Poder de decisão
Deus nos deu o poder de escolher. A Bíblia mostra que nossas decisões têm consequências eternas e nos chama a escolher sabiamente — a vida, a fé e o caminho de Deus.
A responsabilidade de escolher
Escolhei hoje a quem servireis. Cada decisão molda nosso destino, e Deus nos convida a escolher o caminho da vida e da obediência.
ମୁଇ ତମର୍ ଚଲାଚଲ୍ତି ଜାନି । ତମେ ବେସି କାକର୍ ନାଇ କି ବେସି ତପ୍ଲାଟା ପାରା ନାଇ, ମାତର୍ ଉସୁମ୍ ପାନିପାରା ଆଚାସ୍ । ତମେ ତପତ୍ ଉଆ, ନଇଲେ କାକର୍ ଉଆ ବଲି ମୁଇ ମନ୍ କଲିନି । ମାତର୍ ତମେ ଉସୁମ୍ ଅଇଲାର୍ ପାଇ ମୁଇ ତମ୍କେ ତୁକିଦେବି ।
Decisões e consequências
Deus retribuirá a cada um segundo as suas obras. As Escrituras nos alertam que a mornidão espiritual e a resistência ao Espírito têm consequências sérias.
କାଇକେବଇଲେ ପରମେସର୍ ସେ ଦିନେ ତାର୍ କରମ୍ ଇସାବେ ସବୁକେ ପୁରୁସ୍କାର୍ ଦେଇସି । ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି । ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି ।
ତିପାନ୍ ଆରି କଇଲା, "ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।" ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି ।
ସେଟାର୍ପାଇଁ ତମର୍ ସାଆସ୍ ଚାଡାନାଇ । ମାତର୍ ସେଟା କର୍ତେରୁଆ । କାଇକେ ବଇଲେ ତମର୍ ଇନାମ୍ ବଡ୍ ରଇସି । ପର୍ମେସରର୍ ମନ୍ କଲାଟା ସାଦନ୍ କର୍ବାକେ ତମେ ମୁର୍ଚିକରି ରଇବାର୍ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
ଜେନ୍ତାରିକି ସାସ୍ତରେ ଲେକା ଅଇଲାଆଚେ,
ଚନେକ୍ ଜାଗିରୁଆ,
ଜେ ଆଇବାର୍ ଆଚେ, ସେ ଆଇସି ଆକା,
ସେ ଅଲ୍ସମ୍ ନ ଅଏ ।
ମର୍ ଜେତ୍କି ଦରମ୍ ଲକ୍ ଆଚତ୍,
ସେମନ୍ ବିସ୍ବାସ୍ କରି ବଁଚ୍ବାଇ
ମାତର୍ ଜେ ଜଦି ପଚ୍କେ ବାଅଡ୍ଲେ
ମୁଇ ତାର୍ଟାନେ ସାର୍ଦା ନ ଅଇ ।
ମାତର୍ ଆମେ ପର୍ମେସର୍କେ ନ ମାନିକରି ତାର୍ ତେଇଅନି ବେଗ୍ଲି ଜିବା ଲକ୍ ନଉଁ । ମାତର୍ ଆମେ ବିସ୍ବାସ୍ କରି ରକିଆ ପାଇଲା ଲକ୍ମନର୍ ସଙ୍ଗ୍ ଆଚୁ ।
Decisão e fé
Decida com fé, entregue seus planos ao Senhor e aja com determinação. Deus guia os passos de quem se achega a Ele de coração.
କଟାର୍ ତେଇ କେଡ୍ପୁଟାଇବାଇ, ମାତର୍ ତେଇର୍ ବିଚାର୍ ସବୁବେଲର୍ ମାପ୍ରୁର୍ ଲଗେ ଅନି ଆଇସି ।
ନର୍ଲକର୍ ମନ୍ ବିତ୍ରେ ବିନ୍ବିନ୍ ରକାମର୍ ଏତ୍ ରଇସି, ମାତର୍ ସବୁବେଲର୍ ମାପ୍ରୁ ଆଦେସ୍ ତିର୍ କର୍ସି ।
ସବୁବେଲର୍ ମାପ୍ରୁକେ ତମର୍ କାମ୍ ସର୍ପି ଦିଆସ୍, ତାର୍ପଚେ ତମର୍ ସବୁ ଜଜ୍ନାକେ ସପଲ୍ କର୍ସି ।
କାଇକେବଇଲେ ସବୁବେଲର୍ ମାପ୍ରୁ ମକେ ସାଇଜ କର୍ସି; ସେଟାର୍ ପାଇଁ ମୁଇଁ ତେରେପେତେ ଅଇନାଇଁ; ସେଟାର୍ପାଇଁ ମୁଇଁ ଜକ୍ମକି ଜିବା ପାକ୍ନା ପାରା ନିଜର୍ ମୁକେ ଜତନ୍ କରି ସଙ୍ଗଇ ଆଚି, ଆରି ମୁଇଁ ଲାଜ୍ ଅଇ ନାଇଁ ଏଟା ମୁଇ ଜାନି ।
ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି ।
ପିତର୍ ସେମନ୍କେ କଇଲା, "ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି ।
ତେବର୍ ପାଇ, ତମେ ପର୍ମେସର୍କେ ସର୍ପାଇଉଆ । ସଇତାନ୍କେ ଜାକି ଦିଆସ୍ । ସେନ୍ତାରି କଲେ ସଇତାନ୍ ତମର୍ଲଗେ ଅନି ପାଲାଇସି । ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।