Raiva
A raiva é uma emoção humana que a Bíblia trata com seriedade. Irar-se não é pecado em si, mas a ira descontrolada destrói relacionamentos e abre porta para o mal.
Controlar a ira
A Bíblia nos exorta a ser tardios para irar-se. A resposta branda desvia o furor, e o que se controla é mais forte que um guerreiro.
ଏ ମର୍ ଆଲାଦର୍ ବାଇବଇନିମନ୍, ମନେ ରକିରୁଆ । ତମେ ଆଗ୍ତୁ ନିକକରି ସୁନା । ମାତର୍ ବାବିଚିନ୍ତିକରି କାତା କୁଆ । ଦାପ୍ରେ ରିସା ଉଆନାଇ ।
ସୁଆଲ୍ ସୁତର୍ ସଙ୍ଗେ କାତା କଇଲେ ରିସାକେ ସାନ୍ତି କର୍ସି; ମାତର୍ ଦାକା ପୁକା ଦେଇ କଇବା କାତା ରିସା କରାଇସି ।
ଜେ ଦାପ୍ରେ ରିସା ନ ଅଏ, ସେ ବେସି ବୁଦିମାନ୍; ଆରି, ଜେ ଦାପ୍ରେ ରିସା ଅଇସି ସେ ବୁଦି ନଇଲା ପାରା ବଡ୍ପନ୍ ଅଇସି ।
ବୁଦି ନଇଲା ଲକ୍ ତାର୍ ସବୁ କିଚି ରିସା ଅଇ ବାର୍କରାଇସି; ମାତର୍ ଗିଆନି ଲକ୍ ସମାଲି କରି ରଇସି ।
ବୁଦି ନଇଲା ଲକ୍ ଦାପ୍ରେ ରିସା ଅଇସି; ମାତର୍ ଚତୁର୍ ଲକ୍ ଲାଜ୍କେ ଲୁଚାଇସି ।
Irar-se sem pecar
Paulo ensina: irai-vos, mas não pequeis. Não deixe o sol se pôr sobre a vossa ira, para não dar lugar ao diabo.
ଜେଡେବେଲେ ରିସା ଆଇଲେ, ସେଡେବେଲେ ପାପ୍କରା ନାଇ । ବେଲ୍ ନ ବୁଡ୍ତେ ତମର୍ ରିସା ଚାଡି ଦିଆସ୍ । ତମ୍କେ ପାପ୍ କରାଇବା ସଇତାନ୍କେ ଜାଗା ଦିଆସ୍ନାଇ ।
ଲାଗାଜଡା ଟାନେ ଅନି ଦୁରିକେ ଅଇବାଟା ଅଇଲାନି ଲକ୍ମନର୍ ପାଇଁ ନିକ, ମାତର୍ ବୁଦି ନ ରଇଲା ଲକ୍ମନ୍ ସବୁ କୁଟ୍ କାତା କଇବାଇ ।
ଆଁକାର୍ କିରମାର ଉବ୍ଜାଇସି; ମାତର୍ ନିମାନ୍ କାତା ସୁନ୍ବା ଲକର୍ ଲଗେ ଗିଆନ୍ ଆଚେ ।
Amor e perdão acima da raiva
O amor cobre multidão de pecados. A Bíblia nos chama a não alimentar rancor, mas a perdoar e amar, vencendo a raiva com compaixão.
ଇଁଙ୍ଗ୍ସା ଲାଗାଜାଟି କରାଇସି, ମାତର୍ ଆଲାଦ୍ ସବୁ ଅଦରମ୍କେ ଡାବାଇ ଦେଇସି ।
ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ ।
ଆରି ସେ କଇଲା, "ମୁନୁସର୍ ମନ୍ବିତ୍ରେ ଅନି ଜନ୍ଟା ବାରଇସି, ସେଟାସେ ତାକେ ଆସାର୍ କର୍ସି । କାଇକେବଇଲେ ମୁନୁସର୍ ମନ୍ ବିତ୍ରେ ଅନି କରାପ୍ ଚିନ୍ତା ବାରଇସି । ସେଟାମନ୍ ଅଇଲାନି, ପାଦ୍ରା ପାଦ୍ରି କାମ୍, ଚର୍କାମ୍, ଲକ୍ମନ୍କେ ମରାଇବା କାମ୍ । ବିବା ଅଇ କର୍ବା ବେସିଆ କାମ୍, ବିବା ନଇତେ କର୍ବା ବେସିଆ କାମ୍, ଲବାଇବାଟା, ମିଚ୍ କଇବାଟା, ଅଲ୍ସୁଆ ଅଇବାଟା, ଆଁକାର୍ ଅଇବାଟା, ନିନ୍ଦା କାତା କଇବାଟା, ବଡ୍ପନ୍ ଅଇବାଟା, ବକୁଆ ଅଇବାଟା । ଏ ସବୁ କରାପ୍ ବିସଇମନ୍ ବିତ୍ରେଅନି ବାରଇ ଲକ୍କେ ନସାଇଦେଇସି ।"
ତେବର୍ ପାଇ ଏ ମର୍ ବିସ୍ବାସି ବାଇବଇନିମନ୍, ଜାଗର୍ତାଅଇ ରୁଆ, ଜେନ୍ତାରିକି ତମର୍ ବିତ୍ରେଅନି କେ ମିସା କାରାପ୍ ମନ୍ ରଇକରି ପର୍ମେସର୍କେ ବିସ୍ବାସ୍ ନ କରା, ଆରି କେ ମିସା ଜିବନ୍ ରଇବା ପର୍ମେସର୍ ଟାନେଅନି ବେଗ୍ଲି ନ ଜା ।