Simplicidade do Evangelho
A simplicidade do evangelho é sua força. Deus escolheu as coisas loucas do mundo para confundir os sábios. O poder está na mensagem da cruz, não na eloquência humana.
ପର୍ମେସର୍ ଗିଆନି ଲକ୍ମନ୍କେ ଲାଜ୍ କରାଇବାକେ ଜଗତର୍ ଦୁର୍ବଲ୍ ଲକ୍ମନ୍କେ ବାଚ୍ଲା, ଜେନ୍ତିକି ଜଗତେ ଗିଆନି ରଇବା ଲକ୍ମନ୍ ଆରି ବପୁ ରଇବା ଲକ୍ମନ୍ ଲାଜ୍ ଅଇଜିବାଇ । ତେବର୍ ପାଇ, ପର୍ମେସର୍ ଏ ଜଗତର୍ କାଇ ଲଡାକେ ନ ଆସେ ବଲି କଇବା ଲକ୍ମନ୍କେ, ଆରି ସବୁବେଲେ ତଲେ ରଇ ଲକ୍ମନ୍ ଗିନ୍ କର୍ତେରଇବା ଲକ୍କେ ବାଚ୍ଲାଆଚେ । ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ ।
କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା ।
ଜେନ୍ତିକି ତମର୍ ବିସ୍ବାସ୍ ମୁନୁସର୍ ଗିଆନ୍ ଉପ୍ରେ ନ ରଇକରି ପର୍ମେସରର୍ ବପୁ ଉପ୍ରେ ବାନ୍ଦିଅଇ ରଅ ।
ଆରି ମକେ କୁର୍ସେ ଟେକ୍ଲେ, ସବୁ ଲକ୍ମନ୍କେ ମର୍ବାଟେ ଜିକ୍ବି " ବଲି କଇଲା ।