Poder de Deus
O poder de Deus é incomparável e infinito. Ele criou o universo pela palavra, sustenta todas as coisas e manifesta sua onipotência em cada geração.
A onipotência do Criador
Deus fez os céus e a terra pelo seu grande poder. Nada é impossível para Ele, e sua força está além de toda compreensão humana.
ଜିସୁ ସେମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।"
Poder sobre tudo
O Senhor reina sobre as nações, sustenta os oprimidos e manifesta seu poder tanto no julgamento quanto na redenção.
Poder para o seu povo
Deus fortalece os fracos e ressuscita os mortos. Seu poder opera em nós para que experimentemos vitória e transformação.
ଇସ୍ୱର୍ ଜିସୁ ମାପୁର୍କେ ମଃର୍ନେହୁଣି ଉଟାୟ୍ଲା, ଆରେକ୍ ନିଜାର୍ ସଃକ୍ତିଏ ଅଃମିମଃନ୍କେ ହେଁ ଉଟାୟିଦ୍ ।
କାୟିତାକ୍ବଃଲେକ୍ ଜଦି ସେ ନିଗାଳ୍ ଗିନେ କ୍ରୁସେ ଚଃଗାୟ୍ଲାୟ୍, ଅୟିଲେକ୍ ହେଁ ଇସ୍ୱରାର୍ ସଃକ୍ତିଏ ସେ ଜିବନ୍ ହାୟ୍ଲା । ଅଃମିମଃନ୍ ହେଁ ତାର୍ତଃୟ୍ ନିଗାଳ୍, ମଃତର୍ ଇସ୍ୱରାର୍ ସଃକ୍ତି ଗିନେ ଅଃମିମଃନ୍ ତୁମିମଃନାର୍ ଗିନେ ତାର୍ ସଃଙ୍ଗ୍ ଜିବନ୍ ଅଃଉଁଆ ।
ସଃତ୍ କଃତା ତଃୟ୍, ଇସ୍ୱରାର୍ ସଃକ୍ତି ତଃୟ୍ । ଅଃମାର୍ କାତା ଆର୍ ଡେବ୍ରି ଆତେ ଦଃର୍ମାର୍ କଃଣ୍ଡାକାତି ଆଚେ ।
ଆତ୍ମିକ୍ ଜୁଜ୍ ସଃଜ୍ବାଜ୍
ସଃରାସଃରି କଃତା ଇରି, ମାପୁରାର୍ ସଃକ୍ତି ହାୟ୍ଁ ତାର୍ ବଃଳେ ତିଆର୍ ଅୟି ସଃକ୍ତିମାନ୍ ଅଃଉଅ ।
ତୁମିମଃନ୍ ସଃବୁବଃଳ୍ ଇସ୍ୱରାର୍ ତଃୟ୍ ବଃର୍ସାରଃକା; କାୟିତାକ୍ ବଃଲେକ୍ ଇସ୍ୱର୍ ଜିହବା ଜୁଗ୍ଜୁଗାର୍ ସିଳ୍ ଆଚେ
ମୁଁୟ୍ ଦିନ୍ ହାଜ୍ଲେ ଆର୍ ମୁଁୟ୍ ଅଃନ୍ଦାର୍ ଉବ୍ଜାଣ୍ କଃଲେ, ମୁଁୟ୍ ସୁସ୍ତା ତାହୁନ୍କାରି; ମୁଁୟ୍ ଅନିସ୍ଟ ଉବ୍ଜାଣ୍କାରି; ମୁୟ୍ ଇସ୍ୱର୍ ଇରିମଃନ୍ ସାଦୁନ୍ କଃରିନ୍ଦ୍
ମଃତର୍ ମୁଁୟ୍ ଜଦି ଇସ୍ୱରାର୍ ସଃକ୍ତିୟେ ବୁତ୍ମଃନ୍କେ ଚାଡାଉଁଲେ, ଇରି ଜାଣାହଃଳୁଲି ଜେ, ଇସ୍ୱରାର୍ ରାଇଜ୍ ତୁମାର୍ ଚଃମେ ଆଚେ ।"