Honrar os pais
Honrar pai e mãe é mandamento de Deus com promessa de vida longa e feliz. A Bíblia ensina que respeitar, obedecer e cuidar dos pais é dever sagrado dos filhos.
O mandamento com promessa
Honra a teu pai e a tua mãe para que vá bem contigo e vivas muito tempo sobre a terra. É o primeiro mandamento com promessa.
ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା ।
ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା । ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ବାବା ମାଆ ଆରି ପିଲାଟକି
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା । ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ଏ ପିଲାଟକିମନ୍, ତମର୍ ଆୟାବାବାର୍ କାତା ମାନିକରି ରୁଆ । ସେଟା ପର୍ମେସର୍କେ ସାର୍ଦା କୁରାଇସି ।
Obedecer e respeitar
Filhos, obedecei a vossos pais no Senhor. Ouvir a instrução do pai e não desprezar o ensino da mãe traz sabedoria.
ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ ।
ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ । କାଇକେବଇଲେ ସେ ତର୍ ମୁଣ୍ଡେ ପିନ୍ଦ୍ବା ଆସିର୍ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍ବା ମାଲି ପାରା ଅଇସି ।
ଗିଆନର୍ ଲାବ୍
ଏ ମର୍ ପିଲାମନ୍, ବାବାର୍ ସିକିଆକେ ମାନା ଆରି ନିମାନ୍ କାତା କଇବାଟାକେ ମନ୍ଦିଆନ୍ ଦିଆସ୍,
ଗିଆନି ପିଲା
ବୁଦି ରଇଲା ପିଲା ତାର୍ ବାବାର୍ କାତାକେ ମାନ୍ସି; ମାତର୍ ବୁଦି ନଇଲା ପିଲା ବାବାର୍ କାତାକେ ନ ମାନେ ।
ତମ୍କେ ଜନମ୍ ଦେଇ ରଇବା ଆୟାବାବାର୍ କାତାକେ ମାନା, ଆରି ଆୟାବାବା ବୁଡାବୁଡି ଅଇଲେ ସରି ସେମନ୍କେ ଅରିଆନ୍ କରାନାଇଁ ।
ଜିସୁ କଇଲା, "ତମେ କାଇକେ ପର୍ମେସରର୍ ଆଦେସ୍ ନ ମାନି ନିଜର୍ ରିତିନିତି ଇସାବେ କାମ୍ କଲାସ୍ନି ?" ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି ।
ଜିସୁ କଇଲା, "ତମେ କାଇକେ ପର୍ମେସରର୍ ଆଦେସ୍ ନ ମାନି ନିଜର୍ ରିତିନିତି ଇସାବେ କାମ୍ କଲାସ୍ନି ?" ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି । ମାତର୍ ତମେ ସିକିଆ ଦେଲାସ୍ନି ଜେ, ଗଟେକ୍ ଲକ୍ ଜନ୍ ଦନ୍ ସଙ୍ଗ୍ ବାବା ମାକେ ସାଇଜ କରିପାର୍ତା, ସେଟା ପର୍ମେସର୍କେ ଦାନ୍ କଲିଆଚି ବଲି କଇଲେ, "ସେ ଆରି ତାର୍ ବାବା ମାଆର୍ ଦାଇତ୍ ନେବାର୍ ଲଡାନାଇ । ଏନ୍ତାରି ତମେ ପର୍ମେସରର୍ ଆଦେସ୍ ନ ମାନିକରି ନିଜର୍ ରିତିନିତି ଇସାବେ ଚାଲ୍ଲାସ୍ନି ।
Consequências da desonra
A Bíblia adverte severamente contra a desonra aos pais. Quem amaldiçoa ou agride os pais enfrenta consequências sérias.
ଜନ୍ ପିଲା ତାର୍ ବାବାର୍ ଦନ୍ ନସ୍ଟ କର୍ସି, ଆରି ଆୟାକେ କେଦି ଦେଇସି, ସେ ଲାଜ୍ ଆରି ଅପ୍ମାନ୍ ଅଇସି।
ଜେ ଜଦି ନିଜର୍ ଆୟାବାବାକେ ଆନ୍ଦୁରିଆ କର୍ସି, ତାକେ ସବୁ ଗର୍ ଜାକ ଆନ୍ଦାର୍ ଅଇ ଜାଇସି ।
ଜନ୍ ଆଁକି ନିଜର୍ ବାବାକେ ଇଜତ୍ ଜିକ୍ସି ଆରି ଆୟାର୍ କାତାକେ ନ ମାନେ, ତାକେ କୁଆମନ୍ ଆସି କାଇ ପାକାଇବାଇ ଆରି ଗିଦଲ୍ ଚଡଇପିଲାମନ୍ ସେମନ୍କେ କାଇ ପାକାଇବାଇ ।
ଜଦି କେ ନିଜର୍ ବାବା କି ମାଆକେ ଅବିସାପ୍ ଦେଇସି, ତେବେ ସେ ନ ପିଟ୍ତେ ମରନର୍ ଡଣ୍ଡ୍ ପାଇସି ।
ସେସ୍ କାଲେ ଗଟଲା ଗଟ୍ନା
ମାତର୍ ଜାନିର । ଜଗତର୍ ସାରାସାରି ଦିନ୍ମନ୍କେ ବେସି ଦୁକ୍ କସ୍ଟ ବେଲା ଆଇସି । କାଇକେବଇଲେ ଲକ୍ମନ୍ ନିଜେ ଆଲାଦ୍ ଅଇକରି ବିନ୍ ଲକ୍କେ ଆଲାଦ୍ ନ କରତ୍ । ସେମନ୍ ଡାବୁକାସୁ ଆସାକର୍ବା ଲକ୍, ନିଜର୍ ବିସଇଟାନେ ବଡ୍ପନ୍ ଅଇବା ଲକ୍, ବିନ୍ ଲକ୍କେ ନିନ୍ଦା କର୍ବା ଲକ୍, ତାକର୍ ଆୟା ବାବାର୍ କାତା ନ ମାନ୍ବା ଲକ୍, ଦନିଅବାଦ୍ ଦେବାଟା ପାସର୍ବା ଲକ୍, ପର୍ମେସରର୍ ବିସଇକେ ସନ୍ମାନ୍ ନ ଦେବା ଲକ୍, ବିନ୍ ଲକ୍ମନ୍କେ କେମା ନ ଦେବା ଲକ୍, ବିନ୍ ଲକର୍ ବିସଇ ମିଚ୍ କଇବା ଲକ୍, ନିଜେ ଜାଗ୍ରତ୍ ନ ରଇବା ଲକ୍, କିରଜାଟି ଅଇବା ଲକ୍, ନିକ ବିସଇ ଗିନ୍ କର୍ବା ଲକ୍,
Cuidar dos pais
Quem não cuida dos seus, principalmente de sua família, negou a fé. Honrar os pais inclui respeitar os idosos.
ଜଦି କନ୍ ରାଣ୍ଡିମାଇଜିକେ ପିଲାଟକି କି ନାତିତିତି ରଇଲେ, ସେମନ୍ ନିଜର୍ କୁଟୁମର୍ ଲକ୍ ଇସାବେ ତାକେ ଜତନ୍ କରତ୍ । ସେନ୍ତାରି ସେମନ୍ ଆୟା ବାବାମନ୍କେ ଆରି ଆନିଦାଦିମନ୍କେ ତାକର୍ ଆଲାଦ୍ ବାଉଡାଇ ଦେଅତ୍ । ଏଟା ପର୍ମେସର୍କେ ସାର୍ଦା କୁରାଇସି ।
କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।