O Espírito Santo
O Espírito Santo é a terceira pessoa da Trindade — Consolador, Mestre e Poder. Ele convence do pecado, guia em toda verdade, distribui dons e produz frutos na vida do cristão.
O Consolador prometido
Jesus prometeu enviar o Consolador — o Espírito da Verdade — que estaria para sempre com os discípulos e os guiaria em toda verdade.
ଆରେକ୍ ମୁୟ୍ ଉବାକ୍ ଗଃଉଆରି କଃରିନ୍ଦ୍ ଆର୍ ତୁମାର୍ ସଃଙ୍ଗ୍ ସଃବୁ ଦିନ୍ ରେଉଁକେ ସେ ତୁମିକେ ଆରେକ୍ ଗଟ୍ ଉହ୍କାର୍ କାରିକେ ହଃଟାୟ୍ଦ୍ ।
ଆରେକ୍ ମୁୟ୍ ଉବାକ୍ ଗଃଉଆରି କଃରିନ୍ଦ୍ ଆର୍ ତୁମାର୍ ସଃଙ୍ଗ୍ ସଃବୁ ଦିନ୍ ରେଉଁକେ ସେ ତୁମିକେ ଆରେକ୍ ଗଟ୍ ଉହ୍କାର୍ କାରିକେ ହଃଟାୟ୍ଦ୍ । ବଃଲେକ୍ ସେ ସଃତ୍ ଆତ୍ମା ଦଃୟ୍ଦ୍ । ଜଃଗତ୍ ତାକ୍ ଦଃରୁକ୍ ନାହାରେ, ବଃଲେକ୍ ଜଃଗତ୍ ତାକ୍ ନଃଦେକେ କି ନଃଜାଣେ; ମଃତର୍ ତୁମିମଃନ୍ ତାକ୍ ଜାଣିଆଚାସ୍, ବଃଲେକ୍ ସେ ତୁମିମଃନାର୍ ସଃଙ୍ଗ୍ ରଃୟ୍ଦ୍, ଆରେକ୍ ସେ ତୁମାର୍ ମଃନ୍ ବିତ୍ରେ ରଃୟ୍ଦ୍ ।
"ମୁୟ୍ ଗଃଲା ହଃଚେ, ତୁମିମଃନ୍କେ ଟୁରାହିଲା କଃରି ଚାଡି ନଃଜାୟ୍ଁ, ମୁୟ୍ ତୁମାର୍ ହାକ୍ ବାଉଳି ଆସିନ୍ଦ୍ । ଅଃଳକ୍ ମଃତର୍ ବେଳ୍ ଆଚେ, ଜଃଗତ୍ ମକ୍ ଆରେକ୍ ଦଃକୁ ନାହାରେ; ମଃତର୍ ତୁମିମଃନ୍ ମକ୍ ଦଃକାସ୍, ବଃଲେକ୍ ମୁୟ୍ ଜିବନ୍, ଆର୍ ତୁମିମଃନ୍ ହେଁ ଜିବନ୍ ରିଆସ୍ । ମୁୟ୍ ଜେ ମର୍ ଉବାର୍ ତଃୟ୍, ଆରେକ୍ ତୁମିମଃନ୍ ମର୍ତଃୟ୍ ଆର୍ ମୁୟ୍ ତୁମାର୍ ତଃୟ୍ ଆଚି । ଇରି ସେଦିନ୍ ଆୟ୍ଲେକ୍, ତୁମିମଃନ୍ ଜାଣାସ୍ ।"
"ଜେ ମର୍ ଆଦେସ୍ ସଃବୁ ହାୟ୍ଁ କଃରି ମାନେଦ୍ ସେ ତ ମକ୍ ଲାଡ୍ କଃରେଦ୍ ଆରେକ୍ ଜେ ମକ୍ ଲାଡ୍ କଃରେଦ୍, ମର୍ ଉବା ତାକ୍ ଲାଡ୍ କଃରେଦ୍, ଆର୍ ମୁୟ୍ ତାକ୍ ଲାଡ୍ କଃରିନ୍ଦ୍ ଆର୍ ତାର୍ ତଃୟ୍ ମୁୟ୍ ନିଜେ ଦଃକାୟ୍ ଅୟ୍ନ୍ଦ୍ ।"
ଜିଉଦା, ଜେ ଇସ୍କାରିଅତ୍ ଜିଉଦା ନାୟ୍, ସେ ଜିସୁକେ କୟ୍ଲା, "ଏ ମାପୁର୍, ଇରି କଃନ୍କଃରି ଅୟ୍ଦ୍ ? ତୁୟ୍ ଜଃଗତ୍କେ ନିଜ୍କେ ନଃଦେକାୟ୍, ଅଃମାର୍ ତଃୟ୍ କଃନ୍କଃରି ଅଃହ୍ଣାକ୍ ଜାଣାଉଁସି ?"
ଜିସୁ ତାକ୍ କୟ୍ଲା, "ଜଦି କେଏ ମକ୍ ଲାଡ୍ କଃରେଦ୍, ତଃନ୍ଅୟ୍ଲେକ୍ ସେ ମର୍ କଃତା ମାନେଦ୍, ଆରେକ୍ ମର୍ ଉବା ତାକ୍ ଲାଡ୍ କଃରେଦ୍, ଆରେକ୍ ଉବା ଆର୍ ମୁୟ୍ ଆସି ତାର୍ତଃୟ୍ ବାସା କଃରୁନ୍ଦ୍ । ଜେ ମକ୍ ଲାଡ୍ ନଃକେରେ, ସେ ମର୍ ବଃଚନ୍ ନଃମାନେ । ଆର୍ ଜୁୟି କଃତା ତୁମିମଃନ୍ ସୁଣୁଲାସ୍, ସେରି ମର୍ ନିଜାର୍ ନାୟ୍, ମଃତର୍ ମକେ ଜେ ହଃଟାୟ୍ ଆଚେ ସେ ଉବାର୍ ।"
ମୁୟ୍ ତୁମାର୍ ସଃଙ୍ଗ୍ ରେଉଁ ରେଉଁ ତୁମିମଃନ୍କେ ଇ ସଃବୁ କଃତା କଃଉଁଲେ । ମଃତର୍ ସେ ଉହ୍କାର୍କାରି, ବଃଲେକ୍ ଜୁୟି ପବିତ୍ର ଆତ୍ମାକେ ଉବା ମର୍ ନାଉଁଏ ହଃଟାୟ୍ଦ୍, ସେ ତୁମିମଃନ୍କେ ସଃବୁ ବିସୟେ ସିକ୍ୟା ଦଃୟ୍ଦ୍ ଆର୍ ମୁୟ୍ ତୁମିମଃନ୍କେ ଜାୟ୍ ଜାୟ୍ରି କୟ୍ ଆଚି, ସେରିସଃବୁ ତୁମିମଃନ୍କେ ଏତୁ କଃରାୟ୍ ଦଃୟ୍ଦ୍ ।
ମଃତର୍ ସେ ଉହ୍କାର୍କାରି, ବଃଲେକ୍ ଜୁୟି ପବିତ୍ର ଆତ୍ମାକେ ଉବା ମର୍ ନାଉଁଏ ହଃଟାୟ୍ଦ୍, ସେ ତୁମିମଃନ୍କେ ସଃବୁ ବିସୟେ ସିକ୍ୟା ଦଃୟ୍ଦ୍ ଆର୍ ମୁୟ୍ ତୁମିମଃନ୍କେ ଜାୟ୍ ଜାୟ୍ରି କୟ୍ ଆଚି, ସେରିସଃବୁ ତୁମିମଃନ୍କେ ଏତୁ କଃରାୟ୍ ଦଃୟ୍ଦ୍ ।
ମଃତର୍ ସେ ଉହ୍କାର୍କାରି, ବଃଲେକ୍ ଜୁୟି ପବିତ୍ର ଆତ୍ମାକେ ଉବା ମର୍ ନାଉଁଏ ହଃଟାୟ୍ଦ୍, ସେ ତୁମିମଃନ୍କେ ସଃବୁ ବିସୟେ ସିକ୍ୟା ଦଃୟ୍ଦ୍ ଆର୍ ମୁୟ୍ ତୁମିମଃନ୍କେ ଜାୟ୍ ଜାୟ୍ରି କୟ୍ ଆଚି, ସେରିସଃବୁ ତୁମିମଃନ୍କେ ଏତୁ କଃରାୟ୍ ଦଃୟ୍ଦ୍ ।
ଉବାର୍ ଲଃଗେହୁଣି ମୁୟ୍ ତୁମାର୍ ହାକ୍ ଜୁୟି ଉହ୍କାର୍ କାରିକେ ହଃଟାୟ୍ନ୍ଦ୍, ସେ ଉବାର୍ ତଃୟ୍ହୁଣି ଆସି ପବିତ୍ର ଆତ୍ମାର୍ ବିସୟେ ସଃତ୍ ସାକି ଦଃୟ୍ଦ୍ । ଆର୍ ମର୍ ବିସୟେ ହେଁ ସାକି ଦଃୟ୍ଦ୍ ।
ମଃତର୍ ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁୟ୍ ଗଃଲେକ୍ ତୁମିମଃନାର୍ ବାୟ୍ଗ୍ ଅୟ୍ଦ୍, ବଃଲେକ୍ ମୁୟ୍ ନଃଗେଲେକ୍, ସେ ଉହ୍କାର୍ କଃର୍ତା ଆତ୍ମା ତୁମାର୍ ଲଃଗେ ନାସେ, ମଃତର୍ ମୁୟ୍ ଗଃଲେକ୍ ଉବା ତାକ୍ ତୁମାର୍ ଲଃଗେ ହଃଟାୟ୍ଦ୍ । ସେ ଆସି ହାହ୍, ଦଃର୍ମ୍ ଆର୍ ଇସ୍ୱରାର୍ ନ୍ୟାୟ୍ ବିଚାର୍ ବିସୟେ ଜଃଗତାର୍ ଲକ୍ମଃନ୍କେ ସଃତ୍ ବୁଦି ଦଃୟ୍ଦ୍ ଇରି ଇସ୍ୱରାର୍ ଇଚା ।
ଜିସୁ କୟ୍ଲା, "ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ ।
ଜିସୁ କୟ୍ଲା, "ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ । ଗଃଗାଳେ ହୁଣି ଜାୟ୍ରି ଜଃଲମ୍ ସେରି ଗଃଗାଳ୍ ଆରେକ୍, ଆତ୍ମା ତଃୟ୍ହୁଣି ଜାୟ୍ରି ଜଃଲମ୍, ସେରି ଆତ୍ମା । ତୁମି ସଃବ୍କେ ବାୟ୍ଦ୍ରେ ଆରେକ୍ ତରେକ୍ ଜଃଲମ୍ ଅଃଉଁକେ ହଃଳେଦ୍ ବଃଲି ମୁୟ୍ ଜୁୟ୍ରି କଃଉଁଲେ, ଇତାର୍ ଗିନେ କାବା ଅଃଉଅ ନାୟ୍ ।
ମୁୟ୍ ହେଁ ତାକେ ଜାଣି ନଃରିଲେ ମଃତର୍ ମାପୁର୍ ମକେ ଜାଣାୟି ବାପ୍ତିସମ୍ ଦେଉଁକ୍ ହଃଟାୟ୍ଲା, ସେ କୟ୍ରିଲା, ‘ତୁୟ୍ ଗଟ୍ ମାନାୟ୍ର୍ ଉହ୍ରେ ଆତ୍ମା ଆସି ବଃସ୍ତାର୍ ଦଃକ୍ସି, ସେ ହଃକା ସେ ଲକ୍ ଜେ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଦଃୟ୍ଦ୍ ।’
O derramamento do Espírito
No Pentecostes, o Espírito desceu como fogo sobre os discípulos. Desde então, todos os que creem recebem o Espírito.
ଜଃଡେବଃଳ୍ ପେଣ୍ଟିକସ୍ଟ୍ ହଃର୍ବାର୍ ଦିନ୍ ଚଃମେ ଅୟ୍ଲି ସଃବୁ କ୍ରିସ୍ଟ ବିସ୍ୱାସିମଃନ୍ ଗଟ୍ ଟାଣେ ରୁଣ୍ଡି ରିଲାୟ୍, ଆର୍ ଗୁରାଗାଲିର୍ ସଃବଦ୍ ହର୍ ଗଟେକ୍ ସଃବଦ୍ ତଃତ୍କାଣ୍ ଅଃଗାସେ ହୁଣି ଆୟ୍ଲି ଆର୍ ଜୁୟି ଗଃରେ ସେମଃନ୍ ବଃସି ରିଲାୟ୍ ସେ ଗଃରାର୍ ଚାରିହାକ୍ ମାଡିଗଃଲି । ଆର୍ ଜୟ୍ ହର୍ ଜିବ୍ମଃନ୍ ସେମଃନ୍କେ ଦଃକାୟ୍ ଅୟ୍ଲି, ଆର୍ ଗଟେକ୍ ଗଟେକ୍ ଲକେ ସେମଃନାର୍ ସଃବ୍କାର୍ ଉହ୍ରେ ଉତୁର୍ଲି । ସେତାକ୍ ସଃବୁ ଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଲାୟ୍ ଆରେକ୍ ଆତ୍ମା ସେମ୍ନଃକେ ଜଃନ୍କଃରି କଃଉଁକେ ଦିଲି, ସେନ୍କଃରି ସେମଃନ୍ ବିନ୍ ବିନ୍ ବାସାୟ୍ କଃତା କାଉଁକେ ଦଃର୍ଲାୟ୍ ।
ଅଃଡେବଃଳ୍ ଅଃଗାସ୍ ତଃଳେ ରିଲା ହୁର୍ତିବିର୍ ବିନ୍ବିନ୍ ଦେସେହୁଣି ଆସିରିଲା ଜିଉଦିମଃନ୍ ଜିରୁସାଲମେ ସେବାକାରି ସେତି ରିଲାୟ୍ ।
ଆର୍ ଗୁରାଗାଲିର୍ ସଃବଦ୍ ହର୍ ଗଟେକ୍ ସଃବଦ୍ ତଃତ୍କାଣ୍ ଅଃଗାସେ ହୁଣି ଆୟ୍ଲି ଆର୍ ଜୁୟି ଗଃରେ ସେମଃନ୍ ବଃସି ରିଲାୟ୍ ସେ ଗଃରାର୍ ଚାରିହାକ୍ ମାଡିଗଃଲି । ଆର୍ ଜୟ୍ ହର୍ ଜିବ୍ମଃନ୍ ସେମଃନ୍କେ ଦଃକାୟ୍ ଅୟ୍ଲି, ଆର୍ ଗଟେକ୍ ଗଟେକ୍ ଲକେ ସେମଃନାର୍ ସଃବ୍କାର୍ ଉହ୍ରେ ଉତୁର୍ଲି । ସେତାକ୍ ସଃବୁ ଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଲାୟ୍ ଆରେକ୍ ଆତ୍ମା ସେମ୍ନଃକେ ଜଃନ୍କଃରି କଃଉଁକେ ଦିଲି, ସେନ୍କଃରି ସେମଃନ୍ ବିନ୍ ବିନ୍ ବାସାୟ୍ କଃତା କାଉଁକେ ଦଃର୍ଲାୟ୍ ।
