Dia dos pais
O Dia dos Pais celebra o amor e o sacrifício paterno. A Bíblia honra os pais como provedores, protetores e guias espirituais que moldam as próximas gerações.
O pai que educa
Instrui a criança no caminho em que deve andar. O pai justo educa com amor, firmeza e o exemplo de uma vida íntegra.
ପିଲାମନ୍କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍; ତେବର୍ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍ରି ନ ଜାଅତ୍ ।
ଜେ କି ଡାଙ୍ଗ୍ ସଙ୍ଗ୍ ମାର୍ବାକେ ଇଚା ନ କରେ, ସେ ତାର୍ ପିଲାଟକିକେ ଲାଡ୍ ମୁଆଁସ୍ କରେ ନାଇଁ; ମାତର୍ ଜେ କି ତାର୍ ପିଲାକେ ଲାଡ୍ କର୍ସି ସେ ସବୁବେଲେ ତାର୍ ପିଲାଟକିକେ ସାସ୍ତି ଦେଇସି ।
ଜନ୍ ଲକ୍ ଦରମ୍ ସଙ୍ଗେ ଚାଲିଚଲନ୍ କର୍ସି, ସେଟା ଦେକି କରି ତାର୍ ପିଲାଟକି ମିସା ଆସିର୍ବାଦ୍ ପାଇବାଇ ।
ଦରମ୍ ରଇଲା ପିଲାର୍ ଆୟାବାବା ବେସି ସାର୍ଦା ଅଇବାଇ, ଆରି ଗିଆନ୍ ପିଲାର୍ ଆୟାବାବା ତାର୍ ପାଇଁ ବଲିକରି ବେସି ସାର୍ଦା ଅଇବାଇ ।
ସବୁବେଲର୍ ମାପ୍ରୁକେ ଡର୍ବାଟା ବିସ୍ବାସ୍ରେ ଡାଟ୍ ଅଇବାଟା; ଆରି, ତାର୍ ପିଲାମନ୍ ରଇବାକେ ଜାଗା ପାଇବାଇ ।
Honra e alegria
Honra a teu pai e tua mãe. Os filhos são herança do Senhor, e a família que serve a Deus junta é inabalável.
ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା ।
ସାରାସାରିର୍ କାତା
ତମେ ଜାଗ୍ରତ୍ ରଇକରି ବିସ୍ବାସେ ଡାଁଟ୍ ରୁଆ । ବପୁ ଅଇକରି ସାଆସେ ରୁଆ ।
ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା ।
ମାତର୍ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍ଲା । ତାକେ ଦେକି ବେସି କଲିକରମ୍ ଅଇ, ତାର୍ ଲଗେ ପାଲାଇ ଆସି ପାଟାଲିକରି ଚୁମ୍ଲା । ସେ ପିଲା ତାର୍ ବାବାକେ କଇଲା, "ଏ ବାବା ମୁଇ ପର୍ମେସରର୍ ବିରଦେ ଆରି ତର୍ ବିରଦେ ପାପ୍ କଲିଆଚି ସେଟାର୍ପାଇଁ ତର୍ ପିଲା ଅଇବାର୍ ମର୍ ଅଦିକାର୍ ନାଇ ।" ମାତର୍ ତାର୍ ବାବା ନିଜର୍ ଗତିଦାଙ୍ଗ୍ଡାମନ୍କେ କଇଲା, "ତମେ ବେଗି ଜାଇକରି ସବୁର୍ଟାନେଅନି ନିମାନ୍ ଚକାପଚିଆ ତାକେ ପିନ୍ଦାଇଦିଆସ୍ । ଆରି ତାର୍ ଆଙ୍ଗ୍ଟି ମୁନ୍ଦି ପିନ୍ଦାଆ । ତାର୍ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍ ।" ଆରି ତାର୍ ଗତିଦାଙ୍ଗ୍ଡାମନ୍କେ କଇଲା, "ଆମର୍ତେଇ ରଇଲା ସବୁର୍ଟାନେଅନି ଗଟେକ୍ ଗାଗଡ୍ ରଇବା ପସୁ ଆନି ମାରା, ଆରି ଆମେ ସାର୍ଦା ଅଇକରି ବଜି କରୁ ।