Compreensão
A verdadeira compreensão vem de Deus. Os caminhos do Senhor são mais altos que os nossos. Mas Ele nos convida a buscar entendimento — e promete iluminar quem o busca de coração.
A sabedoria de Deus
Os meus pensamentos não são os vossos pensamentos. A incompreensibilidade de Deus nos leva à humildade e adoração.
କାଇକେ ବଇଲେ ପୁର୍ତିବି ଚାଡି ଆକାସ୍ମଣ୍ଡଲ୍ ଜେନ୍ତାର୍ ଉଚା, ସେ ରକାମ୍ ଆମର୍ ବାଟ୍ସବୁ ତମର୍ ବାଟ୍ ଚାଡି ଆରି ଆମର୍ ନିଅମ୍ ସବୁ ତମର୍ ନିଅମ୍ ଚାଡି ଉଚା ଆଚେ ।
ସବୁବେଲର୍ ମାପ୍ରୁ ସୁସ୍ଟି କାରି ଆରି ଇତିଆସ୍
ଜେ ସୁସ୍ଟି କାରିଆ ସଙ୍ଗେ ବିରଦ୍ କର୍ସି, ସେ ଅବିସାପ୍ ପାଇବା ଲକ୍! ପୁର୍ତିବିର୍ ଜିକ୍ରା ତେଇ ଅନି କଣ୍ଡେକ୍ ଜିକ୍ରା ମାତର୍! ମାଟି କାଇ ତାର୍ କୁମାର୍କେ କଇସି, ତମେ କାଇଟା ତିଆର୍ କଲାସ୍ନି? ଆରି ତମର୍ କାମ୍ କାଇଟା, ତାର୍ ଆତ୍ ନାଇଁ?
ତୁଇ କାଇ ନାଜାନୁସ୍? କି ତୁଇ ସୁନୁସ୍ ନାଇଁ? ପୁର୍ତିବିର୍ ସର୍ତେ ତିଆର୍ କଲା ଲକ୍ ମୁଇ ସାରାସାରି ଜାକ ରଇବି; ସବୁବେଲର୍ ମାପ୍ରୁ ପର୍ମେସର୍ କେବେ ମିସା ନ ତାକେ, କି ନ ପୁଣ୍ଡେ, କି କେବେ ମିସା ତାର୍ ଗିଆନର୍ କାତା, କେ ମିସା ବୁଜି ନାପାରତ୍ ।
ପରମେସରର୍ ଡାକ୍ପୁଟା
ପରମେସରର୍ ଦୟା କେତେକ୍ ବଡ୍ ! ତାର୍ ଗିଆନ୍ ଆରି ବିଚାର୍ କର୍ବା ବପୁ କେ ବୁଜିନାପାରତ୍ ! ସେ ଜନ୍ଟା ଉଁ କର୍ସି, ସେଟା ଲକ୍ମନ୍ ବୁଜିନାପାରତ୍ । ସେ ଜନ୍ କାମ୍ କର୍ବାକେ ଗାଲାନି, ସେଟା କେ ବାତାଇ ନାପାରତ୍ ।
Buscar entendimento
Clama a mim e responder-te-ei. A sabedoria é a coisa principal — busque o entendimento com todo o coração.
ଗିଆନ୍ ଅଇଲାନି ସବୁଟାନେ ଅନି ବଡ୍, ସେଟାର୍ପାଇଁ ଗିଆନ୍ ସିକା, ଆରି, ତମର୍ ସବୁ ମୁଲିଅ ତେଇଅନି ନିମାନ୍ ବାବ୍ନା ଅଦିକ୍ ମୁଲିଅ ।
ଜେ ଦାପ୍ରେ ରିସା ନ ଅଏ, ସେ ବେସି ବୁଦିମାନ୍; ଆରି, ଜେ ଦାପ୍ରେ ରିସା ଅଇସି ସେ ବୁଦି ନଇଲା ପାରା ବଡ୍ପନ୍ ଅଇସି ।
ନର୍ଲକର୍ ମନ୍ ବିତ୍ରେ ବିନ୍ବିନ୍ ରକାମର୍ ଏତ୍ ରଇସି, ମାତର୍ ସବୁବେଲର୍ ମାପ୍ରୁ ଆଦେସ୍ ତିର୍ କର୍ସି ।
ଲକ୍ମନ୍ ନିଜର୍ ଇଚାରେ ଚାଲା ବୁଲା କର୍ବାଇ, ମାତର୍ ସବୁବେଲର୍ ମାପ୍ରୁ ମନର୍ କାତାକେ ଜାନେ ।
ଆରି ଡାକ୍ପୁଟାର୍ ବାବା, ଆମର୍ ମାପ୍ରୁ ଜିସୁକିରିସ୍ଟର୍ ପର୍ମେସର୍କେ ପାର୍ତନା କଲିନି । ଜେନ୍ତିକି ସେ ତମ୍କେ ସୁକଲ୍ ଆତ୍ମା ଦେଇସି । ସେ ଆତ୍ମା ତମ୍କେ ଗିଆନ୍ କୁରାଇସି ଆରି ପର୍ମେସର୍କେ ତମର୍ ମୁଆଟେ ଦେକାଇସି ।
ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ ।
Iluminação divina
A entrada da tua Palavra dá luz e entendimento. Deus revela verdades ocultas e transforma nossa visão da realidade.
ତମେ କେନ୍ତି ପବନ୍ ବୟ୍ଲାନି, ଆରି ଗଟେକ୍ ମାଇଜି ପିଲା ପାଇବାବେଲେ କେନ୍ତି କସ୍ଟ ପାଇସି, ସେଟା ନାଜାନାସ୍, ଟିକ୍ ସେ ରକାମ୍ ସବୁଜାକ ଗଡ୍ଲା ପର୍ମେସରର୍ କାମ୍କେ ନାଜାନାସ୍ ।
ଜିସୁ ତାକେ କଇଲା, "ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।"
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
ଜିସୁ ବସ୍ଲା ଆରି ତାର୍ ବାର୍ଟା ସିସ୍ମନ୍କେ ତାର୍ଲଗେ ଡାକାଇ ସେମନ୍କେ କଇଲା, "ଜଦି କେ ମୁକିଆ ଅଇବାକେ ମନ୍ କଲେ, ସେ ସବୁର୍ଟାନେଅନି ସାନ୍ ଅଇବାର୍ ଆଚେ, ଆରି ସବୁଲକର୍ ସେବା କର୍ବାର୍ ଆଚେ ।"
ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ । ଜଦି ତମେ କିରିସ୍ଟର୍ ଲକ୍, ତେବେ ତମେ ମିସା ଅବ୍ରାଆମର୍ କୁଟୁମର୍ ଆରି ପରମେସର୍ ଜାଇଟା ସପତ୍ କଲାଆଚେ, ସେଟା ମିଲାଇସା ।
ସବୁ ବିସଇ ପରିକା କରି ଦେକା, ଜନ୍ଟା ସତ୍, ସେଟା ଚାଡାନାଇ । ସବୁ ରକାମର୍ କାରାପ୍ କାମେଅନି ଦୁରିକେ ରୁଆ ।
ଆମେ ଏ ଜଗତେ ବଁଚ୍ଲୁନି ଏଟା ସତ୍, ମାତର୍ ଲକ୍ମନର୍ ଗିଆନ୍ ସଙ୍ଗ୍ ଜୁଜିକରି ରଉନାଇ ।
ତେବର୍ ପାଇ ଆମେ ଏ ଜଗତେ ଡିସ୍ବା ବିସଇ ଆସା ନ କରି ନ ଡିସ୍ବା ବିସଇ ଆସା କଲୁନି । କାଇକେବଇଲେ ଦେକ୍ବା ବିସଇ ସବୁଦିନ୍ ନ ରଏ, ମାତର୍ ନ ଦେକ୍ବା ବିସଇ ସବୁ ଦିନର୍ପାଇ ରଇସି ।
କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।