Publicidade

Provérbios 29

1 ଜନ୍‌ ଲକ୍‌ ତର୍‌କେ ତର୍‌ ସିକିଆ ପାଇଲେ ମିସା, ସେ ନ ସୁଦ୍‌ରି ମନ୍‌କେ ଡାଟ୍ କର୍‌ସି, ସେ ନିକ ନ ଅଇ କରି, ଅଟାତ୍ ନସ୍‌ଟ ଅଇ ଜାଇସି । 2 ଦରମ୍‌ ଲକ୍‌ ଅଦିକ୍ ଅଇଲେ, ଲକ୍‌ମନ୍‌ ସାର୍‌ଦା ଅଇବାଇ; ମାତର୍‌ ଦୁସ୍‌ଟ ଲକ୍‌ ଅଦିକାର୍‌ ପାଇଲେ, ଲକ୍‌ମନ୍‌ ଦୁକ୍ କରି କାନ୍ଦ୍‌ବାଇ । 3 ଜନ୍‌ ଲକ୍‌ ଗିଆନ୍‌କେ ଲାଡ୍‌ କର୍‌ସି, ସେ ତାର୍‌ ବାବାକେ ସାର୍‌ଦା କର୍‌ସି; ମାତର୍‌ ଜେ ବେସିଆ ମନର୍ କାମେ ବୁଡି ଆଚେ, ସେ ନିଜର୍‌ ସଁପତି ଉଡାଇ ଦେଇସି । 4 ରାଜା ନିମାନ୍‌ ବିଚାର୍‌ କର୍‌ବାର୍‌ ଲାଗି ଦେସ୍‌ ସୁସ୍‌ତା ରଇସି; ମାତର୍‌ ଜେ ଦାନ୍ ଦକିନା ପାଇବାକେ ଲାଲ୍‌ସା, ତାର୍ ଦେସ୍ ବୁଡି ଜାଇସି । 5 ଜନ୍‌ ଲକ୍‌ ନିଜର୍‌ ସାଇର୍‌ ଲକର୍‌ ବିରଦ୍‌ରେ ଚିକନ୍ ଚାକନ୍ କାତା କଇସି, ସେ ତାର୍‌ ପାଦର୍‌ ପାଇଁ ଜାଲ୍‌ ପାକାଇସି । 6 କାରାପ୍‌ ଲକର୍‌ ବାଟେ ପାନ୍ଦ୍ ରଇସି; ମାତର୍‌ ଦରମ୍‌ଲକ୍‌ ଗିତ୍‌ ଗାଇ କରି ସାର୍‌ଦା କର୍‌ସି । 7 ଦରମ୍‌ଲକ୍‌ କାକୁର୍‌ତି ଲକର୍‌ ଦୁକ୍ କସ୍‌ଟକେ ଚିନ୍‌ତା କର୍‌ବାଇ; ମାତର୍‌ କାରାପ୍‌ ଲକ୍ ସେ ଦୁକ୍ କସ୍‌ଟକେ ନାଜାନତ୍ । 8 ନିନ୍ଦାକର୍‌ବା ଲକ୍‌ ନଅଁର୍‌କେ ଜୁଇଦ୍‌ ଲାଗାଇବାଇ; ମାତର୍‌ ବୁଦି ରଇବାଲକ୍ ରିସାକେ ସାନ୍‌ତି କର୍‌ବାଇ । 9 ବୁଦି ରଇଲା ଲକ୍ ଆରି ମୁର୍‌କ ଲକ୍ ଲାଗାଜଡା ଅଇଲେ, ସେ ରିସା ଅଇଲେ କି ସାର୍‌ଦା କଲେ ମିସା, ସେ ଜାଗାଇ ସାନ୍‌ତି ନ ରଏ । 10 ନର୍‌ମାର୍‌ବା ଲକ୍‌ମନ୍‌ ଦରମ୍‌ ଲକ୍‌ମନ୍‌କେ ଗିନ୍ କର୍‌ବାଇ; ଆରି ସେମନ୍‌ ଦରମ୍ ଲକର୍ ଜିବନ୍ ନେବାକେ ଚେସ୍‌ଟା କର୍‌ବାଇ । 11 ବୁଦି ନଇଲା ଲକ୍‌ ତାର୍‌ ସବୁ କିଚି ରିସା ଅଇ ବାର୍‌କରାଇସି; ମାତର୍ ଗିଆନି ଲକ୍ ସମାଲି କରି ରଇସି । 12 ସାସନ୍ କାରିଆ ଜେଡେବଲ୍ ମିଚ୍ କାତାକେ କାନ୍ ଡେର୍‌ସି, ତେବେ ତାର୍ ଦାଙ୍ଗ୍‌ଡାମନ୍ ଦୁସ୍‌ଟ ଅଇବାଇ । 13 ଚନେକ୍, ସବୁବେଲର୍ ମାପ୍‌ରୁ ସବୁର୍ ଆକି ଉଜଲ୍ କର୍‌ସି । 