ କବୁର୍ କଃଉଁକେ ଦଃର୍ଲାୟ୍ ।
ସେମଃନ୍ ଇରି ସୁଣି ମାପୁର୍ ଜିସୁର୍ ନାଉଁଏ ବାପ୍ତିସମ୍ ନିଲାୟ୍ ।
ଆର୍ ପାଉଲ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ପବିତ୍ର ଆତ୍ମା ଆୟ୍ଲି, ଆରେକ୍ ସେମଃନ୍ ବିନ ବିନ୍ ବାସାୟ୍ କଃତା କଃଉଁକେ ଆର୍ ଇସ୍ୱରାର୍ କବୁର୍ କଃଉଁକେ ଦଃର୍ଲାୟ୍ ।
ଆର୍ ଅଃବେ ତୁୟ୍ କାୟିତାକ୍ ବେଳା କଃରୁଲିସ୍, ଉଟ୍ ବାପ୍ତିସମ୍ ହାଉ, ଆରେକ୍ ତାର୍ ନାଉଁଏ ପାର୍ତ୍ନା କଃରି ନିଜାର୍ ହାହ୍ ସଃବୁ ଦଃଉ ।"
କାୟିତାକ୍ବଃଲେକ୍ ଜହନ୍ ହାଣିୟେ ବାପ୍ତିସମ୍ ଦିଲା ସଃତ୍, ମଃତର୍ ତୁମିମଃନ୍ କଃତି ଦିନ୍ ହଃଚେ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଅଃଉଆସ୍ ।"
ମଃତର୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଆୟ୍ଲେକ୍ ତୁମିମଃନ୍ ସଃକାତ୍ ହାଉଆସ୍ ଆର୍ ଜିରୁସାଲମ, ସଃବୁ ଜିଉଦା ରାଜି ଆର୍ ସମିରଣ୍, ଆରେକ୍ ହୁର୍ତିବିର୍ ସେସ୍ ସଃନ୍ଦି ହଃତେକ୍ ହେଁ ମର୍ ସାକି ଅଃଉଆସ୍ ।"
ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
ସଃବୁ ଲକ୍ମଃନ୍ ବାପ୍ତିସମ୍ ନିଲା ହଃଚେ, ଜିସୁ ହେଁ ବାପ୍ତିସମ୍ ନିଲା । ଆର୍ ଜିସୁ ପାର୍ତ୍ନା କଃର୍ତିରିଲା ବଃଳ୍ ସଃର୍ଗ୍ ଉଗାଳି ଅୟ୍ଲି, ଆରେକ୍ ପବିତ୍ର ଆତ୍ମା ହାଣ୍ଡ୍କା ହର୍ ଗଃଗାଳ୍ ଦଃରି ଜିସୁର୍ ଉହ୍ରେ ଉତ୍ରି ଆସି ବଃସ୍ଲି; ଆର୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, "ତୁୟ୍ ଅଃମାର୍ ଲାଡାର୍ ହଅ, ତର୍ ତଃୟ୍ ଅଃମାର୍ ବଃଡେ ସଃନ୍ମତ୍ ।"
ଇତାକ୍ ତୁମିମଃନ୍ କଃରାପ୍ ଅୟିଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟି ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।"
Um batismo
Em um Espírito fomos todos batizados em um só corpo. O batismo é um só, assim como um só é o Senhor e uma só é a fé.
