Perdão e misericórdia
O perdão é o coração do evangelho. Deus nos perdoou em Cristo e nos chama a perdoar uns aos outros, assim como fomos perdoados — sem limites e sem condições.
O perdão de Deus
Deus é rico em misericórdia. Ele apaga nossas transgressões e não se lembra mais dos nossos pecados. Quem confessa, alcança perdão.
ଜଦି ଅଃମିମଃନ୍ ଇସ୍ୱରାର୍ ତଃୟ୍ ନିଜ୍ନିଜ୍କେ ହାହି ବଃଲି କଃଉନ୍ଦ୍ ତଃବେ ସେ ଅଃମାର୍ ହାହ୍ କେମା କଃରୁକେ ଆର୍ ସଃବୁ ଅଃଦଃର୍ମେ ହୁଣି ଅଃମିମଃନ୍କେ ନିର୍ମୁଳ୍ କଃରୁକେ ବିସ୍ୱାସାର୍ ଜୟ୍ଗ୍ ଆର୍ ନ୍ୟାୟ୍ବାନ୍ ।
ଜଦି ଅଃମିମଃନ୍ ଇସ୍ୱରାର୍ ତଃୟ୍ ନିଜ୍ନିଜ୍କେ ହାହି ବଃଲି କଃଉନ୍ଦ୍ ତଃବେ ସେ ଅଃମାର୍ ହାହ୍ କେମା କଃରୁକେ ଆର୍ ସଃବୁ ଅଃଦଃର୍ମେ ହୁଣି ଅଃମିମଃନ୍କେ ନିର୍ମୁଳ୍ କଃରୁକେ ବିସ୍ୱାସାର୍ ଜୟ୍ଗ୍ ଆର୍ ନ୍ୟାୟ୍ବାନ୍ ।
ମୁଁୟ୍, ମୁଁୟ୍ ସେ ନିଜାର୍ ଗିନେ ତର୍ ଅଃଦଃର୍ମ୍ ସଃବୁ କେମାକଃଲେ ଆର୍ ତର୍ ହାହ୍ ସଃବୁ ମୁୟ୍ ଏତାୟ୍ ନଃକେରି।
ମୁଁୟ୍, ମୁଁୟ୍ ସେ ନିଜାର୍ ଗିନେ ତର୍ ଅଃଦଃର୍ମ୍ ସଃବୁ କେମାକଃଲେ ଆର୍ ତର୍ ହାହ୍ ସଃବୁ ମୁୟ୍ ଏତାୟ୍ ନଃକେରି।
ବଃଲେକ୍ ମୁୟ୍ଁ ସେମଃନାର୍ ଅଃଦଃର୍ମ୍ ସଃବୁ କେମା କଃରିନ୍ଦ୍, ଆରେକ୍ ସେମଃନାର୍ ହାହ୍ ସଃବୁ ଏତାଉଁ ନଃଚି ।"
Perdoar como fomos perdoados
Jesus ensinou que devemos perdoar setenta vezes sete. Se não perdoarmos aos outros, o Pai celestial também não nos perdoará.
କେମା ନଃଦେତା ଦଃଙ୍ଗ୍ଳା
ସଃଡେବଃଳ୍ ପିତର୍ ଜିସୁର୍ ଚଃମେ ଆସି ହଃଚାର୍ଲା, "ଏ ମାପୁର୍, କଃତିତର୍ ମର୍ ବାୟ୍ ମର୍ ବିରୁଦେ ହାହ୍ କଃଲେକ୍ ତାର୍ ଦଃସ୍ କେମା କଃରିନ୍ଦ୍ ? କାୟି ସାତ୍ ତର୍ ହଃତେକ୍ ?"
