As 10 parábolas mais importantes de Jesus
Jesus ensinou lições profundas por meio de parábolas, histórias curtas e simbólicas que comunicam verdades espirituais. Cada parábola tem um significado especial e atemporal, revelando o caráter de Deus e ensinando como viver como cristãos. Aqui estão 10 das parábolas mais marcantes e suas lições:
1. Parábola do Semeador (Mateus 13:3-9)
ତାର୍ହଃଚେ ସେ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ କଃଉଁକେ ଦଃର୍ଲା, "ଦଃକା, ବୁଣ୍ତା ଗଟେକ୍ ମାନାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା । ବିଆନ୍ ବୁଣୁ ବୁଣୁ କଃତେକ୍ ବିଆନ୍ ବାଟେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେରିସଃବୁ ବେଟି କାୟ୍ଲାୟ୍ । ଆରେକ୍ କଃତେକ୍ ବିଆନ୍ ଅଃଳକ୍ ମାଟି ରିଲା ଚଃଚ୍ରା ବୁୟେଁ ଅଦୁର୍ଲି ଆର୍ ବୁତେକ୍ ମାଟି ନଃରିଲାକ୍ ବେଗି ଗଃଜା ଅୟ୍ଲି; ମଃତର୍ ବେଳ୍ ଉଦ୍ଲାକ୍ ସେରିମଃନ୍ କଃରାକେ ହଡି କମ୍ଜି ଗଃଲି, ଆର୍ ତାର୍ ଚେର୍ ନଃରିଲାକ୍ ସୁକି ଗଃଲି । ଆର୍ କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆର୍ କାଟାବୁଟାମଃନ୍ ବାଡିକଃରି ସେସଃବୁକେ ଚାହି ହଃକାୟ୍ଲି । ମଃତର୍ ବିନ୍ କଃତେକ୍ ବିଆନ୍ ନିକ ମାଟାୟ୍ ଅଦୁର୍ଲି ଆର୍ ହଃଳ୍ ହଃଳ୍ଲି, କଃତେକ୍ ସଏ ଗୁଣ୍, କଃତେକ୍ ସାଟେ ଗୁଣ୍, ଆରେକ୍ କଃତେକ୍ ତିରିସ୍ ଗୁଣ୍ ଅଃଦିକ୍ ହଃଳ୍ ହଃଳ୍ଲି ।" ଜିସୁ ତାର୍ କଃତା ସଃରାୟ୍କଃରି କୟ୍ଲା, "ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।"
A parábola do semeador fala sobre a receptividade das pessoas à Palavra de Deus. Cada tipo de solo representa diferentes maneiras de receber e aplicar o Evangelho em nossas vidas. Somente um coração fértil e comprometido pode dar frutos espirituais abundantes.
2. O Bom Samaritano (Lucas 10:25-37)
ନିକ ସମିରଣିୟର୍ କଃତା
ଆର୍ ଦଃକା ଗଟେକ୍ ବିଦି ସିକାଉ ଉଟି ଆସି ଜିସୁକେ କଃଟାଳ୍ ବୁଜୁକ୍ ହଃଚାର୍ଲା, "ଏ ଗୁରୁ, ଅଃମ୍ବର୍ ଜିବନ୍ ହାଉଁକ୍ ମୁଁୟ୍ କାୟିରି କଃରିନ୍ଦ୍ ।"
ଜିସୁ ତାକ୍ କୟ୍ଲା, "ଦଃର୍ମ୍ ବିଦିଏ କାୟିରି ଲେକା ଆଚେ ? ତୁୟ୍ କଃନ୍କଃରି ହାଟ୍ କଃରୁଲିସ୍ ?"
ସେ କୟ୍ଲା, "ତୁମି ଅଃହ୍ଣାର୍ ସଃର୍ନେ ଗଃର୍ବ୍, ସଃର୍ନେ ହଃରାଣ୍, ସଃର୍ନେ ସଃକ୍ତି ଆର୍ ସଃର୍ନେ ମଃନ୍ ଦଃୟି ଅଃହ୍ଣାର୍ ମାପୁର୍ ଇସ୍ୱର୍କେ ଲାଡ୍ କଃରା, ଆର୍ ନିଜ୍କେ ଲାଡ୍ କଃଲା ହର୍ ହାକିହଃଳ୍ସାକେ ଲାଡ୍ କଃରା ।"
ସେତାକ୍ ଜିସୁ ତାକ୍ କୟ୍ଲା, "ତୁୟ୍ ସଃତ୍ କଃତା କୟ୍ଲିସ୍, ତଃବେ ଇରି କଃର୍ ସେନ୍ ଅୟିଲେକ୍ ତୁୟ୍ ଅଃମ୍ବର୍ ଜିବନ୍ ହାଉସି ।"
ମଃତର୍ ଦଃର୍ମ୍ ଗୁରୁ ଅଃହ୍ଣାକ୍ ଦଃର୍ମି ବଃଲି ଦଃକାୟ୍ ଅଃଉଁକେ ମଃନ୍ କଃରି, ଜିସୁକେ ହଃଚାର୍ଲା, "ତଃବେ ମର୍ ହାକିହଃଳ୍ସା କେଏ ?"
