A mulher virtuosa
A mulher virtuosa de Provérbios 31 é um retrato de excelência. Seu valor excede o de rubis — ela é sábia, trabalhadora, generosa e teme ao Senhor acima de tudo.
Uma joia rara
Mulher virtuosa, quem a achará? Seu valor excede o de rubis. Ela é o coração da família e a força do lar.
ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି ।
ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି । ମୁନୁସର୍ ମନ୍ ତାର୍ ଲଗେ ଆକା ଆସା ବର୍ସା କର୍ସି, ଆରି ସେ କାଇ କାମ୍ କଲେ ମିସା ଉନା ନ ଅଏ । ସେ ତାର୍ ଜିଇବା କାଇବା ଜାକ ତାର୍ ମୁନୁସ୍କେ କାଇ କସ୍ଟ ନ ଦେଇ ଉନତି କର୍ସି । ସେ ମେଣ୍ଡା ରମ୍ ଆରି ମସିନା କଜି ସୁସ୍ତା ସଙ୍ଗେ ନିଜର୍ ଆତେ କାମ୍ କର୍ସି । ସେ ବେପାର୍ବାଟ୍ କର୍ବା ଜାଜ୍ ପାରା; ସେ ଦୁର୍କେ ଅନି ନିଜର୍ କାଦିକଣ୍ଡା କଜି ଆନ୍ସି । ଆରି ସେ ସାକାଲ୍ ସାକାଲ୍ ଉଟ୍ସି ଆରି ନିଜର୍ ଗରର୍ ସବୁକେ କାଇବାକେ ଦେଇସି ଆରି ଚାକ୍ରାନି ମନ୍କେ କାମ୍ ତିଆର୍ସି । ସେ ବାଡର୍ ବିସଇ ଟିକିନିକି ବୁଜି କରି ଗେନ୍ସି, ସେ ନିଜେ ବାଡେ, ଅଙ୍ଗୁର୍ ମାଲ୍ ରପ୍ସି । ସେ ନିଜର୍ ଆଁଟା ଡାଟ୍ କର୍ବାକେ ବାନ୍ଦି ଅଇସି ଆରି ନିଜର୍ ଆତେ ବପୁ ଲାଗାଇସି। ସେ ବେବାର୍ ବାଟ୍ କରି ଲାବ୍ କର୍ସି, ସେଟା ସେ ବୁଜ୍ଜି; ଆରି, ରାତିର୍ବେଲେ ତାର୍ ଗରର୍ ଦିପ୍ ନ ଲିବାଏ । ସେ ନିଜର୍ ଆତେ ସୁତା ବେଟ୍ସି ଆରି ଲୁଗା ବୁନ୍ସି । ସେ ଦୁକି ଲକ୍ମନ୍କେ ଲବ୍ ନ କର୍ତେ ଦେଇସି ଆରି କାକୁର୍ତି ଲକ୍ମନ୍କେ ଜିବନ୍ ଦୁକାଇସି ।
ବୁଦିରଇଲା ମାଇଁଜି ନିଜର୍ ମୁନୁସର୍ ମୁକୁଟ୍ ପାରା; ମାତର୍ ବୁଦି ନଇଲା ମାଇଁଜି ତାର୍ ମୁନୁସ୍କେ ନସ୍ଟ କର୍ସି।
Caráter acima da aparência
Enganosa é a graça e vã é a formosura, mas a mulher que teme ao Senhor será louvada. A verdadeira beleza é interior.
ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି ।
ସେନ୍ତାରିସେ ମାଇଜିମନ୍ ମିସା ଜାଗ୍ରତ୍ ରଇକରି ସୁଆଲ୍ସୁତର୍ ଉଆ । ମୁଣ୍ଡର୍ ଚେଣ୍ଡିତେଇ ଚିକ୍ଚାକ୍ ନ କରି, ସୁନା କି ମୁକ୍ତା କି ଅଦିକ୍ ଦାମ୍ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍ ମର୍ଜିତା ସଙ୍ଗ୍ ନିଜ୍କେ ମାନ୍ଲାପାରା ତିଆର୍ ଉଆ । ତାର୍ ବାଦୁଲେ ବିନ୍ଲକ୍ମନ୍କେ ଦୟା ଦେକାଅତ୍ । ପର୍ମେସର୍କେ ଜୁଆର୍ କଲୁନି ବଲି କଇବା ମାଇଜିମନର୍ପାଇ ସେଟା ନିକ ଚଲାଚଲ୍ତି ଅଇସି ।
ବୁଦି ରଇଲା ମାଇଜି ନିଜର୍ ଗର୍କେ ନିମାନ୍ କରି ଜତନ୍ କର୍ସି; ମାତର୍ ବୁଦି ନ ରଇଲା ମାଇଜି ଗର୍କେ ବାଙ୍ଗାଇ ଦେଇସି ।
ଗର୍ ଆରି ଦନ୍ ଆନିଦାଦିମନର୍ ଲଗେ ଅନି ପାଇବାର୍ ଅଦିକାର୍; ମାତର୍ ବୁଦି ମତି ମାଇଁଜି ମାପ୍ରୁର୍ ଲଗେ ଅନି ପାଇବାଇ ।
ସେନ୍ତାରିସେ ଡକ୍ରିମନ୍କେ ମିସା ସିକାଆ । ଜେନ୍ତିକି, ସେମନ୍ ସୁକଲ୍ ଚଲାଚଲ୍ତି କର୍ବାଇ । ତିପୁଲ୍ କାତା ନ କଇକରି, ମାତୁଆଲ୍ନିମନ୍ ନ ଅଇକରି, ତାର୍ ବାଦୁଲେ ବିନ୍ ଲକ୍ମନ୍କେ ନିକ ବିସଇ ସିକାଅତ୍ । ଏନ୍ତାରି କଲେ ସେମନର୍ ଟାନେଅନି ଦାଙ୍ଗ୍ଡିମନ୍ ନିକ ଚଲାଚଲ୍ତି କର୍ବାଟା ସିକ୍ବାଇ । ସେମନ୍ ପର୍ତୁମ୍ ନିଜର୍ ମୁନୁସ୍କେ ଆରି ପିଲାଟକିମନ୍କେ ଆଲାଦ୍ କର୍ବାଟା ସିକତ୍ । ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ ।