Ressurreição
A ressurreição é o pilar da fé cristã. Se Cristo não ressuscitou, é vã a nossa fé. Mas Ele venceu a morte, e essa é a garantia da nossa própria ressurreição.
Cristo ressuscitou
O túmulo está vazio! Os anjos declararam: 'Ele não está aqui; ressuscitou!' A ressurreição de Cristo é o fato mais transformador da história.
ମଃତର୍ ସଃର୍ଗ୍ ଦୁତ୍ ସେ ମାୟ୍ଜିମଃନ୍କେ କୟ୍ଲା, "ତୁମିମଃନ୍ ଡିରା ନାୟ୍, ବଃଲେକ୍ ତୁମିମଃନ୍ ଜେ କ୍ରୁସ୍ ଉହ୍ରେ ମଃଲା ଜିସୁକେ ଲଳୁଲାସ୍, ମୁଁୟ୍ ସେରି ଜାଣି । ସେ ଇତି ନାୟ୍, ମଃତର୍ ସେ ଜଃନ୍କଃରି କୟ୍ରିଲା, ତଃନ୍କଃରି ସେ ଉଟି ଆଚେ, ଆସା ଜୁୟ୍ତି ତାର୍ ମଃଲା ଗଃଗାଳ୍ ସଃଙ୍ଗା ଜାୟ୍ରିଲି, ସେ ଟାଣ୍ ଦଃକା ।
ସେତାକ୍ ସେ ସେମଃନ୍କେ କୟ୍ଲା, "ଡିରା ନାୟ୍, ତୁମିମଃନ୍ କ୍ରୁସ୍ ଉହ୍ରେ ଚଃଗାୟ୍ ମାରିରିଲା ନାଜରିତ୍ ଜିସୁକେ ଲଳୁଲାସ୍; ସେ ଉଟି ଆଚେ, ସେ ଇତି ନାୟ୍; ଦଃକା, ଇ ଜଃଗାୟ୍ ସେମଃନ୍ ତାକ୍ ସଃଙ୍ଗାୟ୍ ରିଲାୟ୍ ।
ଜିସୁ ଇତି ନାୟ୍, ମଃତର୍ ସେ ଉଟି ଆଚେ । ସେ ଗାଲିଲି ରିଲାବଃଳ୍ ତୁମିମଃନ୍କେ କୟ୍ରିଲା ସେରି ଏତାଉଆ । ନଃରାର୍ ହୟିସି ବାୟ୍ଦ୍ରେ ହାହିମଃନାର୍ ଆତେ ସଃହ୍ରିଅୟ୍ କ୍ରୁସ୍ ଉହ୍ରେ ମଃରେଦ୍ ଆର୍ ତିନିଦିନାର୍ ହଃଚେ ମଃର୍ନେହୁଣି ଉଟେଦ୍ ।"
ସଃଡେବଃଳ୍ ଜୁୟି ବିନ୍ ଚେଲା ଆଗ୍ତୁ ମଃସୁଣ୍ ଲଃଗେ ଆସିରିଲା, ସେ ହେଁ ବିତ୍ରେ ହୁରି ଦଃକ୍ଲା ଆର୍ ବିସ୍ୱାସ୍ କଃଲା; ମଃତର୍ ମଃଲା ଲକ୍ମଃନାର୍ ବିତ୍ରେହୁଣି ଜିସୁକେ ଜେ ଜିବନ୍ ହାୟ୍ଁ ଉଟୁକ୍ ଅୟ୍ଦ୍, ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ସେମଃନ୍ ସଃଡେବଃଳ୍ ହଃତେକ୍ ବୁଜି ନଃରିଲାୟ୍ ।
କାୟିତାକ୍ବଃଲେକ୍ ଜୁୟ୍ଜୁୟ୍ ବୁଦି ହାୟ୍ରିଲେ, ସେବିତ୍ରାର୍ ଇ ମୁଳ୍ସିକ୍ୟା ତୁମିମଃନ୍କେ ଦଃୟ୍ରିଲେ ବଃଲେକ୍, କ୍ରିସ୍ଟ ସାସ୍ତର୍ ହଃର୍କାରେ ଅଃମିମଃନାର୍ ହାହାର୍ ଗିନେ ମଃଲା । ସାସ୍ତର୍ ହଃର୍କାରେ ସେ ତହାଅୟଲା, ଆର୍ ତିନିଦିନେ ଜିବନ୍ ହାୟ୍ଁ ଉଟ୍ଲା ।
Ressurreição e vida eterna
Jesus disse: 'Eu sou a ressurreição e a vida.' Quem crê nele viverá, mesmo que morra. A morte foi derrotada na cruz e no túmulo vazio.