ଜିସୁ ସେକଃତାକେ ଦଃରି କୟ୍ଲା, "ଗଟେ ଲକ୍ ଜିରୁସାଲମେ ହୁଣି ଜିରିହକେ ଜାତା ବଃଳ୍ କଃଙ୍ଗାର୍ମଃନାର୍ ହାବ୍ଳେ ହଃଳ୍ଲା, ତାର୍ ହଃଚ୍ୟା ହାଟା ଚାଡାୟ୍ ନିଲାୟ୍ ଆର୍ ମାଡ୍ ମାର୍ଲାୟ୍ ଆର୍ ମଃରାଜିଉଆ କଃରି ଚାଡି ହଃଳାୟ୍ଲାୟ୍ । ଇ ଗଃଟ୍ଣାହଃଚେ ଗଟେକ୍ ଜାଜକ୍ ସେ ବାଟେ ଜାତି ରିଲା, ଆର୍ ସେ ତାକ୍ ଦଃକି ବିନ୍ ବାଟ୍ ହିଟିକଃରି ଗଃଲା । ସେବାନ୍ୟା ଗଟେକ୍ ଲେବିୟ, ବଃଲେକ୍ ପାରାଚିନ୍ ହେଁ ସେଟାଣେ ଆସି ତାକେ ଦଃକି ବିନ୍ ବାଟ ଅୟ୍କଃରି ଗଃଲା । ମଃତର୍ ଗଟେକ୍ ସମିରଣିୟ ଲକ୍ ତାର୍ ଚଃମେ ଆସି ତାକ୍ ଦଃକି ଦଃୟା କଃଲା । ଆର୍ ତାର୍ ଚଃମେ ଜାୟ୍ ତାର୍ ଗାଉ ତଃୟ୍ଁ ଚିକଣ୍ ଆର୍ ଅଙ୍ଗୁର୍ ରଃସ୍ ଡାଳି ସେ ସଃବୁ ହାଟ୍ଳି ସଃଙ୍ଗ୍ ବାନ୍ଦ୍ଲା ଆର୍ ଅଃହ୍ଣାର୍ ଗଃଦ ଉହ୍ରେ ବଃସାୟ୍ ବାଟ ଲଃଗାର୍ ଗଟେକ୍ ବିସାଉତା ଗଃରେ ନିଲା, ଆର୍ ତାର୍ ସେବା କଃଲା । ତାର୍ ଆର୍କ ଦିନ୍ ଜଳେକ୍ ରୁହା ଟଃକା ବାର୍କଃରି ଦଃର୍ମ୍ସାଳାର୍ ମୁଳିକାକେ ଦଃୟ୍କଃରି କୟ୍ଲା, ଇଲକାର୍ ସେବା ଜଃତୁନ୍ କଃର୍, ଜାୟ୍ରି ଅଃଦିକ୍ ଅୟ୍ଦ୍, ମୁଁୟ୍ ବାଉଳି ଆୟ୍ଲା ବଃଳ୍ ସଃବୁ ଦଃୟ୍ନ୍ଦ୍ ।
ଇ ତିନି ଲକ୍ ବିତ୍ରେ କେଏ କଃଙ୍ଗାର୍ମଃନାର୍ ହାବୁଳେ ହଃଳି ରିଲା ଲକାର୍ ହାକିହଃଳ୍ସା ବଃଲି ମଃନେ କଃରୁଲିସ୍ ?"
ଦଃର୍ମ୍ ଗୁରୁ ଉତୁର୍ ଦିଲା, "ଜେ ତାକ୍ ଦଃୟା କଃଲା ସେ," ଜିସୁ ତାକେ କୟ୍ଲା, "ଜାଆ ଆର୍ ତୁୟ୍ ହେଁ ସେନ୍ କଃର୍ ।"
Essa parábola nos ensina sobre o amor ao próximo, independentemente de raça ou religião. O samaritano ajudou um desconhecido, mostrando que a verdadeira fé se revela no amor ao próximo.
3. A Ovelha Perdida (Lucas 15:4-7)
"ତୁମାର୍ ବିତ୍ରେ ଇରଃକମ୍ କୁୟି ଲକ୍ ଆଚେ ଜେ, ତାର୍ ଜଦି ହାଁଚ୍କଳି ମେଣ୍ଡା ରେତି, ଆର୍ ସେମଃନାର୍ ବିତ୍ରେ ଗଟେକ୍ ଆଜେଦ୍, ତଃବେ ସେ ଲକ୍ ଗଟେକ୍ଉଣା ହାଁଚ୍କଳି ମେଣ୍ଡାକ୍ ହଃଦାୟି ଚାଡିକଃରି, ସେ ଆଜିରିଲା ମେଣ୍ଡାକ୍ ମିଳାଉତା ହଃତେକ୍ ତାକେ କାୟି ନଃଲଳେ ? ଜଃଡେବଃଳ୍ ସେ ଲକ୍ ଆଜିରିଲା ମେଣ୍ଡାକ୍ ମିଳାୟ୍ଦ୍ ସେ ବଃଡେ ସଃର୍ଦାଅୟ୍, ତାକ୍ କଃନ୍ଦେ ବୟ୍ କଃରି ତାର୍ ଗଃରେ ଆଣେଦ୍ । ଆରେକ୍ ଅଃହ୍ଣାର୍ ଲକ୍ବାକ୍କେ ଆର୍ ହାକିହଃଳ୍ସାକେ କୁଦି ସେମଃନ୍କେ କୟ୍ଦ୍, ‘ଆସା ତୁମିମଃନ୍ ମର୍ ସଃଙ୍ଗ୍ ସଃର୍ଦା କଃରା, କାୟିତାକ୍ବଃଲେକ୍ ଆଜିରିଲା ମେଣ୍ଡାକେ ମିଳାୟ୍ଲେ ।’ ମୁଁୟ୍ ତୁମିକେ କଃଉଁଲେ, ସେରଃକମ୍ ଜୁୟି ଲକ୍ମଃନାର୍ ମଃନ୍ ବାଦ୍ଲାୟ୍ ଆସ୍ତାକ୍ ମଃନ୍ ନାୟ୍, ଇବାନ୍ୟା ଗଟେକ୍ଉଣା ହାଁଚ୍କଳି ଦଃର୍ମି ଲକ୍ମଃନାର୍ ତଃୟ୍ହୁଣି, ଜେ ହାହ୍ ଚାଡେଦ୍, ଇରଃକମ୍ ଗଟେକ୍ ହାହି ଲକାର୍ ଗିନେ ସଃର୍ଗେ ଅଃଦିକ୍ ସଃର୍ଦା ଅୟ୍ଦ୍ ।"
Deus é como o pastor que busca incessantemente uma ovelha perdida. Essa parábola revela o amor incansável de Deus pelos pecadores, celebrando a alegria no céu quando alguém se arrepende.
