Fofoca
A fofoca destrói reputações e relacionamentos. A Bíblia condena severamente o murmúrio, a calúnia e a palavra maldosa, chamando o cristão a edificar com a boca.
O poder destrutivo
O homem perverso semeia contendas, e o que anda com fofocas separa amigos íntimos. A fofoca é veneno social.
ଚୁଗ୍ଲି ଲକ୍ କିରମାର କରାଇସି, ଆରି ନିନ୍ଦା କର୍ବା ଲକ୍ ସାଙ୍ଗମନ୍କେ ବେଗ୍ଲାଇସି ।
ଦରମ୍ ନଇଁଲା ଲକ୍ ନିଜର୍ ସାଇପଡିସାର୍ ଲକ୍ମନ୍କେ ନସ୍ଟ କର୍ସି, ମାତର୍ ଦରମ୍ ଲକ୍ ତାର୍ ନିଜର୍ ଗିଆନ୍ ସଙ୍ଗ୍ ଉଦାର୍ ପାଇସି ।
ଜେ ବକୁଆ ଅଇ ବୁଲ୍ସି, ସେ ନିଜର୍ ମନ୍ ବିତ୍ରର୍ କାତାକେ ଉଗାଲି ଦେଇସି, ଜେ ବିସ୍ବାସ୍ ସଙ୍ଗେ ରଇସି, ସେ ତାର୍ ମନ୍ ବିତ୍ରର୍ କାତାକେ ଲୁଚାଇସି ।
ଜେ ଇଁସା କର୍ବାଟାକେ ଲୁଚାଇସି, ତାର୍ ଟଣ୍ଡେ ଅନି ମିଚ୍ କାତା ବାରଇଲାନି; ଆରି, ଜେ ନିନ୍ଦା କାତା କଇସି, ସେ ମୁର୍କ ଲକ୍ ।
Edificar com palavras
Não saia da boca nenhuma palavra torpe, mas só a que serve para edificação. Quem fala mal do irmão fala mal da lei.
ଜନ୍ କାତା ବିନ୍ଲକ୍ମନ୍କେ ଲଡାକେ ନ ଆସେ, ସେନ୍ତାରି କାତା ତମର୍ ଟଣ୍ଡେ ଅନି ନ ବାରଅ । ତାର୍ବାଦୁଲେ ସେମନ୍କେ ସାର୍ଦା କରାଇ ବପୁ ଆଇବା କାତା କୁଆ । ଜେନ୍ତାରିକି ସୁନ୍ବା ଲକ୍ମନ୍ ତାକର୍ ଲଡାକେ ଆଇବା ବେଲାଇ ସେଟା ସୁନିକରି ସାର୍ଦା ଅଇବାଇ ।
"ମକେ ବିସ୍ବାସ୍ କର୍ବାର୍ ଲାଗି ତମ୍କେ ଲକ୍ମନ୍ ନିନ୍ଦା ଆରି କସ୍ଟ ଦେବାଇ, ଆରି ଚୁଚାଇ ତମର୍ ବିରୁଦେ ମିଚ୍ କାତା କଇବାଇ, ନିଜ୍କେ କେଡେ କରମର୍ ଲକ୍ ବଲି ମନେ କରା ।