ଜିସୁ ତାକ୍ କୟ୍ଲା, "ମୁୟ୍ ମଃରି ଉଟ୍ତାର୍ ଆର୍ ଜିବନ୍, ଜୁୟି ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଦି ମଃରେଦ୍, ଅୟିଲେକ୍ ହେଁ ସେ ବାଚେଦ୍ । ଆରେକ୍ ଜେ ବଚେଦ୍ ଆର୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ କଃବେ ହେଁ ନଃମେରେ, ଇରି କାୟି ବିସ୍ୱାସ୍ କଃରୁଲାସ୍ ?"
କାୟିତାକ୍ବଃଲେକ୍ ମାନାୟ୍ର୍ ତଃୟ୍ ହୁଣି ମଃର୍ନ୍ ଆୟ୍ଲି, ଆର୍ ସେରଃକମ୍ ମାନାୟ୍ ତଃୟ୍ହୁଣି ମଃଲା ଲକ୍ମଃନ୍କାର୍ ଉଟ୍ତାର୍ ଆସି ଆଚେ ।
କାୟିତାକ୍ବଃଲେକ୍ ଜଦି ଅଃମିମଃନ୍ ବିସ୍ୱାସ୍ କଃରୁଲୁ, ଜିସୁ ମଃରି ଆରେକ୍ ଉଟି ଆଚେ, ତଃବେ ଇସ୍ୱର୍ ହେଁ ଜିସୁର୍ ତଃୟ୍ ବିସ୍ୱାସ୍ କଃରି ମଃରିରିଲା ଲକ୍ମଃନ୍କେ ସେରଃକମ୍ ତାର୍ ସଃଙ୍ଗ୍ ଆଣେଦ୍, ଇରି ହେଁ ବିସ୍ୱାସ୍ କଃର୍ତା ଲଳା ।
କାୟିତାକ୍ବଃଲେକ୍ କ୍ରିସ୍ଟର୍ ଲାଡ୍ ଅଃମିମଃନ୍କେ ଆୟ୍ତ୍ କଃରି ଚାଲାଉଁଲି, ଜୁୟ୍ତାର୍ ଗିନେ ଅଃମିମଃନ୍ ଇ ବିଚାର୍ କଃରୁଲୁ ଜେ, ଏକ୍ଲା ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃରି ରିଲାକ୍ ସଃବୁ ଲକ୍ ମଃନାର୍ ବାଗିଦାରି ଅୟ୍ଲାୟ୍ । ଆର୍ ସେ ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃଲା, ଜଃନ୍କଃରି ଜୁୟି ଲକ୍ମଃନ୍ ଜିବନ୍ ଆଚ୍ତି, ସେମଃନ୍ ଆର୍ ଅଃହ୍ଣା ଅଃହ୍ଣାର୍ ଗିନେ ଜିବନ୍ ନଃକାଟି, ଜେ ସେମଃନାର୍ ଗିନେ ମଃର୍ନ୍ ବୟଃଗ୍ କଃଲା ଆର୍ ଉଟ୍ଲା, ତାର୍ ଗିନେ ଜିବନ୍ କାଟ୍ତି ।