4. O Filho Pródigo (Lucas 15:11-32)
ଆଜ୍ଲା ହିଲା
ଜିସୁ ଆରେକ୍ କୟ୍ଲା, "ଗଟ୍ ଲକାର୍ ଜୁଳେକ୍ ହୟିସି ରିଲାୟ୍ । ସାନ୍ ହୟିସି ଉବାସିକ୍ କୟ୍ଲା, ‘ଉବା, ମର୍ ବାଗାର୍ ଦଃନ୍ବିତ୍ ଅଃବେ ମକ୍ ଦେ ।’ ତଃବେ ତାର୍ ଉବାସି ତାର୍ ଦଃନ୍ବିତ୍କେ ସଃର୍ନେ ଦୁୟ୍ ବାୟ୍କ୍ ବାଟାକଃରି ଦିଲା । ଅଃଳକ୍ ଦିନ୍ ଗଃଲାହଃଚେ ସାନ୍ ହୟିସି ତାର୍ ବାଗାର୍ ଦଃନ୍ବିତ୍କେ ଗଟେତଃୟ୍ କଃରି ଦୁର୍ ଦେସେ ଗଃଲା, ଆର୍ ସେତି ଜାୟ୍ ହଲ୍ୟାହଲ୍ୟା ଅଃହ୍ଣାର୍ ଜିବନ୍ କାଟି ସଃର୍ନେ ଦଃନ୍ବିତ୍ ବୁଡାୟ୍ଲା । ମଃତର୍ ସଃବୁ ଦଃନ୍ ବୁଡାୟ୍ଲା ହଃଚେ, ସେ ଦେସେ କଃତାର୍ ଅୟ୍ଲାକ୍, ତାର୍ ଅକେଟ୍ ଅଃଉଁକେ ଦଃର୍ଲି । ସେତାର୍ଗିନେ ସେ ଜାୟ୍ ସେ ଦେସାର୍ ଗଟେ ଲକାର୍ ତଃୟ୍ ଜାୟ୍ ଗତି କଃଟ୍ଲା ଆର୍ ସେ ଲକ୍ ତାକ୍ ଗୁସ୍ରା ଚଃରାଉଁକେ ତାର୍ ହଃଦାୟି ହଃଟାୟ୍ଲା; ଆରେକ୍ ଗୁସ୍ରାମଃନ୍ ଜୁୟି ଚେମି କାତି ରିଲାୟ୍, ସେ କାଦି କାୟ୍କଃରି ସେ ତାର୍ ହେଟ୍ ହୁରାଉଁକେ ମଃନ୍ କଃର୍ତିରିଲା, ମଃତର୍ କେଏ ତାକ୍ କାୟିରି ହେଁ ନଃଦେତିରିଲାୟ୍ । ମଃତର୍ ସେ ଚେତ୍ନା ହାୟ୍ଁ କୟ୍ଲା, ‘ମର୍ ଉବାର୍ ଗଃରେ କଃବାଳିମଃନାର୍ କାଦି ଅଃଗ୍ଳି ଜଃଉଁଲି, ମଃତର୍ ମୁୟ୍ଁ ଇତି ରଃୟ୍ କଃରି ବୁକେ ମଃରୁଲେ । ଅଃବେ ମୁୟ୍ଁ ଉଟି ମର୍ ଉବାର୍ ହାକ୍ ଜାୟ୍ନ୍ଦ୍ ଆର୍ ତାକ୍ କୟ୍ଦ୍, ଉବା, ସଃର୍ଗାର୍ ମାପୁରାର୍ ବିରୁଦେ ଆର୍ ତର୍ ବିରୁଦେ ମୁଁୟ୍ ହାହ୍ କଃଲେ ଆଚି । ଆଜିହୁଣି ମୁୟ୍ଁ ତର୍ ହୟ୍ଦି ବଃଲାୟ୍ ଅଃଉଁକେ ମର୍ ଆରେକ୍ ଜୟ୍ଗ୍ ନାୟ୍, ମଃତର୍ ଅଃବେ ମକ୍ ତର୍ ଗଟେକ୍ ଗତିକଃବାଳି ହର୍ କଃରି ଦଃର୍ ।’ ସେ ଉଟି ତାର୍ ଉବାସିର୍ ହାକ୍ ଗଃଲା, ମଃତର୍ ସେ ଦୁରିକ୍ ରିଲା ବଃଳ୍ ତାର୍ ଉବାସି ତାକ୍ ଦଃକି ଦଃୟା ଦଃକାୟ୍ଲା, ଆର୍ ଦଃବ୍ଳିଜାୟ୍ ତାକେ ହଃଟଳି କଃରି ଲଃବଦେ ଚୁମ୍ଲା । ହୟିସି ତାକ୍ କୟ୍ଲା, ‘ଉବା, ସଃର୍ଗାର୍ ମାପୁରାର୍ ବିରୁଦେ ଆର୍ ତର୍ ବିରୁଦେ ମୁୟ୍ଁ ହାହ୍ କଃରିଆଚି, ଅଃବେ ଆର୍ ତର୍ ହଅ ବଃଲି କଃଉଆୟ୍ ଅଃଉତାର୍ ମୁଁୟ୍ ଜୟ୍ଗ୍ ନାୟ୍ ।’ ମଃତର୍ ଉବାସି ତାର୍ ଗତିଦଃଙ୍ଗ୍ଳାମଃନ୍କ୍ କୟ୍ଲା, ସଃବ୍କେ ନିକ ବଃସ୍ତର୍ ବେଗି ଆଣି ଆକ୍ ହିନ୍ଦାଉଆ, ତାର୍ ଆତେ ହାଜେର୍ ଆର୍ ତାର୍ ହାଦେ ହାଣ୍ଡାୟ୍ ହିନ୍ଦାଉଆ । ଆରେକ୍ ଗଟେକ୍ ଦୁମା ମେଣ୍ଡା ମାରା; ଆସା ଅଃମିମଃନ୍ ବଜି କଃରି ସଃର୍ଦା କଃରୁଆଁ । ବଃଲେକ୍ ମର୍ ଇ ହଅ ମଃରି ଜାୟ୍ରିଲା ଆରେକ୍ ବାଚ୍ଲା; ଆଜିରିଲା, ଆରେକ୍ ମିଳ୍ଲା । ତଃବେ ସେମଃନ୍ ସଃର୍ଦା କଃରୁକେ ଦଃର୍ଲାୟ୍ ।"
"ସଃଡେବଃଳ୍ ତାର୍ ବଃଡ୍ ହୟିସି ହଃଦାୟି ରିଲା । ସେ ଜଃଡେବଃଳ୍ ଆସି ଗଃର୍ ଚଃମେ ହଚ୍ଲା, ସଃଡେବଃଳ୍ ବାଜା ବାଜ୍ତାର୍ ଆର୍ ନାଚ୍ତାର୍ ଆଉଲି ସୁଣିକଃରି, ସେ ଦଃଙ୍ଗ୍ଳାମଃନାର୍ ବିତ୍ରେ ଗଟ୍ଲକେ କୁଦିକଃରି ଇ ସଃବୁ କାୟିରି ଅଃଉଁଲି ବଃଲି ତାକ୍ ହଃଚାର୍ଲା । ସେ ଦଃଙ୍ଗ୍ଳା ତାକ୍ କୟ୍ଲା, ତର୍ ବାୟ୍ଦି ଗଃରେ ବାଉଳି ଆସିଆଚେ, ଆର୍ ତର୍ ଉବାଦି ତାକ୍ ନିକ ଗଃଗାଳେ ହାୟ୍ଲାକ୍ ଦୁମା ମେଣ୍ଡା ମାରିଆଚେ ।"