ଜିସୁ ତାକ୍ କୟ୍ଲା, "ତୁମିକେ ସାତ୍ ତର୍ ହଃତେକ୍ ନଃକୟ୍ଁ, ମଃତର୍ ସତୁରି ଗୁଣ୍ ସାତ୍ ତର୍ ହଃତେକ୍ ।

ଜିସୁ କଃତା କୟ୍ସଃରାୟ୍ କୟ୍ଲା, "ତୁମିମଃନ୍ ହଃତି ଲକ୍ ଜଦି ମଃନ୍ ବିତ୍ରେହୁଣି ସଃର୍ଦା ମଃନେ ଅଃହ୍ଣା ଅଃହ୍ଣାର୍ ବାୟ୍ମଃନ୍କେ କେମା ନଃକେରାସ୍, ତଃବେ ମର୍ ସଃର୍ଗାର୍ ଉବା ହେଁ ତୁମିମଃନ୍କେ ସେନ୍କଃରି କେମା ନଃକେରେ ।"
"ତୁମି ଜଦି ଲକ୍ମଃନାର୍ ସଃବୁ ଦଃସ୍ କେମା କଃରାସ୍, ତଃବେ ତୁମାର୍ ସଃର୍ଗାର୍ ଉବାଦି ତୁମିକେ ହେଁ କେମା କଃରେଦ୍ । ମଃତର୍ ତୁମି ଜଦି ଲକ୍ମଃନ୍କେ କେମା ନଃକେରାସ୍, ତଃବେ ତୁମାର୍ ସଃର୍ଗାର୍ ଉବାଦି ହେଁ ତୁମାର୍ ଦଃସ୍ ସଃବୁ କେମା ନଃକେରେ ।"
"ତୁମି ଜଦି ଲକ୍ମଃନାର୍ ସଃବୁ ଦଃସ୍ କେମା କଃରାସ୍, ତଃବେ ତୁମାର୍ ସଃର୍ଗାର୍ ଉବାଦି ତୁମିକେ ହେଁ କେମା କଃରେଦ୍ । ମଃତର୍ ତୁମି ଜଦି ଲକ୍ମଃନ୍କେ କେମା ନଃକେରାସ୍, ତଃବେ ତୁମାର୍ ସଃର୍ଗାର୍ ଉବାଦି ହେଁ ତୁମାର୍ ଦଃସ୍ ସଃବୁ କେମା ନଃକେରେ ।"
"ତୁମି ଜଦି ଲକ୍ମଃନାର୍ ସଃବୁ ଦଃସ୍ କେମା କଃରାସ୍, ତଃବେ ତୁମାର୍ ସଃର୍ଗାର୍ ଉବାଦି ତୁମିକେ ହେଁ କେମା କଃରେଦ୍ ।
ଅଃମିମଃନ୍ ଜଃନ୍କଃରି ଅଃହ୍ଣା ଅଃହ୍ଣାର୍ ସଃବୁ ଦସିମଃନ୍କେ କେମା କଃରୁଲୁ,
ସେନ୍କଃରି ଅଃମାର୍ ସଃବୁ ହାହ୍ କେମା କଃର୍ ।
ବିନ୍ ଲକ୍କେ ଦଃୟା ଦଃକାଉତା ଲକ୍ମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସେମଃନ୍ ଦଃୟା ହାଉତି !
A prática do perdão
Perdoar é um ato de obediência e liberdade. A Escritura nos exorta a suportar uns aos outros e perdoar de coração, se alguém tiver algo contra outro.
