Dependência
A dependência de Deus é o caminho da verdadeira liberdade. Sem Cristo, nada podemos fazer. Mas em Deus encontramos sustento, direção e força para todo desafio.
Sem Ele nada podemos
Sem mim nada podeis fazer. O cristão que se desconecta da videira seca — mas o que permanece dá muito fruto.
"ମୁଇ ଅଇଲିନି ମୁଲ୍ ଅଙ୍ଗୁର୍ ମାଲ୍, ତମେ ଅଇଲାସ୍ନି ପିଲ୍କା ମାଲ୍ । ଜେ ମର୍ତେଇ ରଇସି ଆରି ମୁଇ ଜାର୍ତେଇ ରଇବି ସେ ବେସି ପଲ୍ ଦାର୍ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍ ।
ତମେ ମୁନ୍ଦା ଅଇ ରୁଆ, ପର୍ମେସର୍ ତମର୍ ପାଇ ଜୁଇଦ୍ କର୍ସି ।
Depender do Senhor
Confia no Senhor de todo o coração e não te estribes no teu próprio entendimento. Em todos os caminhos o reconhece.
ତମେ ମନ୍ପରାନ୍ ଦେଇ ସବୁବେଲର୍ ମାପ୍ରୁର୍ ଲଗେ ବିସ୍ବାସ୍ କରା ଆରି ନିଜର୍ ବୁଦି ସଙ୍ଗ୍ କରା ନାଇଁ । ତମେ ଜେନେ ଗାଲେ ମିସା ତାକେ ମନେ ଏତାଆ; ତାର୍ପଚେ ସେ ତମର୍ ଇଣ୍ଡ୍ବା ବାଟ୍ ସଲକ୍ କର୍ସି ।
ନର୍ଲକ୍ମନର୍ ମନ୍ ନିଜର୍ ଇଣ୍ଡ୍ବା ବାଟ୍ ବିସଇ ଜଜ୍ନା କର୍ସି; ମାତର୍ ସବୁବେଲର୍ ମାପ୍ରୁ ତାର୍ ବାଟ୍ ତିଆର୍ କର୍ସି ।
ନର୍ଲକର୍ ମନ୍ ବିତ୍ରେ ବିନ୍ବିନ୍ ରକାମର୍ ଏତ୍ ରଇସି, ମାତର୍ ସବୁବେଲର୍ ମାପ୍ରୁ ଆଦେସ୍ ତିର୍ କର୍ସି ।
ସବୁବେଲର୍ ମାପ୍ରୁର୍ ଆସିର୍ବାଦର୍ ଲାଗି ଲକ୍ ସାଉକାର୍ କର୍ସି, ମାତର୍ ତାର୍ ସଙ୍ଗେ ଦୁକ୍ କସ୍ଟ ନ ଦେଏ।
Contentamento e confiança
Aprendi a viver contente em toda situação. A dependência de Deus nos livra da ansiedade e nos firma na paz.
ମକେ ଲଡାକେ ଲାଗ୍ବା ବିସଇ ମର୍ଲଗେ ନ ରଇଲାକେ ବଲି ଏନ୍ତାରି କଇନାଇ । କାଇକେବଇଲେ ମର୍ ଜିବନର୍ କାଇ ରକାମର୍ ଗଟ୍ନା ଆଇଲେ ମିସା, ସାର୍ଦା ସଙ୍ଗ୍ ରଇବାକେ ସିକ୍ଲିଆଚି ।
କାଇକେ ବଇଲେ ଆମେ ସବୁବେଲର୍ ମାପ୍ରୁ ତମର୍ ପର୍ମେସର୍, ତମର୍ ଉଜା ଆତ୍ ଦାରି ତମ୍କେ କଇବି, ଡରା ନାଇଁ; ମୁଇ ତକେ ସାଇଜ କର୍ବି ।
ସେ ତାକ୍ଲା ଲକ୍ମନ୍କେ ବପୁ ଦେଇସି ଆରି ବପୁ ନଇଲା ଲକ୍ମନ୍କେ ବପୁ ଦେଇସି ।
ସବୁ ଲକ୍କେ ସମାନ୍ ଇସାବେ ଆଲାଦ୍ ଦେକାଆ । ଆଁକାର୍ ବୁଦି ଚାଡିକରି ସଲଦ୍ ଅଇ ସାନ୍ ସାନ୍ କାମ୍ କର୍ବାକେ ମିସା ରାଜି ଉଆ । ନିଜ୍କେ ଗିଆନ୍ ରଇବାଲକ୍ ବଲି ଦେକାଇ ଉଆନାଇ ।
ଆମ୍କେ ସବୁଲକ୍କେ ଗାଗ୍ଡେ ବିନ୍ ବିନ୍ ବାଗ୍ ଆଚେ । ସେ ଗାଗଡର୍ ବିନ୍ ବିନ୍ ବାଗର୍, ବିନ୍ ବିନ୍ କାମ୍ ଆଚେ । ସେନ୍ତାରିସେ ଆମେ ଜେତ୍କି ଲକ୍ କିରିସ୍ଟତେଇ ମିସ୍ଲୁଆଚୁ, ଆମେ ତାର୍ ଗାଗଡ୍ ଅଇଲୁଆଚୁ । ଗାଗଡର୍ ଆତ୍ ଗଡ୍ ପାରା ଆମେ ସବୁ ଲକ୍ ମିସିଆଚୁ ।
ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ କାମ୍ କଲାଇନି, ସେମନ୍ ପର୍ମେସର୍କେ ସାର୍ଦା କରିନାପାରତ୍ ।
ଆରି, କାଲିକର୍ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିକର୍ ଚିନ୍ତା କାଲିକେ କରା । ଜନ୍ ଦିନର୍ କସ୍ଟ, ସେଦିନର୍ପାଇ ଅଦିକ୍ ଅଇସି ।