ଆର୍ ଜୟ୍ ହର୍ ଜିବ୍ମଃନ୍ ସେମଃନ୍କେ ଦଃକାୟ୍ ଅୟ୍ଲି, ଆର୍ ଗଟେକ୍ ଗଟେକ୍ ଲକେ ସେମଃନାର୍ ସଃବ୍କାର୍ ଉହ୍ରେ ଉତୁର୍ଲି । ସେତାକ୍ ସଃବୁ ଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଲାୟ୍ ଆରେକ୍ ଆତ୍ମା ସେମ୍ନଃକେ ଜଃନ୍କଃରି କଃଉଁକେ ଦିଲି, ସେନ୍କଃରି ସେମଃନ୍ ବିନ୍ ବିନ୍ ବାସାୟ୍ କଃତା କାଉଁକେ ଦଃର୍ଲାୟ୍ ।
ସେତାକ୍ ପିତର୍ ସେମଃନ୍କେ କୟ୍ଲା, "ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ ।
ସେତାକ୍ ପିତର୍ ସେମଃନ୍କେ କୟ୍ଲା, "ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ ।
ମଃତର୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଆୟ୍ଲେକ୍ ତୁମିମଃନ୍ ସଃକାତ୍ ହାଉଆସ୍ ଆର୍ ଜିରୁସାଲମ, ସଃବୁ ଜିଉଦା ରାଜି ଆର୍ ସମିରଣ୍, ଆରେକ୍ ହୁର୍ତିବିର୍ ସେସ୍ ସଃନ୍ଦି ହଃତେକ୍ ହେଁ ମର୍ ସାକି ଅଃଉଆସ୍ ।"
ମଃତର୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଆୟ୍ଲେକ୍ ତୁମିମଃନ୍ ସଃକାତ୍ ହାଉଆସ୍ ଆର୍ ଜିରୁସାଲମ, ସଃବୁ ଜିଉଦା ରାଜି ଆର୍ ସମିରଣ୍, ଆରେକ୍ ହୁର୍ତିବିର୍ ସେସ୍ ସଃନ୍ଦି ହଃତେକ୍ ହେଁ ମର୍ ସାକି ଅଃଉଆସ୍ ।"
ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
ସେମଃନ୍ ପାର୍ତ୍ନା କଃଲା ହଃଚେ ଜୁୟ୍ତି ରୁଣ୍ଡି ରିଲାୟ୍ ସେଟାଣ୍ ଲଃଦ୍ବଃଦି ଗଃଲି, ଆରେକ୍ ସଃବୁଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ଅୟ୍ ବଃଡେ ସାସେ ଇସ୍ୱରାର୍ କଃତା କଃଉଁକେ ଦଃର୍ଲାୟ୍ ।
ଆର୍ ଆମିମଃନ୍ ଇ ସଃବୁ ବିସୟାର୍ ସାକି, ଆର୍ ଜୁୟି ପବିତ୍ର ଆତ୍ମାକେ ଇସ୍ୱର୍ ଅଃହ୍ଣାର୍ କଃତା ମାନ୍ତା ଲକ୍ମଃନ୍କେ ଦଃୟ୍ଆଚେ, ସେ ହେଁ ସାକି ।
ସେମଃନ୍ ମାପୁରାର୍ ସେବା ଆର୍ ଉହାସ୍ କଃର୍ତାବଃଳ୍ ପବିତ୍ର ଆତ୍ମା କୟ୍ଲି, ଜୁୟି କାମାର୍ ଗିନେ ଅଃମି ବର୍ନବା ଆର୍ ସାଉଲ୍କେ କୁଦି ଆଚୁ ସେତାକ୍ ସେମଃନ୍କେ ବିନେ କଃରା ।
ସେମଃନ୍ ଇରି ସୁଣି ମାପୁର୍ ଜିସୁର୍ ନାଉଁଏ ବାପ୍ତିସମ୍ ନିଲାୟ୍ । ଆର୍ ପାଉଲ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ପବିତ୍ର ଆତ୍ମା ଆୟ୍ଲି, ଆରେକ୍ ସେମଃନ୍ ବିନ ବିନ୍ ବାସାୟ୍ କଃତା କଃଉଁକେ ଆର୍ ଇସ୍ୱରାର୍ କବୁର୍ କଃଉଁକେ ଦଃର୍ଲାୟ୍ ।
Dons do Espírito
A cada um é concedida a manifestação do Espírito para o bem de todos. Os dons são diversos, mas o Espírito é o mesmo.