14 ଜନ୍ ରାଜା ବିସ୍‌ବାସ୍ ସଙ୍ଗେ କାଉର୍‌ତ ଲ୍‌ମନର୍ ବିଚାର୍ ର୍‌ସି, ତାର୍ ରାଜ୍ ଗାଦି ସବୁବେଲେ ସୁସ୍‌ତିର୍ ରସି । 15 ନିମାନ୍ ବଚାର୍ ଆରି ଦିଆନ୍ ଦେବାଟା ଗାନ୍ ଦେସ; ମାତର୍ ପଲାକେ ତାର୍ ଇଚାରେ ଚାଡ ଦେଲେ ସେ ତାର୍ ଆୟାଏ ଲାଜ୍ ରାସ । 16 ଦୁସ୍‌ଟ ଲକ୍‌ମନ୍ ଜବର୍ ଅଇଲେ, ଅନିଆଇ ବଡ୍‌ସି; ମାତର୍ ଦରମ୍ ଲ୍‌ମନ୍ ସେମନର୍ ବନାସ୍ ଅବାଟା ଦେକ୍‌ବାଇ । 17 ନିଜର୍ ପିଲାକେ ସାସ୍‌ତ ଦେଲେ, ସେ ତମ୍‌କେ ସାନ୍ତି ଦେସି; ଆରି, ସେ ତମର୍ ଜିବନ୍‌କେ ସୁକ୍ ଦେଇସି । 18 ମାପ୍‌ରୁ ସିକିଆ ଅବାବ୍ ଅଇଲେ ଲକ୍‌ମନ୍ ବିନସ୍‌ଟ ଅଇବାଇ; ମାତର୍ ଜନ୍ ଲକ୍ ଆଦେସ୍ ନାମ୍‌ବା, ସେ ନିମାନ୍ । 19 କାତା କଇଲେ ଦାଙ୍ଗ୍‌ଡା ନ ଚାଡେ; କାଇକେବଇଲେ ସେ ବୁଜ୍‌ଲେ ମିସା ମନ୍ ଦିଆନ୍ ନ ଦେଏ । 20 ତମେ କାଇ କାତାକେ ଚଚଁଲ୍ ଲକ୍‌କେ ଦେକି ଆଚାସ୍‌ ? ତାର୍ ବାଦୁଲେ ମୁର୍‌କ ଲକର୍ ଲଗେ ଆସା କର୍‌ବାଟା ନିମାନ୍ । 21 ଜେ ପିଲା ଦିନେ ଅନି ତାର୍ ଦାଙ୍ଗ୍‌ଡାକେ ଆଲାଦ୍ କର୍‌ସି, ସାରାସାରିପଚେ ସେ ଦାଙ୍ଗ୍‌ଡା ତାର୍ ପିଲା ପାରା ଅଇ ବାରଇସି । 22 ବେସି ରିସା ଲକ୍‌ ଲାଗାଜଡା କରାଇସି, ଆରି ଜେ ଗରୁ ବଲି ଦେକାଇ ଅଇସି ସେ ବେସି ପାପ୍‌ କାମ୍ କରାଇସି । 23 ନର୍‌ଲକର୍‌ ଆଁକାର୍, ତାର୍‌ଟା ତାକେସେ ନସ୍‌ଟ କର୍‌ସି; ମାତର୍‌ ଜାର୍‌ ଆତ୍‌ମା ବିନତି କର୍‌ସି ସେ ସନ୍‌ମାନ୍ ପାଇସି । 24 ଜେ ଚର୍‌ମନର୍ ସଙ୍ଗେ ମିସାବିଡା କର୍‌ସି ସେ ଲକ୍‌ ନିଜର୍ ଜିବନ୍‌କେ ଗିନ୍ କର୍‌ସି, ସେ ରାନ୍‌ ପାକାଇ ରଇଲା କାତା ସୁନି ରଇସି, ଆରି କାକେ ମିସା ନ କଏ । 25 ଲକ୍‌ମନ୍‌କେ ଡର୍‌ବାଟା ଗଟେକ୍ ପାନ୍ଦ୍‌ପାରା; ମାତର୍‌ ସବୁବେଲର୍‌ ମାପ୍‌ରୁକେ ଜେ ଆସା କରି ରଇସି, ସେ ରକିଆ ପାଇସି । 26 ସବୁ ଲକ୍‌ମନ୍ ସାସନ୍‌ କାରିଆର୍ ଟାନେ ଅନି ଦୟା ପାଇବାକେ ଇଚା କର୍‌ବାଇ ମାତର୍‌ ନର୍‌ଲକର୍‌ ବିଚାର୍‌ ସବୁବେଲର୍‌ ମାପ୍‌ରୁ କର୍‌ସି । 27 ଅଦରମ୍ ଲକ୍‌ ଦରମ୍‌ ଲକ୍‌କେ ଗିନ୍ କର୍‌ସି, ଆରି ଅଦରମ୍ ଲକ୍‌ମନ୍ ଦରମ୍ ଲକ୍ ମନ୍‌କେ ରିସା ଅଇବାଇ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-