"ସେତାର୍ଗିନେ ସେ ରିସା ଅୟ୍କଃରି ଗଃରେ ଜଃଉଁକେ ମଃନ୍ ନଃକେଲା; ମଃତର୍ ତାର୍ ଉବାସି ଆସିକଃରି ତାକ୍ କଃତେକ୍ ଗଃଉଆରି କଃରୁକେ ଦଃର୍ଲା । ମଃତର୍ ସେ ଉବାସିକ୍ କୟ୍ଲା, ଦଃକ୍, ଅଃତେକ୍ ବଃର୍ସ୍ ଅୟ୍ଲି ମୁୟ୍ଁ ତର୍ ଗଟ୍ ଦଃଙ୍ଗ୍ଳା ହର୍ କଃରି ସେବା କଃରିଆସୁଲେ, ଆର୍ କଃବେ ହେଁ ମୁୟ୍ଁ ତର୍ ଆଦେସ୍ ଅଃମାନ୍ୟା ନଃକେରି, ଅୟିଲେକ୍ ହେଁ ମର୍ ସଃଙ୍ଗ୍ମଃନାର୍ ସଃଙ୍ଗ୍ ମିସିକଃରି ବଜି କଃରୁକେ ତୁୟ୍ ମକ୍ କଃବେ ମେଣ୍ଡାହିଲା ହେଁ ନଃଦେସି; ମଃତର୍ ତର୍ ଇ ଜୁୟି ହୟ୍ଦି ଦାରିୟାଣିମଃନାର୍ ସଃଙ୍ଗ୍ ତର୍ ଦଃନ୍ବିତ୍ ବୁଡାୟ୍ଲା ଆର୍ ଜଃଡେବଃଳ୍ ସେ ବାଉଳି ଆୟ୍ଲା, ସଃଡେବଃଳ୍ ତୁୟ୍ ତାର୍ ଗିନେ ଗଟ୍ ଦୁମା ମେଣ୍ଡା ମାର୍ଲିସ୍ । ତଃବେ ତାର୍ ଉବାସି ତାକେ କୟ୍ଲା, ହଅରେ ତୁୟ୍ ତ ସଃବୁବଃଳ୍ ମର୍ ସଃଙ୍ଗ୍ ଆଚ୍ସି, ଆର୍ ଜୁୟ୍ସଃବୁ ମର୍ ସେରି ସଃବୁ ତର୍; ମଃତର୍ ଇ ଜୁୟି ତର୍ ବାୟ୍ଦି ମଃରି ଜାୟ୍ରିଲା ଆରେକ୍ ବଚ୍ଲା, ଆଜିରିଲା ଆରେକ୍ ମିଳ୍ଲା, ସେତାର୍ ଗିନେ ବଜି ଆର୍ ସଃର୍ଦା କଃର୍ତାର୍ ରିଲି ।"
A parábola do filho pródigo fala sobre o perdão e o amor incondicional de Deus por Seus filhos, mesmo quando se desviam.
5. A Pérola de Grande Valor (Mateus 13:45-46)
ମୁକ୍ତାର୍ କଃତା
"ଆରେକ୍ ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ନିକ ନିକ ମୁକ୍ତା ଲଳ୍ତିରିଲା ବେବାରି ହର୍ । ଗଟେକ୍ ବଃଡେ ମଲାର୍ ମୁକ୍ତା ଦଃକି ସେ ଜାୟ୍ ତାର୍ ଗଃରେ ରିଲାର୍ ସଃବୁ ବିକିକଃରି ସେ ମୁକ୍ତାକେ ଗେନ୍ଲା ।"
Jesus ensina que o Reino de Deus é o bem mais precioso e devemos estar dispostos a renunciar tudo para possuí-lo.
6. O Fariseu e o Publicano (Lucas 18:9-14)
ପାରୁସି ଆର୍ ରିବ୍ନିର୍ କଃତା
ନିଜ୍ ନିଜ୍କେ ଦଃର୍ମିଲକ୍ ବଃଲି ଦଃକାୟ୍ ଅୟି ଆସ୍ର କଃରି ସଃବ୍କେ ହିନ୍ମାନ୍ କଃର୍ତିରିଲା କଃତି ଲକ୍ମଃନ୍କେ ଜିସୁ ଇ କଃତା ହେଁ କୟ୍ଲା, "ଦୁୟ୍ ଲକ୍ ପାର୍ତ୍ନା କଃରୁକେ ମନ୍ଦିରେ ଗଃଲାୟି, ଗଟେକ୍ ପାରୁସି ଆର୍ ଗଟ୍ଲକ୍ ରିବ୍ନି ।"
"ପାରୁସି ଟିଆଅୟ୍ ଅଃହ୍ଣାର୍ ଚଃମେ ଇ ରଃକମ୍ ପାର୍ତ୍ନା କଃରୁକେ ଦଃର୍ଲା, ଏ ଇସ୍ୱର୍ ମୁଁୟ୍ ତର୍ ଦଃର୍ମ୍ଗୁଣ୍ କଃତା କଃଉଁଲେ ଜେ, ମୁଁୟ୍ ବିନ୍ ସଃବୁ ଲକାର୍ ହର୍ ଅଃଦଃର୍ମି, ହଃଟ୍କାର୍, ଦାରିକାମ୍ କଃର୍ତା ଲକ୍ କି ଇ ରିବ୍ନି ହର୍ ହେଁ ନାୟ୍; ମୁଁୟ୍ ଆଟ୍ଦିନ୍କେ ଦୁୟ୍ ତର୍ ଉହାସ୍ କଃରୁଲେ, ଆର୍ ମୁଁୟ୍ ମର୍ ସଃବୁ ଆଉଣିର୍ ଦଃସ୍ବାଗାର୍ ବାଗେକ୍ ଦେଉଁଲେ ।"
"ମଃତର୍ ରିବ୍ନି ଦୁରିକ୍ ଟିଆ ଅୟି ସଃର୍ଗ୍ହାକ୍ ଦଃକୁକ୍ ହେଁ ସାସ୍ ନଃକେଲା, ମଃତର୍ ତାର୍ ବୁକେ ମାରିଅୟ୍ କଃଉଁକେ ଦଃର୍ଲା, ଏ ଇସ୍ୱର୍, ମୁଁୟ୍ ହାହି ମକ୍ ଦଃୟା କଃର୍ । ମୁଁୟ୍ ତୁମିମଃନ୍କେ କଃଉଁଲେ, ପାରୁସି ନଃୟ୍ ମଃତର୍ ରିବ୍ନି ମାପୁରାର୍ ଆକାୟ୍ ଦଃର୍ମି ଗଃଣାଅୟ୍ଲା ଲକ୍ ବଃଲି ଅଃହ୍ଣାର୍ ଗଃରେ ଗଃଲା; କାୟିତାକ୍ବଃଲେକ୍ ଜୁୟ୍ଲକ୍ ଅଃହ୍ଣାକ୍ ବଃଡ୍ ବଃଲି ଦଃକାୟ୍ ଅୟ୍ଦ୍, ତାକ୍ ମାପୁର୍ ସାନ୍ କଃରେଦ୍, ମଃତର୍ ଜୁୟ୍ଲକ୍ ନିଜ୍କେ ସାନ୍ କଃରେଦ୍, ତାକ୍ ମାପୁର୍ ବଃଡ୍ କଃରେଦ୍ ।"
Essa parábola nos lembra que Deus valoriza um coração humilde e arrependido, em contraste com a arrogância espiritual. O publicano, ao reconhecer seus pecados, foi justificado diante de Deus.
