Justiça
A justiça é atributo de Deus e vocação do cristão. A Bíblia chama os crentes a buscar a justiça, praticar o que é reto e confiar no Deus que julga justamente.
Buscar a justiça
Buscai primeiro o Reino de Deus e a sua justiça. Quem semeia justiça colherá galardão seguro e duradouro.
ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
ଦୁସ୍ଟ ଲକ୍ ମିଚ୍ କାତାକେ କଇ ବୁଲ୍ସି, ମାତର୍ ଜେ ଦରମର୍ କାତା କଇ ବୁଲ୍ସି, ତାକେ ସତ୍ରେ ଇନାମ୍ ପାଇସି ।
ଜନ୍ ଲକ୍ ଦରମ୍ କାମ୍ ଆରି ଦୟାରେ ରଇସି, ସେ ଜିବନ୍ରେ ଆରି ଦରମ୍ ଟାନେ ମାନ୍ମର୍ଜିତା ପାଇସି ।
ବଲି ସରପ୍ବା ବାଦୁଲେ ନିଆଇ ନିକ ଆରି ନିମାନ୍ ବାବ୍ନାକେ ସବୁବେଲର୍ ମାପ୍ରୁ ବେସି ମନ୍ କର୍ସି ।
ଲକ୍ମନ୍ ନିଜର୍ ଇଚାରେ ଚାଲା ବୁଲା କର୍ବାଇ, ମାତର୍ ସବୁବେଲର୍ ମାପ୍ରୁ ମନର୍ କାତାକେ ଜାନେ ।
କାରାପ୍ କାମ୍ କରି ଅରଜ୍ଲା ଦନ୍ କାଇ କାମ୍କେ ନ ଦେଏ; ମାତର୍ ଦରମ୍ ମରନ୍ ଲଗେଅନି ଉଦାର୍ କର୍ସି ।
Justiça em Cristo
Deus tornou Cristo a nossa justiça. Pela fé somos declarados justos diante de Deus — não por obras, mas pela graça.
କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ । ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।
ପାଉଲର୍ ସାରାସାରି କାତା
ମାତର୍ ଏ ତିମତି, ତୁଇ ଗଟେକ୍ ପର୍ମେସରର୍ ଲକ୍ । ତୁଇ ଏଟାମନ୍ ଚାଡିଦେସ୍ । ସତ୍ ବିସଇଆକା କର୍ବାକେ ବେସି ଆବଡ୍ ଅ । ପର୍ମେସର୍ ଜେନ୍ତି ମନ୍ କଲାନି, ସେନ୍ତାରି ଚଲାଚଲ୍ତି କର୍ । କିରିସ୍ଟକେ ବିସ୍ବାସ୍ କର୍ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ପର୍ମେସର୍ ତିଆର୍ଲାଟା ମାନ୍ବାକେ କେ ଚାଡ୍ନାଇ । ଲକ୍ମନର୍ ସଙ୍ଗ୍ ରିସା ଅ ନାଇ ।
ସାରାସାରି ପଚେ ଏ ମର୍ ବାଇବଇନିମନ୍, ଜେତ୍କି ସବୁ ବିସଇ ନିକ ରଇସି, ଜେତ୍କି ସବୁ ବିସଇ ସନ୍ମାନ୍ ପାଇସି, ଜନ୍ ସବୁ ବିସଇ ସତ୍ ରଇସି, ଜନ୍ ସବୁ ବିସଇ ପାପ୍ ନଇତେ ରଇସି, ଜନ୍ ସବୁ ବିସଇ ଦରମ୍ ରଇସି, ଆରି ଡାକ୍ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
ପରମେସର୍ ନାଡାଇ ନ ଅଏ, ନିଜେ ନାଡାଇ ଉଆ ନାଇ । ଜେ ଜନ୍ଟା ବୁନିରଇସି, ସେ ସମାନ୍ଟା ଆକା କାଟ୍ସି ।
ସେଟାର୍ ପାଇ ଆମେ ନିକ କାମ୍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍ଲେ ସେ ସମାନ୍ ବେଲାଇ ପସଲ୍ ପାଇବାର୍ ଅଇସି ।
Praticar a justiça
O fruto da justiça semeia-se em paz para os que promovem a paz. Os olhos do Senhor estão sobre os justos.
ଜନ୍ ଲକ୍ମନ୍ ସାନ୍ତିର୍ପାଇ କାମ୍ କର୍ବାଇ, ସାନ୍ତି ସଙ୍ଗ୍ ରଇକରି ଦରମର୍ ବିଅନ୍ ବୁନ୍ବାଇ, ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ, ନିକ କାମର୍ ଦାନ୍ କାଟ୍ବାଇ ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।
Consequências
O Senhor recompensará cada um segundo suas obras. A justiça exalta a nação e traz segurança aos que a praticam.
କାଇକେବଇଲେ ପରମେସର୍ ସେ ଦିନେ ତାର୍ କରମ୍ ଇସାବେ ସବୁକେ ପୁରୁସ୍କାର୍ ଦେଇସି ।
ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା ।
ସତ୍ କାମ୍ କରି ମୁର୍ଚି ରଇଲେ ତମେ କେଡେକ୍ କରମର୍ ଲକ୍ । ଜନ୍ ଲକ୍ମନ୍ ତମ୍କେ କସ୍ଟ ଦେଲାଇନି, ସେମନ୍କେ ଡରିକରି ଚିନ୍ତା କରାନାଇ ।
ଜଦି ଜନ୍ ଲକ୍ମନ୍ ତମର୍ ମଙ୍ଗଲ୍ କଲାଇନି, ସେମନ୍କେସେ ମଙ୍ଗଲ୍ କର୍ସା ବଇଲେ, କାଇ ଆସିର୍ବାଦ୍ ପାଇସା ? କାଇକେବଇଲେ ପାପିମନ୍ ମିସା ସେନ୍ତାରି କର୍ବାଇ ।
ଏଟା ସୁକଲ୍ ବଲିକରି ଦାପ୍ରେ ବାବ୍ବାଟା ଆରି ମାନତ୍ କଲା ପଚେ ବିଚାର୍ କର୍ବା ଲକ୍ମନର୍ ପାଇଁ ଚାରିବେଟ୍ତି ପାନ୍ଦ୍ ପାରା ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.