ମଃତର୍ ହଃତିଲକେ ଆତ୍ମାର୍ ଗୁଣ୍ ଦଃକାଉତା ଦାନ୍ ସଃବୁର୍ ବଃଲାର୍ ଗିନେ ଦିଆ ଅୟ୍ଦ୍ । କାୟିତାକ୍ବଃଲେକ୍ ଗଟ୍ଲକେ ଆତ୍ମା ସଃଙ୍ଗ୍ ଗ୍ୟାନାର୍ ସଃବୁ କଃଉଁକେ, ଆର୍ ବିନ୍ଲକେ ସେ ଗ୍ୟାନାର୍ କବୁର୍ ସିକାଉଁକ୍ ସକ୍ତି ଦଃୟ୍ଦ୍ । ଆରେକ୍ ଗଟ୍ ଲକେ ସେ ଆତ୍ମା ତଃୟ୍ ବିସ୍ୱାସ୍, ଆରେକ୍ ଗଟେକ୍କେ ସେ ଆତ୍ମା ତଃୟ୍ ଉଜ୍ କଃର୍ତା ସଃକ୍ତି ଦଃୟ୍ଦ୍ । ବିନ୍ ଲକେ ବିନ୍ ବିନ୍ ସକ୍ତିର୍ କାମ୍ କଃର୍ତା ସଃକ୍ତି; ଆରେକ୍ ଏକ୍ଲାକେ ଇସ୍ୱରାର୍ କବୁର୍ କଃଉତା ସଃକ୍ତି, ବିନ୍ଲକେ ପବିତ୍ର ଆତ୍ମା ଆର୍ ବିଟାଳ୍ ଆତ୍ମା ଚିନ୍ତା ସଃକ୍ତି, ଆରେଗଟ୍ ଲକେ ବିନ୍ବିନ୍ ନଃଉଆଁ ବାସା କଃଉତା ସଃକ୍ତି, ଆରେକ୍ ଏକ୍ଲାକେ ବିନ୍ବିନ୍ ନଃଉଆଁ ବାସାର୍ ଅଃର୍ତ୍ କଃରୁକେ ସଃକ୍ତି ଦିଆ ଅୟ୍ଦ୍ । ମଃତର୍ ସେ ଗଟେକ୍ ହଃକା ପବିତ୍ର ଆତ୍ମା ନିଜାର୍ ଇଚା ହଃର୍କାରେ ହଃତିଲକେ ଅଃଲ୍ଗା ଅଃଲ୍ଗା କଃରି ଦାନ୍ ବାଟାକଃରି ହୁର୍ନ୍ କଃରେଦ୍ ।
ସେତାର୍ ଗିନେ ମୁୟ୍ଁ ତୁମିମଃନ୍କେ ଜାଣାଉଁଲେ, ଇସ୍ୱରାର୍ ଆତ୍ମାୟ୍ ଚାଲ୍ତା ଲକ୍, "ଜିସୁ ସାୟ୍ପାର୍ ବଃଲି କଃଉ ନାହାରେ," ଆର୍ କୁୟି ଲକ୍ ହେଁ ପବିତ୍ର ଆତ୍ମା ନଃହାୟ୍, "ଜିସୁକେ ମାପୁର୍" ବଃଲି କଃଉ ନାହାଁରେ ।
ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟି ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ । କାୟିତାକ୍ବଃଲେକ୍ ତୁମିମଃନ୍ ବଃଡେ ମଲେ ଗେନ୍ଲାର୍; ଇତାର୍ ଗିନେ ତୁମିମଃନ୍କାର୍ ଗଃଗାଳ୍ ଇସ୍ୱରାର୍ ଜଃଜ୍ମାନ୍ ଗିନେ ବେବାର୍ କଃରା ।
ତୁମିମଃନ୍ କାୟି ନଃଜାଣାସ୍ ? ତୁମିମଃନ୍ ଇସ୍ୱରାର୍ ମନ୍ଦିର୍, ଆର୍ ଇସ୍ୱରାର୍ ଆତ୍ମା ତୁମିମଃନ୍କାର୍ ବିତ୍ରେ ବାସା କଃରେଦ୍ ।
ମାନାୟ୍ର୍ କଃତାମଃନ୍ ମାନାୟ୍ର୍ ବିତ୍ରେ ରିଲା ଆତ୍ମା ଜାଣେଦ୍ । ସେରଃକମ୍ ଇସ୍ୱରାର୍ କଃତାମଃନ୍ ଇସ୍ୱରାର୍ ଆତ୍ମାକେ ଚାଡି ଆରେକ୍ କେହେଁ ନଃଜାଣେ ।
Fruto do Espírito
O fruto do Espírito é amor, alegria, paz, paciência, bondade, fidelidade, mansidão e domínio próprio.
