O juízo final
O juízo final é a conclusão da história humana. Todos os seres humanos comparecerão diante do trono de Deus para o julgamento eterno — os salvos para a vida, os ímpios para a condenação.
O grande trono branco
Vi um grande trono branco e os mortos diante de Deus. Os livros foram abertos e cada um foi julgado segundo as suas obras.
ସେସ୍ ବିଚାର୍
ତାର୍ହଃଚେ ମୁୟ୍ ଗଟେକ୍ ବଃଡ୍ ଦବ୍ଳା ରଃଙ୍ଗାର୍ ସିଙ୍ଗାସଣ୍ ଆର୍ ସେତି ବଃସି ରିଲା ଗଟେକ୍ ଲକ୍କେ ଦଃକ୍ଲେ । ତାର୍ ମୁୟେ ହୁଣି ହୁର୍ତି ଆର୍ ଅଃଗାସ୍ ମଃଣ୍ଡଳ୍ ହଃଳାୟ୍ଲାୟ୍ ଆର୍ ସେରିମଃନ୍ ନଃଡିସ୍ଲି ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି । ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି । ତାର୍ହଃଚେ ମଃର୍ନ୍ ଆର୍ ହଃତାଳ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହଃକା ଗଃଲି । ଇ ଜୟ୍ ଲାଗ୍ତା କୁଣ୍ଡ୍ ଅୟ୍ଲି, ଦୁୟ୍ ଲମ୍ବର୍ ମଃର୍ନ୍ । ଜୁୟି ଲକ୍ମଃନାର୍ ନାଉ ଜିବନ୍ ସାସ୍ତର୍ ତଃୟ୍ ଲେକା ଅୟ୍ନଃରିଲି, ସେମଃନ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହିଙ୍ଗା ଅୟ୍ଲି ।
ଜିସୁ କଃଉଁଲା, "ସୁଣା, ମୁୟ୍ ବେଗି ଆସୁଲେ, ହଃତି ଲକ୍କେ ନିଜାର୍ ନିଜାର୍ କାମ୍ ହଃର୍କାରେ ହଃଳ୍ ଦେଉଁକ୍ ମୁୟ୍ ପୁରିସ୍କାର୍ ଦଃରି ଆସିନ୍ଦ୍ ।
ଜିସୁ କଃଉଁଲା, "ସୁଣା, ମୁୟ୍ ବେଗି ଆସୁଲେ, ହଃତି ଲକ୍କେ ନିଜାର୍ ନିଜାର୍ କାମ୍ ହଃର୍କାରେ ହଃଳ୍ ଦେଉଁକ୍ ମୁୟ୍ ପୁରିସ୍କାର୍ ଦଃରି ଆସିନ୍ଦ୍ । ମୁୟ୍ ହଃର୍ତୁ ଆର୍ ସଃରାସଃରି, ଆରୁମ୍ ଆର୍ ସେସ୍ ।"
ଆରୁମ୍ ନୟ୍ଲା ଇସ୍ୱରାର୍ ଦଃର୍ସନ୍