7. Os Talentos (Mateus 25:14-30)
ତିନିଗଟ୍ ଦଃଙ୍ଗ୍ଳାର୍ କଃତା
"ଗଟ୍ ଦିନ୍ ଗଟ୍ ଲକ୍ ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନ୍କ୍ କୁଦିକଃରି ଅଃହ୍ଣାର୍ ସଃବୁ ଦଃନ୍ବିତ୍ ତାକାର୍ ଆତେ ସଃର୍ହି ଦିଲା, ଆର୍ ବିଦେସ୍ ଜଃଉଁକେ ବାରାୟ୍ଲା, ସଃର୍ଗ୍ ରାଇଜ୍ ଇହର୍ । ସେ ଗଟ୍ ଲକ୍କେ ହାଁଚ୍ ଅଃଜାର୍ ରୁହା ଟଃକା ଆର୍ ଗଟ୍ ଲକ୍କେ ଦୁୟ୍ ଅଃଜାର୍ ରୁହା ଟଃକା ଆର୍ ଗଟ୍ ଲକ୍କେ ଗଟେକ୍ ଅଃଜାର୍ ରୁହା ଟଃକା, ଇରଃକମ୍ ସେମଃନ୍କେ ସେମଃନାର୍ ହାର୍ତା ସଃକାତ୍ ଦଃକି ଦଃୟ୍କଃରି, ସେ ବିଦେସ୍ ଗଃଲା । ଜୁୟି ଦଃଙ୍ଗ୍ଳା ହାଁଚ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ସଃଙ୍ଗେ ସଃଙ୍ଗେ ସେରି ବେବାର୍ କଃରି ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ଲାବ୍ କଃଲା । ସେରଃକମ୍ ଦୁୟ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ହେଁ ଆରେକ୍ ଦୁୟ୍ ଅଃଜାର୍ ରୁହା ଟଃକା ଲାବ୍ କଃଲା । ମଃତର୍ ଜୁୟି ଦଃଙ୍ଗ୍ଳା ଗଟେକ୍ ଅଃଜାର୍ ରୁହା ଟଃକା ହାୟ୍ଁ ରିଲା, ସେ ଜାୟ୍ ଗଟ୍ କାଲ୍ କଃଣି ଅଃହ୍ଣାର୍ ସାଉକାରାର୍ ସେ ଟଃକାକ୍ ତହିକଃରି ମାଟାୟ୍ ଲୁକାୟ୍ ରିଲା ।"
"ବୁତେକ୍ ଦିନାର୍ ହଃଚେ ସେ ଗତିଦଃଙ୍ଗ୍ଳାମଃନାର୍ ସାଉକାର୍ ବାଉଳି ଆସି ସେମଃନାର୍ ସଃଙ୍ଗ୍ ତଃହ୍ଣା ଦଃୟ୍ରିଲା ଟଃକାର୍ ଇସାବ୍ କଃରୁକେ ଦଃର୍ଲା । ଜୁୟି ଦଃଙ୍ଗ୍ଳା ହାଁଚ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ଆଣି କୟ୍ଲା, ‘ସାଉକାର୍ ତୁୟ୍ ମକ୍ ହାଁଚ୍ ଅଃଜାର୍ ରୁହା ଟଃକା ଦଃୟରିଲିସ୍, ଦଃକ୍, ଅଃବେ ମୁଁୟ୍ ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ବେବାର୍ କଃରି ଲାବ୍ କଃରି ଆଚି ।’ ତାର୍ ସାଉକାର୍ ତାକ୍ କୟ୍ଲା, ‘ବଃଡେ ସଃତ୍, ଆର୍ ସଃତ୍ ଗତିଦଃଙ୍ଗ୍ଳା, ତୁୟ୍ ଅଃଳକ୍ କଃତାୟ୍ ମାୟଃନ୍କାରି ଅୟ୍ଲିସ୍, ମୁଁୟ୍ ତକେ ବୁତେକ୍ ବିସୟେ ଅଃଦିକାର୍ ଦଃୟ୍ନ୍ଦ୍, ତୁୟ୍ ତର୍ ସାଉକାର୍ ସଃଙ୍ଗ୍ ମିସି ସଃର୍ଦା କଃର୍ ।’"
"ତାର୍ହଃଚେ ଜୁୟି ଦଃଙ୍ଗ୍ଳା ଦୁୟ୍ ଅଃଜାର୍ ରୁହା ଟଃକା ହାୟ୍ରିଲା ସେ ହେଁ ଆସି କୟ୍ଲା, ‘ସାଉକାର୍ ତୁୟ୍ ମକ୍ ଦୁୟ୍ ଅଃଜାର୍ ରୁହା ଟଃକା ଦଃୟରିଲିସ୍, ଦଃକ୍ ମୁଁୟ୍ ଆରେକ୍ ଦୁୟ୍ ଅଃଜାର୍ ରୁହା ଟଃକା ଲାବ୍ କଃରି ଆଚି ।’ ତାର୍ ସାଉକାର୍ ତାକ୍ କୟ୍ଲା, ‘ତୁୟ୍ ବଃଡେ ସଃତ୍ ଗତିଦଃଙ୍ଗ୍ଳା, ତୁୟ୍ ଅଃଳକ୍ କଃତାୟ୍ ମାୟଃନ୍କାରି ଅୟ୍ଲିସ୍, ତକେ ବୁତେକ୍ କଃତା ଉହ୍ରେ ଅଃଦିକାର୍ ଦଃୟ୍ନ୍ଦ୍ । ତୁୟ୍ ଅଃହ୍ଣାର୍ ସାଉକାର୍ ସଃଙ୍ଗ୍ ମିସି ସଃର୍ଦା କଃର୍ ।’"
"ତାର୍ହଃଚେ ଜୁୟି ଦଃଙ୍ଗ୍ଳା ଗଟେକ୍ ଅଃଜାର୍ ରୁହା ଟଃକା ହାୟ୍ରିଲା ସେ ହେଁ ଆସି କୟ୍ଲା, ‘ସାଉକାର୍ ଦଃକ୍, ତୁୟ୍ ବଃଡେ ଅଃଟୁଆ ମଃନାର୍ ଲକ୍ । ତୁୟ୍ ଜୁୟ୍ତି ବୁଣି ନଃରେସି ସେତି କାଟ୍ସି ଆର୍ ଜୁୟ୍ତି ତୁୟ୍ ଉଡାଳି ନଃରେସି ସେତି ରୁଣ୍ଡାଉସି, ଇରି ମୁଁୟ୍ ଜାଣିରିଲେ । ଇତାର୍ ଗିନେ ମୁଁୟ୍ ତକେ ଡିରିକଃରି ତର୍ ଟଃକାକ୍ ମାଟିତଃଳେ ତହି ଲୁକାୟ୍ ସଃଙ୍ଗାୟ୍ ରିଲେ, ଦଃକ୍ ତୁୟ୍ ନିଜାର୍ ଟଃକା ହାୟ୍ଲିସ୍ ।’"
