Redentor
Deus é o nosso Redentor. Ele nos resgatou da escravidão do pecado, nos libertou das cadeias e nos comprou com preço altíssimo — o sangue de seu Filho.
Liberdade em Cristo
Cristo nos libertou para a liberdade. Aquele a quem o Filho liberta é verdadeiramente livre. O Redentor quebra toda cadeia.
ସେଟାର୍ପାଇଁ ମୁଇ ଜଦି ତମ୍କେ ମୁକ୍ଲାଇବି ବଇଲେ, ସତଇସେ ତମେ ମୁକଲ୍ସା ।
ତମର୍ ମୁକଲ୍ଲାଟା ଜତନ୍ କରା
ଏବେ ଆମେ ବାନ୍ଦ୍ନେଅନି ମୁକ୍ଲିଆଚୁ । ଆମ୍କେ କିରିସ୍ଟ ବାନ୍ଦନେଅନି ମୁକ୍ଲାଇଆଚେ । ସେଟାର୍ ପାଇ ଆମେ ବାନ୍ଦନ୍ କୁସ୍ଲାଇ ଡାଟ୍ ସଙ୍ଗ୍ ରଉଁ । ଆରି ତରେକ୍ ଗତିଦାଙ୍ଗ୍ଡାର୍ ବାନ୍ଦନେ ବାନ୍ଦିଅଇବାକେ ନ ଦେଉ ।
ମୁକ୍ତି ପାଇବା ସୁବ୍କବର୍
ସବୁବେଲର୍ ମାପ୍ରୁ ପର୍ମେସରର୍ ଆତ୍ମା ମର୍ ଲଗେ ବାସା ଅଇସି; କାଇକେ ବଇଲେ ଦରମ୍ ଲକ୍ମନର୍ ଲଗେ ସୁବ୍କବରର୍ କାତା ଜାନାଇବାକେ ସବୁବେଲର୍ ମାପ୍ରୁ ମକେ ଅବିସେକ୍ କରି ଆଚେ; ଦୁର୍ବଲ୍ ଅଇ ରଇବା ଲକ୍ମନ୍କେ ସଗତ୍ କର୍ବାକେ, ବନ୍ଦି ଲକ୍ମନର୍ ମୁକ୍ତି ଆରି ଜଇଲେ କାନାଇ ରଇଲା ଲକ୍ମନର୍ ପାଇଁ ବନ୍ଦି ଲଗେ ଅନି ମୁକ୍ଲାଇବା କାତା ଜାନାଇବାକେ;
ଆତ୍ମାଇ ଜିବନ୍ ରଇବାଟା
ତେବେ ଆମେ ଜେତ୍କି ଲକ୍ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଆଚୁ, ଆମର୍ପାଇଁ ଆରି ପର୍ମେସରର୍ ଡଣ୍ଡ୍ ନାଇ । ଜିସୁ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ସୁକଲ୍ଆତ୍ମା ଆମ୍କେ ନୁଆ ଜିବନ୍ ଦେଲାଆଚେ । ତେଇଅନି, ପାପ୍ କଲେ ମର୍ବା ନିୟମେଅନି, ଆମ୍କେ ମୁକ୍ଲାଇ ଆଚେ ।
Redenção e salvação
Deus nos redimiu por amor. Ele apagou nossas transgressões e nos salvou não por mérito nosso, mas por sua misericórdia.
ଆମେ ତମର୍ ପାପ୍ସବୁ ବିଙ୍ଗ୍ ବିଙ୍ଗା ଦୁଉଁରିଆନ୍ଦାରେ ଅନି ଆରି ତମର୍ ପାପ୍ସବୁ ମେଗ୍ ପାରା ଗୁଚାଇ ଦେଇ ଆଚୁ ଆମର୍ ଲଗେ ବାଉଡି ଆସା; କାଇକେ ବଇଲେ ଆମେ ତମ୍କେ ମୁକ୍ଲାଇ ଆଚୁ ।
ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
ମାତର୍ ତମେ ଏବେ ପାପେଅନି ମୁକ୍ଲିକରି ପରମେସରର୍ ଗତିଦାଙ୍ଗ୍ଡା ଅଇଆଚାସ୍ । ଏଟାର୍ ଲାବ୍ ଅଇଲାନି, ପରମେସରର୍ତେଇ ପୁରାପୁରୁନ୍ ସଲଦ୍ । ଆରି ଇତିଅନି ମିଲ୍ବାଟା ଅଇଲାନି ନ ସାର୍ବା ଜିବନ୍ ।
Refúgio e proteção
O Redentor é nosso refúgio e fortaleza. Ele livra os que clamam, sara os quebrantados e se alegra por nós com cântico.
Vestidos de salvação
O Redentor nos veste com roupas de salvação e manto de justiça. Ele se alegra por nós e nos cobre com seu amor.
ମୁଇଁ ସବୁବେଲର୍ ମାପ୍ରୁର୍ ଲଗେ ବେସି ସାର୍ଦା କର୍ବି; ମର୍ ମନ୍ପରାନ୍ ମର୍ ପର୍ମେସରର୍ ଲଗେ ସାର୍ଦା ଅଇସି, କାଇକେ ବଇଲେ ବିବା ଦାଙ୍ଗ୍ଡା ଜେନ୍ତିକି ସାଜ୍ବାଜ୍ ଅଇସି, ଆରି କନିଆ ଦାଙ୍ଗ୍ଡା ଜେନ୍ତିକି ନିଜ୍କେ ବିବା ଅଇବାବେଲେ ସଜାଇ ଅଇସି, ସେ ରକାମ୍ ସେ ଉଦାର୍ କର୍ବା ବସ୍ତର୍ ସଙ୍ଗ୍ ମକେ ପିନ୍ଦାଇ ଆଚେ ଆରି ସୁକଲ୍ ରାଜ୍ ବସ୍ତର୍ ମକେ ଡାବାଇ ଆଚେ ।