Tentação
A tentação faz parte da jornada cristã, mas Deus é fiel e não permite que sejamos tentados além do que podemos suportar. Em Cristo, temos poder para resistir e vencer.
A realidade da tentação
Jesus foi tentado em tudo como nós e compreende nossas lutas. A Bíblia nos ensina que a tentação não é pecado — o pecado está em ceder a ela.
ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।
ସର୍ତେ ଦିନ୍ ସାର୍ଲା ପଚେ ସେ ବୁକ୍କେ ବାୟାଚୁରା ଅଇଗାଲା ।
କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।
କାଇକେବଇଲେ, ଏନ୍ତାରି ଦୁକ୍ କସ୍ଟ ଆଇଲେ ତମର୍ ବିସ୍ବାସ୍ ପରିକାକରି ଡାଁଟ୍ ଆଚେବଲି ଦେକାଇସି । ଆରି ମୁରଚ୍ବାଟା ଅଦିକ୍ ଅଦିକ୍ ଅଇସି ବଲି ତମେ ଜାନିଆଚାସ୍ ।
O escape providenciado
Deus sempre providencia uma saída. Não precisamos cair, pois Ele nos dá forças para resistir e promete nos livrar da provação.
ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
ସେନ୍ତାର୍ ଆଲେ ଦରମ୍ ଲକ୍ମନ୍କେ ପର୍ମେସର୍ ତାକର୍ ଦୁକ୍ କସ୍ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍ସି । ଆରି କାରାପ୍ ଲକ୍ମନ୍କେ ସେ ସବୁ ଲକ୍କେ ବିଚାର୍ କର୍ବା ଦିନ୍ ଜାକ ଡଣ୍ଡ୍ଦେଇ ସଙ୍ଗଇସି ।
ବେସି କସ୍ଟ ରଇବା ପରିକା ଆମ୍କେ ମୁରଚ୍ବାକେ ଦିଆ ନାଇ,
ମାତର୍ କାରାପ୍ କାମେଅନି ରକିଆ କରା
ଜେନ୍ତିକି ତମର୍ ରାଇଜ୍, ତମର୍ ବପୁ,
ଆରି ଡାକ୍ପୁଟା ସବୁ ଜୁଗେଜୁଗେ ତମର୍ ଅଇକରି ରଅ । ଆମେନ୍ !
Vigilância e resistência
A Palavra de Deus, a oração e a vigilância são nossas armas contra a tentação. Vigiar e orar é o conselho do próprio Jesus.
ଜେନ୍ତିକି ପରିକାର୍ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍ତନା କରା । କାଇକେ ବଇଲେ ଆତ୍ମା କର୍ବି ବଲି ମନ୍ କଲାନି, ମାତର୍ ଗାଗଡ୍ ନିଚି ବଇଲାନି ।"
କାଟାବୁଟା କେନ୍ତାର୍କି ସାନ୍ ବୁଟାମନ୍କେ ଚାପି ଗିଲିଦେଇସି, ସେନ୍ତାରି ଏ ଜଗତର୍ ପାଇଟି କାବାଡ୍ ଆରି ଦନ୍କେ ଲବ୍ ଅଇକରି, କେତେକ୍ ଲକ୍ମନର୍ ଟାନେ କେଟିରଇବା ବାକିଅ ନସାଇଦେଇସି । ସେମନ୍ କାଟାବୁଟାଇ ଅଦର୍ଲା ବିଅନ୍ ପାରା । ସେମନର୍ କାଇ ପସଲ୍ ନ ପାଚାଅତ୍ ।
ଆରି ସେ କଇଲା, "ମୁନୁସର୍ ମନ୍ବିତ୍ରେ ଅନି ଜନ୍ଟା ବାରଇସି, ସେଟାସେ ତାକେ ଆସାର୍ କର୍ସି । କାଇକେବଇଲେ ମୁନୁସର୍ ମନ୍ ବିତ୍ରେ ଅନି କରାପ୍ ଚିନ୍ତା ବାରଇସି । ସେଟାମନ୍ ଅଇଲାନି, ପାଦ୍ରା ପାଦ୍ରି କାମ୍, ଚର୍କାମ୍, ଲକ୍ମନ୍କେ ମରାଇବା କାମ୍ । ବିବା ଅଇ କର୍ବା ବେସିଆ କାମ୍, ବିବା ନଇତେ କର୍ବା ବେସିଆ କାମ୍, ଲବାଇବାଟା, ମିଚ୍ କଇବାଟା, ଅଲ୍ସୁଆ ଅଇବାଟା, ଆଁକାର୍ ଅଇବାଟା, ନିନ୍ଦା କାତା କଇବାଟା, ବଡ୍ପନ୍ ଅଇବାଟା, ବକୁଆ ଅଇବାଟା । ଏ ସବୁ କରାପ୍ ବିସଇମନ୍ ବିତ୍ରେଅନି ବାରଇ ଲକ୍କେ ନସାଇଦେଇସି ।"
ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ ।
ଆରି କେ କେବେ ଲାଗ୍ବା ଇଙ୍ଗ୍ରା ଉପ୍ରେ ଇଣ୍ଡ୍ସି, ତେବେ ତାର୍ ପାଦେ କାୟ୍ ପକା ନ ଅଏ କି ?
ଜନ୍ ଲକ୍ମନ୍ ପରିକା ଆଇଲେ ମିସା ମୁର୍ଚି କରି ରଇବାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ । କାଇକେବଇଲେ ସେ ସବୁ ପରିକାଇ ସେମନ୍ ଡାଁଟ୍ ସଙ୍ଗ୍ ଟିଆଅଇଲାପଚେ, ପୁରୁସ୍କାର୍ ପାଇବାଇ । ପର୍ମେସର୍ ତାର୍ ନିଜର୍ ଲକ୍ମନ୍କେ ଜନ୍ ଜିବନର୍ ମୁକୁଟ୍ ଦେବାକେ ସପତ୍ କଲାଆଚେ, ସେମନ୍ ସେଟା ପୁରୁସ୍କାର୍ ଇସାବେ ମିଲାଇବାଇ ।