କାୟିତାକ୍ବଃଲେକ୍ ଜଦି ଅଃମିମଃନ୍ ତାର୍ ମଃର୍ନାର୍ ହର୍ ମଃର୍ନ୍ ବୟଃଗ୍ କଃରି ତାର୍ ସଃଙ୍ଗ୍ ଗଟେକ୍ ଅୟି ଆଚୁ ସେନ୍ ଅୟିଲେକ୍ ବାୟ୍ଦ୍ରେ ତାର୍ ଉଟ୍ତାର୍ ହର୍ ହେଁ ଉଟିକଃରି ତାର୍ ସଃଙ୍ଗ୍ ଗଟେକ୍ ଅଃଉଁନ୍ଦ୍ । ଅଃମିମଃନ୍ ଇରି ଜାଣିଆଚୁ, କ୍ରିସ୍ଟର୍ ସଃଙ୍ଗ୍ କ୍ରୁସ୍ ଉହ୍ରେ ଅଃମାର୍ ହଃର୍ନା ଜିବନ୍ ମଃରିଆଚେ, ସେତାର୍ ଗିନେ ହାହାର୍ ଗଃଗାଳ୍ ନାସ୍ ଅୟିଆଚେ ଆର୍ ଅଃମି ହାହ୍ ସେବାକାମେ ହୁଣି ମୁକ୍ତି ଅୟି ଆଚୁ ।
Nossa esperança futura
A ressurreição de Cristo garante nossa esperança viva. O Deus de paz trouxe dos mortos o grande Pastor das ovelhas para nossa salvação.
ଗଟେକ୍ ଜିବନାର୍ ବଃର୍ସା
ଅଃମିମଃନାର୍ ମାପୁର୍ ଜିସୁକ୍ରିସ୍ଟାର୍ ଇସ୍ୱର୍ ଆର୍ ଉବା ଇସ୍ୱରାର୍ ଜୁଆର୍; ବଃଲେକ୍ ସେ ତାର୍ ଅଲେକାର୍ ଦଃୟାୟ୍ ଜିସୁ କ୍ରିସ୍ଟକେ ମଃର୍ନେ ହୁଣି ଉଟାୟ୍ କଃରି ଅଃମିକ୍ ନଃଉଆଁ ଜିବନ୍ ଦଃୟ୍ଆଚେ । ଇରି ଅଃମିମଃନ୍କେ ଜିବନ୍ ବଃର୍ସାୟ୍ ହୁର୍ନ୍ କଃରିଆଚେ ।
ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି ।
ସେସ୍ ପାର୍ତ୍ନା
ଜୁୟି ସୁସ୍ତା ଦେତା ଇସ୍ୱର୍ ସଃବୁଦିନ୍ ରେତା ନିଅମାର୍ ବଃନିର୍ ଗିନେ ମୁଳ୍ ମେଣ୍ଡା ଗଃଉଳିଆ, ବଃଲେକ୍ ଅଃମିମଃନାର୍ ମାପୁର୍ ଜିସୁକେ ମଃଲା ଲକ୍ମଃନାର୍ ବିତ୍ରେ ଲେଉଟାୟ୍ ଆଣ୍ଲା ।
ସୁସ୍ତାକାରି ଇସ୍ୱର୍ ତାର୍ ଆକାୟ୍ ଜାୟ୍ରି ସଃର୍ଦା ଲାଗେଦ୍, ସେରି ସେ ଅଃମିମଃନାର୍ ମଃନ୍ବିତ୍ରେ ଜିସୁ କ୍ରିସ୍ଟର୍ ଗିନେ ହୁରା କଃରି ତାର୍ ଇଚା ହୁରୁଣ୍ କଃରୁକେ ତୁମିମଃନ୍କେ ସଃବୁ ସଃତ୍ କାମେ ସିଦ୍ କଃର । ଜୁଗେଜୁଗେ ଜଃଜ୍ମାନ୍ ତାର୍ ଅଃଉଅ । ଆରେକ୍ ।
