Tomar uma decisão
Tomar decisões com sabedoria é um dos maiores desafios da vida. A Bíblia nos ensina a buscar a Deus em oração, na Palavra e no conselho, confiando que Ele dirige os nossos passos.
Buscar a Deus
Se algum de vós tem falta de sabedoria, peça a Deus. Ele dá generosamente e sem repreensão a todos os que pedem.
ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି ।
ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି ।
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
ତମେ ମନ୍ପରାନ୍ ଦେଇ ସବୁବେଲର୍ ମାପ୍ରୁର୍ ଲଗେ ବିସ୍ବାସ୍ କରା ଆରି ନିଜର୍ ବୁଦି ସଙ୍ଗ୍ କରା ନାଇଁ । ତମେ ଜେନେ ଗାଲେ ମିସା ତାକେ ମନେ ଏତାଆ; ତାର୍ପଚେ ସେ ତମର୍ ଇଣ୍ଡ୍ବା ବାଟ୍ ସଲକ୍ କର୍ସି ।
ତମେ ଜେନେ ଗାଲେ ମିସା ତାକେ ମନେ ଏତାଆ; ତାର୍ପଚେ ସେ ତମର୍ ଇଣ୍ଡ୍ବା ବାଟ୍ ସଲକ୍ କର୍ସି ।
Conselho e direção
Onde não há conselho os planos se frustam. Toda Escritura é útil para nos guiar nas decisões da vida.
ଟିକ୍ ବୁଜାମାନା ନ ରଇଲେ ଲକ୍ମନ୍ ବିନାସ୍ ଅଇବାଇ, ଆରି ବେସି ଲକ୍ ସିକିଆ ଦେଉମନ୍ ରଇଲେ ଲକ୍ମନ୍ ନିମାନ୍ ସଙ୍ଗେ ରଇବାଇ ।
କଟାର୍ ତେଇ କେଡ୍ପୁଟାଇବାଇ, ମାତର୍ ତେଇର୍ ବିଚାର୍ ସବୁବେଲର୍ ମାପ୍ରୁର୍ ଲଗେ ଅନି ଆଇସି ।
ଜେ ନିଜ୍କେ ଅଲ୍ଗା କର୍ସି, ସେ ନିଜର୍ ନିକ ଚେସ୍ଟା କର୍ସି ଆରି ସବୁ ରକାମର୍ ନିମାନ୍ ଗିଆନ୍ ବିରଦ୍ରେ ଜାଗ୍ଡା କର୍ସି । ମୁର୍କ ଲକ୍ ବୁଦିର୍ କାତା ସୁନି ସାର୍ଦା ନ ଅଏ, ମାତର୍ ନିଜର୍ ମନର୍ କାତା କଇ ସାର୍ଦା ପାଇସି । ଦୁସ୍ଟ ଆଇଲେ ଲାଜ୍ ଆଇସି, ଆରି ଅପ୍ମାନ୍ ସଙ୍ଗ୍ ନିନ୍ଦା ଆଇସି । ନର୍ଲକର୍ ଟଣ୍ଡେ ଅନି ବାରଇଲା କାତା ଡେଙ୍ଗ୍ ପାନି ରକାମ୍, ଆରି ଗିଆନ୍ ଚୁଆ ପାନି ଗାଲା ପାରା । ଦୁସ୍ଟର୍ ଲକର୍ ତାଡେ ଅଇକରି ଆରି ବିଚାର୍ କର୍ବା ଲଗେ ଦରମ୍ ଲକ୍କେ ଅନିଆଇ କର୍ବାଟା ବଲ୍ ନାଇଁ । ମୁର୍କର୍ ଟଣ୍ଡ୍ ଜାଟିଜଗ୍ଡା କରାଇସି, ଆରି ତାର୍ ମୁଉଁ ମାଡ୍ କାଇବାକେ ଡାକ୍ସି । ମୁର୍କର୍ ଟଣ୍ଡ୍ ତାର୍ ବିନାସ୍ ଅଇସି, ଆରି ତାର୍ ଟଣ୍ଡ୍ ନିଜର୍ ନିଜର୍ ଜିବନର୍ ପାନ୍ଦ୍ ରକାମ୍ । କାନେ କାନେ କଇବା ଲକର୍ ବାକିଅ ଅମ୍ରୁତ୍ ରକାମ୍, ସେଟା ପେଟର୍ ଆତ୍ନିପଟାଇ ଜାଇସି । ନିଜର୍ କାମ୍କେ ଜେ ଅଲସ୍ ଅଇସି, ସେ ବିନାସ୍ ଅଇବା ଲକର୍ ବାଇ । ସବୁବେଲର୍ ମାପ୍ରୁର୍ ନାଉଁ ଡାଣ୍ଟ୍ ମେଡ୍ ଗର୍; ଦରମ୍ ଲକ୍ ତେଇ ପାଲାଇ ଜାଇ ରକିଆ ପାଇବାଇ । ସାଉକାର୍ ଲକର୍ ଦନ୍ ତାର୍ ଡାଟ୍ ନଅଁର୍, ଆରି ସେଟା ଡିସ୍ତେ ରଇବା ଉଚା ପାଚୁରି ପାରା । ବିନାସର୍ ମୁଆଟେ ନର୍ଲକର୍ ମନେ ଗରବ୍ ଅଇସି, ଆରି ଦରମ୍ ଲକ୍କେ ସନ୍ମାନ୍ ଆଇସି । ଜେ ସୁନ୍ବା ଆଗ୍ତୁ ଉତର୍ ଦେଇସି, ସେଟା ତାର୍ ଲଗେ ଅଗିଆନ୍ ଆରି ଲାଜର୍ କାତା । ନର୍ଲକର୍ ଆତ୍ମା ତାର୍ କସ୍ଟ ସମାଲି ପାର୍ସି; ମାତର୍ ବାଙ୍ଗ୍ଲା ଆତ୍ମାକେ କେ ସମାଲି ପାରେ?
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି ।
ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।
ମିସିଆର୍ ସନ୍ଦିଲଗେ କେଟି ବିତିନିଆ ରାଇଜେ ଜିବାକେ ଚେସ୍ଟା କଲାଇ । ମାତର୍ ବାରଇଲାବେଲେ ଜିସୁର୍ଲାଗି ତାକର୍ ବିତ୍ରେ ରଇବା ସୁକଲ୍ ଆତ୍ମା, ସେମନ୍କେ ଜିବାକେ ଚାଲ୍ନା ଦେଏନାଇ ।
ଆନ୍ଟିଅକି ମଣ୍ଡଲିତେଇ କେତେଟା ବବିସତ୍ବକ୍ତା ଆରି ସିକିଆ ଦେବା ଗୁରୁ ରଇଲାଇ । ସେମନର୍ ବିତ୍ରେ ରଇଲାଇ ବର୍ନବା, ସିମନ୍ ଜାକେ କି ନିଗର୍ ଡାକ୍ତେରଇଲାଇ, ଲୁସିଅସ୍, ଜେ କି କୁରିନିୟ ଅନି ଆସିରଇଲା, ମନଏଁମ୍ ଜେ କି ଏରଦର୍ ଗରେ ବଡି ରଇଲା ଆରି ସାଉଲ୍ । ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, "ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।"
ସେଟାର୍ପାଇଁ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
Confiar e seguir
Seja o que for que façais, fazei tudo para a glória de Deus. O sábio ouve a Deus antes de agir.
ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।