Palavras de consolo
A Bíblia é repleta de palavras de consolo para os aflitos. Deus está perto dos que sofrem e promete enxugar toda lágrima, renovar a esperança e restaurar o coração partido.
Deus está conosco
O Senhor é refúgio e fortaleza. Mesmo no vale da sombra da morte, não precisamos temer — Ele está ao nosso lado para nos consolar.
Consolação e esperança
Deus consola os humildes e exalta os abatidos. Ele nunca nos desamparará.
ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟ ନିଜେ, ଜୁୟି ଉବା ଇସ୍ୱର୍ ଅଃମିମଃନ୍କେ ଲାଡ୍ କଃରି ଦଃୟା ତଃୟ୍ ଅଃମିକ୍ ଅଃମ୍ବର୍ ସୁସ୍ତା ଆର୍ ନିକ ବଃର୍ସା ଦଃୟ୍ଆଚେ,
Descanso e renovação
Bem-aventurados os que choram, pois serão consolados. A Bíblia nos convida a descansar nos braços do Pai e encontrar paz para a alma.
କାନ୍ଦ୍ତା ଲକ୍ମଃନାର୍ ବାୟ୍ଗ୍;
ସେମଃନ୍ ଦୁକ୍ ବଃଳ୍ ସାସ୍ ହାଉଁ ହାର୍ତି !
ବଃଲେକ୍ ଇସ୍ୱରାର୍ ବଃଳ୍କାରି ଆତ୍ ତଃଳେ ଅଃହ୍ଣା ଅଃହ୍ଣାକ୍ ସଃହ୍ରି ଦିଆସ୍, ଜଃନ୍କଃରି ସେ ତୁମିମଃନ୍କେ ଟିକ୍ ବେଳାୟ୍ ଉହ୍ରେ ଉଟାୟିଦ୍ । ତୁମିମଃନାର୍ ସଃବୁ ଚିତାର୍ ବଜ୍ ଇସ୍ୱରାର୍ ଉହ୍ରେ ଚାଡିଦିଆସ୍, ବଃଲେକ୍ ସେ ତୁମିମଃନାର୍ ଗିନେ ଚିତା କଃରୁଲା ।
ତୁମି ସୟିଲାବଃଳ୍ ତୁମିକେ ଡିର୍ ନଃଲାଗେ, ହେଁ, ତୁମି ସଃଉଆସ୍ ଆର୍ ତୁମାର୍ ନିଦ୍ ସୁକ୍ ଅୟିଦ୍।
ସଃବୁ ବିସୟାର୍ ଟିକ୍ ସଃମୟ୍ ଆଚେ ଆର୍ ଅଃଗାସ୍ ତଃଳେ ସଃବୁ ବିସୟାର୍ ଟିକ୍ ସଃମୟ୍ ଆଚେ; ଜଃଲମ୍ ଅଃଉତା ସଃମୟ୍ ଆର୍ ମଃର୍ତା ସଃମୟ୍ ଆଚେ; ରହ୍ତା ସଃମୟ୍; ଜାୟ୍ରି ରହାଗଃଲି, ସେରିକେ ଜିକିହିଙ୍ଗ୍ତା ସଃମୟ୍ ଆଚେ; ମଃର୍ନେ ମାର୍ତା ସଃମୟ୍ ଆର୍ ସୁସ୍ତ୍କଃର୍ତା ସଃମୟ୍; ବାଙ୍ଗ୍ତା ସଃମୟ୍ ଆର୍ ହାଜ୍ତା ସଃମୟ୍ ଆଚେ, କାନ୍ଦ୍ତା ସଃମୟ୍ ଆର୍ ନିଚଳ୍ତା ସଃମୟ୍; ଦୁକ୍ କଃର୍ତା ସଃମୟ୍ ଆର୍ ନାଚ୍ତା ସଃମୟ୍; ଟେଳା ହଃବ୍ଳାଉତା ସଃମୟ୍ ଆର୍ ଟେଳା ଅରାଉତା ସଃମୟ୍; ହଃଟଳ୍ତା ସଃମୟ୍ ଆର୍ ହଃଟଳ୍ତା ଟାଣୁ ଦୁରିକ୍ରେତା ସଃମୟ୍, କଜ୍ତା ସଃମୟ୍ ଆର୍ ଆଜାଉତା ସଃମୟ୍; ସଃଙ୍ଗାଉତା ସଃମୟ୍ ଆର୍ ହଃବ୍ଳାଉତା ସଃମୟ୍; ଚିର୍ତା ସଃମୟ୍ ଆର୍ ସିଲାଇ କଃର୍ତା ସଃମୟ୍; ଚିମ୍ରା ରେତା ସଃମୟ୍ ଆର୍ କଃତାକଃଉତା ସଃମୟ୍; ଲାଡ୍ କଃର୍ତା ସଃମୟ୍ ଆର୍ ଗିଣ୍କଃର୍ତା ସଃମୟ୍; ଜୁଜାର୍ ସଃମୟ୍ ଆର୍ ସାନ୍ତିର୍ ସଃମୟ୍ ଆଚେ।