Fé
A fé é o fundamento da vida cristã. Sem fé é impossível agradar a Deus. Pela fé somos salvos, vivemos, vencemos o mundo e recebemos as promessas de Deus.
O que é a fé
A fé é a certeza daquilo que esperamos e a prova das coisas que não vemos. Ela é o alicerce de toda a vida espiritual.
ବିସ୍ୱାସ୍ ଆସା କଃର୍ତା ବିସୟାର୍ ମୁଳ୍ବୁଇଁ ଆର୍ ନଃଡିସ୍ତାର୍ ବିସୟାର୍ ସଃତ୍ ଗ୍ୟାନ୍ ।
ବିସ୍ୱାସ୍ ଆସା କଃର୍ତା ବିସୟାର୍ ମୁଳ୍ବୁଇଁ ଆର୍ ନଃଡିସ୍ତାର୍ ବିସୟାର୍ ସଃତ୍ ଗ୍ୟାନ୍ ।
ବିସ୍ୱାସ୍ ଆସା କଃର୍ତା ବିସୟାର୍ ମୁଳ୍ବୁଇଁ ଆର୍ ନଃଡିସ୍ତାର୍ ବିସୟାର୍ ସଃତ୍ ଗ୍ୟାନ୍ ।
ଆର୍ ବିସ୍ୱାସ୍ ନୟ୍ଲେକ୍ କଃବେ ହେଁ ତାର୍ ଲାଡାର୍ ଲକ୍ ଅୟ୍ନୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ଜେ ଆଚେ, ଆର୍ ସେ ଜେ ତାକେ ଲଳ୍ତା ଲକ୍ମଃନ୍କେ ପୁରିସ୍କାର୍ ଦଃୟ୍ଦ୍, ଇରି ତାର୍ ଲଃଗେ ଆସ୍ତା ଲକ୍ ବିସ୍ୱାସ୍ କଃର୍ତା ଲଳା ।
ଆର୍ ବିସ୍ୱାସ୍ ନୟ୍ଲେକ୍ କଃବେ ହେଁ ତାର୍ ଲାଡାର୍ ଲକ୍ ଅୟ୍ନୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ଜେ ଆଚେ, ଆର୍ ସେ ଜେ ତାକେ ଲଳ୍ତା ଲକ୍ମଃନ୍କେ ପୁରିସ୍କାର୍ ଦଃୟ୍ଦ୍, ଇରି ତାର୍ ଲଃଗେ ଆସ୍ତା ଲକ୍ ବିସ୍ୱାସ୍ କଃର୍ତା ଲଳା ।
ଆର୍ ବିସ୍ୱାସ୍ ନୟ୍ଲେକ୍ କଃବେ ହେଁ ତାର୍ ଲାଡାର୍ ଲକ୍ ଅୟ୍ନୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ଜେ ଆଚେ, ଆର୍ ସେ ଜେ ତାକେ ଲଳ୍ତା ଲକ୍ମଃନ୍କେ ପୁରିସ୍କାର୍ ଦଃୟ୍ଦ୍, ଇରି ତାର୍ ଲଃଗେ ଆସ୍ତା ଲକ୍ ବିସ୍ୱାସ୍ କଃର୍ତା ଲଳା ।
ବିସ୍ୱାସାର୍ ଗିନେ ସାରା ନିଜେ ହେଁ ସଃୟ୍ତ୍ କଃଲା ଲକ୍କେ ବିସ୍ୱାସ୍ କଃରି ବୁଡି ଅୟିଲେକ୍ ହେଁ ଜାତିର୍ ହଃର୍ତୁ ଆୟ୍ସି ଅଃଉଁକେ ସଃକ୍ତି ହାୟ୍ଲି । ଇସ୍ୱର୍ ତାର୍ ସଃୟ୍ତ୍ ହୁରୁଣ୍ କଃରେଦ୍ ବଃଲି ଅବ୍ରାହାମାର୍ ବିସ୍ୱାସ୍ ରିଲି ।
ଅଃମାର୍ ଦଃର୍ମି ମାନାୟ୍ ବିସ୍ୱାସାର୍ ଗିନେ ବଚେଦ୍,
ମଃତର୍ ଜଦି ଜେକି ହଃଚେ ବାଉଳେଦ୍,
ମର୍ ଆତ୍ମା ତାର୍ ତଃୟ୍ ସଃର୍ଦା ନାୟ୍ ।"
ଜିସୁ ଅଃହ୍ଣାର୍ ମୁଏଁ ରିଲା ସଃତ୍ ସଃର୍ଦା ଗିନେ ଲିନ୍ଦାକ୍ ନଃମାନି କଃରି ସଃମ୍ବାଳି କଃରି କ୍ରୁସ୍ଉହ୍ରେ ମଃର୍ନ୍ ବୟଃଗ୍ କଃଲା, ଆରେକ୍ ଇସ୍ୱରାର୍ ସିଙ୍ଗାସଣାର୍ କାତା ବାଟ୍ୟା ବଃସି ଆଚେ ।
Salvos pela fé
Pela graça sois salvos, mediante a fé. O justo viverá pela fé — essa é a declaração central do evangelho.
କାୟିତାକ୍ ବଃଲେକ୍ ଦଃୟାର୍ ଗିନେ ବିସ୍ୱାସ୍ କଃଲାକ୍ ତୁମିମଃନ୍ ମୁକ୍ତି ହାୟ୍ଁ ଆଚାସ୍; ସେରି ତୁମାର୍ ନିଜାର୍ ତଃୟ୍ ହୁଣି ଅୟି ନଃକେରେ, ସେରି ଇସ୍ୱର୍ ଦିଲାର୍ ଦାନ୍, ଦଃର୍ମ୍ କଃର୍ମାର୍ ନାୟ୍, ସେତାକ୍ କେଏ ଇ ବିସୟେ ଗଃର୍ବ୍ ନଃକେର ।
ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା ।
ଜଃନ୍କଃରି ସୟ୍ତାନାର୍ ଜୟ୍ବାଣ୍ ସଃବୁ ଲିବାଉଁକେ ସଃକ୍ତି ହାଉଆସ୍ ଇତାର୍ ଗିନେ ବିସ୍ୱାସ୍ହର୍ ଡାହୁଣ୍ ଦଃରା ।
ଜଃନ୍କଃରି ସେ ନିଜାର୍ ଜଃଜ୍ମାନାର୍ ଦଃନ୍ ହର୍ ନିଜାର୍ ଆତ୍ମାର୍ ଦଃୟି ତୁମିମଃନ୍କେ ଆତ୍ମାର୍ ଜିବନ୍ ସଃକ୍ତି ହାୟ୍ଁ ବପୁକାରି ଅଃଉଁକେ ଦଃୟ୍ଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ ଜଃନ୍କଃରି ତୁମିମଃନାର୍ ବିସ୍ୱାସ୍ ବଃଳେ କ୍ରିସ୍ଟ ତୁମିମଃନାର୍ ମଃନ୍ବିତ୍ରେ ବାସା କଃରେଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ, ଜଃନ୍କଃରି ତମାର୍ ମୁଳ୍ ଲାଡେ ତାହୁନ୍ ଅୟ୍ଦ୍ ଆର୍ ଅଃଟୁଆ ଅୟ୍ଦ୍ ।
ନଃର୍ମାନାୟ୍ ଇସ୍ୱରାର୍ ତଃୟ୍ କଃନ୍କଃରି ଦଃର୍ମି ଗଃଣା ଅଃଉଁ ହାରେଦ୍, ଇତିର୍ ଉପାୟ୍ ସେତି ଜାଣାୟି ଦିଆଅୟ୍ ଆଚେ । ଆରୁମେ ହୁଣି ସେସ୍ ହଃତେକ୍ ମୁକ୍ତି ହାଉତାର୍ ଗଟେକ୍ ମଃତର୍ ଉପାୟ୍ ଅଃଉଁଲି, ବିସ୍ୱାସ୍ । ସାସ୍ତର୍ ହଃର୍କାରେ, "ଜେ ବିସ୍ୱାସ୍ ଗିନେ ଇସ୍ୱରାର୍ ତଃୟ୍ ଦଃର୍ମି ଗଃଣା ଅୟ୍ଦ୍ ସେ ବଚେଦ୍ ।"
ଅଃବେ ବିସ୍ୱାସାର୍ ଗିନେ ଅଃମି ଇସ୍ୱରାର୍ ଆକାୟ୍ ଦଃର୍ମି ଗଃଣା ଅୟି ଆଚୁ ଆର୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ ହାୟ୍ଁ ଇସ୍ୱରାର୍ ସଃଙ୍ଗ୍ ସୁସ୍ତାୟ୍ ଆଚୁ;
ମଃତର୍ ଜେ ନିଜାର୍ ଉହ୍ରେ ବିସ୍ୱା ନଃକେରି, ଇସ୍ୱର୍ ତଃୟ୍ ବିସ୍ୱାସ୍ କଃରେଦ୍ ତାର୍ ବିସ୍ୱାସ୍ ଗିନେ ଅଃଦଃର୍ମିକେ ଦଃର୍ମି ବଃଲି ଗଃଣ୍ନା କଃର୍ତା ଇସ୍ୱର୍ ତାକେ ଦଃର୍ମି ବଃଲି ଗଃଣ୍ତି କଃରେଦ୍ ।
ମଃନ୍ବିତ୍ରେ ବିସ୍ୱାସ୍ ଗିନେ ଅଃମିମଃନ୍ ଇସ୍ୱରାର୍ ଆକାୟ୍ ଦଃର୍ମି ବଃଲି ଗଃଣ୍ତି ଅଃଉଁହାରୁଆଁ ଆର୍ ଟଣ୍ଡେ ମାପୁର୍ ବଃଲି କୟ୍ଲେକ୍ ଅଃମିମଃନ୍ ମୁକ୍ତି ହାଉଁହାରୁଆଁ ।
ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
ତଃବେ ନିକ କବୁର୍ ସୁଣ୍ଲେକ୍ ବିସ୍ୱାସ୍ ଜଃନ୍ମେଦ୍ ଆର୍ କ୍ରିସ୍ଟକେ ପର୍ଚାର୍ କଃର୍ତାର୍ ହଃକା ସେ ନିକ କବୁର୍ ।
