Ler a Bíblia
Ler a Bíblia é essencial para a vida cristã. A Escritura é lâmpada para os pés, alimento para a alma e espada do Espírito. O cristão que lê a Bíblia é transformado pela Palavra.
A importância de ler
Meditar na Palavra dia e noite traz prosperidade e bom sucesso. Ler a Bíblia ilumina o entendimento e fortalece a fé.
A Escritura é inspirada
Toda a Escritura é útil para ensinar, corrigir e instruir em justiça. Examine as Escrituras — nelas encontramos a vida eterna.
ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି । ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।
ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି ।
କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।
ଏ ବଇ ପଡିକରି ତେଇ ଲେକାଅଇରଇବା ଆଗ୍କେ ଗଟ୍ବା କାତାମନ୍ ବୁଜିକରି ମାନ୍ବା ଲକ୍ମନ୍ କେଡେକ୍ କରମର୍ ଲକ୍ମନ୍ ! କାଇକେବଇଲେ ଏ ସବୁ ବିସଇ ଗଟ୍ବା ବେଲା କେଟ୍ଲା ।
ମୁଇ ତର୍ଟାନେ ଆଇବା ଜାକ ବିସ୍ବାସିମନ୍ ରୁଣ୍ଡ୍ଲା ବେଲାଇ, ଜେନ୍ତାରି କି ସବୁଲକ୍ ନିକକରି ସୁନ୍ଲାପାରା ସାସ୍ତର୍ ପଡିଦେସ୍ । ତେଇର୍ ଅରତ୍ ସେମନ୍କେ ବୁଜାଇଦେସ୍ ।
Estudar com diligência
Os bereanos eram mais nobres porque examinavam as Escrituras diariamente. O estudo dedicado da Bíblia produz maturidade espiritual.
ତେସଲନିର୍ ଜିଉଦିମନର୍ ଟାନେଅନି ବେରିଆର୍ ଜିଉଦିମନ୍ କୁଲାକୁଲି ମନ୍ ରଇବା ଲକ୍ ରଇଲାଇ । ସେମନ୍ ଅଦିକ୍ ମନ୍ଦିଆନ୍ ଦେଇ ସିସ୍ମନର୍ ସିକିଆ ସୁନ୍ଲାଇ । ଆରି ପାଉଲ୍ କଇଲା କାତା, ସତ୍ କି ନାଇ ବଲି ଜାନ୍ବାକେ ସବୁ ଦିନ୍ ଦରମ୍ ସାସ୍ତର୍ ପଡ୍ତେରଇଲାଇ ।
ସେଟାର୍ ପାଇଁ ଏଜ୍ରା ସବୁବେଲର୍ ମାପ୍ରୁର୍ ନିଅମ୍ ଦେକ୍ଲା ଆରି ପାଲନ୍ କର୍ବାକେ, ଇସ୍ରାଏଲ୍ ଲଗେ ବିଦି ଆରି ସାସନ୍ ସିକିଆ ଦେବାକେ ନିଜର୍ ମନ ଦେଇ ରଇଲା ।
ଆରି ସେମନ୍ ନିମାନ୍ ସଙ୍ଗେ ପର୍ମେସରର୍ ନିଅମ୍ ପୁସ୍ତକ୍ ପଡ୍ଲାଇ ଆରି ସେମନ୍ ସିତିର୍ ଅରତ୍ ବୁଜାଇ ଦେଲାଇ, ତେବର୍ପାଇ ଲକ୍ମନ୍ ସିତିର୍ ଅରତ୍ ବୁଜି ପାର୍ଲାଇ।
ଜିସୁ ସେମନ୍କେ କଇଲା, "ଦରମ୍ ସାସ୍ତରେ ପର୍ମେସରର୍ କାଇଟା ଲେକା ଅଇଲା ଆଚେ ସେ ବିସଇ, ଆରି ତାର୍ ବପୁର୍ ବିସଇ ତମେ ନାଜାନି କରି ବୁଲ୍ ବାବ୍ଲାସ୍ନି ।
ଗିଆନି ଲକର୍ ଇନାମ୍
ଏ ମର୍ ପିଲା, ତୁଇ ଜଦି ମର୍ କାତା ସୁନ୍ସୁ ଆରି ମର୍ ଆଦେସ୍ ପାଲନ୍ କର୍ସୁ; ଜଦି ଗିଆନର୍ କାତା ସୁନ୍ସା ଆରି ବୁଜ୍ବାକେ ଚେସ୍ଟା କର୍ସା; ଉଁ ଜଦି ତମେ ନିମାନ୍ ବାବ୍ନା ସଙ୍ଗ୍ ବାବ୍ସା ଆରି ବୁଦି ପାଇବାକେ ଗୁଆରି କର୍ସା; ଜଦି ରୁପାକେ କଜ୍ଲା ପାରା କଜ୍ସା ଆରି ଲୁଚି ରଇଲା ଦନ୍ ପାରା ତାକେ କଜ୍ସା; ତେବେ ତମେ ସବୁବେଲର୍ ମାପ୍ରୁକେ ଡର୍ବା ବିସଇ ବୁଜି ପାର୍ସା ଆରି ପର୍ମେସରର୍ ଗିଆନ୍ ପାଇସା । କାଇକେବଇଲେ ସବୁବେଲର୍ ମାପ୍ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି ।