Nem só de pão vive o homem
'Nem só de pão vive o homem' — essa declaração de Jesus ao diabo no deserto revela que a Palavra de Deus é o verdadeiro alimento que sustenta a vida em plenitude.
O verdadeiro alimento
Quando tentado a transformar pedras em pão, Jesus respondeu com a Escritura: a vida humana depende de toda palavra que sai da boca de Deus.
ମଃତର୍ ଜିସୁ ଉତୁର୍ ଦିଲା, "ଦଃର୍ମ୍ସାସ୍ତରେ ଲେକା ଆଚେ,
‘ମାନାୟ୍ ଅଃବ୍କା ରୁଟି କାୟି କଃରି ଜିବନ୍ ନଃରେୟ୍,
ମଃତର୍ ଇସ୍ୱରାର୍ ଟଣ୍ଡେ ହୁଣି ବାରାୟ୍ଲା ହଃତି ବଃଚନେ ବାଚେଦ୍, ଜୁୟ୍ରି ଜିବନ୍ ଗିନେ ଲଳା ।’"
ସଃଡେବଃଳ୍ ସୟ୍ତାନ୍ ତାକ୍ କୟ୍ଲି, "ତୁୟ୍ ଜଦି ଇସ୍ୱରାର୍ ହୟିସି, ତଃବେ ଇ ଟେଳାମଃନ୍କେ ରୁଟି ଅଃଉଁକେ କଃଉ ।"
ଜିସୁ ସୟ୍ତାନ୍କେ ଉତୁର୍ ଦିଲା, "ଦଃର୍ମ୍ସାସ୍ତରେ ଲେକା ଆଚେ, ‘ମାନାୟ୍ ଅଃବ୍କା ରୁଟି କାୟି କଃରି ଜିବନ୍ ନଃରେୟ୍ ।’"
Jesus, o pão vivo
Jesus é o pão da vida que desceu do céu. Quem come deste pão viverá para sempre. Ele é o sustento que satisfaz a fome da alma.
ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସେ ଜିବନ୍ ଦେତା କାଦି, ଜେ ମର୍ ତଃୟ୍ ଆସେଦ୍, ତାକ୍ କଃବେ ହେଁ ବୁକ୍ ନୟ୍ । ଜେ ମକେ ବିସ୍ୱାସ୍ କଃରେଦ୍, ତାକ୍ କଃବେ ହେଁ ସସ୍ ନୟ୍ ।
ମୁୟ୍ ଜିବନ୍ ଦେତା କାଦି ।
ମୁୟ୍ ସଃର୍ଗେ ହୁଣି ଆୟ୍ଲା ସେ ଜିବନ୍ ଦେତା କାଦି । ଇ କାଦି ଜେ କାୟ୍ଦ୍ ସେ ସଃବୁ ଦିନ୍ ହାୟ୍ଁ ଜିବନ୍ ହାୟ୍ଦ୍ । ମୁୟ୍ ଜୁୟି କାଦି ଦଃୟ୍ନ୍ଦ୍ ସେରି ମର୍ ଗଃଗାଳ୍ । ଜଃଗତ୍କେ ବଚାଉଁକ୍ ମୁୟ୍ ସେରି ଦଃୟ୍ନ୍ଦ୍ ।
ଜିବନାର୍ ଉବା ମକେ ହଃଟାୟ୍ ଆଚେ, ଆର୍ ତାର୍ ଗିନେ ମୁୟ୍ ହେଁ ଜିବନ୍ ଆଚି, ସେବାନ୍ୟା ଜେ ମର୍ ମାସ୍ କାୟ୍ଦ୍, ମର୍ ଗିନେ ସେ ହେଁ ଜିବନ୍ ରଃୟ୍ଦ୍ । ଜୁୟି କାଦି ସଃର୍ଗେ ହୁଣି ଆସି ଆଚେ, ସେରି ଇ କାଦି । ତୁମାର୍ ଦାଦିବାବୁମଃନ୍ ଜଃନ୍କଃରି ସେ କାଦି କାୟ୍କଃରି ମଃଲାୟ୍, ଇରି ସେନ୍କାର୍ ନାୟ୍; ଜେ ଇ କାଦି କାୟ୍ଦ୍, ଅଃମ୍ବର୍ ଜିବନ୍ ହାୟ୍ଁ ବାଚି ରଃୟ୍ଦ୍ ।"
Buscar o Reino acima de tudo
Não andeis ansiosos pelo que comer ou beber. Buscai primeiro o Reino de Deus, e todas estas coisas vos serão acrescentadas.
"ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କାଉଁଲେ, କାୟିରି କାଉଁନ୍ଦ୍ ଆର୍ କାୟିରି ହିଉଁନ୍ଦ୍, ଇବାନ୍ୟା ତୁମାର୍ ଜିବନାର୍ ଗିନେ, କି କାୟିରି ହିନ୍ଦୁନ୍, ଇବାନ୍ୟା ତୁମାର୍ ଗଃଗାଳାର୍ ଗିନେ ହେଁ ଚିତା କଃରାନାୟ୍ । କାଦି ତଃୟ୍ହୁଣି ଜିବନ୍ ଆର୍ ବଃସ୍ତର୍ ତଃୟ୍ହୁଣି ଗଃଗାଳ୍ କାୟି ବଃଡ୍ ନାୟ୍ ?
"ଆରେକ୍ କାୟିରି କାହାସ୍ ଆର୍ କାୟିରି ହିଉଆସ୍, ସେରିମଃନ୍ ଲଳି ବୁଲା ନାୟ୍ ଆର୍ ଚିତା ହେଁ କଃରା ନାୟ୍ । କାୟିତାକ୍ବଃଲେକ୍ ଜଃଗତାର୍ ଅଜିଉଦି ଲକ୍ମଃନ୍ ଇରିମଃନ୍ ଲଳି ବୁଲ୍ତି, ମଃତର୍ ଇ ସଃବୁ ବିସୟ୍ ଜେ ତୁମିମଃନାର୍ ଲଳା ଆଚେ ସେରି ତୁମିମଃନାର୍ ସଃର୍ଗାର୍ ଉବାଦି ଜାଣେଦ୍ । ମଃତର୍ ତୁମିମଃନ୍ ଇସ୍ୱରାର୍ ରାଇଜ୍ ଲଳା, ଆର୍ ଇ ସଃବୁ ବିସୟ୍ ତୁମିମଃନ୍କେ ଦିଆ ଅୟ୍ଦ୍ ।"
ସଃଡେବଃଳ୍ ଚେଲାମଃନ୍ ଜିସୁକେ ଗଃଉଆରି କଃରି କୟ୍ଲାୟ୍, ଏ ଗୁରୁ କାଦି କାଆ ।
ମଃତର୍ ଜିସୁ ଚେଲାମଃନ୍କେ କୟ୍ଲା, "ତୁମିମଃନ୍ ଜୁୟି କାଦିର୍ କଃତା ନଃଜାଣାସ୍, କାଉଁକେ ଇବାନ୍ୟା କାଦି ମର୍ ତଃୟ୍ ଆଚେ ।"
ସେତାକ୍ ଚେଲାମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, "କେଏ ଅଲେ ତାକ୍ କାଦି ଆଣି ଦଃୟି ରଃୟ୍ଦ୍ କାୟ୍କି ?"
ଜିସୁ ସେମଃନ୍କେ କୟ୍ଲା, "ମକ୍ ହଃଟାୟ୍ଲା ଉବା ଦଃୟ୍ରିଲା କାମ୍ ହୁରୁଣ୍ କଃର୍ତାର୍ ହଃକା ଅୟ୍ଲି ମର୍ କାଦି ।"