"ମଃତର୍ ତାର୍ ସାଉକାର୍ ତାକ୍ କୟ୍ଲା, ‘ଏରେ ଦୁସ୍ଟ୍ ଆର୍ ଅଃଳ୍ସିଆ ଗତିଦଃଙ୍ଗ୍ଳା, ମୁଁୟ୍ ଜୁୟ୍ତି ବୁଣି ନଃରେୟ୍ ସେତି କାଟିନ୍ଦ୍, ଆର୍ ଜୁୟ୍ତି ତାସ୍ ଉଡାଳି ନଃକେରି ସେତି ରୁଣ୍ଡାୟ୍ନ୍ଦ୍, ଇରି କାୟି ତୁୟ୍ ଜାଣିରିଲିସ୍ ? ତଃବେ ତୁୟ୍ କଃଣ୍ତର୍ ଲାଗାୟ୍ ରିଲେକ୍, ମୁଁୟ୍ ଆସି କଃଣ୍ତର୍ ସଃଙ୍ଗ୍ ମର୍ ଟଃକା ହାୟ୍ଲେହୁଣି ।’
ଆରେକ୍ ସାଉକାର୍ କୟ୍ଲା, ‘ଇ ଲକାର୍ ତଃୟ୍ହୁଣି ଇ ଟଃକା ନଃୟ୍ ଜାର୍ ଦଃସ୍ ଅଃଜାର୍ ଟଃକା ଆଚେ, ତାକ୍ ଦିଆସ୍ । ବଃଲେକ୍ ଜୁୟି ଲକାର୍ ଆଚେ ତାକ୍ ଦିଆ ଅୟ୍ଦ୍ ଆର୍ ତାର୍ ଜଃବର୍ ଅୟ୍ଦ୍ । ମଃତର୍ ଜାର୍ ନାୟ୍, ତାର୍ ହାକ୍ ଜାୟ୍ରି ଆଚେ, ସେରି ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ । ଆର୍ ତୁମିମଃନ୍ ଇ ଅଃଳ୍ସିଆ ଗତିଦଃଙ୍ଗ୍ଳାକ୍ ହଃଦାୟି ଅଃନ୍ଦାରେ ହଃକାଉଆ, ସେତି ସେ କାନ୍ଦି କାନ୍ଦି ଦାତ୍ ଚାବି ଅୟ୍ଦ୍ ।’"
Nesta história, Jesus ensina sobre a responsabilidade de usar bem os dons e recursos que Deus nos confiou. A fidelidade nas pequenas coisas abre portas para bênçãos maiores.
8. O Rico e Lázaro (Lucas 16:19-31)
ମାଜନ୍ ଲକ୍ ଆର୍ ବିକାରି ଲାଜାର୍
"ଗଟେକ୍ ମାଜନ୍ ଲକ୍ ରିଲା, ସେ ବେସିମଲାର୍ ବଃସ୍ତର୍ ହିନ୍ଦି, ସଃବୁଦିନ୍ ବଃଲ୍ କାଦି କାୟ୍କଃରି ବଃଡେ ସଃର୍ଦାୟ୍ ରେତିରିଲା । ମଃତର୍ ତାର୍ ଦୁଆର୍ ମୁଏଁ ଲାଜାର୍ ନାଉଁଆର୍ ଗଟେକ୍ ବିକାରି ରେତିରିଲା, ତାର୍ ଗଃଗାଳ୍ଜାକ ଗାଉ ବଃର୍ତି ଅୟ୍ରିଲି; ଲାଜାର୍ ସେ ମାଜନ୍ ଲକାର୍ ଟେବୁଲ୍ ତଃୟ୍ହୁଣି ଅଦୁର୍ଲା ଲିତାସଃକ୍ଳି କାୟି ହେଟ୍ ହୁରାୟ୍ ବଃଲି ଆସା କଃର୍ତିରିଲା । ଆର୍ କୁକୁର୍ମଃନ୍ ଆସି ତାର୍ ଗାଉକ୍ ଚାଟ୍ତି ରିଲାୟ୍ ।"
"ମଃତର୍ ଦିନ୍ ଆୟ୍ଲି ସେ ବିକାରି ଲାଜାର୍ ମଃରିଗଃଲା ଆର୍ ସଃର୍ଗାର୍ ଦୁତ୍ ଆସି ତାକ୍ ଅବ୍ରାହାମାର୍ କଳେ ନଃୟ୍ ବଃସାୟ୍ଲାୟ୍; ହଃଚେ ସେ ମାଜନ୍ ଲକ୍ ହେଁ ମଃରିଗଃଲା ଆର୍ ତାକ୍ ତହାଅୟ୍ଲି । ଆର୍ ସେ ନଃର୍କ୍କୁଣ୍ଡେ ହଃଳି ବିସ୍ଜଃଳାକେ କିଲିବିଲି ଅୟି ଉହ୍ରେ ଦଃକି ଦୁରିକ୍ ଅବ୍ରାହାମ୍ ଆର୍ ତାର୍ କଳେ ଲାଜାର୍କେ ଦଃକ୍ଲା । ସେ କୟ୍ଲା, ‘ହିଁ ଉବା ଅବ୍ରାହାମ୍ ମକ୍ ଦଃୟା କଃରି ଲାଜାର୍କେ ଅଃଳକ୍ ମର୍ ହାକ୍ ହଃଟାଉ, ଜଃନ୍କଃରି ସେ ଜାଣାୟି ତାର୍ ଆଙ୍ଗଟିର୍ ଟିହ୍ ବୁଡାୟ୍ କଃରି ମର୍ ଜିବ୍କେ କାକର୍ କଃରେଦ୍, କାୟିତାକ୍ବଃଲେକ୍ ମୁୟ୍ଁ ଇ ଜୟେ କଃଲ୍ବଃଲ୍ ଅଃଉଁଲେ ।’"
"ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ହିଲାରେ ତୁୟ୍ ଜେ ବାଚିରିଲା ବଃଳ୍ ତର୍ ଜିବନେ ସଃବୁ ବଃଲ୍ରି ହାୟ୍ଲିସ୍ ଆର୍ ଲାଜାର୍ ସେରଃକମ୍ କଃରାପ୍ ବିସୟ୍ ସଃବୁ ହାୟ୍ଲା, ଅୟିଲେକ୍ ହେଁ ସାସ୍ ଦଃର୍ଲା ଇରି ମଃନେ ଏତାଉ; ମଃତର୍ ଅଃବେ ଲାଜାର୍ ଇ ଜଃଗାୟ୍ ସୁକ୍ ହାଉଁଲା, ଆର୍ ତୁୟ୍ ସେ ଜୟେ କିଲିବିଲି ଅଃଉଁଲାସ୍ । ସେରି ଚାଡି ତୁମାର୍ ଅଃମାର୍ ବିତ୍ରେ ବଃଡେ ଦୁର୍ ଆଚେ, ଜଃନ୍କଃରି ଜୁୟ୍ମଃନ୍ ଇ ଟାଣେହୁଣି ତୁମିମଃନାର୍ ହାକ୍ ଜଃଉଁକେ ମଃନ୍ କଃର୍ତି, ସେମଃନ୍ ଜଃଉଁ ନଃହାର୍ତି ଆରେକ୍ ସେ ଟାଣେହୁଣି କେଏ ଅଃମାର୍ ହାକ୍ ଲିଙ୍ଗି କଃରି ଆସୁ ନାହାର୍ତି ।’ ସେତାକ୍ ସେ ମାଜନ୍ କୟ୍ଲା, ‘ଏ ଉବା ସେବାନ୍ୟା ଅୟିଲେକ୍ ମୁୟ୍ଁ ତକ୍ ଗଃଉଆରି କଃରି କଃଉଁଲେ ଲାଜାର୍କେ ମର୍ ଉବାର୍ ଗଃରେ ହଃଟାଉ । କାୟିତାକ୍ବଃଲେକ୍ ମର୍ ହାଁଚ୍ ବାୟ୍ ଆଚ୍ତି ସେମଃନ୍ ହେଁ ଜଃନ୍ କଃରି ଇ ବିସ୍ଜଃଳା ଟାଣେ ନାସ୍ତି, ସେତାର୍ଗିନେ ସେ ସେମଃନାର୍ ହାକ୍ ସାକି ଦଃୟ୍ଦ୍ ।’
ମଃତର୍ ଅବ୍ରାହାମ୍ କୟ୍ଲା, ‘ତୁମାର୍ ବାୟ୍ମଃନାର୍ ହାକ୍ ମସା ଆର୍ ବାବ୍ବାଦିମଃନାର୍ ଦଃର୍ମ୍ସାସ୍ତର୍ ଆଚେ, ସେମଃନ୍ ସେମଃନାର୍ କଃତା ସୁଣତ୍ । ସେତାର୍ଗିନେ ସେ କୟ୍ଲା, ନାୟ୍ ଉବା ଅବ୍ରାହାମ୍, ସଃତେକ୍ ସଃରି ନୟ୍, ମଃତର୍ ଜଦି ମଃଲା ଲକାର୍ ତଃୟ୍ହୁଣି ଗଟ୍ଲକ୍ ସେମଃନାର୍ ହାକ୍ ଜାୟ୍ଦ୍, ତଃବେ ସେମଃନ୍ ସଃତ୍ କଃରି ହାହ୍ ଚାଡ୍ତି ।’ ମଃତର୍ ଅବ୍ରାହାମ୍ ତାକ୍ କୟ୍ଲା, ‘ଜଦି ସେମଃନ୍ ମସା ଆର୍ ବାବ୍ବାଦିମଃନାର୍ କଃତା ନଃସୁଣ୍ତି, ତଃବେ ମଃଲା ଲକାର୍ ବିତ୍ରାର୍ ଗଟ୍ଲକ୍ ଉଟିଜାୟ୍ ବୁଜାୟ୍ଲେକ୍ ହେଁ ସେମଃନ୍ ତାର୍ କଃତା ନଃଦେର୍ତି ।’"
A parábola alerta sobre as consequências de negligenciar os necessitados e viver para si mesmo. Também destaca a realidade do julgamento e da vida após a morte.
9. O Joio e o Trigo (Mateus 13:24-30)
କଃଦଟଳାର୍ କଃତା
ଜିସୁ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ ବୁଜାୟ୍ଲା, "ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟ୍ ମାନାୟ୍ହର୍, ସେ ଅଃହ୍ଣାର୍ ହଃଦାୟି ନିକ ବିଆନ୍ ବୁଣି ରିଲା, ମଃତର୍ ଲକ୍ମଃନ୍ ସୟ୍ରିଲା ବଃଳ୍, ତାର୍ ସଃତ୍ରୁ ଆସି ସେ ଗଅଁ ବିଆନ୍ ବିତ୍ରେ କଃଦଟଳା ମୁଞ୍ଜି ବୁଣି ବାରାୟ୍ ଗଃଲା । ତାର୍ହଃଚେ ଜଃଡେବଃଳ୍ ମୁଞ୍ଜି ଗଃଜା ଅୟି ହଃତାର୍ ବାରାୟ୍ ହଃଳ୍ ହଃଳୁକ୍ ଦଃର୍ଲି, ସଃଡେବଃଳ୍ କଃଦଟଳା ହେଁ ଡିସ୍ଲି । ସେତାକ୍ ଗଃରାର୍ ଗତିଦଃଙ୍ଗ୍ଳାମଃନ୍ ଆସି ସାଉକାର୍କେ କୟ୍ଲାୟ୍, ‘ଏ ସାଉକାର୍, ତୁୟ୍ କାୟି ତର୍ ହଃଦାୟି ନିକ ବିଆନ୍ ବୁଣି ନଃରିଲିସ୍ ? ତଃବେ କୁୟ୍ତିର୍ କଃଦଟଳା ରଃନ୍ ଉଟ୍ଲି ?’ ସେ ସେମଃନ୍କେ କୟ୍ଲା, ‘କୁୟି ଅଲେ ସଃତ୍ରୁ ଇରି କଃରିଆଚେ ।’ ଆରେକ୍ ଗତିଦଃଙ୍ଗ୍ଳାମଃନ୍ କୟ୍ଲାୟ୍, ‘ଅଃମିମଃନ୍ ଜାୟ୍ ସେରି ଜିକି ହଃବ୍ଳାଉନ୍ଦ୍ ବଃଲି କାୟି ତର୍ ମଃନ୍ ?’ ମଃତର୍ ସାଉକାର୍ କୟ୍ଲା, ‘ନାୟ୍, ତୁମିମଃନ୍ କଃଦଟଳା ଜିକ୍ତା ବଃଳ୍ କେଜାଣ୍ ତାର୍ ସଃଙ୍ଗ୍ ଗଅଁ ହେଁ ଜିକି ହଃବ୍ଳାଉଆସ୍ । ସେତାକ୍ ତାସ୍ କାଟ୍ତା ହଃତେକ୍ କଃଦଟଳାକ୍ ହେଁ ବାଡୁକେ ଦିଆସ୍, ହଃଚେ କାଟ୍ତା ବଃଳ୍ କାଟ୍ତା ଲକ୍କେ କୟ୍ଦ୍, ତୁମିମଃନ୍ ହଃର୍ତୁ କଃଦଟଳା ସଃବୁ ଗଟେ ଟାଣେ କଃରି ଜୟେ ହଡାଉଁକ୍ ହଃଣ୍ଡା ବାନ୍ଦା, ଆର୍ ଗଅଁ ସଃବୁ ମର୍ ଗଃଦ୍ୟାୟ୍ ସଃଙ୍ଗାଉଆ ।’"
Essa história simboliza o bem e o mal coexistindo no mundo até o julgamento final, quando Deus fará a separação entre os justos e os ímpios.
