Ensinar
Ensinar é mandamento e dom. A Bíblia exorta pais, líderes e mestres a transmitir a verdade divina com fidelidade, paciência e sabedoria para as próximas gerações.
Ensinar a Palavra
Toda Escritura é útil para ensinar. Quem ouve as palavras de Jesus e as pratica é como o homem sábio que construiu sobre a rocha.
ସଃବୁ ସାସ୍ତର୍ ଇସ୍ୱର୍ କୟ୍ଲାକ୍ ଲେକ୍ଲା ଆର୍ ସଃତ୍ ସିକ୍ୟା, ବୁଲ୍ କଃଲେକ୍ ଉଳ୍ତାର୍, ସୁଦାର୍ତାର୍, ଆର୍ ଦଃର୍ମି ଅଃଉତା ବିସୟେ ସାସନାର୍ ହାୟ୍ଁ ଉହ୍କାରି, ଜଃନ୍କଃରି ଇସ୍ୱରାର୍ ଲକ୍ ହୁର୍ନ୍ ଅୟି ସଃବୁ ରଃକମାର୍ ନିକ କାମାର୍ ଗିନେ ଜୟ୍ଗ୍ ଅୟ୍ଦ୍ ।
"ତଃବେ ଜୁୟ୍ଲକ୍ ମର୍ ଇ ସଃବୁ କଃତା ସୁଣେଦ୍ ଆର୍ ମାନେଦ୍, ସେ ଟେଳା ଉହ୍ରେ ଗଃର୍ ବାନ୍ଦ୍ଲା ବୁଦିଆ ଲକ୍ ହର୍ ଅୟ୍ଦ୍ ।
କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ ।
ଆରେକ୍ ଅଃମିମଃନ୍ ଜଃନ୍କଃରି ସାସ୍ତରାର୍ ସିକ୍ୟା ତଃୟ୍ହୁଣି ସାସ୍ ଆର୍ ସୁସ୍ତା ଆର୍ ବଃର୍ସା ହାଉଁନ୍ଦ୍; ଇତାର୍ ଗିନେ ହୁର୍ବକାଳେ ଜୁୟି ଜୁୟ୍ରି ଲେକା ଅୟ୍ରିଲି, ସେରିସଃବୁ ଅଃମାର୍ ସିକ୍ୟା ହାଁୟ୍ ଲେକା ଅୟିଆଚେ ।
ଦାଉଦାର୍ ହୟ୍ସି ଇସ୍ରାଏଲାର୍ ରଃଜା ସଲମଃନାର୍ ଉହ୍କାର୍ ସିକ୍ୟା।
ଗିଆନ୍ ଆର୍ ବଃଲ୍ସିକ୍ୟା ବୁଜୁକେ ବୁଦି ଦେତା ଲକ୍ମଃନ୍ ବାକ୍ୟକେ ବିଚାର୍ କଃରୁକେ; ଦଃର୍ମି ଆର୍ ବଃଲ୍ବିଚାର୍ ଆର୍ ନ୍ୟାୟ୍ ବିସୟେ ବୁଜୁହାର୍ତା ସକ୍ତି ହାଉଁକେ; ସଃଜା ଲକ୍କେ ଜାଗ୍ରତ୍ ଆର୍ ଦଃଙ୍ଗ୍ଳା ଲକ୍ମଃନ୍କେ ଗିଆନ୍ ଆର୍ କାମେପିଆସ୍ ରଃୟିଦ୍; ଜଃନ୍କଃରି ଗିଆନି ଲକ୍ ସେରି ସୁଣି ଅଃଦିକ୍ ବୁଜୁକେ ଗିଆନି ଅଃଉଅ ଆର୍ ବୁଦିନୟ୍ଲା ଲକ୍ ହଃଚାରି ସିକତ୍; ଆରେକ୍, ଗଟେକ୍ ଗିଆନାର୍ କଃତା ଆର୍ ଦଃକାୟ୍କଃଉତା କଃତା ଅଃଦିକ୍ ଗିଆନ୍ ବଃଚନ୍ ଆର୍ ସେମଃନ୍ ବଃଲ୍କଃରି ବୁଜୁକେ ହାର୍ତି।
ଇସ୍ୱର୍ ବିସୟେ ଡିର୍ ଗିଆନାର୍ ଆରୁମ୍;ମଃତର୍ ବୁଦିନୟିଲା ଲକ୍ ଗିଆନ୍ ଆର୍ ଆଦେସ୍ ନଃମାନ୍ତି।
Instruir as gerações
Ensina a criança nos caminhos de Deus. A geração que não conhece o Senhor perde a herança espiritual da fé.