ଦୁର୍ବଳ୍ ବିସ୍ୱାସିକେ ହେଁ ନିଜାର୍ ଦଃଳେ କୁଦା, ମଃତର୍ ତାର୍ ନିଜାର୍ ବିସ୍ୱାସ୍ ବିସୟେ ବିନ୍ବିନ୍ ଅଃଉଆ ନାୟ୍ ।
ମଃତର୍ କାୟି ହେଁ କାଦି କାତାର୍ ନିକ କି ନାୟ୍, ଅଃହ୍ରାତ୍ କଃରି ଜୁୟ୍ଲକ୍ ସେରି କାୟ୍ଦ୍, ଇସ୍ୱରାର୍ ଚଃମେ ସେ ଦସି ଅୟ୍ଦ୍, କାୟିତାକ୍ବଃଲେକ୍ ସେରି ତାର୍ ବିସ୍ୱାସ୍ ହଃର୍କାରେ କାମ୍ ନାୟ୍, ଆର୍ ଜାୟ୍ରି ହେଁ ବିସ୍ୱାସେ ଅୟି ନଃକେରେ ସେରି ହାହ୍ ।
ସଃବୁ ବଃର୍ସାର୍ ଇସ୍ୱର୍ ତୁମିମଃନାର୍ ବିସ୍ୱାସ୍ ଗିନେ ତୁମିମଃନ୍କେ ସଃର୍ଦା ଆର୍ ସୁସ୍ତାୟ୍ ହୁର୍ନ୍ କଃର୍ । ପବିତ୍ର ଆତ୍ମାର୍ ସଃକ୍ତିୟେ ତୁମିମଃନାର୍ ବଃର୍ସା ବୁତେକ୍ ଅଃଉଅ ।
Fé que vence
Esta é a vitória que venceu o mundo: a nossa fé. A fé remove montanhas e abre caminhos impossíveis.
ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ ସେ ଜଃଗତ୍କେ ଜିଣିଆଚେ, ଆର୍ ଜୁୟ୍ରି ଜଃଗତ୍କେ ଜିଣି ଆଚେ, ସେରି ଅଃମାର୍ ବିସ୍ୱାସ୍ ।
ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ ସେ ଜଃଗତ୍କେ ଜିଣିଆଚେ, ଆର୍ ଜୁୟ୍ରି ଜଃଗତ୍କେ ଜିଣି ଆଚେ, ସେରି ଅଃମାର୍ ବିସ୍ୱାସ୍ ।
ଜେ ଇସ୍ୱରାର୍ ତଃୟ୍ହୁଣି ଜାତ୍ ସେ ଜଃଗତ୍କେ ଜିଣିଆଚେ, ଆର୍ ଜୁୟ୍ରି ଜଃଗତ୍କେ ଜିଣି ଆଚେ, ସେରି ଅଃମାର୍ ବିସ୍ୱାସ୍ ।
ଜିସୁ ତାକ୍ କୟ୍ଲା, "କାୟିରି କଃଉଁଲିସ୍ ? ଜଦି କଃରୁ ହାର୍ସି ! ବିସ୍ୱାସ୍ କଃର୍ତା ଲକାର୍ ଗିନେ ସଃବୁ ଅଃଉଁ ହାରେ ।"
ଜିସୁ ତାକ୍ କୟ୍ଲା, "କାୟିରି କଃଉଁଲିସ୍ ? ଜଦି କଃରୁ ହାର୍ସି ! ବିସ୍ୱାସ୍ କଃର୍ତା ଲକାର୍ ଗିନେ ସଃବୁ ଅଃଉଁ ହାରେ ।"
ଜିସୁ ଚେଲାମଃନ୍କେ କୟ୍ଲା, "ଇସ୍ୱର୍ ଲଃଗେ ବିସ୍ୱାସ୍ କଃରା ।
ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମି ପାର୍ତ୍ନା କଃରି ଜାୟ୍ ଜାୟ୍ରି ମାଗାସ୍, ସେରି ହାୟ୍ଆଚୁ ବଃଲି ବିସ୍ୱାସ୍ କଃରା, ତଃବେ ତୁମିମଃନ୍କେ ସେରି ସଃବୁ ମିଳେଦ୍ ।
ଜିସୁ କୟ୍ଲା, "ଜାଆ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ।"
ତଃତ୍କାଣ୍ ସେ କାଣା ମାନାୟ୍ ଦଃକୁ ହାର୍ଲା ଆର୍ ବାଟେବାଟେ ଜିସୁର୍ ହଃଚେ ଜଃଉଁକେ ଦଃର୍ଲା ।
Fé e confiança
Confia no Senhor de todo o coração. A fé não depende de circunstâncias — ela se apoia na fidelidade de Deus.