10. As Dez Virgens (Mateus 25:1-13)
ଦଃସ୍ଗଟ୍ ଦଃଙ୍ଗ୍ଳିର୍ କଃତା
"ସଃଡେବଃଳ୍ ସଃର୍ଗ୍ ରାଇଜ୍ ଦଃସ୍ଗଟ୍ ଦଃଙ୍ଗ୍ଳି ହର୍ ଅୟ୍ଦ୍; ସେମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ବଃରକେ ବେଟୁକ୍ ବାରାୟ୍ଲାୟ୍ । ସେମଃନାର୍ ବିତ୍ରେ ହାଁଚ୍ ଗଟ୍ ନିର୍ବୁଦିଆଣି ରିଲାୟ୍ ଆର୍ ହାଁଚ୍ ଗଟ୍ ବୁଦିଆଣି ରିଲାୟ୍ । ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ଗଃଳାୟ୍, ମଃତର୍ ସେମଃନ୍ ବିନେ ଅଃଦିକ୍ ଚିକଣ୍ ଦଃରି ନଃରିଲାୟ୍ । ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ସଃଙ୍ଗ୍ ବିନେ ଅଃଦିକ୍ ଚିକଣ୍ ଦଃରି ରିଲାୟ୍ । ବଃର ଆସୁକ୍ ବେଳ୍ କଃଲା ଗିନେ ସଃବୁ ଦଃଙ୍ଗ୍ଳିମଃନ୍ ଗୁନି ଗୁନି ସଇଲାୟ୍ ।"
"ମଃତର୍ ମଃଜାରାତି ବଃଳ୍, ‘ଏଦେ ଦଃକା, ବଃର ଆୟ୍ଲାନି, ଆସା ବେଟୁକ୍ ଜୁଆଁ,’ ବଃଲି ଲକ୍ମଃନ୍ ଉଲ୍ଗାଟ୍ ଅୟଃଲାୟ୍ । ସଃଡେବଃଳ୍ ସେ ଦଃସ୍ଗଟ୍ ଦଃଙ୍ଗ୍ଳିମଃନ୍ ଉଟି ଅଃହ୍ଣା ଅଃହ୍ଣାର୍ କୁପି ହଃଜାଳ୍ଲାୟ୍ । ତାର୍ହଃଚେ ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ସେ ବୁଦିଆଣି ଦଃଙ୍ଗ୍ଳିମଃନ୍କେ କୟ୍ଲାୟ୍, ‘ତୁମାର୍ ଚିକଣ୍ ଅଃମିକ୍ କଃଣ୍ଡେକ୍ ଦିଆ, କାୟିତାକ୍ବଃଲେକ୍ ଅଃମାର୍ କୁପିସଃବୁ ଲିବି ଜଃଉଁଲି ।’ ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ କୟ୍ଲାୟ୍, ‘ନାୟ୍, ନାୟ୍, ନାୟ୍, ତୁମାର୍ ଅଃମାର୍ ଗିନେ ଚିକଣ୍ ନଃକେଟେ । ଦୁକାଣେ ଜାୟ୍ ନିଜାର୍ ନିଜାର୍ ଗିନେ ଚିକଣ୍ ଗେନି ଆଣା ।’ ମଃତର୍ ସେମଃନ୍ ଚିକଣ୍ ଗେନୁକ୍ ଜାତାବଃଳ୍ ବଃର ଆୟ୍ଲା, ଆର୍ ଜୁୟି ହାଁଚ୍ ଗଟ୍ ଦଃଙ୍ଗ୍ଳିମଃନ୍ ତିଆର୍ ଅୟ୍ରିଲାୟ୍, ସେମଃନ୍ ବଃର ସଃଙ୍ଗ୍ ବିବା ଗଃରେ ହୁର୍ଲାୟ୍, ଆର୍ ଦୁଆର୍ ଡାହାଅୟ୍ଲି ।"
"ତାର୍ହଃଚେ ସେ ହାଁଚ୍ଗଟ୍ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ହେଁ ଆସି କୟ୍ଲାୟ୍, ‘ଏ ମାପୁର୍, ଏ ମାପୁର୍, ଅଃମାର୍ ଗିନେ କଃହାଟ୍ ଉଗାଳା ।’ ମଃତର୍ ବଃର ସେମଃନ୍କେ କୟ୍ଲା, ‘ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁଁୟ୍ ତୁମିମଃନ୍କେ ନଃଜାଣି ।’"
ଇ କଃତା କୟ୍ ସଃରାୟ୍ ଜିସୁ କୟ୍ଲା, "ତଃବେ ଜଃଗ୍ରାତ୍ ଅୟ୍ରିଆ, କାୟିତାକ୍ବଃଲେକ୍ ତୁମିମଃନ୍ ନଃରାର୍ ହୟିସି ଆସ୍ତାର୍ ସେଦିନ୍ କି ସେବେଳା ନଃଜାଣାସ୍ ।"
Jesus enfatiza a necessidade de estarmos sempre preparados espiritualmente para Sua segunda vinda, pois ninguém sabe o momento exato.
As parábolas de Jesus continuam sendo fontes ricas de sabedoria e direção para a vida cristã. Ao aplicarmos esses ensinamentos, nos aproximamos mais de Deus e de Sua vontade.
Se este artigo te ajudou, faça sua parte e compartilhe a Palavra de Deus com aqueles que você ama.