1 ମଃତର୍ ଏ ବାୟ୍ବେଣିମଃନ୍, ଇ ସଃବୁ କଃତା କଃବେ ଆର୍ କଃନ୍କା ବେଳାୟ୍ ଗଃଟେଦ୍, ଇ କଃତା ତୁମିମଃନ୍କେ କାୟିରି ଲେକି ଜାଣାଉଁକ୍ ଲଳା ନାୟ୍ । 2 କାୟିତାକ୍ବଃଲେକ୍ ରାତିଆ ଚର୍ ଆୟ୍ଲି ହର୍ ମାପୁରାର୍ ଦିନ୍ ଜେ ଆସେଦ୍, ଇରି ତୁମିମଃନ୍କେ ନିକକଃରି ଜାଣା । 3 ଜଃଡେବଃଳ୍ ଲକ୍ମଃନ୍ "ସୁସ୍ତା ଆର୍ କାୟି ବିପ୍ତି ନାୟ୍" ବଃଲି କଃଉତି ରେତି, ସଃଡେବଃଳ୍ ଆଙ୍ଗେ ରିଲା ମାୟ୍ଜିର୍ ହିଲା ଜଃଲମ୍ କଃର୍ତା ଦୁକା ହର୍ ଦାପେ ସେମଃନାର୍ ଉହ୍ରେ ବିପ୍ତି ଆସେଦ୍, ଆର୍ ସେମଃନ୍ କଃନ୍କଃରି ହେଁ ବଚୁ ନଃହାର୍ତି । 4 ମଃତର୍ ଏ ବାୟ୍ବେଣିମଃନ୍, ତୁମିମଃନ୍ ଅଃନ୍ଦାରେ ବାସା ନଃକେରାସ୍, ତଃବେ ସେ ଦିନ୍ ତୁମିମଃନାର୍ ଲଃଗେ ଜଃଜ୍କ୍ଣେ ଚର୍ ଆୟ୍ଲା ହର୍ ଆସି ହଚେଦ୍ । 5 କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁଲକ୍ ଉଜାଳ୍ ଆର୍ ଦିନାର୍ ହିଲାମଃନ୍ । ଅଃମିମଃନ୍ ରାତି କି ଅଃନ୍ଦାରାର୍ ହିଲାମଃନ୍ ନୟ୍ । 6 ତଃବାର୍ଗିନେ ଆସା, ଅଃମିମଃନ୍ ବିନ୍ ଲକାର୍ ହର୍ ନିଦୟ୍ ନଃକେରି, ଜଃଗ୍ରାତ୍ ରଃୟ୍ ଚେତ୍ନା ରେଉଁଆଁ । 7 ତଃବେ ଜୁୟି ଲକ୍ମଃନ୍ ନିଦଉତି, ସେମଃନ୍ ରାତିୟା ନିଦଉତି, ଆର୍ ଜୁୟି ଲକ୍ମଃନ୍ ମଃଦ୍ କାୟି ମାତ୍ତି, ସେମଃନ୍ ରାତିୟା ମଃଦ୍ କାୟି ମାତ୍ତି । 8 ମଃତର୍ ଆସା, ଅଃମିମଃନ୍ ଦିନାର୍ ହିଲାମଃନ୍, ତଃବାର୍ଗିନେ ବିସ୍ୱାସ୍ ଆର୍ ଲାଡାର୍ ବୁକ୍ହାଟା ହିନ୍ଦୁଆଁ, ଆର୍ ହାହେ ହୁଣି ମୁକ୍ତି ହାଉତା ବଃର୍ସାର୍ ଟହ୍ରି ମୁଣ୍ଡେ ହିନ୍ଦି ଚେତ୍ନା ରେଉଁଆ । 9 କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ତାର୍ କହାର୍ ଲକ୍ ଅଃଉଁକେ ନଃବାଚି, ଅଃମିମଃନ୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାହେହୁଣି ମୁକ୍ଳୁକ୍ ବାଚି ଆଚେ । 10 କ୍ରିସ୍ଟ ଅଃମାର୍ ଗିନେ ମଃର୍ନ୍ ଡଃଣ୍ଡ୍ ବୟଃଗ୍ କଃଲା, ଜଃନ୍କଃରି ସେ ଆସ୍ତା ଦିନ୍ ଅଃମିମଃନ୍ ଜିବନ୍ ରେଉଁଆ କି ମଃରି ରେଉଁଆ, ତାର୍ ସଃଙ୍ଗ୍ ଜିବନ୍ ରେଉଁନ୍ଦ୍ । 11 ଇତାର୍ ଗିନେ ଅଃବେ ଜଃନ୍କଃରି କଃରୁଲାସ୍, ସେବାନ୍ୟା ଗଟ୍ ଲକ୍ ଆରେକ୍ ଗଟ୍ ଲକ୍କେ ଦୁକ୍ ହାସ୍ରାଉଆ ଆର୍ ଉହ୍କାର୍ କଃର୍ତି ରିଆ ।