ତୁମି ହୁରାହୁରି ଇସ୍ୱର୍ ତଃୟି ଆସ୍ର କଃରା ଆର୍ ତୁମିମଃନ୍ ନିଜାର୍ ନିଜାର୍ ବିଚାରେ ଚାଲାନାୟି। ନିଜାର୍ ସଃବୁ ତାର୍ ନାଉଦଃରି କଃରା; ସେତି ସେ ତୁମାର୍ ସଃବୁ କାମ୍ ସଃଳ୍କ୍ କଃରେଦ୍।
କାୟିତାକ୍ବଃଲେକ୍ ଅଃମିମଃନ୍ ଡିସ୍ତା କଃତାୟ୍ ଜିବନ୍ ନଃକାଟି, ବିସ୍ୱାସେ ଜିବନ୍ କାଟୁଲୁ ।
କାୟିତାକ୍ବଃଲେକ୍ ଅଃମିମଃନ୍ ଡିସ୍ତା କଃତାୟ୍ ଜିବନ୍ ନଃକାଟି, ବିସ୍ୱାସେ ଜିବନ୍ କାଟୁଲୁ ।
ତୁମିମଃନ୍କାର୍ ବିସ୍ୱାସ୍ ଜଃନ୍କଃରି ମାନାୟ୍ର୍ ଗିଆନ୍ ଉହ୍ରେ ନଃୟ୍କଃରି ଇସ୍ୱରାର୍ ସଃକ୍ତି ଉହ୍ରେ ତିର୍ ଅୟ୍ଦ୍ ।
ଆର୍, ଜଦି ମର୍ ତଃୟ୍ ଇସ୍ୱରାର୍ କବୁର୍ କଃଉତା ସଃକ୍ତି ରଃୟ୍ଦ୍; ମର୍ତଃୟ୍ ସଃବୁ ଗୁପ୍ତ ଅଃର୍ତ୍ ବୁଜୁକ୍ ସଃକ୍ତି ରେଉଁ ହାରେ; ସଃବୁ ଗିଆନ୍ ହାୟ୍ରଃୟ୍ନ୍ଦ୍, ଆର୍ ହଃର୍ବାତ୍କେ ଗୁଚାଉତା ଗିନେ ମର୍ ବିସ୍ୱାସ୍ ରଃୟ୍ଦ୍, ମଃତର୍ ମର୍ ଜଦି ଲାଡ୍ ନଃରେୟ୍, ତଃବେ ମୁୟ୍ଁ କାୟିରି ନାୟ୍ ।
ତୁମିମଃନ୍କେ ଜଃଗ୍ରାତ୍ ରଃୟ୍ ବିସ୍ୱାସେ ତିର୍ ଅୟ୍ରିଆ, ସାସ୍ ଦଃରି ବଃଳ୍ ହାଉଆ ।
Pedidos pela fé
Se tiverdes fé como um grão de mostarda, nada vos será impossível. Jesus elogiou a grande fé dos que o buscaram.
