Publicidade

Provérbios 4

ଗିଆନର୍ ଲାବ୍‌

1 ଏ ମର୍ ପିଲାମନ୍, ବାବାର୍ ସିକିଆକେ ମାନା ଆରି ନିମାନ୍ କାତା କଇବାଟାକେ ମନ୍‌ଦିଆନ୍ ଦିଆସ୍‌, 2 କାଇକେବଇଲେ ମୁଇଁ ତମ୍‌କେ ନିମାନ୍ ସିକିଆ ଦେଲିନି, ମର୍ ଆଦେସ୍‌କେ ପାସ୍‌ରା ନାଇଁ। 3 ମୁଇଁ ତର୍ ବାବାର୍ ପିଲା ରଇଲି, ଆରି, ଆୟାର୍‌ ଆଁକି ତେଇ କଅଁଲା ଆରି ଲାଡର୍‌ ପିଲା ରଇଲି । 4 ବାବା ମକେ ସିକିଆ ଦେଇ କଇଲା, ତୁଇ ମର୍ କଇଲା କାତାକେ ସବୁବେଲେ ଏତାଆ, ଆରି ମର୍ ଆଦେସ୍‌ ସବୁ ପାଲନ୍ କରା, ତେବେ ତମେ ନିକ ସଙ୍ଗେ ଜିଇସା । 5 ଗିଆନ୍ ଅର୍‌ଜନ୍ କରା, ନିକ ବିଚାର୍ କରା, ସେଟା ପାସର୍‌ ନାଇଁ, ଆରି, ମୁଇଁ କଇ ରଇବା ବାକିଅକେ ଅମାନିଆଁ କରା ନାଇଁ । 6 ତାକେ ଚାଡା ନାଇଁ; ତାର୍‌ପଚେ ସେ ତମ୍‌କେ ପାଲନ୍‌ କର୍‌ସି; ତାକେ ଲାଡ୍‌ କରା, ତାର୍‌ପଚେ ସେ ତମ୍‌କେ ରକିଆ କର୍‌ସି । 7 ଗିଆନ୍ ଅଇଲାନି ସବୁଟାନେ ଅନି ବଡ୍, ସେଟାର୍‌ପାଇଁ ଗିଆନ୍ ସିକା, ଆରି, ତମର୍ ସବୁ ମୁଲିଅ ତେଇଅନି ନିମାନ୍ ବାବ୍‌ନା ଅଦିକ୍ ମୁଲିଅ । 8 ତାକେ ବସ୍‌ତର୍ ପାରା ପିନ୍ଦା, ସେ ତମ୍‌କେ ସାଉକାର୍ କର୍‌ସି; ତାର୍ ସଙ୍ଗେ ଆଲାଦ୍ ସଙ୍ଗେ ରଇଲେ, ସେ ତର୍ ନାଉଁକେ ଡାକ୍‌ପୁଟା କର୍‌ସି । 9 ସେ ତମର୍ ମୁଣ୍ଡେ ଆସିର୍‌ବାଦର୍ ମୁକୁଟ୍ ପିନ୍ଦାଇସି; ସେ ତମ୍‌କେ ସୁନ୍ଦର୍‌ ରଇଲା ମୁକୁଟ୍ ଦେଇସି । 10 ଏ ମର୍ ପିଲା, ସୁନ୍, ମର୍ କାତା ଦାର୍; ସେନ୍ତାର୍ ଆଲେ ତର୍ ଆୟୁସ୍ ବଡ୍‌ସି । 11 ମୁଇଁ ତକେ ଗିଆନର୍ ବାଟେ ଇଣ୍ଡ୍‌ବାକେ ସିକିଆ ଦେଲିନି, ମୁଇଁ ତକେ ସତ୍‌ବାଟେ ଇଣ୍ଡ୍‌ବା ବିସୟରେ ସିକାଇଲିନି । 12 ତମେ ଇଣ୍ଡ୍‌ବା ବେଲେ କାଇ ଦୁକ୍ କସ୍‌ଟ ନ ଆସେ, ଆରି, ପାଲାଇବା ବେଲେ ତମେ ଜୁଟିଆଇ ନ ଉଆସ୍‌ । 13 ମର୍‌ ସିକିଆକେ ମନେ ରକି ରୁଆ; ସେଟାକେ ପାସ୍‌ରି ଜାଆ ନାଇଁ; ସେଟାକେ ମାନା; କାଇକେବଇଲେ ସେଟା ଆକା ତମର୍ ଜିବନ୍ । 