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍, ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରୁଦେ କାୟିହେଁ ମସାର୍ ବିଦି ନାୟ୍ ।
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍,
ଆର୍ ବଃର୍ସା ଦଃୟ୍କଃରି ଅଃମିମଃନ୍କେ ନିରାସ୍ ଅଃଉଁକେ ନଃଦେୟ୍ ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ପବିତ୍ର ଆତ୍ମା ଦଃୟ୍କଃରି ଅଃମାର୍ ମଃନ୍ ବିତ୍ରେ ତାର୍ ଲାଡ୍ ଦିଲା ଆଚେ ।
ବଃଲେକ୍ ଇସ୍ୱରାର୍ ରାଇଜ୍ କାତାର୍ ହିଉତାର୍ ନାୟ୍, ମଃତର୍ ପବିତ୍ର ଆତ୍ମା ଦିଲା ଦଃର୍ମି, ସୁସ୍ତା ଆର୍ ସଃର୍ଦା ।
ସଃବୁ ବଃର୍ସାର୍ ଇସ୍ୱର୍ ତୁମିମଃନାର୍ ବିସ୍ୱାସ୍ ଗିନେ ତୁମିମଃନ୍କେ ସଃର୍ଦା ଆର୍ ସୁସ୍ତାୟ୍ ହୁର୍ନ୍ କଃର୍ । ପବିତ୍ର ଆତ୍ମାର୍ ସଃକ୍ତିୟେ ତୁମିମଃନାର୍ ବଃର୍ସା ବୁତେକ୍ ଅଃଉଅ ।
Não entristeçais o Espírito
Não entristeçais o Espírito Santo de Deus. Não apaguem o Espírito — antes, enchei-vos dele continuamente.
ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନା ।
ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନା ।
ମଃଦ୍ କାୟି ମାତା ନାୟ୍, ବଃଲେକ୍ ସେରି ତୁମାର୍ ସଃବୁ ନାସ୍ କଃରେଦ୍, ମଃତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଆ ।
ସେ ହେଁ ଅଃମିମଃନ୍କେ ବିନେ କଃରିଆଚେ ଆର୍ ଅଃମାର୍ ମଃନେ ତାର୍ ପବିତ୍ର ଆତ୍ମାକେ ତାହୁନ୍ କଃଲାକ୍ ଅଃମାର୍ ଉହ୍ରେ ସେ ଅଃଦିକାର୍ କଃରିଆଚେ, ପବିତ୍ର ଆତ୍ମା ଅଃମାର୍ ଉହ୍ରେ ଅଃଦିକାରାର୍ ମୁଦ୍ରା ଆର୍ ଆଗ୍ବାଟ୍ୟା ଜାୟ୍ରି ହାଉନ୍ଦ୍ ସେରି ଇସ୍ୱରାର୍ ଚିନା ଅୟ୍ଦ୍ ।
ଇତି ଲେକା ଅୟ୍ଲା "ମାପୁର୍" ଆତ୍ମା, ଆର୍ ଜୁୟ୍ତି ମାପୁରାର୍ ଆତ୍ମା ସେତି ମୁକ୍ତି ।
ଇତି ଲେକା ଅୟ୍ଲା "ମାପୁର୍" ଆତ୍ମା, ଆର୍ ଜୁୟ୍ତି ମାପୁରାର୍ ଆତ୍ମା ସେତି ମୁକ୍ତି ।
O Espírito nos capacita
O Espírito intercede por nós, batiza e capacita para o serviço. Ele é poder para a missão e conforto na aflição.