ଏ ମଃର୍ ହ, ତୁମାର୍ ଉବାଦିର୍ ଗିଆନାର୍ ସିକ୍ୟା ସୁଣା ଆର୍ ତୁମାର୍ ଆୟ୍ଦିର୍ ଆଦେସ୍ ଦୁର୍ କଃରାନାୟି। କାୟିତାକ୍ବଃଲେକ୍ ସେରି ତୁମାର୍ ଗିନେ ଆସିର୍ବାଦାର୍ ମୁଣ୍ଡେ ହିନ୍ଦ୍ତା ମୁକୁଟ୍ ହର୍ ଆର୍ ତୁମାର୍ ଗଃଳାର୍ ମାଳିହର୍ ଅୟିଦ୍।
ଏ ମର୍ ହ, ତୁମି ଉବାର୍ ଆଦେସ୍ ମାନା ଆର୍ ନିଜାର୍ ଆୟାର୍ ଆଦେସ୍ ଚାଡାନାୟ୍। ସେରି ସଃବୁବଃଳ୍ ତୁମାର୍ ହୁର୍ଦୟ୍ ଲଃଗେ ବାନ୍ଦି ରଃକା ଆର୍ ନିଜାର୍ ଟଟ୍ରିୟେ ବାନ୍ଦି ରଃକା। ତୁମି ଚାଲ୍ତା ବଃଳ୍ ତୁମିକେ ବାଟ୍ ଦଃକାୟିଦ୍, ଆର୍ ସୟିଲା ବଃଳ୍ ତୁମାର୍ ଜାଗୁଆଳି ଅୟିଦ୍; ତୁମି ଉଟିରିଲା ବଃଳ୍ ସେ ତୁମାର୍ ସଃଙ୍ଗ୍ କଃତାବାର୍ତା କଃରେଦ୍। କାୟିତାକ୍ବଃଲେକ୍ ସେ ଆଦେସ୍ କୁପି; ଆର୍ ସେ ଆଦେସ୍ ଉଜାଳ୍ ;ଆର୍ ସିକ୍ୟା ଦଃୟିଦ୍ ଆର୍ ଜିବନାର୍ ବାଟ୍ ଦଃକାୟିଦ୍।
ଗ୍ୟାନ୍ ଅଃର୍ଜନ୍ କଃର୍ , ବଃଲ୍ ବିଚାର୍ କଃର୍, ଆରେକ୍ ମର୍ ଟଣ୍ଡାର୍ ବଃଚନ୍ ଲଃଗେହୁଣି ଅଃଲ୍ଗା ବାଟ୍ ଜାଆନାୟି। ତାକେ ଚାଡାନାୟିଁ, ତାକେ ଲାଡ୍କଃରା, ତଃବେ ସେ ତୁମିକେ ରଃକ୍ୟା କଃରେଦ୍। ଗ୍ୟାନ୍ ସଃବୁତଃୟିହୁଣି ବଃଡ୍ ବିସୟ୍, ତଃବେ ଗ୍ୟାନ୍ ଲାବ୍କଃରା, ଆରେକ୍ ତୁମାର୍ ସଃବୁ ଲାବ୍ ବିତ୍ରେ ବଃଲ୍ ବିଚାର୍ ଲାବ୍ କଃରା। ଗିଆନ୍କେ ମୁଣ୍ଡେ ଦଃରା, ତଃବେ ସେ ତୁମିକେ ଉନତି କଃରେଦ୍, ତାକେ ତୁମି ମାୟିନ୍ କଃଲେକ୍ ସେ ତୁମିକେ ମାଜନ୍ କଃରେଦ୍।
