Língua
A língua tem poder de vida e de morte. A Bíblia compara a língua ao leme de um navio e à faísca que incendeia uma floresta. Dominar a língua é prova de maturidade espiritual.
O poder da língua
A morte e a vida estão no poder da língua. Quem a domina é varão perfeito, capaz de controlar todo o corpo.
ମରନ୍ ଆରି ଜିବନ୍ ଜିବର୍ ତଲିଆ ଲଗେ ରଇବାଇ; ଜନ୍ ଲକ୍ ତାକେ ନିମାନ୍ ସଙ୍ଗ୍ ଜାନ୍ବାଇ, ସେମନ୍ ତାର୍ ପଲ୍ ପାଇବାଇ ।
ଆମେ ସବୁ ତର୍କେତର୍ ବୁଲ୍ କଲୁନି । ମାତର୍ ଜେ ମିସା ତାର୍ କାତାବାର୍ତା କଇଲାବେଲେ ବୁଲ୍ ନ କରେ, ତେବେ ସେ ସିଦ୍ ଲକ୍ । ଆରି ସେ ତାର୍ ସବୁଜାକ ମିସା ଜାଗ୍ରତ୍କରି ସଙ୍ଗଇ ଆଚେ ।
ଗଟେକ୍ ଗଡାର୍ ବିସଇ ବାବିଦେକୁ । ଜଦି ଗଡା ଆମର୍ କାତା ମାନ୍ବାର୍ ଆଚେ ବଇଲେ, ତାର୍ ଟଣ୍ଡେ ଲାଗନ୍ ଚାବାଇଲୁନି । ଜେନ୍ତାରିକି ଗଡାର୍ ଗୁଲାଇ ଗାଗଡ୍ ମିସା ବୁଲାଇକରି, ଆମେ ଜନ୍ବାଟେ ମନ୍ କର୍ବୁ, ସେବାଟେ ନେଲୁନି । ସେନ୍ତାରିସେ ଗଟେକ୍ ବଡ୍ ପାନିଜାଜର୍ ବିସଇ ଚିନ୍ତା କରିଦେକା । ସେଟା ବେସି ବଡ୍ ରଇଲେ ମିସା ଜବର୍ ପବନ୍ ଆଇତେରଇଲେସେ ସେଟା ଚାଲାଇଅଇସି । ମାତର୍ ଗଟେକ୍ ଜାଜ୍ଚାଲାଉ ସାନ୍ଟା ବୁଲାଇବା ଚକା ମାରିକରି ସେ ଜନ୍ତି ମନ୍ କର୍ସି, ଜାଜ୍ ସେ ବାଟେ ଚାଲାଇ ନେଇସି । ସେ ରକାମ୍ ଆକା ଆମର୍ ଟଣ୍ଡେ ରଇବା ଜିବ୍ ମିସା ଆମର୍ ଗାଗଡର୍ ଗଟେକ୍ ସାନ୍ ଜିନିସ୍, ମାତର୍ ଏଟା ବେସି ବଡ୍ବଡ୍ କାତା କଇସି ।
ଗଟେକ୍ ଡଙ୍ଗରର୍ ବିସଇ ବାବିଦେକା, ସେଟା ବଡେଟା ରଇଲେ ମିସା କଣ୍ଡେକ୍ ଜଇ ଇଙ୍ଗ୍ରା ଲାଗିକରି ସବୁ ପଡାଇଦେଇସି ।
ସେନ୍ତାରି ଜିବ୍ ମିସା ଜଇପାରା, ଜିବ୍ ବିତ୍ରେ ମିଚ୍ଟାମନ୍ ବର୍ତିଅଇ ଆଚେ । ସେଟା ଆମର୍ ଗାଗଡ୍ ବିତ୍ରେ ବାସାଅଇ ଆଚେ । ଆମର୍ ଗୁଲାଇ ଗାଗଡ୍କେ କାରାପ୍ ଡାବିଦେଇସି । ଆମର୍ ଜିବନ୍ ଜଇଟାନେ ପଡାଇଲାପାରା ପଡାଇ ଦେଇସି । ଆରି ସେ ଜଇ ନର୍କେଅନି ଆଇସି ।