ତଃବେ ଜୁୟି କ୍ରିସ୍ଟ ସଃବୁବଃଳ୍ ଆତ୍ମାର୍ ଦଃୟି ଅଃହ୍ଣାକ୍ ଦାଗ୍ ନୟ୍ଲା ହୁଜା ହର୍ ଇସ୍ୱରାର୍ ଚଃମେ ଟେକି ଦିଲା, ତାର୍ ବଃନି କଃତେକ୍ ଅଃଦିକ୍ ଅଃମାର୍ ଇସ୍ୱରାର୍ ସେବା କଃରୁକେ ମଃଲା କାମେ ହୁଣି ଅଃମାର୍ ମଃନ୍କେ ନିର୍ମୁଳ୍ ନଃକେରେ ।
ମଃତର୍ ଏ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଅଃହ୍ଣାମଃନାର୍ ବଃଡେ ପବିତ୍ର ବିସ୍ୱାସ୍ ଉହ୍ରେ ଦଃର୍ମ୍ ଜିବନ୍ ହର୍ ଗଃର୍ ବାନ୍ଦା, ପବିତ୍ର ଆତ୍ମାୟ୍ ପାର୍ତ୍ନା କଃରା । ଆର୍ ମାପୁର୍ ଜିସୁ କ୍ରିସ୍ଟାର୍ ଦଃୟାୟ୍ ଅଃମ୍ବର୍ ଜିବନ୍ ହାଉତା ହାୟ୍ଁ ଜାଗୁ ଜାଗୁ ଇସ୍ୱରାର୍ ଲାଡେ ତିର୍ ରିଆ ।
କାୟିତାକ୍ ବଃଲେକ୍ କୁୟି ବାବ୍ବାଣି କଃବେ ହେଁ ମାନାଇର୍ ଇଚାୟ୍ ଉବ୍ଜି ନଃକେରେ, ମଃତର୍ ଇସ୍ୱର୍ ହଃଟାୟ୍ଲା ପେରିତ୍ ମାନାୟ୍ମଃନ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟି କଃତା କୟ୍ରିଲାୟ୍ ।
ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପୁରାର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟି କୟ୍ଲା, "ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟିତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟିଆଚେ ।
ମଃତର୍ ଜଃଡେବଃଳ୍ ତୁମିକେ ସଃହ୍ରି ଦେତି ସଃଡେବଃଳ୍ ତୁମିମଃନ୍ କଃନ୍କଃରି କାୟି କଃତା କଃଉଆସ୍; ସେତାର୍ ଗିନେ ଚିତା କଃରାନାୟ୍, ବଃଲେକ୍ କାୟିରି କଃଉଆସ୍ ସେରି ସେଦାହ୍ରେ ତୁମିମଃନ୍କେ ଦିଆ ଅୟ୍ଦ୍ । କାୟିତାକ୍ବଃଲେକ୍ ତୁମିମଃନ୍ କଃଉତା ଲକ୍ ନାୟ୍; ମଃତର୍ ତୁମାର୍ ଉବାଦିର୍ ପବିତ୍ର ଆତ୍ମା ତୁମାର୍ ମଃନ୍ ବିତ୍ରେ ରଃୟ୍ କଃତା କୟ୍ଦ୍, ସେ ହଃକା କଃତା କଃଉତା ଲକ୍ ।"
"ଆର୍ ମୁଁୟ୍ ତୁମିକେ ସଃତ୍ କଃତା କଃଉଁଲେ, ହୁର୍ତିବିଏ ତୁମାର୍ ବିତ୍ରେ ଦୁୟ୍ ଲକ୍ ଜୁୟି ବିସୟ୍ ହେଁ ଗଟେକ୍ ମଃନେ ଜାୟ୍ରି ହେଁ ମାଗାସ୍, ମର୍ ସଃର୍ଗାର୍ ଉବାର୍ ଆତେ ସେ ଅଃଦିକାର୍ ଆଚେ, ସେରି ତୁମାର୍ ଗିନେ ଅୟ୍ଦ୍ । କାୟିତାକ୍ବଃଲେକ୍ ଜୁୟି ଟାଣେ ଦୁୟ୍ କି ତିନିଲକ୍ ମର୍ ନାଉଁଏ ଗଟେତଃୟ୍ଁ ରୁଣ୍ଡ୍ତି, ସେ ଟାଣେ ମୁଁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍ ।"