ଏକ୍ଲା ଆରେକ୍ ଏକ୍ଲାକେ ସଃମ୍ବାଳ, ଆରେକ୍ ଜଦି କାର୍ ବିରୁଦେ କଃତା ରିଲେକ୍, ଏକ୍ଲା ଆରେକ୍ ଏକ୍ଲାକେ କେମା କଃର; ମାପୁର୍ ଜଃନ୍କଃରି ତୁମିମଃନ୍କେ କେମା କଃରି ଆଚେ, ତୁମିମଃନ୍ ହେଁ ସେ ରଃକମ୍ କେମା କଃରା ।

ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।

କ୍ରିସ୍ଟର୍ ବଃନିର୍ ଗିନେ ଅଃମିମଃନ୍ ମୁକ୍ତି ହାୟ୍ଁ ଆଚୁ, ସେରି ଇରି ଇସ୍ୱରାର୍ ଦଃୟା କଃଡେକ୍ ବଃଡ୍ ଅଃମିମଃନାର୍ ହାହ୍ କେମା ଅୟିଆଚେ ।
କ୍ରିସ୍ଟର୍ ବଃନିର୍ ଗିନେ ଅଃମିମଃନ୍ ମୁକ୍ତି ହାୟ୍ଁ ଆଚୁ, ସେରି ଇରି ଇସ୍ୱରାର୍ ଦଃୟା କଃଡେକ୍ ବଃଡ୍ ଅଃମିମଃନାର୍ ହାହ୍ କେମା ଅୟିଆଚେ ।
ସେ ଅଃମିମଃନ୍କେ ଅଃନ୍ଦାରାର୍ ଅଃଦିକାରେ ହୁଣି ରଃକ୍ୟା କଃରି ଅଃହ୍ଣାର୍ ଲାଡାର୍ ହୟ୍ସିର୍ ବିବ୍ତି ନାୟ୍ଲାର୍ ରାଇଜ୍ ବିତ୍ରେ ଆଣିଆଚେ । ଜିସୁର୍ ଗିନେ ଅଃମିମଃନ୍ ମୁକ୍ଳି ଆଚୁ ତାର୍ ଅଃର୍ତ୍ ଅଃଉଁଲି ହାହ୍ କେମା ହାୟ୍ଁ ଆଚୁ ।
Misericórdia e graça
Deus é compassivo e tardio em irar-se. A misericórdia triunfa sobre o juízo, e quem se humilha diante de Deus encontra graça abundante.
ଅୟିଲେକ୍ ହେଁ ତୁୟ୍ ତର୍ ବଃଡେ ଦଃୟାୟ୍ ସେମଃନ୍କେ କୁରୁପ୍ନାସ୍ ନଃକେଲିସ୍, କି ସେମଃନ୍କେ ନଃଚାଡ୍ଲିସ୍; ବଃଲେକ୍ ତୁୟ୍ ଅଃଉଁଲିସ୍ କେମାକାରି ଆର୍ ଦଃୟାକାରି ଇସ୍ୱର୍।
Arrependimento e perdão
O arrependimento genuíno abre as portas do perdão. Deus convida todos ao arrependimento e promete perdoar completamente quem volta a Ele.
ସେତାକ୍ ପିତର୍ ସେମଃନ୍କେ କୟ୍ଲା, "ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ ।
ବଃଲେକ୍ ତୁମିମଃନ୍ ଜଃନ୍କଃରି ତୁମିମଃନାର୍ ହାହ୍ କେମା ହାଉଁହାରାସ୍, ଇତାର୍ ଗିନେ ମଃନ୍ ବାଦ୍ଲାୟ୍ ବାଉଳି ଆସା ।
ତଃବେ ଏ ବାୟ୍ମଃନ୍ ସୁଣା, ତୁମିମଃନ୍ ଇରି ଜାଣି ରିଆ ଜେ, ଇ ଲକାର୍ ତଃୟ୍ହୁଣି ତୁମାର୍ ଚଃମେ ହାହ୍ କେମାର୍ ନିକ କବୁର୍ ପର୍ଚାର୍ କଃରାଅୟ୍ଆଚେ ମସାର୍ ବିଦି ତଃୟ୍ ସଃବୁ ଲକ୍ ବିସ୍ୱାସ୍ କଃଲେକ୍ ଉଦାର୍ ହାଉତି । ଆରେକ୍ ମସାର୍ ସାସ୍ତର୍ ତଃୟ୍ହୁଣି ଜୁୟି ସଃବୁ ବିସୟ୍ ତୁମିମଃନ୍ ଉଦାର୍ ହାୟ୍ଁ ଦଃର୍ମି ଗଃଣା ନୟ୍ଲାସ୍ ବିସ୍ୱାସ୍ କଃର୍ତା ହଃତିଲକ୍ ତାର୍ ତଃୟ୍ହୁଣି ସେସଃବୁ କଃତାୟ୍ ହୁଣି ମୁକ୍ଳି ଦଃର୍ମି ଗଃଣା ଅଃଉତି ।
ଇସ୍ୱର୍ ସେ ଗ୍ୟାନ୍ ନୟ୍ଲା କାଳ୍କେ ଚାଡି ଆଚେ ସଃତ୍, ମଃତର୍ ସେ ଅଃବେ ସଃବୁ ମାନାୟ୍କେ ମଃନ୍ ବାଦ୍ଲାଉଁକ୍ ଜାଣାଉଁଲା ।
ଜେ ନିଜାର୍ ଅଃଦଃର୍ମ୍ ଲୁକାୟିଦ୍, ସେ ଉହ୍କାର୍ ହାୟ୍ନଃକେରେ ; ମଃତର୍ ଜୁୟିଲକ୍ ସେରି ମାନିକଃରି ଚାଡେଦ୍ ସେ ସେ ଦଃୟାହାୟିଦ୍।
ଦୁସ୍ଟ୍ ନିଜାର୍ ବାଟ୍ ଆର୍ ଅଃଦଃର୍ମି ନିଜାର୍ ବାବ୍ନା ଚାଡି ଦେଉଅ; ଆର୍ ସେ ମାପୁର୍ ହାକ୍ ବାଉଡ଼୍, ତଃବେ ସେ ତାକେ କେମା କଃରେଦ୍,ଆର୍ ସେ ଅଃମାର୍ ଇସ୍ୱରାର୍ ହାକ୍ ବାଉଡ଼୍, କାୟିତାକ୍ ବଃଲେକ୍ ସେ ବେସି ଦଃୟା କଃରେଦ୍।
ଦୁସ୍ଟ୍ ନିଜାର୍ ବାଟ୍ ଆର୍ ଅଃଦଃର୍ମି ନିଜାର୍ ବାବ୍ନା ଚାଡି ଦେଉଅ; ଆର୍ ସେ ମାପୁର୍ ହାକ୍ ବାଉଡ଼୍, ତଃବେ ସେ ତାକେ କେମା କଃରେଦ୍,ଆର୍ ସେ ଅଃମାର୍ ଇସ୍ୱରାର୍ ହାକ୍ ବାଉଡ଼୍, କାୟିତାକ୍ ବଃଲେକ୍ ସେ ବେସି ଦଃୟା କଃରେଦ୍।
Perdão nos relacionamentos
Se teu irmão pecar contra ti, repreende-o; se se arrepender, perdoa-lhe. Não guarde ressentimento — liberte-se pelo perdão.
ତଃବେ ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ କାମେ ଜଃଗ୍ରାତ୍ ଅୟ୍ରିଆ, ଜଦି ତୁମାର୍ ବାୟ୍ ହାହ୍ କଃରେଦ୍, ତଃବେ ତାକ୍ ଦଃକା ଦିଆସ୍; ଆର୍ ସେ ଜଦି ହାହ୍ଚାଡେଦ୍, ତଃବେ ତାକ୍ କେମା ଦିଆସ୍ । ଆରେକ୍, ଜଦି ସେ ଗଟେଦିନ୍ ବିତ୍ରେ ସାତ୍ ତର୍ ତୁମାର୍ ବିରୁଦେ ହାହ୍ କଃରେଦ୍ ଆର୍ ସାତ୍ ତର୍ ତୁମାର୍ ହାକ୍ ଲେଉଟି ଆସି କୟ୍ଦ୍, ମୁଁୟ୍ ହାହ୍ ଚାଡୁଲେ ବଃଲି କୟ୍ଦ୍, ତଃବେ ନିଚୟ୍ ତାକ୍ କେମା କଃରା ।"