ଜିସୁ ସେମଃନ୍କେ କୟ୍ଲା, "ତୁମାର୍ ଅଃଳକ୍ ବିସ୍ୱାସ୍ ଗିନେ, କାୟିତାକ୍ବଃଲେକ୍ ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ଗଟେକ୍ ସଃର୍ସୁ ମୁଞ୍ଜି ହର୍ ତୁମାର୍ ବିସ୍ୱାସ୍ ରଃୟ୍ଦ୍, ତଃବେ ଇ ଡଙ୍ଗୁର୍କେ, ‘ଇତିହୁଣି ସେତି ଗୁଚି ଜାଆ,’ ବଃଲି କୟ୍ଲେକ୍, ଗୁଚି ଜାୟ୍ଦ୍; ଆର୍ ବିସ୍ୱାସାର୍ ବଃଳେ କାୟିରି ହେଁ ନଃହାର୍ତାର୍ ନାୟ୍ ।
ଜିସୁ ସେମଃନ୍କେ କୟ୍ଲା, "ତୁମାର୍ ଅଃଳକ୍ ବିସ୍ୱାସ୍ ଗିନେ, କାୟିତାକ୍ବଃଲେକ୍ ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ଗଟେକ୍ ସଃର୍ସୁ ମୁଞ୍ଜି ହର୍ ତୁମାର୍ ବିସ୍ୱାସ୍ ରଃୟ୍ଦ୍, ତଃବେ ଇ ଡଙ୍ଗୁର୍କେ, ‘ଇତିହୁଣି ସେତି ଗୁଚି ଜାଆ,’ ବଃଲି କୟ୍ଲେକ୍, ଗୁଚି ଜାୟ୍ଦ୍; ଆର୍ ବିସ୍ୱାସାର୍ ବଃଳେ କାୟିରି ହେଁ ନଃହାର୍ତାର୍ ନାୟ୍ ।
ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ତୁମାର୍ ବିସ୍ୱାସ୍ ଆଚେ, ଆର୍ ତୁମିମଃନ୍ ଅବିସ୍ୱାସ୍ ନଃକେରାସ୍, ତଃବେ ଇ ଡୁମ୍ବୁର୍ ଗଃଚ୍କେ ଜଃନ୍କାର୍ ଅୟିଆଚେ, ଅଃତେକ୍ ହଃକା କଃରାସ୍ ସେରି ନାୟ୍, ମଃତର୍ ଜଦି ଇ ଡଙ୍ଗୁର୍କେ ହେଁ ‘ଉଟ୍କି ଅୟି ସଃମ୍ନ୍ଦେ ଜାୟ୍ ଅଦୁର୍’ ବଃଲି କଃଉଆସ୍, ତଃବେ ସେରଃକମ୍ ଅୟ୍ଦ୍ ।
ଆରେକ୍ ବିସ୍ୱାସ୍ କଃରି ପାର୍ତ୍ନା କଃରାସ୍ ଆର୍ ଜାୟ୍ରି ମାଗାସ୍ ସେରି ସଃବୁ ହାଉଆସ୍ ।"
ସେତାକ୍ ଜିସୁ ତାକ୍ କୟ୍ଲା, "ଏ ଆୟା, ତର୍ ବଃଡେ ବିସ୍ୱାସ୍, ତର୍ ଜଃନ୍କାର୍ ମଃନ୍ ତଃନ୍କାର୍ ଅଃଉଅ ।" ଆର୍ ସେଦାହ୍ରେ ତାର୍ ଜିସି ଉଜ୍ ଅୟ୍ଲି ।
ସେତାକ୍ ଜିସୁ ସେମଃନାର୍ ଆକାୟ୍ ଚୁୟ୍କଃରି କୟ୍ଲା, "ତୁମିମଃନାର୍ ବିସ୍ୱାସ୍ ହଃର୍କାରେ ତୁମିମଃନ୍କେ ଅଃଉଅ ।"
ଆର୍ ଲକ୍ମଃନ୍ ମଃଳୁହଃଳ୍ଲା ଗଟେକ୍ ଏକ୍ଅଃଙ୍ଗି ରଗିକ୍ କଃଟ୍ ତଃୟ୍ ବୟ୍କଃରି ତାର୍ ଚଃମେ ଆଣ୍ଲାୟି, ଆର୍ ଜିସୁ ସେମଃନାର୍ ବିସ୍ୱାସ୍ ଦଃକି ସେ ଏକ୍ଅଃଙ୍ଗି ରଗିକ୍ କୟ୍ଲା, "ହଅରେ, ସାସ୍ ଦଃର୍, ତର୍ ହାହ୍ କେମା କଃରା ଅୟ୍ଲି ।"
Fé como virtude
Segue a justiça, a fé, o amor, a paz. Combati o bom combate, completei a carreira, guardei a fé.