ତଃବେ ତୁମିମଃନ୍ ଜାୟ୍ ସଃବୁ ବାସାର୍ ରିଲା ଲକ୍ମଃନ୍କେ ଉବା, ହଅ ଆର୍ ପବିତ୍ର ଆତ୍ମାର୍ ନାଉଁଏ ବାପ୍ତିସମ୍ ଦଃୟି, ସେମଃନ୍କେ ଚେଲା କଃରା । ଆର୍ ମୁଁୟ୍ ତୁମିମଃନ୍କେ ଜୁୟି ଜୁୟି ଆଡର୍ ଦଃୟି ଆଚି ସେରି ସଃବୁ ମାନୁକ୍ ସିକାଉଆ, ଆରେକ୍ ମଃନେ ରଃକା ଜୁଗ୍ ସେସ୍ ଅଃଉତା ହଃତେକ୍ ସଃବୁବଃଳ୍ ମୁଁୟ୍ ତୁମିମଃନାର୍ ସଃଙ୍ଗେ ସଃଙ୍ଗେ ଆଚି ।"
ଇତାକ୍ ଲକ୍ମଃନ୍ ଜଃଡେବଃଳ୍ ତୁମିମଃନ୍କେ ବିଚାର୍ କଃରୁକେ ବାନ୍ଦି ନେତି, ସଃଡେବଃଳ୍ ତୁମି କାୟିରି କଃଉନ୍ଦ୍ ବଃଲି ଆଗ୍ତୁ ଚିତା କଃରାନାୟ୍; ମଃତର୍ ତୁମିମଃନ୍କେ ସଃଡେବଃଳ୍ କାୟିରି କଃଉଁକେ ଦିଆ ଅୟ୍ଦ୍, ସେରି କଃଉଆ, କାୟିତାକ୍ବଃଲେକ୍ ତୁମିମଃନ୍ କଃତା କଃଉତା ଲକ୍ ନୟ୍, ମଃତର୍ ପବିତ୍ର ଆତ୍ମା କଃତା କୟ୍ଦ୍ ।
ସଃବୁ ଲକ୍ମଃନ୍ ବାପ୍ତିସମ୍ ନିଲା ହଃଚେ, ଜିସୁ ହେଁ ବାପ୍ତିସମ୍ ନିଲା । ଆର୍ ଜିସୁ ପାର୍ତ୍ନା କଃର୍ତିରିଲା ବଃଳ୍ ସଃର୍ଗ୍ ଉଗାଳି ଅୟ୍ଲି, ଆରେକ୍ ପବିତ୍ର ଆତ୍ମା ହାଣ୍ଡ୍କା ହର୍ ଗଃଗାଳ୍ ଦଃରି ଜିସୁର୍ ଉହ୍ରେ ଉତ୍ରି ଆସି ବଃସ୍ଲି; ଆର୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, "ତୁୟ୍ ଅଃମାର୍ ଲାଡାର୍ ହଅ, ତର୍ ତଃୟ୍ ଅଃମାର୍ ବଃଡେ ସଃନ୍ମତ୍ ।"
"ମାପୁରାର୍ ଆତ୍ମା ମର୍ ଉହ୍ରେ ଆଚେ,
ଜଃନ୍କଃରି, ଦୁକି ଦିନାରିମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ସେ ମକ୍ ଅବିସେକ୍ କଃରି ଆଚେ,
ଜଃଇଲେ ରିଲା ଲକ୍ମଃନ୍କେ ମୁକ୍ଳାଉଁକେ
ଆର୍ କାଣାମଃନାର୍ ତଃୟ୍ ଆକି ଦଃକ୍ତାର୍ କଃତା ପର୍ଚାର୍ କଃରୁକେ,
ଆରେକ୍ ଅଃତ୍ୟାଚାର୍ ହାଉତା ଲକ୍ମଃନ୍କେ ମୁକ୍ଳାଉଁକେ,
"ମାପୁରାର୍ ଆତ୍ମା ମର୍ ଉହ୍ରେ ଆଚେ,
ଜଃନ୍କଃରି, ଦୁକି ଦିନାରିମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ସେ ମକ୍ ଅବିସେକ୍ କଃରି ଆଚେ,
ଜଃଇଲେ ରିଲା ଲକ୍ମଃନ୍କେ ମୁକ୍ଳାଉଁକେ
ଆର୍ କାଣାମଃନାର୍ ତଃୟ୍ ଆକି ଦଃକ୍ତାର୍ କଃତା ପର୍ଚାର୍ କଃରୁକେ,
ଆରେକ୍ ଅଃତ୍ୟାଚାର୍ ହାଉତା ଲକ୍ମଃନ୍କେ ମୁକ୍ଳାଉଁକେ,
ଆର୍ ମାପୁର୍ ତାର୍ ଲକ୍ମଃନ୍କେ ଉହ୍କାର୍ କଃର୍ତା ବଃର୍ସ୍ ଆସିଆଚେ,
ଇ କଃତା ପର୍ଚାର୍ କଃରୁକେ ସେ ମକ୍ ହଃଟାୟ୍ ଆଚେ ।" ଚାମ୍ଳା ପୁସ୍ତକ୍
ଇତାକ୍ ତୁମିମଃନ୍ କଃରାପ୍ ଅୟିଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟି ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।"