Coração quebrantado
Deus está perto dos que têm o coração quebrantado. A Bíblia consola os aflitos: o sacrifício que Deus aceita é o espírito quebrantado e um coração contrito — jamais desprezará.
କାଇକେ ବଇଲେ ଜେ ସବୁବେଲରର୍ ମାପ୍ରୁ, ଜାର୍ ନାଉଁ ସୁକଲ୍ , ସେ ଉଚା ଆରି ବଡ୍ଲକ୍ ଏ କାତା କଇଲାନି; ଆମେ ଉପ୍ରର୍ ଆରି ସୁକଲ୍ ଜାଗାଇ ବାସା କର୍ବୁ, ଆରି ଦରମ୍ ଲକର୍ ଆତ୍ମାକେ ବପୁ ଆରି ନିରାସ୍ ଅଇରଇବା ଲକ୍ମନର୍ ରୁଦୟ୍କେ ବପୁ କର୍ବାକେ ଆମେ ନିରାସ୍ ଆରି ଦରମ୍ ମନ୍ ରଇଲା ଲକର୍ ସଙ୍ଗେ ବାସା କର୍ବୁ ।
କାଇକେ ବଇଲେ ମର୍ ଆତ୍ ଏଟାମନ୍ ସବୁକେ ଜାକ ତିଆର୍ କଲା ଆଚେ, ଆରି ସେଟାର୍ ପାଇଁ ବଲିକରି ଏଟାମନ୍ ସବୁଜାକ ଜାତ୍ ଅଇଲା , ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲା ଆଚେ; ମାତର୍ ଏ ଲକ୍ମନର୍ ପାଇଁ , କଇବାକେ ଗାଲେ ଜନ୍ ଲକ୍ମନ୍ ଦୁକ୍ରେ ଆଚତ୍ ଆରି ଦରମ୍ ଲକ୍ ଆରି ଜେ ମର୍ ବାକିଅକେ ଜାନାଇସି, ତାର୍ପାଇଁ ମୁଇ ଦେକ୍ବି ।
ମୁକ୍ତି ପାଇବା ସୁବ୍କବର୍
ସବୁବେଲର୍ ମାପ୍ରୁ ପର୍ମେସରର୍ ଆତ୍ମା ମର୍ ଲଗେ ବାସା ଅଇସି; କାଇକେ ବଇଲେ ଦରମ୍ ଲକ୍ମନର୍ ଲଗେ ସୁବ୍କବରର୍ କାତା ଜାନାଇବାକେ ସବୁବେଲର୍ ମାପ୍ରୁ ମକେ ଅବିସେକ୍ କରି ଆଚେ; ଦୁର୍ବଲ୍ ଅଇ ରଇବା ଲକ୍ମନ୍କେ ସଗତ୍ କର୍ବାକେ, ବନ୍ଦି ଲକ୍ମନର୍ ମୁକ୍ତି ଆରି ଜଇଲେ କାନାଇ ରଇଲା ଲକ୍ମନର୍ ପାଇଁ ବନ୍ଦି ଲଗେ ଅନି ମୁକ୍ଲାଇବା କାତା ଜାନାଇବାକେ; ସବୁବେଲର୍ ମାପ୍ରୁର୍ ଆଇବା ଦିନ୍ ଆରି ଆମର୍ ପର୍ମେସରର୍ ବାଦ୍ଲା ନେବା ଦିନର୍ ବିସଇରେ ଜାନାଇବାକେ; ଦୁକର୍ ଲକ୍ମନ୍କେ ସାନ୍ତନା ଦେବାକେ; ସିଅନର୍ ଦୁକର୍ ଲକର୍ ପାଇଁ ଜଜ୍ନା କର୍ବାକେ, କୁରୁପ୍ନାସ୍ ଅଇବା ବାଦୁଲେ ଉଦାର୍ ପାଇବାକେ , ଦୁକର୍ ବାଦୁଲେ ସୁକ୍ ପାଇବାକେ , ମନ୍ଉନା କରି ରଇବା ଆତ୍ମାର୍ ବାଦୁଲେ ଚଚଁଲ୍ ଅଇକରି ରଇବା ବସ୍ତର୍ ଦେବାକେ ସେ ମକେ ପାଟାଇଲା ଆଚେ; ତାର୍ ପଚେ ସବୁବେଲର୍ ମାପ୍ରୁ ଜେନ୍ତାରି କି ମଇମା ପାଇସି, ସେଟାର୍ ପାଇଁ ସେମନ୍ ପର୍ମେର୍ ବାଡେ ନିଜେ ରପ୍ଲା ଗଚ୍ ପାରା ଉଡ୍ରା ଅଇବାଇ ।
କେନ୍ତାର୍ ଲକ୍ମନର୍ ନିକ କରମ୍
"ଜନ୍ ଲକ୍ମନ୍ ଆତ୍ମାଇ କାକୁର୍ତି ଅଇଆଚତ୍, ସେମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସରଗ୍ ରାଇଜ୍ ତାକର୍ଟା ।"
ଦୁକେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସର୍ ସେମନର୍ ଦୁକ୍ ସାରାଇସି ।
ସୁଆଲେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ସେମନ୍ ପର୍ମେସର୍ ସପତ୍ କରିରଇବା ବିସଇ ମିଲାଇବାଇ ।
କାଇକେବଇଲେ ଜଦି ଗଟେକ୍ ଲକର୍ ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଆଇସି, ସେଟା ନିଜର୍ ପାପ୍ କଲାଟା ମାନିଅଇକରି, ମନ୍ ବାଉଡାଇବାକେ ଲଡାକେ ଆଇସି । ତେଇ କାଇ ମିସା ଦୁକ୍ ନାଇ । ମାତର୍ ମୁନୁସ୍ମନର୍ ଟାନେଅନି ଅଇବା ଦୁକ୍ ମରନ୍ବାଟେ ଡାକିନେଇସି । ତମ୍କେ ଦୁକ୍ ଦେଇକରି ପର୍ମେସର୍ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍ ଚଲାଚଲ୍ତି କର୍ବାକେ ମନ୍ କଲାସ୍ନି, ବୁଲ୍ କାମ୍ କରୁନାଇ ବଲି ବୁଜାଇବାକେ ଚେସ୍ଟା କଲାସ୍ନି, ଲାଜ୍ ପାଇବା କାମ୍ କର୍ବାକେ ବାକାନ୍ଲାସ୍ନି, ଡରିକରି ଆଚାସ୍, ଆମେ ଆରିତରେକ୍ ବେଟ୍ ଅଇବୁ ବଲି ମନ୍ କଲାସ୍ନି, ମକେ ସାର୍ଦା କରାଇବାକେ ମନ୍ କଲାସ୍ନି, ପାପ୍ କଲା ଲକ୍କେ ଦାପ୍ରେ ଡଣ୍ଡ୍ ଦେଲାସ୍, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍ କାଇ ବୁଲ୍ ନାଇ ।
ମାତର୍ ସେ ଏନ୍ତାରି କଇଲା, "ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।" ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.