ଜୁୟ୍ତାର୍ ଗିନେ ଅଃମିମଃନ୍ ଜିଉଦି ଅଃଉଁଆ କି ଅଜିଉଦି ଲକ୍, ଗତିଦଃଙ୍ଗ୍ଳା ଅଃଉଁଆ କି ନଃଉଁଆ, ସଃବୁ ଲକ୍ ତ ଗଟେକ୍ ଗଃଗାଳ୍ ଅଃଉଁକେ ଗଟେକ୍ ଆତ୍ମାୟ୍ ବାପ୍ତିସମ୍ ଅୟି ଆଚୁ, ଆରେକ୍ ଗଟେକ୍ ଆତ୍ମା ହାୟ୍ଁ ଆଚୁ ।
ଜୁୟ୍ତାର୍ ଗିନେ ଅଃମିମଃନ୍ ଜିଉଦି ଅଃଉଁଆ କି ଅଜିଉଦି ଲକ୍, ଗତିଦଃଙ୍ଗ୍ଳା ଅଃଉଁଆ କି ନଃଉଁଆ, ସଃବୁ ଲକ୍ ତ ଗଟେକ୍ ଗଃଗାଳ୍ ଅଃଉଁକେ ଗଟେକ୍ ଆତ୍ମାୟ୍ ବାପ୍ତିସମ୍ ଅୟି ଆଚୁ, ଆରେକ୍ ଗଟେକ୍ ଆତ୍ମା ହାୟ୍ଁ ଆଚୁ ।
କ୍ରିସ୍ଟ କାୟି ବାଗ୍ ଅୟିଆଚେ ? ତୁମାର୍ ଗିନେ କାୟି ପାଉଲ କ୍ରୁସେ ମଃରି ରିଲା ? ଆର୍ ତୁମିମଃନ୍କେ କାୟି ପାଉଲାର୍ ନାଉଁଏ ବାପ୍ତିସମ୍ ଅୟ୍ରିଲାସ୍ ?
କ୍ରିସ୍ପ ଆର୍ ଗାୟକ୍ ଚାଡି ତୁମିମଃନ୍କାର୍ ବିତ୍ରେ ଆର୍ କାକେହେଁ ବାପ୍ତିସମ୍ ନଃଦେୟ୍ଁ ବଃଲି ମୁଁୟ୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ, ଇତାର୍ ଗିନେ କେଏ ତୁମିମଃନ୍କେ ମର୍ ନାଉଁଏ ବାପ୍ତିସମ୍ ଅୟି ଆଚାସ୍ ବଃଲି କେଏ ନଃକଃଉଅତ୍ । ହେଁ ସ୍ତିପାନାର୍ କୁଟୁମ୍କେ ହେଁ ବାପ୍ତିସମ୍ ଦଃୟ୍ଆଚି; ଇରି ଚାଡି ମୁୟ୍ଁ ଆର୍ କାକେ ବାପ୍ତିସମ୍ ଦଃୟ୍ଆଚି ବଃଲି ମୁୟ୍ଁ ଏତୁ କଃରୁଲେ । କାୟିତାକ୍ବଃଲେକ୍ କ୍ରିସ୍ଟ ମକେ ବାପ୍ତିସମ୍ ଦେଉଁକେ ହଃଟାୟ୍ ନଃକେରେ, ନିକ କବୁର୍ ପର୍ଚାର୍ କଃରୁକେ ହଃଟାୟ୍ଲା, ସେରି ହେଁ କଃତାର୍ ବଃଡ୍ହାଣ୍ ଗିଆନେ ନାୟ୍, ଚଃନେମଃନେ କ୍ରୁସ୍ ଉହ୍ରେ କ୍ରିସ୍ଟର୍ ମଃର୍ନ୍ ହଲ୍ୟା ଅୟ୍ଦ୍ ।
ମୁୟ୍ ହେଁ ତାକେ ଜାଣି ନଃରିଲେ ମଃତର୍ ମାପୁର୍ ମକେ ଜାଣାୟି ବାପ୍ତିସମ୍ ଦେଉଁକ୍ ହଃଟାୟ୍ଲା, ସେ କୟ୍ରିଲା, ‘ତୁୟ୍ ଗଟ୍ ମାନାୟ୍ର୍ ଉହ୍ରେ ଆତ୍ମା ଆସି ବଃସ୍ତାର୍ ଦଃକ୍ସି, ସେ ହଃକା ସେ ଲକ୍ ଜେ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଦଃୟ୍ଦ୍ ।’
ମୁୟ୍ ହେଁ ତାକେ ଜାଣି ନଃରିଲେ ମଃତର୍ ମାପୁର୍ ମକେ ଜାଣାୟି ବାପ୍ତିସମ୍ ଦେଉଁକ୍ ହଃଟାୟ୍ଲା, ସେ କୟ୍ରିଲା, ‘ତୁୟ୍ ଗଟ୍ ମାନାୟ୍ର୍ ଉହ୍ରେ ଆତ୍ମା ଆସି ବଃସ୍ତାର୍ ଦଃକ୍ସି, ସେ ହଃକା ସେ ଲକ୍ ଜେ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଦଃୟ୍ଦ୍ ।’