ବିନ୍ ଲକାର୍ ବିଚାର୍ କଃରା ନାୟ୍
"ଆରେକ୍, ବିନ୍ ଲକାର୍ ବିଚାର୍ କଃରାନାୟ୍, ତଃବେ ଇସ୍ୱର୍ ତୁମିକେ ବିଚାର୍ ନଃକେରେ; ଦସି କଃରା ନାୟ୍, ତଃବେ ମାପୁର୍ ହେଁ ତୁମିକେ ଦସି ନଃକେରେ । କେମା କଃରା, ତଃବେ ତୁମିକେ ହେଁ ଇସ୍ୱର୍ କେମା କଃରେଦ୍;

ସଃଡେବଃଳ୍ ଜିସୁ କୟ୍ଲା, "ଉବା, ଇ ଲକ୍ମଃନ୍କାର୍ ହାହ୍ କେମା କଃର୍, ବଃଲେକ୍ ଇ ଲକ୍ମଃନ୍ କାୟି କଃରୁଲାୟ୍ ସେରି ଜାଣୁ ନଃହାରୁଲାୟ୍ ।"
ଆର୍ ସେମଃନ୍ ଜିସୁର୍ ବଃସ୍ତର୍ ବାଟା କଃରୁକେ କେଳିବାଚ୍ଲାୟ୍ ।
ଜଃଡେବଃଳ୍ ତୁମି ପାର୍ତ୍ନା କଃରୁକେ ଟିଆ ଅଃଉଆସ୍, ତଃବେ ସଃଡେବଃଳ୍ ତୁମାର୍ ବିରୁଦେ କାର୍ ଦଃସ୍ ରଃୟ୍ଦ୍ ବଃଲେକ୍ ତୁମି ତାକ୍ କେମା ଦିଆସ୍, ତଃବେ ତୁମାର୍ ଉବାଦି ଜେ ସଃର୍ଗେ ଆଚେ, ସେ ହେଁ ତୁମିମଃନ୍କେ କେମା ଦଃୟ୍ଦ୍ ।
ଜଃଡେବଃଳ୍ ତୁମି ପାର୍ତ୍ନା କଃରୁକେ ଟିଆ ଅଃଉଆସ୍, ତଃବେ ସଃଡେବଃଳ୍ ତୁମାର୍ ବିରୁଦେ କାର୍ ଦଃସ୍ ରଃୟ୍ଦ୍ ବଃଲେକ୍ ତୁମି ତାକ୍ କେମା ଦିଆସ୍, ତଃବେ ତୁମାର୍ ଉବାଦି ଜେ ସଃର୍ଗେ ଆଚେ, ସେ ହେଁ ତୁମିମଃନ୍କେ କେମା ଦଃୟ୍ଦ୍ ।
ଜଃଡେବଃଳ୍ ତୁମି ପାର୍ତ୍ନା କଃରୁକେ ଟିଆ ଅଃଉଆସ୍, ତଃବେ ସଃଡେବଃଳ୍ ତୁମାର୍ ବିରୁଦେ କାର୍ ଦଃସ୍ ରଃୟ୍ଦ୍ ବଃଲେକ୍ ତୁମି ତାକ୍ କେମା ଦିଆସ୍, ତଃବେ ତୁମାର୍ ଉବାଦି ଜେ ସଃର୍ଗେ ଆଚେ, ସେ ହେଁ ତୁମିମଃନ୍କେ କେମା ଦଃୟ୍ଦ୍ । ଜଃଡେବଃଳ୍ ତୁମି କାକେ ହେଁ କେମା ନଃଦିଆସ୍, ତଃବେ ତୁମାର୍ ସଃର୍ଗେ ରିଲା ଉବାଦି ହେଁ ତୁମାର୍ ହାହ୍ କେମା ନଃକେରେ ।"
ଦଃୟା ଆର୍ ସଃତ୍ ତୁମିକେ ଚାଡି ନଃଜାୟି; ତୁମାର୍ ଟଟିୟେ ଅଳାଉଆ ଆର୍ ତୁମାର୍ ମଃନ୍ ହାଟାଲଃଗେ ଲେକିରଃକା। ସେରି କଃଲେକ୍, ତୁମି ମାପୁରାର୍ ଆର୍ ମାନାୟ୍ ମଃନ୍କାର୍ ଲଃଗେ ବଃଲ୍ବିଚାର୍ ଲାବ୍ ହାଉଁ ହାରାସ୍।