12 ଏ ବାୟ୍ବେଣିମଃନ୍, ଅଃମିମଃନ୍ ତୁମିମଃନ୍କେ ଗଃଉଆରି କଃରୁଲୁ, ଜୁୟି ଲକ୍ମଃନ୍ ତୁମିମଃନାର୍ ବିତ୍ରେ କଃସ୍ଟ କଃର୍ତି ଆର୍ ମାପୁରାର୍ ସେବା କାମେ ମୁଳିକା ହର୍ ଅୟି ତୁମିମଃନ୍କ୍ ଚେତାୟ୍ ଦେତି, ସେମଃନ୍କେ ମାନ୍ତି କଃରା, 13 ଆରେକ୍, ସେମଃନାର୍ କାମାର୍ ଗିନେ ସେମଃନ୍କେ ଲାଡ୍ କଃରା ଆର୍ ଅଃଦିକ୍ ମାନ୍ତି କଃରା । ନିଜାର୍ ନିଜାର୍ ବିତ୍ରେ ସୁସ୍ତାୟ୍ ରିଆ ।
14 ଏ ବାୟ୍ବେଣିମଃନ୍, ଅଃମିମଃନ୍ ତୁମିମଃନ୍କେ ଗଃଉଆରି କଃରୁଲୁ, କଃରାପ୍ କାମ୍ କଃର୍ତା ଲକ୍ମଃନ୍କେ ଚେତାୟ୍ ଦିଆସ୍, ଡିର୍ତା ଲକ୍ମଃନ୍କେ ସାସ୍ ଦିଆସ୍, ନିଗାଳ୍ ଲକ୍ମଃନ୍କେ ଉହ୍କାର୍ କଃରା, ସଃବୁ ଲକାର୍ କଃତା ସଃମ୍ବାଳା । 15 ଜଃଗ୍ରାତ୍, କୁୟି ଲକ୍ କାର୍ ନଃସ୍ଟ୍ ବାଦୁଲେ ନଃସ୍ଟ୍ ନଃକେର, ମଃତର୍ ତୁମିମଃନ୍କେ ସଃବୁବଃଳ୍ ନିଜାର୍ ନିଜାର୍ ବିତ୍ରେ ଆର୍ ସଃବୁ ଲକାର୍ ଉହ୍କାର୍ କଃରା ।
16 ସଃବୁବଃଳ୍ ସଃର୍ଦା କଃରା, 17 ସଃବୁବଃଳ୍ ପାର୍ତ୍ନା କଃରା, 18 ଦୁକେସୁକେ ସଃବୁଅବୁସ୍ତାୟ୍ ଇସ୍ୱର୍କେ ଦନ୍ୟବାଦ୍ କଃରା, କାୟିତାକ୍ବଃଲେକ୍ ତୁମିମଃନାର୍ ଗିନେ ଇସ୍ୱର୍ କ୍ରିସ୍ଟ ଜିସୁର୍ ତଃୟ୍ ଇରି ହଃକା ମଃନ୍ କଃରୁଲା ।
19 ପବିତ୍ର ଆତ୍ମାକେ ହଲ୍ୟାୟ୍ ନିଆ ନାୟ୍; 20 ଇସ୍ୱରାର୍ କବୁର୍କେ ଗିଣ୍ କଃରା ନାୟ୍ । 21 ମଃତର୍ ସଃବୁ ବିସୟ୍କେ ପରିକ୍ୟା କଃରି ଦଃକା, ଜାୟ୍ରି ସଃବୁ ସଃତ୍, ସେରି ସଃବୁ ଦଃରା । 22 ଆର୍ ସଃବୁ ରଃକମାର୍ କଃରାପ୍ ତଃୟ୍ହୁଣି ଅଃଲ୍ଗା ଅୟ୍ରିଆ ।
23 ଜୁୟି ଇସ୍ୱର୍ ନିଜେ ଅଃମିମଃନ୍କେ ସୁସ୍ତା ଦଃୟ୍ଦ୍, ସେ ତୁମିମଃନ୍କେ ସଃର୍ନେ ପବିତ୍ର କଃର, ଆରେକ୍ ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟ ଆସ୍ତାବଃଳ୍ ତୁମିମଃନାର୍ ଆତ୍ମା, ଜିବନ୍, ଆର୍ ଗଃଗାଳ୍ ନିର୍ଦସି ଅୟି ରେଉଅ । 24 ଜେ ତୁମିମଃନ୍କେ କୁଦ୍ଲା ଆଚେ, ସେ ସେରି ହୁରୁଣ୍ କଃରେଦ୍, କାୟିତାକ୍ବଃଲେକ୍ ସେ ବିସ୍ୱାସାର୍ ଜୟ୍ଗ୍ ।
25 ଏ ବାୟ୍ବେଣିମଃନ୍, ଅଃମାର୍ ଗିନେ ହେଁ ପାର୍ତ୍ନା କଃରା ।
26 ସଃବୁ ବାୟ୍ବେଣିମଃନ୍କେ କ୍ରିସ୍ଟର୍ ପବିତ୍ର ଲାଡେ ଚୁମିକଃରି ଦନ୍ୟବାଦ୍ କଃରା ।
27 ସଃବୁ ବାୟ୍ବେଣିମଃନାର୍ ଲଃଗେ ଇ ଚିଟି ହଳୁକ୍ ମୁୟ୍ଁ ମାପୁରାର୍ ଅଃଦିକାରେ ଗଃଉଆରି କଃରୁଲେ ।
28 ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଦଃୟା ତୁମି ସଃବୁଲକାର୍ ଉହ୍ରେ ଅଃଉଅ ।