ମଃତର୍ ଏ ତିମତି, ତୁୟ୍ ଗଟ୍ ଇସ୍ୱରାର୍ ଲକ୍, ତୁୟ୍ ଇ ସଃବୁ ଚାଡି କଃରି ଦଃର୍ମକଃତା, ଇସ୍ୱରାର୍ ମାୟ୍ନ୍, ବିସ୍ୱାସ୍, ଲାଡ୍, ସାସ୍ଦଃର୍ତାର୍ ଆର୍ ସମ୍ବାଳିକଃରି ରେଉଁକେ ଚେସ୍ଟା କଃର୍ ।
ମଃତର୍ ଏ ତିମତି, ତୁୟ୍ ଗଟ୍ ଇସ୍ୱରାର୍ ଲକ୍, ତୁୟ୍ ଇ ସଃବୁ ଚାଡି କଃରି ଦଃର୍ମକଃତା, ଇସ୍ୱରାର୍ ମାୟ୍ନ୍, ବିସ୍ୱାସ୍, ଲାଡ୍, ସାସ୍ଦଃର୍ତାର୍ ଆର୍ ସମ୍ବାଳିକଃରି ରେଉଁକେ ଚେସ୍ଟା କଃର୍ ।
ମୁୟ୍ଁ ନିକ ଜୁଜେ ହଃରାଣ୍ ଦଃୟ୍କଃରି ଜୁଜ୍ କଃରି ଆଚି, ସଃରାସଃରି ହଃତେକ୍ ଦଃବ୍ଳୁଲେ ଆଚି, ମୁୟ୍ଁ ବିସ୍ୱାସ୍କେ ଦଃରି ଆଚି ।
ଜବେ ଅଃମିମଃନ୍ ଅବିସ୍ୱାସେ ରେଉଁନ୍ଦ୍,
ତଃବେ ହେଁ ସେ ସଃବୁବଃଳ୍ ସଃତେ ରଃୟ୍ଦ୍,
କାୟିତାକ୍ବଃଲେକ୍ ସେ ଅଃହ୍ଣାକ୍ ମିଚ୍ ବଃଲି କଃଉ ନାହାରେ ।"
ଅଃମିମଃନାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ଅଃମିମଃନ୍ ତୁମିମଃନାର୍ ବିସ୍ୱାସାର୍ କାମ୍, ଲାଡାର୍ କଃବାଳ୍ ଆର୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ କଃତାକ୍ ତୁମାର୍ ବଃର୍ସା ସାସ୍ ଦଃର୍ତାର୍ କଃତା ସଃବୁବଃଳ୍ ଏତାଉଆ ।
ଇତାର୍ ଗିନେ ଏ ବାୟ୍ବେଣିମଃନ୍, ଅଃମିମଃନାର୍ ସଃବୁ ବିପ୍ତି ଆର୍ ଦୁକ୍ବୟ୍ଗ୍ ବଃଳ୍ ତୁମାର୍ କଃତାୟ୍ ଦୁକ୍ ହାସ୍ରି ଆଚି । ତୁମିମଃନାର୍ ଅଃଟୁଆ ବିସ୍ୱାସ୍ ହଃକା ଅଃମିମଃନ୍କେ ବାଚାୟ୍ ଆଚେ ।
ଇସ୍ୱର୍ ବାଚ୍ଲାର୍ ଲକ୍ମଃନ୍ ସଃବୁ ଦିନାର୍ ଜିବନାର୍ ବଃର୍ସା ହାୟ୍ଁ, ଜଃନ୍କ୍ରି ବିସ୍ୱାସ୍ ଆର୍ ଇସ୍ୱର୍କେ ମାନ୍ତି କଃର୍ତା ସଃତ୍ ଗ୍ୟାନେ ବାଡ୍ତି, ଇତାର୍ ଗିନେ ମୁୟ୍ଁ ପେରିତ୍ ଅୟି ଆଚି ।
କାୟିତାକ୍ ବଃଲେକ୍ ଇସ୍ୱର୍ ଜୁଗ୍ଜୁଗାର୍ ଇସ୍ୱର୍ ଇସ୍ରାଏଲାର୍ ଦଃର୍ମି କୟ୍ଲା, ବାଉଳା ଆର୍ ସୁସ୍ତାବାବେ ଆସ୍ର କଃରା ତଃବେ ତୁମିମଃନ୍ ସଃକ୍ତି ଆର୍ ବିବ୍ତି ନାୟ୍ଲାର୍ ଅଃଉଆସ୍, ମଃତର୍ ତୁମି ଇରି କଃରୁକେ ନଃଚୁଲାସ୍।
Fé viva
A fé sem obras é morta. Peça com fé, sem duvidar. A fé nos conecta com o poder de Deus e produz frutos eternos.
କାୟିତାକ୍ବଃଲେକ୍ ଆତ୍ମା ନୟ୍ଲେକ୍ ଗଃଗାଳ୍ ଜେ ମଃଲାର୍, ସେରଃକମ୍ କାମ୍ ନୟ୍ଲା ବିସ୍ୱାସ୍ ହେଁ ମଃଲାର୍ ।
କାୟିତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟି ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ ।
କାୟିତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟି ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ ।
ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟି ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ । ମଃତର୍ ସେ ପାର୍ତ୍ନା କଃର୍ତା ବଃଳ୍ କାୟିରି ହେଁ ଅଃହ୍ରାତ୍ ନଃକେରି ବିସ୍ୱାସ୍ ସଃଙ୍ଗ୍ ପାର୍ତ୍ନା କଃର, କାୟିତାକ୍ବଃଲେକ୍ ଜେ ଅଃହ୍ରାତ୍ କଃରେଦ୍, ସେ ବାଉଏ ଏଣେ ତେଣେ ଅଃଉତା ସଃମ୍ନ୍ଦାର୍ ଉଲାଳ୍ ହର୍ । ସେରଃକମ୍ ଲକ୍ ମାପୁରାର୍ ତଃୟ୍ହୁଣି କାୟିରି ହାୟ୍ନ୍ଦ୍ ବଃଲି ମଃନେ କଃର ନାୟ୍ । ସେ ତ ଦୁୟ୍ମଃନ୍ୟା ଲକ୍, ଅଃହ୍ଣାର୍ ସଃବୁ ରଃକମାର୍ ବିସୟେ ତିର୍ ଅୟି ନଃରେୟ୍ ।
ମଃତର୍ ସେ ପାର୍ତ୍ନା କଃର୍ତା ବଃଳ୍ କାୟିରି ହେଁ ଅଃହ୍ରାତ୍ ନଃକେରି ବିସ୍ୱାସ୍ ସଃଙ୍ଗ୍ ପାର୍ତ୍ନା କଃର, କାୟିତାକ୍ବଃଲେକ୍ ଜେ ଅଃହ୍ରାତ୍ କଃରେଦ୍, ସେ ବାଉଏ ଏଣେ ତେଣେ ଅଃଉତା ସଃମ୍ନ୍ଦାର୍ ଉଲାଳ୍ ହର୍ ।
ଇତାର୍ ଗିନେ ତୁମିମଃନ୍ ସଃର୍ଦା କଃରା, ଅଃୟ୍ଲେକ୍ହେଁ ଅଃବେ ଅଃଳକ୍ ଦିନାର୍ ଗିନେ ତୁମିମଃନ୍କେ ଗାଦା ପରିକ୍ୟାୟ୍ ଦୁକ୍ବୟ୍ଗ୍ କଃରୁକେ ଅୟ୍ଦ୍ । ଜଃନ୍କଃରି ଜୟେ ପରିକ୍ୟା ଅୟି ନଃସ୍ଟ୍ ଅଃଉତା ସନା ତଃୟ୍ହୁଣି ଅଃଦିକ୍ ବଃଡେ ମଲ୍ ତୁମିମଃନାର୍ ପରିକ୍ୟା ଜିଣ୍ଲା ବିସ୍ୱାସ୍, ସେରି ଜିସୁ କ୍ରିସ୍ଟର୍ ଆସ୍ତା ବଃଳ୍ ଗୁଣାର୍ ଆର୍ ଜଃଜ୍ମାନାର୍ ଆର୍ ମାୟ୍ନାର୍ କଃତା ଅୟ୍ଦ୍ ତୁମିମଃନ୍ ତାକ୍ ନଃଦେକି ଲାଡ୍ କଃରୁଲାସ୍, ଆରେକ୍ ଅଃବେ ହେଁ ନଃଦେକ୍ଲେକ୍ ହେଁ ତାର୍ତଃୟ୍ ବିସ୍ୱାସ୍ କଃରି, କଃତାୟ୍ କୟ୍ନଃଉତାର୍ ଆର୍ ଜଃଜ୍ମାନ୍ କଃରି ସଃର୍ଦାୟ୍ ସଃର୍ଦା ଅଃଉଁଲାସ୍, ସେ ବିସ୍ୱାସାର୍ ହଃଳ୍ ହର୍ ତୁମିମଃନାର୍ ଆତ୍ମାର୍ ମୁକ୍ତି, ହାୟ୍ଆଚାସ୍ ।
ତୁମିମଃନ୍ ତାକ୍ ନଃଦେକି ଲାଡ୍ କଃରୁଲାସ୍, ଆରେକ୍ ଅଃବେ ହେଁ ନଃଦେକ୍ଲେକ୍ ହେଁ ତାର୍ତଃୟ୍ ବିସ୍ୱାସ୍ କଃରି, କଃତାୟ୍ କୟ୍ନଃଉତାର୍ ଆର୍ ଜଃଜ୍ମାନ୍ କଃରି ସଃର୍ଦାୟ୍ ସଃର୍ଦା ଅଃଉଁଲାସ୍, ସେ ବିସ୍ୱାସାର୍ ହଃଳ୍ ହର୍ ତୁମିମଃନାର୍ ଆତ୍ମାର୍ ମୁକ୍ତି, ହାୟ୍ଆଚାସ୍ ।
ସେ ବିସ୍ୱାସାର୍ ହଃଳ୍ ହର୍ ତୁମିମଃନାର୍ ଆତ୍ମାର୍ ମୁକ୍ତି, ହାୟ୍ଆଚାସ୍ ।
ବିସ୍ୱାସେ ତିର୍ ରଃୟ୍ ତାକ୍ ତେବାଉଆ, ଆରେକ୍ ଇରି ଜାଣା ଜେ, ଜଃଗତେ ରିଲା ବିସ୍ୱାସି ବାୟ୍ବେଣି ମଃନ୍କେ ହେଁ ଇରଃକମ୍ ଦୁକ୍ ବୟ୍ଗ୍ ଗଃଟୁଲି ।
Promessas da fé
Quem crer terá a vida eterna. A fé abre as portas do impossível e nos dá acesso às promessas de Deus.