କାଇକେବଇଲେ ସବୁ ରକାମର୍ ଡଙ୍ଗରର୍ ଜଁତ୍, ଉଡିବୁଲ୍ବାଟାମନ୍, ରାଙ୍ଗିବୁଲ୍ବାଟାମନ୍ ଆରି ପାନିତେଇ ରଇବାଟାମନ୍, ପୁର୍ବେଅନି ଲକ୍ମନ୍ ସେଟାମନ୍କେ ମାନାଇକରି ଆଚତ୍ । ମାତର୍ ଏବେଜାକ ଜିବ୍କେ କେ ମିସା ମାନାଅତ୍ ନାଇ । ତେଇ କାରାପ୍ ବିସଇ ପୁରୁନ୍ ଅଇଆଚେ । ସେ ତାର୍ ନିଜର୍ ମନ୍ କର୍ବା ଇସାବେ ଜାଇସି । ଆରି ମରନ୍ ଡାକିଆନ୍ବା ବିସ୍ ବର୍ତି ଅଇଆଚେ ।
ଆମେ ଜିବ୍ ସଙ୍ଗ୍ ମାପ୍ରୁକେ ଆରି ବାବା ପରମେସର୍କେ ଦନିଅବାଦ୍ ଦେଲୁନି ଆରି ଏ ଜିବ୍ସଙ୍ଗ୍ ପର୍ମେସର୍ ତାର୍ପାରା ତିଆର୍ କରିରଇବା ମୁନୁସ୍କେ ସାଇପ୍ ଦେଲୁନି । ଗଟେକ୍ ଟଣ୍ଡେଅନିସେ ଦନିଅବାଦ୍ ଦେବାଟା ଆରି ସାଇପ୍ ଦେବାଟା ବାରଇସି । ମର୍ ବାଇବଇନିମନ୍, ଏନ୍ତାରି ଅଇବାଟା ଟିକ୍ ନଏଁ । ଗଟେକ୍ ଚୁଆବିଲେଅନି, ଗଲାପାନି ଆରି ନିର୍ମଲ୍ପାନି ବାରଇସି କି ? ନାଇ, ନ ବାରଏ । ଏ ମର୍ ବାଇବଇନିମନ୍, ଡୁମ୍ରିଗଚେ ଜିତ୍ପଲ୍ ନ ପଲେ କି କାଇ ଅଙ୍ଗୁର୍ ମାଲେ ଡୁମ୍ରି ନ ପଲେ । ସେନ୍ତାରିସେ ଗଟେକ୍ ଗଲାପାନି ବାରଇବା ଚୁଆଇ ଅନି ନିର୍ମଲ୍ ପାନି ନ ବାରଏ ।
Palavras sábias
A língua branda quebra até ossos. A palavra certa no tempo certo é como maçãs de ouro em salvas de prata.
ସାସ୍ ଦାରି କରି ସାସନ୍ କାରିଆକେ ସାନ୍ତି ମାନାଇବାକେ, ଆରି କଉଁଲ୍ ଜିବ୍ ଆଡ୍ ବାଙ୍ଗାଇସି ।
କାର୍ କାର୍ କାତା ବାର୍ତା କାଟ୍ରା ସଙ୍ଗେ କାଟ୍ଲା ପାରା ଲାଗ୍ସି; ମାତର୍ ବୁଦି ରଇଲା ଲକର୍ ଜିବ୍ ନିମାନ୍ କାତା କଇସି ।
ସତ୍ କାତା କଇବା ଟଣ୍ଡ୍ ସବୁବେଲେ ରଇସି; ମାତର୍ ମିଚ୍ କଇବା ଜିବ୍ ଅଲପ୍ ଦିନ୍ ରଇସି ।
ବେସି କାତା କଇବା ଲକର୍ ତେଇ ଅଦରମ୍ ପୁରାପୁରୁନ୍ ଅଇ ରଇସି, ମାତର୍ ଜେ ନିଜର୍ ନିଜର୍ ଟଣ୍ଡ୍କେ ଲାଗାମ୍ ଲାଗାଇବାଇ, ସେ ବୁଦିଆ ଲକ୍ ।
ଅଗିଆନି ଲକ୍ ଚୁପ୍ ଅଇଲେ, ଗିଆନ୍ ଲକ୍ ବଲି ଏଜା ଅଇସି; ଆରି, ସେ ନିଜର୍ ଟଣ୍ଡ୍ ମୁଦା କଲେ, ବୁଦି ରଇଲା ଲକ୍ ବଲି ଏଜା ଅଇସି ।
Disciplinar a fala
Quem guarda a boca e a língua guarda a sua alma de angústias. A religião sem controle da língua é vã.