ମୁୟଁ ଦଃକୁ ଦଃକୁ କଃତିଗଟ୍ ସିଙ୍ଗାସନ୍ ତାହୁନ୍ ଅୟ୍ଲି, ଦଃକ୍ଲେ, ଆରେକ୍ ବେସି ହୁର୍ବ କାଳାର୍ ବୁଡା ବଃସିରେତାର୍ ଦଃକ୍ଲେ। ତାର୍ ବଃସ୍ତର୍ କଃରାଟେଳା ହର୍ ଦଃବ୍ଳା ରିଲି ଆର୍ ତାର୍ ମୁଣ୍ଡାର୍ ବାଳ୍ ମେଣ୍ଡା ବାଳ୍ ହର୍ ଦଃବ୍ଳା ରିଲି, ତାର୍ ସିଙ୍ଗାସନ୍ ଜଃୟ୍ ଉଳା ହର୍ ଆର୍ ସିଙ୍ଗାସନାର୍ ଚଃକ୍ ସଃବୁ କଃଚ୍ତା ଜଃୟ୍ ହର୍ ରିଲି।
ଆରୁମ୍ ନୟ୍ଲା ଇସ୍ୱରାର୍ ଦଃର୍ସନ୍
ମୁୟଁ ଦଃକୁ ଦଃକୁ କଃତିଗଟ୍ ସିଙ୍ଗାସନ୍ ତାହୁନ୍ ଅୟ୍ଲି, ଦଃକ୍ଲେ, ଆରେକ୍ ବେସି ହୁର୍ବ କାଳାର୍ ବୁଡା ବଃସିରେତାର୍ ଦଃକ୍ଲେ। ତାର୍ ବଃସ୍ତର୍ କଃରାଟେଳା ହର୍ ଦଃବ୍ଳା ରିଲି ଆର୍ ତାର୍ ମୁଣ୍ଡାର୍ ବାଳ୍ ମେଣ୍ଡା ବାଳ୍ ହର୍ ଦଃବ୍ଳା ରିଲି, ତାର୍ ସିଙ୍ଗାସନ୍ ଜଃୟ୍ ଉଳା ହର୍ ଆର୍ ସିଙ୍ଗାସନାର୍ ଚଃକ୍ ସଃବୁ କଃଚ୍ତା ଜଃୟ୍ ହର୍ ରିଲି। ତାର୍ ମୁୟେଁହୁଣି ଜୟିହୁଳା ବାରୟିଲି; ହଃଜାର୍ ହଃଜାର୍ ଦୁତ୍ମଃନ୍ ତାକେ ସେବାକଃଲାୟ୍,ଅୟୁତ୍ ଅୟୁତ୍ ତାର୍ ମୁୟେଁ ଟିଆ ଅୟିଲାୟ୍ ବିଚାର୍ କୁଟୁମ୍ ବଃସ୍ଲି ଆର୍ ପୁସ୍ତକ୍ମଃନ୍ କାଡ୍ଲାୟ୍।
ଆରେକ୍, ଜୁଣ୍ ଲକମଃନ୍ ମଃରିଆଚ୍ତି ସେମଃନ୍କାର୍ ବିତ୍ରେ ଅଃନେକ୍ ଲକ୍ ଜିବନ୍ ହାୟ୍ଁ ଉଟ୍ତି; କଃତେକ୍ ଅମର୍ ଜିବନ୍ ଆର୍ କଃତେକ୍ ଲାଜ୍ ହାଉଁକ୍ ଆର୍ କଃତେକ୍ ଜୁଗ୍ଜୁଗ୍ ଲାଜ୍ ହାଉଁକ୍ ଉଟ୍ତି। ଆରେକ୍, ଜୁଣ୍ମଃନ୍ ଗିଆନି, ସେମଃନ୍ ଅଃଗାସାର୍ ଉଜାଳ୍ ହର୍ ଆର୍ ଜୁଣ୍ମଃନ୍ ଅଃନେକ୍ ଲକେ ଦଃର୍ମ ବାଟ୍ୟା ଆଣି ଆଚ୍ତି, ସେମଃନ୍ ତାରା ମଃନାର୍ ହର୍ ଅଃମର୍ ଜିବନ୍ ହଃତେକ୍ ଉଜାଳ୍ ଅୟି ଜଃଳ୍କ୍ତି ରେତି।
Preparação para o juízo
Deus estabeleceu um dia para julgar o mundo com justiça. Arrependei-vos, porque o juízo se aproxima e cada palavra será pesada.
କାୟିତାକ୍ବଃଲେକ୍ ଜୁୟି ଦିନ୍ ସେ ଅଃହ୍ଣାର୍ ବାଚ୍ଲା ଲକ୍ ହୁଣି ଦଃର୍ମେ ଜଃଗତାର୍ ବିଚାର୍ କଃରେଦ୍, ଅଃନ୍କାର୍ ଗଟେକ୍ ଦିନ୍ ତିର୍ କଃରି ଆଚେ ଆର୍ ତାକେ ମଃଲା ଲକାର୍ ତଃୟ୍ ହୁଣି ଉଟାୟ୍ ଇ କଃତାକ୍ ସଃବ୍କାର୍ ଦଃୟି ହଃର୍ମାଣ୍ ଦଃୟି ଆଚେ ।
"ମୁଁୟ୍ ତୁମିକେ କଃଉଁଲେ, ଲକ୍ମଃନ୍ ଜଃତେକ୍ ଅଃଳ୍ସିଆ ଲାବ୍ ନୟ୍ଲା କଃତା କଃଉତି, ବିଚାର୍ ଦିନ୍ ସେମଃନ୍ ସେତିର୍ ଉତୁର୍ ଦେତି । ଇତାକ୍ ତୁମାର୍ ଟଣ୍ଡାର୍ କଃତାକ୍ ଦଃରି ତୁମି ନିର୍ଦସି, ଆର୍ ତୁମାର୍ କଃତାକ୍ ଦଃରି ତୁମି ଦସି ବଃଲି ଜାଣା ହଃଳାସ୍ ।"
ସଃରାସଃରି ବିଚାର୍
"ଜଃଡେବଃଳ୍ ସଃବୁ ସଃର୍ଗ୍ଦୁତ୍ ସଃଙ୍ଗ୍ ରଃଜା ଅୟି ଜଃଜ୍ମାନ୍ ସଃଙ୍ଗ୍ ନଃରାର୍ ହୟିସି ଆସେଦ୍, ସଃଡେବଃଳ୍ ସେ ଅଃହ୍ଣାର୍ ଜଃଜ୍ମାନ୍ ସିଙ୍ଗାସଣ୍ ଉହ୍ରେ ବଃସେଦ୍ । ଆରେକ୍ ତାର୍ ମୁଏଁ ସଃବୁ ବାସାର୍ ଲକ୍ମଃନ୍କେ ଗଟେତଃୟ୍ଁ କଃରା ଅୟ୍ଦ୍, ଆର୍ ସେମଃନ୍କେ ଦୁୟ୍ ଦଃଳ୍ କଃରି ବାଗ୍ କଃରେଦ୍, ଜଃନ୍କଃରି ଗଃଉଳିଆ ଚେଳିକ୍ ଆର୍ ମେଣ୍ଡାକେ ଅଃଲ୍ଗା କଃରି, ମେଣ୍ଡାମଃନ୍କେ ତାର୍ କାତା ବାଟ୍ୟା ଆର୍ ଚେଳିମଃନ୍କେ ତାର୍ ଡେବ୍ରି ବାଟ୍ୟା ଟିଆ କଃରେଦ୍ ।
ସଃରାସଃରି ବିଚାର୍
"ଜଃଡେବଃଳ୍ ସଃବୁ ସଃର୍ଗ୍ଦୁତ୍ ସଃଙ୍ଗ୍ ରଃଜା ଅୟି ଜଃଜ୍ମାନ୍ ସଃଙ୍ଗ୍ ନଃରାର୍ ହୟିସି ଆସେଦ୍, ସଃଡେବଃଳ୍ ସେ ଅଃହ୍ଣାର୍ ଜଃଜ୍ମାନ୍ ସିଙ୍ଗାସଣ୍ ଉହ୍ରେ ବଃସେଦ୍ । ଆରେକ୍ ତାର୍ ମୁଏଁ ସଃବୁ ବାସାର୍ ଲକ୍ମଃନ୍କେ ଗଟେତଃୟ୍ଁ କଃରା ଅୟ୍ଦ୍, ଆର୍ ସେମଃନ୍କେ ଦୁୟ୍ ଦଃଳ୍ କଃରି ବାଗ୍ କଃରେଦ୍, ଜଃନ୍କଃରି ଗଃଉଳିଆ ଚେଳିକ୍ ଆର୍ ମେଣ୍ଡାକେ ଅଃଲ୍ଗା କଃରି, ମେଣ୍ଡାମଃନ୍କେ ତାର୍ କାତା ବାଟ୍ୟା ଆର୍ ଚେଳିମଃନ୍କେ ତାର୍ ଡେବ୍ରି ବାଟ୍ୟା ଟିଆ କଃରେଦ୍ । ତାର୍ହଃଚେ ରଃଜା ତାର୍ କାତା ବାଟ୍ୟାର୍ ଲକ୍ମଃନ୍କେ କୟ୍ଦ୍, ‘ଆସା, ମର୍ ଉବାର୍ ଆସିର୍ବାଦ୍ ହାୟ୍ଲା ଲକ୍ମଃନ୍ । ତୁମାର୍ ଗିନେ ଜଃଗତାର୍ ଆରୁମେ ଜୁୟି ରାଇଜ୍ ତିଆର୍ ଅୟିଆଚେ, ଆସା ସେ ରାଇଜାର୍ ଅଃଦିକାରି ଅଃଉଆ । ବଃଲେକ୍ ମୁଁୟ୍ ବୁକେ ରିଲେ, ତୁମିମଃନ୍ ମକ୍ କାଉଁକେ ଦିଲାସ୍; ଆର୍ ମୁଁୟ୍ ସସେ ରିଲେ, ତୁମିମଃନ୍ ମକ୍ ହାଣି ସକୁକ୍ ଦିଲାସ୍; ମୁଁୟ୍ ହଃର୍ବାସି ରିଲେ, ମକ୍ ରେଉଁକ୍ ତୁମାର୍ ଗଃରେ ଟାଣ୍ ଦିଲାସ୍; ମୁଁୟ୍ ନଃଗ୍ଳା ରିଲେ, ତୁମିମଃନ୍ ମକ୍ ବଃସ୍ତର୍ ହିନ୍ଦାୟ୍ଲାସ୍; ମଃଳୁହଃଳି ରିଲାବଃଳ୍ ମର୍ ଜଃତୁନ୍ କଃଲାସ୍; ମୁଁୟ୍ ଜଃଇଲ୍ବିତ୍ରେ ରିଲେ ତୁମିମଃନ୍ ମକ୍ ଦଃକୁକେ ଆସି ରିଲାସ୍ ।’"
"ତଃବେ ଦଃର୍ମି ଲକ୍ମଃନ୍ ତାକ୍ କଃଉତି, ‘ଏ ମାପୁର୍ ଅଃମି କଃବେ ତକେ ବୁକେ ରିଲାର୍ ଦଃକି କାଉଁକେ ଦଃୟ୍ରିଲୁ ? ଆର୍ ସସେ ରିଲାର୍ ଦଃକି ହାଣି ସକୁକ୍ ଦଃୟ୍ରିଲୁ ? ଆର୍ କଃବେ ତକେ ହଃର୍ବାସି ରିଲାର୍ ଦଃକି, ଅଃମାର୍ ଗଃରେ ଟାଣ୍ ଦିଲୁ ? ଆର୍ ତକେ ନଃଗ୍ଳା ଦଃକି ବଃସ୍ତର୍ ହିନ୍ଦାୟ୍ଲୁ ? ଆର୍ କଃବେ ତୁୟ୍ ମଃଳୁହଃଳି ରିଲାବଃଳ୍ ଆର୍ ଜଃଇଲେ ରିଲା ବଃଳ୍ ଅଃମି ତର୍ ଲଃଗେ ଆସିରିଲୁ ?’ ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇ ସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’"
"ତାର୍ହଃଚେ ରଃଜା ତାର୍ ଡେବ୍ରି ବାଟ୍ୟାର୍ ଲକ୍ମଃନ୍କେ ହେଁ କୟ୍ଦ୍, ‘ଏ ଇସ୍ୱରାର୍ ସାୟ୍ପ୍ ହାୟ୍ଲା ଲକ୍ମଃନ୍ ମର୍ ମୁୟେଁହୁଣି ଦୁର୍ ଅଃଉଆ ! ଆର୍ ସୟ୍ତାନ୍ ଆର୍ ତାର୍ ଦୁତ୍ ମଃନାର୍ ଗିନେ ସଃବୁ ଦିନାର୍ ହାଁୟ୍ ଜୁୟି ଜୟ୍ ତିଆର୍ ଅୟିଆଚେ ସେତି ଜଃହା । ବଃଲେକ୍ ମୁଁୟ୍ ବୁକେ ରିଲେ ତୁମିମଃନ୍ ମକ୍ କାଉଁକେ ନଃଦିଲାସ୍; ସସେ ରିଲେ, ମକେ ହାଣି ସକୁକ୍ ନଃଦିଲାସ୍ । ମୁଁୟ୍ ହଃର୍ବାସି ରିଲେ, ମକ୍ ତୁମିମଃନ୍ ଟାଣ୍ ନଃଦିଲାସ୍; ମୁଁୟ୍ ନଃଗ୍ଳା ରିଲେ, ମକ୍ ବଃସ୍ତର୍ ହିନ୍ଦୁକେ ନଃଦିଲାସ୍; ମୁଁୟ୍ ମଃଳୁହଃଳି ରିଲେ ଆର୍ ଜଃଇଲେ ରିଲେ, ମକ୍ ଦଃକୁକେ ନାୟ୍ଲାସ୍ ।’"
"ତଃବେ ସେମଃନ୍ ହେଁ କଃଉତି, ‘ଏ ମାପୁର୍, କଃବେ ଅଃମିମଃନ୍ ତକେ ବୁକେ ରିଲାର୍ କି ସସେ ରିଲାର୍, ଆର୍ ହଃର୍ବାସି ରିଲାର୍ କି ନଃଗ୍ଳା ରିଲାର୍, ଆର୍ ମଃଳୁହଃଳି ରିଲାର୍ କି ଜଃଇଲେ ରିଲାର୍ ଦଃକି ତର୍ ସେବା ନଃକେଲୁ ?’ ତଃବେ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ଇନସ୍ତା ଲକାର୍ ବିତ୍ରାର୍ ଗଟେକ୍ ନିଗାଳ୍ ଲକ୍କେ ହେଁ ଇ ସଃବୁ କଃରି ନଃରିଲାର୍ଗିନେ ତୁମିମଃନ୍ ମକ୍ ନଃକେଲାସ୍ ।’ ଆର୍ ଇ ଲକ୍ମଃନ୍ ସଃବୁ ଦିନାର୍ ଗିନେ ଡଃଣ୍ଡ୍ ବଃଗ୍ତି, ମଃତର୍ ଦଃର୍ମି ଲକ୍ମଃନ୍ ସଃବୁ ଦିନାର୍ ଗିନେ ଅଃମ୍ବର୍ ଜିବନ୍ ଅଃଦିକାରି କଃରୁକେ ଜାତି ।"
ଜୁୟିତାର୍ଗିନେ ମାପୁର୍ ହଃତି କାମାର୍, ବଃଲ୍ କି ମଃନ୍ଦ୍ ହଃତି ଲୁପ୍ତ୍ ବିସୟ୍ ବିଚାର୍ କଃରେଦ୍।
ମୁୟ୍ଁ ମଃନେମଃନେ କୟିଲେ, "ଇସ୍ୱର୍ ଦଃର୍ମ୍ ଆର୍ ଦୁସ୍ଟାର୍ ବିଚାର୍ କଃରେଦ୍; କାୟତାକ୍ବଃଲେକ୍ ହଃତି ମଃନାର୍ ଇଚା ଆର୍ ହଃତି କାମ୍ ହାୟିଁ ସଃମୟ୍ ଆଚେ।"
Segurança em Cristo
Quem crê no Filho tem a vida eterna e não entra em juízo. O amor de Deus é nosso refúgio diante do juízo vindouro.
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ । ଇସ୍ୱର୍ ନିଜାର୍ ହୟ୍ସିକ୍ ଜଃଗତ୍କେ ବିଚାର୍ କଃରୁକେ ନାୟ୍, ମଃତର୍ ଜଃଗତ୍କେ ଜଃନ୍କଃରି ବଚାଉଁକେ ଅୟ୍ଦ୍ ସେତାର୍ଗିନେ ହଃଟାୟ୍ ଆଚେ ।
ଜୁୟି ଲକ୍ ହୟ୍ସିର୍ ତାଣେ ବିସ୍ୱାସ୍ କଃରେଦ୍ ତାର୍ ବିଚାର୍ ନାୟ୍; ମଃତର୍ ଜେ ବିସ୍ୱାସ୍ ନଃକେରେ ତାର୍ ବିଚାର୍ ଅୟି ସଃର୍ଲିନି, ବଃଲେକ୍ ସେ ଇସ୍ୱରାର୍ ଗଟେକ୍ବଃଲି ହୟ୍ସିର୍ ନାଉଁଏ ବିସ୍ୱାସ୍ ନଃକେରେ । ଆର୍, ସେ ବିଚାର୍ ଇରି, ଜଃଗତାର୍ ଉଜାଳ୍ ତଃରାସି ଆଚେ, ଆର୍ ଲକ୍ମଃନ୍ ଉଲାଳ୍କେ ନଃଚିକଃରି ଅଃନ୍ଦାର୍କେ ଲାଡ୍ କଃଲାୟି, ବଃଲେକ୍ ସେମଃନ୍କାର କାମ୍ ସଃବୁ ମଃନ୍ଦ୍ ।
ମଃତର୍ ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁୟ୍ ଗଃଲେକ୍ ତୁମିମଃନାର୍ ବାୟ୍ଗ୍ ଅୟ୍ଦ୍, ବଃଲେକ୍ ମୁୟ୍ ନଃଗେଲେକ୍, ସେ ଉହ୍କାର୍ କଃର୍ତା ଆତ୍ମା ତୁମାର୍ ଲଃଗେ ନାସେ, ମଃତର୍ ମୁୟ୍ ଗଃଲେକ୍ ଉବା ତାକ୍ ତୁମାର୍ ଲଃଗେ ହଃଟାୟ୍ଦ୍ । ସେ ଆସି ହାହ୍, ଦଃର୍ମ୍ ଆର୍ ଇସ୍ୱରାର୍ ନ୍ୟାୟ୍ ବିଚାର୍ ବିସୟେ ଜଃଗତାର୍ ଲକ୍ମଃନ୍କେ ସଃତ୍ ବୁଦି ଦଃୟ୍ଦ୍ ଇରି ଇସ୍ୱରାର୍ ଇଚା । ହାହ୍ ବିସୟେ ସେମଃନ୍ ଦସି, ବଃଲେକ୍ ସେମଃନ୍ ମର୍ତଃୟ୍ ବିସ୍ୱାସ୍ ନଃକେଲାୟ୍ । ଦଃର୍ମି ବିସୟେ ସେମଃନ୍ ଦସି, ବଃଲେକ୍ ମୁୟ୍ ଉବାର୍ ହାକ୍ ଜଃଉଁଲେ, ଇରି ଉବା ଇସ୍ୱରାର୍ ଇଚା ଆର୍ ତୁମିମଃନ୍ ମକ୍ ନଃଦେକାସ୍ । ନ୍ୟାୟ୍ ବିସୟେ ସେମଃନ୍ ଦସି, ବଃଲେକ୍ ଇ ଜଃଗତାର୍ ଅଃଦିକାରିକ୍ ବିଚାର୍ କଃରା ଅୟିଆଚେ ।
ଆରେକ୍ ଅଃମିମଃନାର୍ ଗିନେ ଇସ୍ୱରାର୍ ଜୁୟି ଲାଡ୍ ଆଚେ, ସେରି ଅଃମିମଃନ୍ ଜାଣି ଆଚୁ, ଆର୍ ବିସ୍ୱାସ୍ କଃରି ଆଚୁ । ଇସ୍ୱର୍ ତ ଲାଡ୍; ଜେ ଲାଳେ ରଃୟ୍ଦ୍ ସେ ଇସ୍ୱରାର୍ ତଃୟ୍ ରଃୟ୍ଦ୍ ଆର୍ ଇସ୍ୱର୍ ତାର୍ ତଃୟ୍ ରଃୟ୍ଦ୍ । ଇସ୍ୱର୍କେ ମାନି ଜିବନ୍ କାଟ୍ତାର୍ ଗିନେ ଇସ୍ୱରାର୍ ଲାଡ୍ ଅଃମାର୍ ତଃୟ୍ ସିଦ୍ ଅୟିଆଚେ । ଇତି ଲାଡ୍ ଅଃମାର୍ ବିତ୍ରେ ହୁରା ଅୟିଆଚେ ଜେ, ବିଚାର୍ ଦିନ୍ ଅଃମିମଃନ୍ ସାସ୍ ହାଉନ୍ଦ୍ ବଃଲେକ୍ ସେ ଜଃନ୍କଃରି ଆଚେ, ଅଃମିମଃନ୍ ହେଁ ଇ ଜଃଗତେ ସେନ୍ କଃରିଆଚୁ । ଲାଳେ ଡିର୍ ନଃରେୟ୍; ମଃତର୍ ହୁରା ଲାଡ୍ ଡିର୍କେ ଦୁର୍ କଃରେଦ୍, ବଃଲେକ୍ ଡିର୍ ସଃଙ୍ଗ୍ ଡଃଣ୍ଡ୍ ମିସିଆଚେ ଆର୍ ଜେ ଡିରେଦ୍, ସେ ଲାଡେ ହୁର୍ନ୍ ନାୟ୍ ।
କାୟିତାକ୍ବଃଲେକ୍ ନିକ ଅଃଉଅ କି କଃରାପ୍ ଅଃଉଆ, ହଃତିଲକ୍ ଅଃହ୍ଣାର୍ ହୁର୍ତିବିର୍ ଗଃଗାଳ୍ କଃଲା କାମ୍ ହଃର୍କାରେ ହଃଳ୍ ହାଉଁକ୍ କ୍ରିସ୍ଟର୍ ବିଚାର୍ କଃର୍ତା ଟାଣେ ଅଃମି ସଃବୁ ଲକେ ଜାଣାୟି ଅଃଉଁକେ ଅୟ୍ଦ୍ ।
ଜୁୟି ଦିନ୍ ଇସ୍ୱର୍ ଜିସୁ କ୍ରିସ୍ଟ ଦଃୟି ମାନାୟ୍ମଃନ୍କାର୍ ଗୁପ୍ତ ବିସୟ୍ ସଃବୁ ବିଚାର୍ କଃରେଦ୍, ସେ ଦିନ୍ ମୁୟ୍ଁ ପର୍ଚାର୍ କଃରୁଲା ନିକ କବୁର୍ ହଃର୍କାରେ ଇ ସଃବୁ ଗଃଟେଦ୍ ।
ମାନାୟ୍ମଃନାର୍ ଗିନେ ଜଃନ୍କାର୍ ତରେକ୍ ମଃତର୍ ମଃର୍ନ୍, ଆର୍ ତରେକ୍ ମଃତର୍ ବିଚାର୍ ଆଚେ । ସେବାନ୍ୟା କ୍ରିସ୍ଟ ହେଁ ଗାଦେକ୍ ଲକାର୍ ହାହ୍ ବୟ୍ନେଉଁକେ ତରେକ୍ ହଃକା ସଃହ୍ରି ଅୟିଆଚେ, ଆରେକ୍ ତରେକ୍ ହାହ୍ ଗିନେ ନାୟ୍, ମଃତର୍ ଜୁୟି ଲକ୍ମଃନ୍ ତାକେ ଜାଗି ଆଚ୍ତି, ସେମଃନାର୍ ମୁକ୍ତିର୍ ଗିନେ ଦଃକାୟ୍ ଅଃଉତି ।
ବଃଲେକ୍ ସାସ୍ତରେ ଲେକା ଆଚେ,
"ଆରେକ୍ ଅଃଳକ୍ ବେଳା ମଃତର୍ ଆଚେ,
ଜାର୍ ଆସ୍ତାର୍ ଆଚେ,
ସେ ଆସେଦ୍ ଆର୍ ବେଳ୍ ନଃକେରେ ।
ଅଃମାର୍ ଦଃର୍ମି ମାନାୟ୍ ବିସ୍ୱାସାର୍ ଗିନେ ବଚେଦ୍,
ମଃତର୍ ଜଦି ଜେକି ହଃଚେ ବାଉଳେଦ୍,
ମର୍ ଆତ୍ମା ତାର୍ ତଃୟ୍ ସଃର୍ଦା ନାୟ୍ ।"
ମଃତର୍ ଜୁୟି ଲକ୍ମଃନ୍ ନାସ୍ ଅଃଉଁକ୍ ହଃଚେ ବାଉଳ୍ତି, ଅଃମିମଃନ୍ ସେମଃନାର୍ ଦଃଳାର୍ ଲକ୍ ନାୟ୍, ମଃତର୍ ଜୁୟି ଲକ୍ମଃନ୍ ଆତ୍ମାର୍ ମୁକ୍ତି ହାଉଁକ୍ ବିସ୍ୱାସ୍ କଃର୍ତି, ଅଃମିମଃନ୍ ସେମଃନାର୍ ଦଃଳାର୍ ଲକ୍ ।
ତଃବାର୍ଗିନେ ଆସା, ଅଃମିମଃନ୍ ବିନ୍ ଲକାର୍ ହର୍ ନିଦୟ୍ ନଃକେରି, ଜଃଗ୍ରାତ୍ ରଃୟ୍ ଚେତ୍ନା ରେଉଁଆଁ । ତଃବେ ଜୁୟି ଲକ୍ମଃନ୍ ନିଦଉତି, ସେମଃନ୍ ରାତିୟା ନିଦଉତି, ଆର୍ ଜୁୟି ଲକ୍ମଃନ୍ ମଃଦ୍ କାୟି ମାତ୍ତି, ସେମଃନ୍ ରାତିୟା ମଃଦ୍ କାୟି ମାତ୍ତି । ମଃତର୍ ଆସା, ଅଃମିମଃନ୍ ଦିନାର୍ ହିଲାମଃନ୍, ତଃବାର୍ଗିନେ ବିସ୍ୱାସ୍ ଆର୍ ଲାଡାର୍ ବୁକ୍ହାଟା ହିନ୍ଦୁଆଁ, ଆର୍ ହାହେ ହୁଣି ମୁକ୍ତି ହାଉତା ବଃର୍ସାର୍ ଟହ୍ରି ମୁଣ୍ଡେ ହିନ୍ଦି ଚେତ୍ନା ରେଉଁଆ । କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ତାର୍ କହାର୍ ଲକ୍ ଅଃଉଁକେ ନଃବାଚି, ଅଃମିମଃନ୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାହେହୁଣି ମୁକ୍ଳୁକ୍ ବାଚି ଆଚେ ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.