Palavras de consolo
A Bíblia é repleta de palavras de consolo para os aflitos. Deus está perto dos que sofrem e promete enxugar toda lágrima, renovar a esperança e restaurar o coração partido.
Deus está conosco
O Senhor é refúgio e fortaleza. Mesmo no vale da sombra da morte, não precisamos temer — Ele está ao nosso lado para nos consolar.
Consolação e esperança
Deus consola os humildes e exalta os abatidos. Ele nunca nos desamparará.
ନିଜେ ଆମର୍ ମାପ୍ରୁ ଜିସୁ କିରିସ୍ଟ, ଆରି ଜନ୍ ଆମର୍ ବାବା ପର୍ମେସର୍ ଆମ୍କେ ଆଲାଦ୍ କଲା, ସେ ଆକା ଆମ୍କେ ଜିବନ୍ ଦୁକାଇକରି କେବେ ନ ସାର୍ବା ବପୁ ଆରି ଆସା ଦେଇଆଚେ ।
Descanso e renovação
Bem-aventurados os que choram, pois serão consolados. A Bíblia nos convida a descansar nos braços do Pai e encontrar paz para a alma.
ଦୁକେ ରଇବା ଲକ୍ମନର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସର୍ ସେମନର୍ ଦୁକ୍ ସାରାଇସି ।
ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି । ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।
ସଇଲା ବେଲେ ତମ୍କେ କସ୍ଟ ନ ଅଏ, ଉଁ, ତମେ ସଇସା ଆରି ତମେ ନିମାନ୍ ସଙ୍ଗ୍ ନିଦ୍ ଆଇସି ।
ସବୁ ବିସଇର୍ ପାଇଁ ଗଟେକ୍ ସମୟ୍ଆଚେ
ସବୁ ବିସଇର୍ ସାର୍ବା ଦିନ୍ ଗଟେକ୍ ଆଚେ ଆରି ଆକାସ୍ ତଲେ ସବୁର୍ଜାକ ଇଚାର୍ ସମୟ୍ ଆଚେ; ଜନମ୍ ଅଇବା ସମୟ୍ ଆରି ମର୍ବା ସମୟ୍; ରପ୍ବା ସମୟ୍ ଆରି ଜନ୍ଟା ରପା ଅଇଲା, ସେଟାକେ ଜିକି ପିଙ୍ଗ୍ବା ସମୟ୍; ମାର୍ବା ସମୟ୍ ଆରି ନିମାନ୍ କର୍ବା ସମୟ୍, ବାଙ୍ଗ୍ବା ସମୟ୍ ଆରି ଜଡ୍ବା ସମୟ୍; କାନ୍ଦ୍ବା ସମୟ୍ ଆରି ଆଁସ୍ବା ସମୟ୍, ବେସିଦୁକ୍ କର୍ବା ସମୟ୍ ଆରି ନାଟ୍କର୍ବା ସମୟ୍ ପାକ୍ନା ରଚ୍ବା ସମୟ୍ ଆରି ପାକ୍ନା ଟୁଲିଆଇବା ସମୟ୍; ପାଟାଲ୍ବା ସମୟ୍ ଆରି ନ ପାଟାଲିକରି ଅଲ୍ଗା ଅଇବା ସମୟ୍; କଜ୍ବା ସମୟ୍ ଆରି ଆଜାଇବା ସମୟ୍; ସଙ୍ଗଇବା ସମୟ୍ ଆରି ପିଙ୍ଗ୍ବା ସମୟ୍; ଚିର୍ବା ସମୟ୍ ଆରି ସିଲାଇବା ସମୟ୍; ଚୁପ୍ଚାପ୍ ରଇବା ସମୟ୍ ଆରି କାତା ଅଇବା ସମୟ୍; ଲାଡ୍ମୁଆଁସ୍ କର୍ବା ସମୟ୍ ଆରି ଗିନ୍ କର୍ବା ସମୟ୍; ଜୁଇଦ୍ କର୍ବା ସମୟ୍ ଆରି ସାନ୍ତିରେ ରଇବା ସମୟ୍ ଆଚେ ।