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ଜେ ହୟ୍ସିର୍ ଟାଣେ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ ସେ ଅଃମ୍ବର୍ ଜିବନ୍ ହାଉଁ ନାହାରେ, ମଃତର୍ ଇସ୍ୱରାର୍ ରିସା ତଃଳେ ରଃୟ୍ଦ୍ ।
ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସେ ଜିବନ୍ ଦେତା କାଦି, ଜେ ମର୍ ତଃୟ୍ ଆସେଦ୍, ତାକ୍ କଃବେ ହେଁ ବୁକ୍ ନୟ୍ । ଜେ ମକେ ବିସ୍ୱାସ୍ କଃରେଦ୍, ତାକ୍ କଃବେ ହେଁ ସସ୍ ନୟ୍ ।
ଜିସୁ ତାକ୍ କୟ୍ଲା, "ମୁୟ୍ ମଃରି ଉଟ୍ତାର୍ ଆର୍ ଜିବନ୍, ଜୁୟି ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଦି ମଃରେଦ୍, ଅୟିଲେକ୍ ହେଁ ସେ ବାଚେଦ୍ । ଆରେକ୍ ଜେ ବଚେଦ୍ ଆର୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ କଃବେ ହେଁ ନଃମେରେ, ଇରି କାୟି ବିସ୍ୱାସ୍ କଃରୁଲାସ୍ ?"
ଜିସୁ ତାକ୍ କୟ୍ଲା, "ଜଦି ତୁୟ୍ ବିସ୍ୱାସ୍ କଃର୍ସି, ତଃବେ ଇସ୍ୱରାର୍ ଜଃଜ୍ମାନ୍ କାମ୍ ଦଃକ୍ସି ବଃଲି ମୁୟ୍ କାୟି ତକ୍ କୟ୍ ନଃରିଲେ ?"
କାୟିତାକ୍ବଃଲେକ୍ ଇସ୍ୱରାର୍ କୟ୍ଲା ଟଣ୍ଡାର୍ କଃତା କଃବେ ହେଁ ନଃହିଟେ ।"
ମୁୟ୍ଁ ଆର୍ ଜିବନେ ନାୟ୍, ମଃତର୍ କ୍ରିସ୍ଟ ମର୍ ତଃୟ୍ ଜିବନ୍ଆଚେ; ଆରେକ୍ ମୁୟ୍ଁ ଗଃଗାଳେ ରଃୟ୍ ଅଃବେ ଜୁୟି ଜିବନ୍ ଚାଲ୍ଚାଲ୍ତି, ସେରି ବିସ୍ୱାସେ ଇସ୍ୱରାର୍ ଜୁୟି ହୟିସି ମକେ ଲାଡ୍କଃରି ମର୍ ଗିନେ ଅଃହ୍ଣାକ୍ ହୁଜା ଦିଲା, ତାର୍ ତଃୟ୍ ବିସ୍ୱାସ୍ କଃରି ବଚୁଲେ ।
କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ ତଃୟ୍ ଇସ୍ୱରାର୍ ହୟିସି ଜିସି ଅୟି ଆଚାସ୍ । ଜଃବେ ତୁମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟର୍ ଗିନେ ବାପ୍ତିସମ୍ ହାୟ୍ଁ ଆଚାସ୍, ତୁମିମଃନ୍ ସଃବୁ କ୍ରିସ୍ଟକେ ବଃସ୍ତର୍ ହର୍ ହୁଙ୍ଗ୍ରି ଆଚାସ୍ ।
କାୟିତାକ୍ବଃଲେକ୍ ଅଃମିମଃନ୍ ଆତ୍ମାର୍ ସଃକ୍ତି ତଃୟ୍ ବିସ୍ୱାସାର୍ ଗିନେ ଦଃର୍ମି ହାଉତା ବଃର୍ସାୟ୍ ଜାଗିଆଚୁ ।
କାୟିତାକ୍ବଃଲେକ୍ ମୁୟ୍ଁ ଜାଣି, ତୁମିମଃନାର୍ ପାର୍ତନା ଆର୍ ଜିସୁ କ୍ରିସ୍ଟର୍ ଆତ୍ମାର୍ ଉହ୍କାରେ ଇ ସଃବୁ ମର୍ ମୁକ୍ତିର୍ ହାଁୟ୍ ନିକ ଅୟ୍ଦ୍ ।
ଅଜିଉଦିମଃନାର୍ ତଃୟ୍ଁ ସେ ଗୁପ୍ତ କଃତାର୍ ଜଃଜ୍ମାନାର୍ ଦଃନ୍ ଜେ କାୟିରି, ସେରି ଇସ୍ୱର୍ ଅଃହ୍ଣାର୍ ଲକ୍ମଃନାର୍ ତଃୟ୍ କଃଉଁକେ ମଃନ୍କଃଲା; ସେ ଗୁପ୍ତ୍କଃତା ଇରି, ତୁମିମଃନାର୍ ବିତ୍ରେ କ୍ରିସ୍ଟ ସେ ଜଃଜ୍ମାନାର୍ ବଃର୍ସାହର୍ ।