ଜେ ଅଃଦଃର୍ମ୍ କେମା କଃରେଦ୍ , ସେ ଲାଡ୍ କଜେଦ୍ ; ମଃତର୍ ଜେ ବାରମ୍ବାର୍ ଗଟେ କଃତାକେ ବାର୍କଃରେଦ୍ ସେ ସଃଙ୍ଗାର୍ଲକେ ବିନ୍ କଃରେଦ୍।
କଃନ୍ସ୍ ଅୟିଲେକ୍ କେକେ ଇସ୍ୱରାର୍ ଦଃୟାୟ୍ ହୁଣି ଦୁରିକ୍ ଅଃଉତି କି କୁୟି ହିତାର୍ ମୁଳ୍ ଆକରି କଃରି ବାଡି ତୁମିମଃନ୍କେ ନାସ୍ କଃରେଦ୍, ଆର୍ ସେତାର୍ ଗିନେ ଗାଦେକ୍ ଲକ୍ ବିଟାଳ୍ ଅଃଉତି ।
ଦସିକେ କେମା କଃର୍ତାର୍
ମଃତର୍ ଜଦି କେଏ ଦୁକ୍ ଦଃୟ୍ଆଚେ, ସେ ମକ୍ ଦୁକ୍ ନଃଦେୟ୍, ମଃତର୍ କଃତେକ୍ ଇସାବେ ତୁମି ସଃବୁ ଲକ୍କେ ଦୁକ୍ ଦଃୟ୍ଆଚେ । ମୁୟ୍ଁ ଅଃଦିକ୍ ଅଃଟୁଆ ଅଃଉଁକେ ମଃନ୍ ନଃକେରୁଲେ । କଃତେକ୍ ଲକାର୍ ଗିନେ ଇବାନ୍ୟା ଲକ୍ ଜୁୟି ଡଃଣ୍ଡ୍ ହାୟ୍ଆଚେ, ସେରି ତାର୍ ଗିନେ ସଃରି । ଇତାର୍ ଗିନେ କଃନ୍ସ୍ ଅୟିଲେକ୍ ଇବାନ୍ୟା ଲକ୍ ଉବ୍ରି ରିଲା ଦୁକେ ବୁଡି ଜାୟ୍ଦ୍, ଇତାର୍ ଗିନେ ଅଃବେ ତୁମିମଃନ୍କେ ତାକେ କେମା କଃରା ଆର୍ ସୁସ୍ତା ଦିଆସ୍ । ତଃବେ, ସେ ଜଃନ୍କଃରି ତୁମି ଲାଡ୍ କଃରୁଲାସ୍ ଜାଣେଦ୍, ଇତାର୍ ଗିନେ ଲାଡ୍ ବେବାର୍ ତିର୍ କଃରୁକେ ମୁୟ୍ଁ ତୁମିମଃନ୍କେ ଗଃଉଆରି କଃରୁଲେ ।
ଆର୍ ସେ ଅଃମିମଃନାର୍ ହାହାର୍ ଗିନେ, ଅଃକାୟ୍ ଅଃମାର୍ ହାହାର୍ ଗିନେ ନଃୟ୍ ମଃତର୍ ହୁର୍ତି ଜାକର୍ ହାହାର୍ ଗିନେ ହେଁ ହୁଜା ଅୟିଆଚେ ।
ସେ କୟ୍ଲି, "ନାୟ୍ ମାପୁର୍, କେଏ ହେଁ ନାୟ୍ ।"
ସେତାକ୍ ଜିସୁ କୟ୍ଲା, "ମୁୟ୍ ହେଁ ତକ୍ ଦସି ବଃଲି ନଃକୟ୍ଁ । ଜାଆ, ମଃତର୍ ଆରେକ୍ ହାହ୍ କଃର୍ ନାୟ୍ ।"
ତୁମିମଃନାର୍ ବିତ୍ରେ କେଏ କାୟି ମଃଳୁ ହଃଳି ଆଚେ ? ସେ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ କୁଦାଅ ସେମଃନ୍ ମାପୁରାର୍ ନାଉଁଏ ଚିକଣ୍ ଲାଗାୟ୍ ତାର୍ ଗିନେ ପାର୍ତ୍ନା କଃରତ୍ । ବିସ୍ୱାସାର୍ ପାର୍ତନା ସେ ରଗିକେ ଉଜ୍ କଃରେଦ୍, ଆରେକ୍ ମାପୁର୍ ତାକ୍ ଉଟାୟିଦ୍ ଆର୍ ଜଦି ସେ ହାହ୍ କଃରି ରଃୟ୍ଦ୍, ତଃବେ ତାକ୍ କେମା କଃରେଦ୍ ।
ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ ।