1 ଗିଆନ୍ କାଇ ଡାକେ ନାଇଁ ? ବୁଦି କାଇ ଆଉଲି ଅଏ ନାଇଁ ? 2 ସେ ଉଚା ଜାଗାର୍ ପାକାନ୍ ଟିପେ ଆରି ଏନର୍ ତେନର୍ ମିସ୍ଲା ଡେଲା ବାଟେ ଟିଆ ଅଇ ରଇସି । 3 ସେ ନଅଁରର୍ ଦୁଆରେ, ନଅଁର୍ ଟାନେ ପୁର୍ବା ବାଟେ, ରଇ ଆଉଲି ଅଇକରି ଡାକି କଇସି, 4 "ଏ ଲକ୍ମନ୍, ମୁଇଁ ତମ୍କେ ଡାକ୍ଲିନି; ଆରି, ନର୍ ଲକ୍ମନର୍ ଲଗେ ମର୍ କାତା ଆଚେ । 5 ଏ ବୁଦି ନଇଲା ଲକ୍, ଜାଗର୍ତାର୍ କାତା ସିକା; ଏ ମୁର୍କ ଲକ୍, ତମେ ବାବିଚିନ୍ତି କରି କାତାବାର୍ତା ଅଇବାଟା ସିକା । 6 ସୁନା, କାଇକେବଇଲେ ମୁଇଁ ନିମାନ୍ ବିସଇ କଇବି; ମୁଇଁ ଟଣ୍ଡ୍ ପୁଟାଇ ସମାନ୍ କାତା କଇବି । 7 କାଇକେବଇଲେ ମର୍ ଟଣ୍ଡ୍ ସତ୍ କାତା କଇସି, ଦୁସ୍ଟ କାତା ମର୍ ଟଣ୍ଡର୍ ଗିନର୍ ବିସଇ । 8 ମୁଇ ସବୁବେଲେ ଦରମ୍ କାତା କଇବି; ସେଟା ପାଲ୍ତୁ କାତା କି ମିଚ୍ କାତା ନଏଁ। 9 ଜେ ସେଟା ବୁଜ୍ସି, ତାର୍ ତେଇ ସେସବୁ ଟିକ୍; ଆରି, ସିକିତ୍ ଳକର୍ ତେଇ ସେଟା ନିମାନ୍ । 10 ରୁପାର୍ ତେଇ ଅନି ମର୍ ସିକିଆ ଆରି ନିମାନ୍ ସୁନାକେ ଚାଡି ଗିଆନ୍ ସିକା । 11 କାଇକେବଇଲେ ଗିଆନ୍ ମୁକ୍ତା ତେଇଅନି ବଡ୍ ଆରି ଜେତେକ୍ ରକାମର୍ ଜିନିସ୍ ଅଇଲେ ମିସା ତାର୍ ସମାନ୍ କରି ନ ଅଏ । 12 ମୁଇଁ ଗିଆନ୍, ଜାଗର୍ତାକେ ନିଜର୍ ବାସାଅଇଲା ଜାଗା କରି ଆଚି, ଆରି, ଗିଆନ୍ ଆରି ପିଆସ୍ ପାଇ ରଇସି । 13 ସବୁବେଲର୍ ମାପ୍ରୁର୍ ବିସଇକେ ମୁଇଁ ଡର୍ବି, କରାପ୍ କାମ୍କେ ଗିନ୍ କର୍ବି; ଆଁକାର୍, ବଡ୍ପଣିଆ ଆରି କରାପ୍ ବାଟ୍ ଆରି କୁଟିଆଲ୍ ଟଣ୍ଡ୍କେ ମୁଇଁ ଗିନ୍ କର୍ବି । 14 ଆମର୍ ଲଗେ ନିମାନ୍ ସିକିଆ ଆରି ନିମାନ୍ ଗିଆନ୍ ଆଚେ; ମୁଇଁ ନିମାନ୍ ସଙ୍ଗେ ବାବ୍ଲି ଆଚି; ଆରି ମର୍ ଲଗେ ବପୁ ଆଚେ । 15 ମର୍ ଲାଗି ରାଜାମନ୍ ସାସନ୍ କଲାଇନି ଆରି ବିଚାର୍ କାରିଆମନ୍ ମିସା ନିମାନ୍ ବିଚାର୍ କର୍ବାଇ । 16 ମର୍ ଲାଗି ସାସନ୍ କରୁମନ୍, ମୁକିଆମନ୍ ଆରି ପୁର୍ତିବିର୍ ସବୁ ବିଚାର୍ କାରିଆମନ୍ ସାସନ୍ କର୍ବାଇ । 17 ଜନ୍ ଲକ୍ମନ୍ ମକେ ଲାଡ୍ କଲାଇନି, ମୁଇଁ ସେମନ୍କେ ଲାଡ୍ କର୍ବି, ଆରି ଜନ ଲକ୍ମନ୍ ମନ୍ଦିଆନ୍ ଦେଇ ମକେ କଜ୍ବାଇ, ସେମନ୍ ମକେ ପାଇବାଇ । 18 ମର୍ ଲଗେ ଦନ୍ ଆରି ମାନ୍ ମର୍ଜିତା, ଆରି, ନ ସାର୍ବା ଦନ୍ ଆରି ଦରମ୍ ଆଚେ । 19 ମର୍ ପଲ୍ କାନ୍ଟି ସୁନା ତେଇ ଅନି ନିମାନ୍; ଆରି, ମର୍ କାମାନି ଅଦିକ୍ ରୁପା ତେଇଅନି ନିକ । 20 ମୁଇଁ ଦରମ୍ ବାଟେ ଆରି ବିଚାରର୍ ବାଟେ ଇଣ୍ଡ୍ବି, 21 ଆରି ଜନ୍ ଲକ୍ମନ୍ ମକେ ଲାଡ୍ କର୍ବାଇ, ସେମନ୍କେ ସବୁ ଦନ୍ସପତିର୍ ଅଦିକାରି କର୍ବି ଆରି ସେମନର୍ ଗରେ ଦନ୍ସପତି ପୁରାପୁରୁନ୍ କର୍ବି; 22 ସବୁବେଲର୍ ମାପ୍ରୁ ନିଜର୍ ବାଟ୍ ଇଣ୍ଡ୍ବାକେ ଆରାମ୍ କଲାବେଲେ, ତାକର୍ କାମ୍ କରିବା ଆଗ୍ତୁ ପର୍ତୁମେ ମକେ ତିଆର୍ କରି ରଇଲା । 23 ପର୍ତୁମେ ଅନି କଇବାକେ ଗାଲେ ପୁରୁବ୍ କାଲେ ଆରି କଇବାକେ ଗାଲେ ପୁର୍ତିବି ପର୍ତୁମ୍ ତିଆର୍ ଅଇବା ଆଗ୍ତୁ ଅନି ମୁଇଁ ଗଟନ୍ ଅଇ ଆଚି । 24 ଜେଡେ ବେଲେ ଗାଡ୍ମନ୍ ନ ରଇଲା ଆରି ଜର୍ନା ପାନି ନ ରଇଲା ଆଗ୍ତୁ ମୁଇ ଜାତ୍ଅଇ ଆଚି; 25 ଆରି, ଡଙ୍ଗର୍ମନ୍ ଆରି ସାନ୍ ସାନ୍ କୁପ୍ଲି ମନ୍ ତିଆର୍ ନ ଅଇବା ଆଗ୍ତୁ ମୁଇଁ ଜାତ୍ ଅଇ ଆଚି; 26 ସେବେଲେ ବୁଇଁ, କି ପଦା, ଆରି ଜଗତ୍ ତେଇ ମଇଦାନ୍ ତିଆର୍ ନ ଅଇବା ଆଗ୍ତୁ ମୁଇଁ ସବୁବେଲର୍ ମାପ୍ରୁ ଜାତ୍ ଅଇ ଆଚି । 