Confiabilidade
A confiabilidade de Deus é absoluta. Ele é fiel em todas as suas promessas, constante em seu amor e seguro em seu caráter. Podemos confiar nele completamente.
Deus é fiel
O Senhor é fiel em todas as suas palavras e bondoso em todos os seus atos. Grande é a sua fidelidade!
ମାତର୍ ମାପ୍ରୁ, କାତା ରକିଆକାରି । ସେ ତମ୍କେ କାରାପ୍ଟାନେଅନି ରକିଆ କରି ତବିର୍ କୁରାଇସି ।
ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
Caráter de Deus
Toda boa dádiva vem do alto. O Senhor é bom e sua misericórdia dura para sempre. Nele podemos descansar.
ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।
Integridade e confiança
Eu sou o Alfa e o Ômega — Deus é o mesmo ontem, hoje e sempre. Fiel em o que realizou e realizará por cada filho.
ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଅଦିକ୍ ବପୁର୍ଟା । ସେ ଏବେ ମିସା ଆଚେ । ସେ ଆଗ୍ତୁ ରଇଲା । ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ କଇଲାଆଚେ "ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ, ଆରି ସାରାଇବା ଲକ୍ ମିସା ମୁଇସେ ।"
ଏ ସବୁବେଲର୍ ମାପ୍ରୁ , ତୁଇ ମର୍ ପର୍ମେସର୍ ; ମୁଇଁ ତକେ ଆଦର୍ କର୍ବି, ମୁଇଁ ତର୍ ନାଉଁରେ ମଇମା କର୍ବି ; କାଇକେ ବଇଲେ କାବାଅଇ ଜିବା କାମ୍ କର୍ବା ସବୁବେଲର୍ ମାପ୍ରୁ, କଇବାକେ ଗାଲେ , ପୁରବ୍ କାଲେ ଜଜ୍ନା ସବୁକେ ବିସ୍ବାସ୍ ସଙ୍ଗେ ଆରି ସତ୍ ବାବ୍ରେ ସାଦନ୍ କରି ଆଚାସ୍ ।
ନର୍ଲକର୍ ବାବ୍ନା ତାର୍ ଦୟା ରକାମ୍ ଆରି ମିଚ୍ କଇଲା ଲକର୍ ଲଗେ ଅନି କାକୁର୍ତି ଲକ୍ ବଡ୍ ।
ଜେ ବକୁଆ ଅଇ ବୁଲ୍ସି, ସେ ନିଜର୍ ମନ୍ ବିତ୍ରର୍ କାତାକେ ଉଗାଲି ଦେଇସି, ଜେ ବିସ୍ବାସ୍ ସଙ୍ଗେ ରଇସି, ସେ ତାର୍ ମନ୍ ବିତ୍ରର୍ କାତାକେ ଲୁଚାଇସି ।
ଦରମ୍ ଲକ୍ମନର୍ ବୁଦି ସେମନ୍କେ ବାଟ୍ ଦେକାଇସି, ମାତର୍ ବିସ୍ବାସେବିସ୍ ଦେଇ କୁଟ୍ କାତା କଉମନ୍କେ ବିନାସ୍ କର୍ସି ।
ସାଉକାର୍ ସାର୍ଦା ଅଇ ତାକେ କଇଲା, " ଟିକ୍ କରିଆଚୁସ୍, ତୁଇ ମର୍ କେଡେକ୍ ନିକ ଆରି ବିସ୍ବାସ୍ ରଇବା ଚାକର୍ ! ତମେ ବିସ୍ବାସ୍ ସଙ୍ଗ୍ ଉନା ଦନ୍ କାର୍ବାର୍ କରି ରଇଲାର୍ ପାଇ ତମ୍କେ ବେସି ଦନ୍ ଚାଡିଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।"
ତମେ ଏବେ ଜାକ ମର୍ ନାଉଁ ଦାରି କାଇଟା ମିସା ମାଙ୍ଗାସ୍ ନାଇତା । ଏବେ ମାଙ୍ଗା, ତେବେ ତମ୍କେ ମିଲ୍ସି । ଆରି ତମର୍ ସାର୍ଦା ପୁରାପୁରୁନ୍ ଅଇସି ।"