ଅଃବେ ମର୍ ଗଟେକ୍ ମଃନ୍ ମୁୟ୍ଁ ଜଃନ୍କଃରି କ୍ରିସ୍ଟକେ ଜାଣିନ୍ଦ୍ ଆର୍ ତାର୍ ସେ ମଃରି ଉଟ୍ଲା ସଃକ୍ତି ମଃନେ ଏତାୟ୍ ତାର୍ ଦୁକ୍ବଗାର୍ ସଃମାନ୍ ଦୁକ୍ ମଃନେ ଏତାୟ୍ ମଃର୍ନେ ହେଁ ତାର୍ ହର୍ ଅୟ୍ଦ୍,
ମଃଲା ଲକ୍ମଃନାର୍ ଇ ହଃର୍ତୁ ଉଟ୍ତା ତଃୟ୍ ଜୁୟ୍ମଃନ୍ ମିସି ଆଚ୍ତି, ସେମଃନାର୍ କଃଡେକ୍ ବାୟ୍ଗ୍ ଆର୍ କଃଡେକ୍ ସଃର୍ଦା । ସେମଃନାର୍ ଉହ୍ରେ ଆରେକ୍ ମଃର୍ନାର୍ ଅଃଦିକାର୍ ନାୟ୍ । ମଃତର୍ ସେମଃନ୍ ଇସ୍ୱରାର୍ ଆର୍ କ୍ରିସ୍ଟର୍ ଜାଜକ୍ ଅୟି କ୍ରିସ୍ଟର୍ ସଃଙ୍ଗ୍ ��,������ ବଃର୍ସ୍ ହଃତେକ୍ ରାଇଜ୍ କଃର୍ତି ।
ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି । ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି ।
ତଃବେ ଇସ୍ୱର୍ ତଃୟ୍ ଉହ୍କାର୍ ହାୟ୍ଁ ମୁୟ୍ଁ ଆଜି ହଃତେକ୍ ସାନ୍ ବଃଡ୍ ସଃବ୍କାର୍ ତଃୟ୍ ସାକି ଦଃୟି ଆସୁଲେ ଆରେକ୍ ବାବ୍ବାଦିମଃନ୍ ଆର୍ ମସା ଜାୟ୍ ଜାୟ୍ରି ଗଃଟେଦ୍ ବଃଲି କୟ୍ରିଲାୟ୍ ସେରି ମୁୟ୍ଁ କଃଉଁଲେ । ବଃଲେକ୍ କ୍ରିସ୍ଟ ବାୟ୍ଦ୍ରେ ଦୁକ୍ ବୟଃଗ୍ କଃରି ଆରେକ୍ ମଃଲା ଲକ୍ ତଃୟ୍ହୁଣି ହଃର୍ତୁ ଉଟ୍ଲା ହଃଚେ ଜିଉଦି ଆର୍ ଅଜିଉଦି ଲକ୍ମଃନାର୍ ତଃୟ୍ ମୁକ୍ତିର୍ ଉଜାଳ୍ ଦଃକାୟ୍ଦ୍ ।"
"ଦଃକା, ଅଃମିମଃନ୍ ଜିରୁସାଲମେ ଜଃଉଁଲୁ, ବଃଡ୍ ଜାଜକ୍ ଆର୍ ଦଃର୍ମ୍ଗୁରୁ ଆତେ ନଃରାର୍ ହୟିସି ସଃହ୍ରି ଅୟ୍ଦ୍ । ଆର୍ ସେମଃନ୍ ତାକ୍ ମଃର୍ନ୍ ଡଃଣ୍ଡାର୍ ଦସି କଃର୍ତି । ଆର୍ ଟାହ୍ରା କଃରୁକେ, ସାଟ୍ଣି ମାରୁକ୍ ଆର୍ କ୍ରୁସ୍ ଉହ୍ରେ ଅଃତ୍ୟା କଃରୁକେ ଅଜିଉଦି ଲକ୍ମଃନାର୍ ଆତେ ସଃହ୍ରି ଦେତି; ଆର୍ ତିନିଦିନାର୍ ହଃଚେ ସେ ଉଟେଦ୍ ।"