27 ଜେଡେବଲ୍ ସେ ଆକାସମଣ୍ଡଲ୍ ତିଆର୍ କଲା, ସେବେଲେ ମୁଇଁ ତେଇ ରଇଲି, ଜେଡେବଲ୍ ସେ ପାନି ଉପ୍ରେ ପାନି ସନ୍ଦି ତିଆର୍ କଲା, 28 ଆରି ଉପ୍ରର୍ ଆକାସ୍ଣ୍ଡଲ୍କେ ଡାଟ୍ କଲା ଆରି ଗାଡେ ଅନି ପାନି ବେସି ବାରଇଲା; 29 ପାନି ଜେନ୍ତାର୍ କି ତାର୍ ଆଦେସ୍ ଅମାନିଅ କରି ନାପାରେ, ସେଟାର୍ପାଇଁ ଜେଡେବଲ୍ ସେ ସମ୍ଦୁରର୍ ସନ୍ଦି ତିଆର୍ କଲା ଆରି ଜେବେ ଜଗତର୍ କୁନାଦି ଚିନ୍ କଲା; 30 ସେଡ୍କିବେଲେ ମୁଇଁ ତାର୍ ଲଗେ ରାଜ୍ ମେସ୍ତୁରି ରଇଲି; ଆରି, ମୁଇଁ ସବୁଦିନ୍ ସାଇ ସାର୍ଦା ଅଇ ତାର୍ ମୁଆଟେ ସବୁବେଲେ ସାର୍ଦା କଲି । 31 ଆରି, ତାର୍ ପୁର୍ତିବି ତେଇ ସାର୍ଦା କଲି ଆରି ନର୍ ଲକ୍ମନର୍ ସଙ୍ଗେ ମର୍ ସାର୍ଦା ରଇଲା । 32 ଏଟାର୍ପାଇଁ ଏ ମର୍ ପିଲାମନ୍, ମୁଇ କଇବା କାତା ସୁନା, ତେବେ ଜନ୍ ଲକ୍ମନ୍ ମର୍ ବାଟେ ଇଣ୍ଡ୍ବାଇ, ସେମନ୍ କେଡେ କରମର୍ ଲକ୍ । 33 ସିକିଆକେ ସୁନି ଗିଆନ୍ ଉଆ; ଆରି, ସେଟାକେ ଅମାନିଆ କରା ନାଇଁ । 34 ଜେ ମର୍ କାତା ସୁନ୍ସି ଆରି ମର୍ ଦୁଆର୍ ଲଗେ ସବୁବେଲେ ଜାଗି ରଇସି, ଆରି ମର୍ ଦୁଆରର୍ କାପାଟ୍ ଲଗେ ଗୁଆରି କର୍ସି, ସେ ଲକ୍ କେଡେ କରମର୍ ଲକ୍ । 35 କାଇକେବଇଲେ ଜେ ମକେ ପାଇସି, ସେ ଜିବନ୍ ପାଇସି ଆରି ସବୁବେଲର୍ ମାପ୍ରୁର୍ ଆସିର୍ବାଦ୍ ପାଇସି । 36 ମାତର୍ ଜେ ମର୍ ବିରୁଦେ ପାପ୍ କର୍ସି, ସେ ନିଜର୍ ଜିବନ୍କେ ନସ୍ଟ କର୍ସି; ଜନ୍ ଲକ୍ମନ୍ ମକେ ଗିନ୍ କଲାଇନି, ସେମନ୍ ମର୍ବା ବାଟ୍ କଜ୍ଲାଇନି ।"
Publicidade
Provérbios 8
ଗିଆନର୍ ପର୍ସଙ୍ଗ୍ସା
Veja também
Publicidade