କେ ଜଦି ମୁଇ ନିଜେ ଗଟେକ୍ ଦରମ୍ ଲକ୍ ବଲି ବାବ୍ଲାନି, ସେ ଜଦି ତାର୍ ନିଜର୍ ଜିବ୍ ଜାଗର୍ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍ ରିତିନିତି କର୍ବାଟା ଚୁଚାଆଇସେ ।
Toda língua confessará
Ao nome de Jesus todo joelho se dobrará e toda língua confessará que Jesus Cristo é Senhor, para glória de Deus Pai.
ତେବର୍ପାଇ ପର୍ମେସର୍ ତାକେ ସବୁର୍ତେଇଅନି ଉପ୍ରେ ଉଟାଇଲା । ଆରି ସବୁର୍ ନାଉଁଟାନେଅନି ଅଦିକ୍ ଡାକ୍ପୁଟା ଆରି ଅଦିକାର୍ ରଇବା ନାଉଁ ତାକେ ଦେଲା ।
ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇଁ ପର୍ମେସର୍ ଏ ସବୁ କଲାଆଚେ ।
ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।
ଆଲାଦ୍
ଜଦି ମୁଇ ଲକ୍ମନର୍ ବାସାଇ କି ସରଗର୍ ଦୁତ୍ମନର୍ ବାସାଇ କାତା ଅଇବି । ମର୍ ବାଇମନ୍କେ ମୁଇ ଆଲାଦ୍ ନ କରି ବଇଲେ, ମର୍ କାତା ଚୁଚାଇସେ, ଜେନ୍ତିକି ଗଟେକ୍ ସବଦ୍ ଅଇକରି ବାଜ୍ବା ଗଁଟା ପାରା ।
"ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି । ତମର୍ କାତାଇଅନି ତମେ ବିଚାର୍ କରାଇଅଇ, ଦସି ନଇଲେ ଦସ୍ ନ କଲା ଲକ୍ ବଲାଇଅଇସା ।"
ତାର୍ପଚେ ନର୍ ଲକ୍ମନ୍ ଜନ୍ ନଅଁର୍ ଆରି ଡେଙ୍ଗ୍ ମେଡ୍ ତିଆର୍ କର୍ତେ ରଇଲାଇ, ସେଟା ଦେକ୍ବାକେ ସବୁ ବେଲର୍ ମାପ୍ରୁ ଉତ୍ରି ଆଇଲା । ଆରି, ସବୁବେଲର୍ ମାପ୍ରୁ କଇଲା, ଦେକା, ଏ ଲକ୍ ମନ୍ ସବୁ ଗଟେକ୍ ଆରି ଏମନର୍ ବାସା ମିସା ଗଟେକ୍, ଆରି ଏବେ ଏମନ୍ ଏ କାମ୍ କର୍ବାକେ ମାତିଗାଲାଇ ଆଚତ୍, ତାର୍ପଚେ ଜନ୍ ଜନ୍ଟା କର୍ବାକେ ମନ୍ କର୍ବାଇ , ତେଇ ଅନି ବାଉଡି ନ ଆସତ୍ । ସେଟାର୍ ପାଇ ସେମନ୍ ଜେନ୍ତାର୍କି ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ବାସା ବୁଜି ନାପାରତ୍, ସେଟାର୍ ପାଇ ଆସା, ଆମେ ଉତ୍ରିଜାଇ ସେ ଜାଗାଇ ସେମନର୍ ବାସାକେ ବିନ୍ ବିନ୍ ରକାମ୍ ବାସା କରୁ । ଏରକାମ୍ ସବୁବେଲର୍ ମାପ୍ରୁ ସେ ଜାଗାଇ ଅନି ସେମନ୍କେ ପୁର୍ତିବିର୍ ସବୁବାଟେ ବିନାବାଚା କରିଦେଲା, ସେଟାର୍ପାଇଁ ସେମନ୍ ନଅଁର୍ ତିଆର୍ କର୍ବାଟା ଚାଡିଦେଲାଇ । ସେଟାର୍ ପାଇ ସେ ନଅଁରର୍ ନାଉଁ ବାବିଲ୍ ଅଇଲା, କାଇକେ ବଇଲେ ସବୁବେଲର୍ ମାପ୍ରୁ ସେ ଜାଗାଇ ଅନି ସବୁ ରକାମର୍ ବାସା ଦେସ୍ ଦୁନିଆଇ ଆରାମ୍ ଅଇଲା, ଆରି, ସେ ଜାଗାଇ ଅନି ସେମନ୍ ପୁର୍ତିବିର୍ ଚାରିବେଟ୍ତି ବିନାବାଚା ଅଇ ଗାଲାଇ ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.