Mentira
A mentira é condenada pela Bíblia como pecado grave. Deus é verdade, e quem mente se alinha com o pai da mentira. O cristão é chamado a falar a verdade em amor.
Deus odeia a mentira
Os lábios mentirosos são abominação para o Senhor. A Bíblia adverte que todo mentiroso terá parte no lago de fogo.
ମିଚ୍ କଇବା ଲକର୍ ଟଣ୍ଡ୍କେ ସବୁବେଲର୍ ମାପ୍ରୁ ଗିନ୍ କର୍ସି; ମାତର୍ ଜନ୍ ଲକ୍ମନ୍ ସତ୍ କାତା କଇବାଇ, ସେମନ୍ ତାର୍ ସାର୍ଦାର୍ ଲକ୍ମନ୍ ।
ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ ।
ଚଅଟା ବିସଇକେ ସବୁବେଲର୍ ମାପ୍ରୁ ଗିନ୍ କର୍ସି; ସାତ୍ଟା କାତାକେ ମିସା ସେ ଗିନ୍ କର୍ସି । ଆଁକ୍ରିଆ ଲକର୍ ଆଁକି, ମିଚ୍ କଇବା ଲକର୍ ଜିବ୍ ଆରି ବିନା ଦସ୍ କରି ରଇବା ଲକ୍କେ ମାର୍ବା ଲକର୍ ଆତ୍; କାରାପ୍ ଚିନ୍ତା କର୍ବା ଲକର୍ ମନ୍, କାରାପ୍ କାମ୍ କର୍ବାକେ ପାଲାଇବା ଲକର୍ ଗଡ୍; ମିଚ୍ ସାକି ଜେ କି ମିଚ୍ କଇସି ଆରି ଜେ ବାଇମନର୍ ବିତ୍ରେ କିରମାର କରାଇସି ।
ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି,
Falar a verdade
Despojai-vos da mentira e falai a verdade cada um com o próximo. Cristo é a verdade, e nos chama a ser testemunhas fiéis.
ତମର୍ ବିତ୍ରେ ମିଚ୍ କଇବାଟା ଚାଡିଦିଆସ୍, ନିଜର୍ ନିଜର୍ ବିତ୍ରେ ସତ୍ କୁଆକୁଇ ଉଆ । କାଇକେବଇଲେ ଆମେ ସବୁଲକ୍ ଗଟେକ୍ ଗାଗଡର୍ ବିନ୍ ବିନ୍ ବାଗ୍ ଅଇଲୁଆଚୁ ।
ଜିସୁ ତାକେ କଇଲା, "ମୁଇ ସତ୍, ବାଟ୍ ଆରି ଜିବନ୍ । ମର୍ବାଟେ ନ ଗାଲେ ବାବା ପର୍ମେସର୍ ଲଗେ କେ ମିସା ଜାଇନାପାରେ ।"
ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।
ମିଚ୍ ସାକି ଦେଉ ଡଣ୍ଡ୍ ପାଇସି; ଆରି, ମିଚ୍ କଉ ବିନାସ୍ ଅଇସି ।
Consequências da falsidade
A mentira destrói confiança e relacionamentos. As Escrituras alertam sobre os frutos amargos do engano e da falsidade.
ଟକାବଣ୍ଡା କରି ଅର୍ଜି ରଇଲା ଦନ୍ସପତି ଦାପ୍ରେ ନସ୍ଟ ଅଇଜିବା ଦୁଉଁରି ଆନ୍ଦାର୍ ପାରା, ଜନ୍ ଲକ୍ମନ୍ ତାର୍ପଚେ ଜିବାଇ, ସେମନ୍ ମରନ୍ କଜ୍ବାଇ ।
ସତ୍ କାତା କଇବା ଟଣ୍ଡ୍ ସବୁବେଲେ ରଇସି; ମାତର୍ ମିଚ୍ କଇବା ଜିବ୍ ଅଲପ୍ ଦିନ୍ ରଇସି ।
ମିଚ୍ କଇବା ଜିବ୍ ଅଲ୍ଗା ଲକ୍କେ ମିସା ନସ୍ଟ କର୍ସି ଆରି ନିଜ୍କେ ଗିନ୍ କର୍ସି; ଆରି ଉପ୍ରେ ଉପ୍ରେ ଚିକନ୍ ଚାକାନ୍ କାତା କଇସି ମାତର୍ ବିତ୍ରେ ବିତ୍ରେ କୁଟ୍ ପାଁଚ୍ସି ।