ବଃଲ୍ ସିକ୍ୟାକେ ଅଃଟୁଆକଃରି ଦଃରା; ତାକେ ଚାଡାନାୟ୍; ତାକେ ରଃକା; କାୟିତାକ୍ବଃଲେକ୍ ସେରି ତୁମାର୍ ଜିବନ୍। କଃରାପ୍ କାମ୍କଃରୁମଃନାର୍ ବାଟେ ହୁରାନାୟ୍ ଆର୍, ଦୁସ୍ଟ ମଃନ୍କାର୍ ବାଟେ ଚାଲାନାୟି।
ତୁମାର୍ ହୁର୍ଦୟ୍କେ ଜଃତୁନେ ରଃକା; କାୟିତାକ୍ବଃଲେକ୍ ସେତିହୁଣି ଜିବନାର୍ ଜଃରିୟାହାଣି ଉବ୍ଜାଣ୍ ଅୟିଦ୍। ନିଜାର୍ତଃୟ୍ ହୁଣି ରେଳିୟାକଃତା ଦୁର୍କଃରା ଆର୍ ବାଙ୍ଗ୍ଟା କଃତା ବେସି ଦୁର୍କଃରା। ତୁମାର୍ ଆକି ଆଗେ ଦଃକା ଆର୍ ତୁମାର୍ ଆକିପତା ଆଗ୍ବାଟ୍ ଉଗାଳା ଅୟିରେଅ। ତୁମି ନିଜାର୍ ହାଦ୍ ସଃଳ୍କେ କଃରି ହଃକାଉଆ ଆର୍ ତୁମାର୍ ସଃବୁ ବାଟ୍ ଟିକ୍ ରଃୟିଦ୍। କାତାଆତ୍ କି ଡେବ୍ରି ଆତ୍ ବାଟ୍ ଜଃହା ନାୟ୍, ଆରେକ୍ ତୁମାର୍ ହାଦ୍ କଃରାପ୍ କାମେ ହୁଣି ଦୁରି ରେଉଅ।
ମଃର୍ନାର୍ ହାନ୍ଦାୟ୍ ହୁଣି ବାଚାଉଁକେ ଜ୍ଞାନି ଲକାର୍ ସିକ୍ୟା ଜିବନାର୍ ହାଜ୍ରାହାଣି ହର୍।
ଇସ୍ୱରାର୍ ବିସୟେ ଡିର୍ତାର୍ ଗିଆନାର୍ ଆରୁମ୍ , ଆରେକ୍ ଜଦି ଦଃର୍ମି ଇସ୍ୱର୍କେ ଜାଣାସ୍ ତଃବେ ତୁମାର୍ ବୁଜ୍ତା ଗିଆନ୍ ଆସେଦ୍।
Fidelidade no ensino
Quem ensina com fidelidade merece dupla honra. Cuidado com doutrinas falsas — permaneçam na doutrina de Cristo.
ଜୁୟି ପାରାଚିନ୍ ନିକ କଃରି ଚାଲାଉତି, ମୁଳ୍କଃରି ଜୁୟ୍ମଃନ୍ ମାପୁରାର୍ କଃତା ପର୍ଚାର୍ କଃର୍ତି ଆର୍ ସିକ୍ୟା ଦେଉଁକେ କଃସ୍ଟ କଃର୍ତି, ସେମଃନ୍ ଦୁୟ୍ଗୁଣ୍ ମାୟ୍ନ୍ ହାଉତା ଜୟ୍ଗ୍ । ବଃଲେକ୍ ସାସ୍ତର୍ କଃଉଁଲି, "ଦାନ୍ ମାଡାଉତାବଃଳ୍ ବଃଇଲ୍ ମୁଏଁ କତ୍ରା ବାନ୍ଦାନାୟ୍ ।" ଆର୍ ହାୟ୍ଟି କଃର୍ତା ଲକ୍ ତାର୍ ବୁତି ହାଉତା ଜୟ୍ଗ୍ ।
ମଃତର୍ ଅଃସାର୍ କଃତାବାର୍ତା ତଃୟ୍ହୁଣି ଦୁରିକ୍ ଅୟ୍ରେ, ବଃଲେକ୍ ଜୁୟ୍ମଃନ୍ ସେତି ଲାଗିରେତି, ସେମଃନ୍ ହାହେ ଅଃଦିକ୍ ବାଡ୍ତି । ଆର୍ ସେରଃକମାର୍ ସିକ୍ୟା ହୁଜ୍ ଅୟ୍ଲା ଗାଉ ହର୍ କରିଅୟ୍ କାୟି ଜାୟ୍ଦ୍, ସେମଃନାର୍ ବିତ୍ରେ ହୁମନାୟ, ଆର୍ ପିଲିତ ସେରଃକମ୍;
ଜୁୟ୍ଲକ୍ କ୍ରିସ୍ଟର୍ ସିକ୍ୟାର୍, ବିତ୍ରେ ନଃରେୟ୍ ଜଦି ବିନେ ଜାୟ୍ଦ୍, ସେ ଇସ୍ୱର୍କେ ନଃହାୟ୍; ସିକ୍ୟାର୍ ବିତ୍ରେ ରଃୟ୍ଦ୍, ସେ ଉବାକ୍ ଆର୍ ହୟ୍ସିକ୍ ଦୁୟ୍ଲକେ ହାୟ୍ଁ ଆଚେ ।
ମଃତର୍ ହଃର୍ବ୍ ଆଦ୍ବାଗ୍ ସଃର୍ଲା ହଃଚେ ଜିସୁ ମନ୍ଦିରେ ଜାୟ୍ ସିକ୍ୟା ଦେଉଁକ୍ ଆରୁମ୍ କଃଲା । ଇତାକ୍ ଜିଉଦି ବଃଡ୍ ଲକ୍ମଃନ୍ କାବା ଅୟି କୟ୍ଲାୟ୍, "ଏ କୁୟ୍ତି ହେଁ ସିକ୍ୟା ନାହାୟ୍, ଅଃତେକ୍ କଃତା ଜାଣ୍ଲା କଃନ୍କଃରି ?"
ଜିସୁ ସେମଃନ୍କେ କୟ୍ଲା, "ମର୍ ସିକ୍ୟା ମର୍ ନିଜାର୍ ନାୟ୍, ମଃତର୍ ମକ୍ ହଃଟାୟ୍ଲା ଇସ୍ୱରାର୍ ତଃୟ୍ହୁଣି ଆୟ୍ଲା ସିକ୍ୟା ଦେଉଁଲେ । ଜେ ଜଦି ଇସ୍ୱରାର୍ ଇଚା ହୁରୁଣ୍ କଃରୁକେ ମଃନ୍ କଃରେଦ୍, ତଃବେ ମର୍ ସିକ୍ୟା ଇସ୍ୱର୍ ତଃୟ୍ହୁଣି ଆସିଆଚେ, କି ମୁୟ୍ ମର୍ ନିଜାର୍ ଅଃଦିକାରେ କଃଉଁଲେ, ସେରି ସେ ଜାଣୁ ହାରେ । ଜେ ନିଜାର୍ ଅଃଦିକାରେ କଃତା କୟ୍ଦ୍, ସେ ନିଜାର୍ ଜଃଜ୍ମାନ୍ କଃରୁକେ ମଃନ୍ କଃରେଦ୍, ମଃତର୍ ଜେ ଅଃହ୍ଣାକ୍ ହଃଟାୟ୍ଲା ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ମଃନ୍ କଃରେଦ୍, ସେ ସଃତ୍ ଆର୍ ତାର୍ ତଃୟ୍ କାୟି ଦୁସ୍ଟ୍ ନାୟ୍ ।