14 କାରାପ୍ ବାଟ୍ ବାଟେ ଜାଆ ନାଇଁ ଆରି ପାପ୍‌ ଲକ୍‌ମନର୍‌ ବାଟ୍ ବାଟେ ଇଣ୍ଡା ନାଇଁ । 15 ସେଟାକେ ପାସ୍‌ରି ଜାଆ, ଆରି ସେ ବାଟ୍ ଦେଇ କରି ମିସା ଜାଆ ନାଇଁ; ସେ ବାଟ୍ ଚାଡିଦେଇ ବିନ୍‌ ବାଟେ ଜାଆ । 16 କାଇକେବଇଲେ କାରାପ୍ କାମ୍ ନ କଲେ ସେମନ୍‌ ନ ସଅତ୍‌, ଆରି କାକେ ଅନିସ୍‌ଟ ନ କଲେ ସେମନ୍‌କେ ଗୁନ୍ ନ ଆସେ । 17 କାଇକେବଇଲେ ସେମନ୍‌ ଦୁସ୍‌ଟ କାମ୍ କର୍‌ବା କାଦି କାଇତେ ରଇବାଇ; ଆରି କାରାପ୍‌ କର୍‌ବା ଅଙ୍ଗୁର୍ ରସ୍ ସେମନ୍ କାଇବାଇ । 18 ମାତର୍ ଦରମ୍‌ ଲକର୍‌ ବାଟ୍ ସାକାଲିଆର୍‌ ଉଜଲ୍ ରକାମ୍, ଜନ୍‌ଟାକି ମଇଦାନ୍ ଜାକ ଅଦିକ୍‌ ଅଦିକ୍‌ ଉଜଲ୍ ଅଇସି । 19 ମାତର୍ ଦୁସ୍‌ଟମନର୍ ବାଟ୍ ଆନ୍ଦାର୍‌ ପାରା; ସେମନ୍‌ କନ୍ତେଇ ମିସା ଜୁଟ୍‌ଆଇ ଅଇ ଅଦର୍‌ବାଇ, ସେଟା ସେମନ୍ ନାଜାନତ୍ । 20 ଏ ମର୍ ପିଲା, ମର୍ କାତାକେ ମନ୍‌ ଦିଆନ୍ ଦେସ୍‌; ମୁଇ କଇବା କାତାକେ କାନ୍ ଡେରି ସୁନ୍‌ । 21 ସେଟା ତମର୍ ଆଁକି ଟାନେ ରଅ; ସେଟା ତମର୍ ମନ୍ ବିତ୍‌ରେ ଜତନ୍ କରି ସଙ୍ଗଇ ରୁଆ । 22 କାଇକେବଇଲେ ସେଟା ଜନ୍‌ ଲକ୍‌ମନ୍‌ ପାଇବାଇ, ସେମନର୍ ପାଇଁ ସେଟା ଜିବନ୍ ଆରି ସବୁ ତମର୍ ଗାଗଡ୍‌ ନିମାନ୍ ରଇସି। 23 ତମର୍ ମନ୍‌କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ । 24 ତମେ କୁଟ୍‌ କାତା କଇବାଟା ଚାଡି ଦିଆସ୍, ଆରି ପାଲ୍‌ତୁ କାତା କଇବାଟା ଚାଡି ଦିଆସ୍ । 25 ତମର୍ ଆଁକି ଆଗ୍‌ତୁ ଦେକ୍‌ ଆରି ତମର୍ ଆକିମାଟା ସଲ୍‌କେ ଦେକ୍‌ । 26 ତମେ ନିଜର୍ ପାଦ୍ ସିଦା କରି ମାଣ୍ଡା ଆରି ତମର୍ ସବୁ ବାଟ୍ ନିକ ଅଅ । 27 ଉଜା ବାଟେ କି ଡେବ୍‌ରି ବାଟେ ଜାଆ ନାଇଁ, ଆରି ତମର୍ ପାଦ୍ କାରାପ୍ ତେଇ ଅନି ଦୁରିକେ ରଅ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-