12 versículos bíblicos sobre santidade e separação do mundo
Redação Bíblia Online Publicado em
A santidade bíblica envolve a escolha consciente de viver separado para Deus, recusando os padrões corruptos, vazios e passageiros da cultura secular. As Escrituras mostram que o povo de Deus é chamado a refletir a Sua pureza moral e espiritual em meio a uma sociedade corrompida.
O que a Bíblia diz sobre a separação dos costumes do mundo?
O padrão divino exige que a conduta do crente seja moldada pela verdade celestial, e não pelas modas ou filosofias que se opõem ao Criador. Abaixo estão doze passagens centrais sobre o tema.
1. A santidade como reflexo do caráter divino
A convocação solene para que o povo seja santo em toda a sua maneira de viver, assim como Deus é santo.
ମାତର୍ ତମ୍କେ ଡାକ୍ଲା ମାପ୍ରୁ ଜେନ୍ତାର୍ ସୁକଲ୍ ଆଚେ, ସେନ୍ତାରିସେ ତମେମନ୍ ମିସା ତମର୍ ସବୁ ବିସଇଟାନେ ସୁକଲ୍ ଉଆ । ତେବେ ସାସ୍ତରେ ଲେକା ଆଚେ, ପର୍ମେସର୍ କଇଲାଆଚେ, ମୁଇ ଜେନ୍ତାରି ସୁକଲ୍, ତମେ ମିସା ସେନ୍ତାରି ସୁକଲ୍ ଉଆ ।(୧ ମ ପିତର୍ 1:15,16)
2. A recusa em se amoldar ao sistema mundial
A exortação para não permitir que o mundo molde o pensamento do crente, mas que haja transformação pela renovação da mente.
ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କୁରାଇସି, ସେଟା ଜାନି ପାର୍ସା ।(ରମିଅ 12:2)
3. A amizade com o mundo como inimizade contra Deus
O alerta severo de que adotar os valores e as paixões da sociedade secular afasta o coração da comunhão com o Criador.
ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି ।(ଜାକୁବ 4:4)
4. O mandamento para não amar o mundo
A instrução clara de que amar o sistema mundano e suas concupiscências anula o amor do Pai no interior da pessoa.
ମୁଇ ତମ୍କେ କଇଲିନି ଏ ଜଗତର୍ ଚଲାଚଲ୍ତି ଆରି ତେଇରଇବା ସବୁ କାରାପ୍ ବିସଇ ଆଲାଦ୍ କରାନାଇ । କାଇକେବଇଲେ ଏ ଜଗତର୍ କାରାପ୍ ବିସଇର୍ ଆଲାଦ୍ କରି, ବାବା ପର୍ମେସର୍କେ ମିସା ଆଲାଦ୍ କରିନାପାରେ । ସେ କାରାପ୍ ଚଲାଚଲ୍ତି ତେଇ ଲକ୍ମନ୍ ଜାଇଟା ମନ୍ କର୍ବାଇ, ଲକ୍ମନ୍ ଦେକିକରି ଲାଲ୍ସା ଅଇବାଟା, ସବୁ ବିସଇ ରଇଲାର୍ପାଇ ବଡ୍ପନ୍ ଅଇବାଟା ଏ ସବୁ ରଇସି । ଏ ରକାମ୍ ଚଲାଚଲ୍ତି ଏ କାରାପ୍ ଜଗତର୍ ଲାଗି ଅଇଲାଆଚେ । ଆମର୍ ବାବା ପର୍ମେସର୍ ଏନ୍ତାରି କର୍ବାକେ ଆମ୍କେ ତିଆରେନାଇ । ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି ।(୧ ମ ଜଅନ୍ 2:15-17)
5. A separação de jugos desiguais
A orientação para que o povo de Deus não se associe espiritualmente à incredulidade e às práticas das trevas.
ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ । କିରିସ୍ଟ ଆରି ସଇତାନ୍ କାଇ ବିସଇଟାନେ ମିସା ରାଜି ନ ଅଅତ୍ । ଗଟେକ୍ ବିସ୍ବାସ୍ କର୍ବା ଲକ୍ ଆରି ଗଟେକ୍ ବିସ୍ବାସ୍ ନ କର୍ବା ଲକ୍, ଗଟେକ୍ ଟାନେ ମିସିକରି ନ ରଅତ୍ । ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ
" ଜନ୍ ଲକ୍ମନ୍ ମର୍ ଲକ୍,
ମୁଇ ସେମନର୍ ସଙ୍ଗ୍ ରଇବି ।
ତାକର୍ ବିତ୍ରେ ଚାଲାବୁଲା କର୍ବି । ମୁଇ ସେମନର୍ ପର୍ମେସର୍ ଅଇବି ।
ଆରି ସେମନ୍ ମର୍ ଲକ୍ ଅଇବାଇ ।"
ତେବେ ମାପ୍ରୁ କଇଲାନି,
" ଜନ୍ ଲକ୍ମନ୍ ମର୍ ସଙ୍ଗ୍ ଆସତ୍ ନାଇ,
ସେ ମାନ୍ଦାଇ ଅନି ଚାଡି କରି ବେଗ୍ଲି ଉଟିଆସା ।
ସୁକଲ୍ ନ ରଇବା କାଇଟା ମିସା ଚିଆନାଇ ।
ସେନ୍ତାର୍ଆଲେ ମୁଇ ତମ୍କେ ଡାକିନେବି ।"(୨ୟ କରନ୍ତିୟ 6:14-17)
6. A purificação de toda impureza moral
O encorajamento para aperfeiçoar a santidade no temor de Deus, limpando-se de toda contaminação da carne e do espírito.
ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।(୨ୟ କରନ୍ତିୟ 7:1)
7. O chamado para sair do meio dos costumes corrompidos
A promessa de que o Senhor acolherá aqueles que decidirem se apartar do pecado e das impurezas espirituais.
ତମେ ବାରୁଆ, ବାରୁଆ, ସେ ଜାଗା ଲଗେ ଅନି ବାରଇ ଜାଆ, କାଇ ମିସା ଅସୁକଲ୍ ଜିନିସ୍ ଚିଆ ନାଇ; ତମେ ସେ ଲଗେ ଅନି ବାରଇ ଜା; ଏ ସବୁବେଲର୍ ମାପ୍ରୁର୍ ମନ୍ଦିରର୍ ଦିନ୍ସୁ ପତର୍ ଦେକ୍ପାଲ୍ କର୍ବା ଲକ୍ମନ୍ ତମେ ସୁକଲ୍ ଉଆ ।(ଜିସାୟ୍ 52:11)
8. A condição de povo exclusivo e consagrado
A lembrança de que os remidos foram escolhidos por Deus para serem uma nação santa e propriedade exclusiva Dele.
9. A conduta irrepreensível como luz no mundo
A instrução para realizar todas as coisas sem murmurações, tornando-se irrepreensíveis no meio de uma geração perversa.
ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା । ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି ।(ପିଲିପିୟ 2:14,15)
10. A pureza guardada pela Palavra
O testemunho de quem guarda o coração puro por meio da obediência estrita aos preceitos divinos.
11. O repúdio às obras infrutíferas da escuridão
A ordem direta para não ter comunhão com as práticas ocultas e infrutíferas das trevas, mas antes condená-las com a luz.
ଆନ୍ଦାରେ ରଇବା ଲକ୍ମନ୍ କର୍ବା କାଇ ମୁଲିଅ ନ ରଇବା କାମେ ମିସାନାଇ । ସେଟାମନ୍କେ କାଇ ମୁଲିଅ ନାଇ । ତାର୍ ବାଦୁଲେ ସେନ୍ତାରି କାରାପ୍ ଅଇବା କାମ୍ ନ ଲୁଚାଇ ଦେକାଇଦିଆସ୍ ।(ଏପିସିୟ 5:11)
12. A liberdade para viver segundo o Espírito
A garantia de que a graça de Deus capacita o crente a rejeitar a impiedade e a viver de maneira sóbria e justa.
କାଇକେ ବଇଲେ ପରମେସର୍ ଗୁଲାଇ ମୁନୁସ୍ଜାତିକେ ପାପେଅନି ମୁକ୍ତି କର୍ବାକେ ତାର୍ ଦୟା ଦେକାଇଲା ଆଚେ । ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।(ତିତସ୍ 2:11,12)
Este artigo faz parte de Versículos por Tema Sabedoria e Caráter
Como aplicar a santidade prática no cotidiano?
Viver em santidade não significa isolar-se fisicamente do mundo, mas recusar a contaminação moral dos seus valores. Exige vigilância diária, exame da consciência à luz da Bíblia e coragem para nadar contra a correnteza cultural.
Perguntas frequentes sobre santidade e separação
Ser separado do mundo significa não ter amigos que não são cristãos?
Não. Significa não adotar os valores, os pecados e a visão de vida corrompida da sociedade, mantendo um testemunho que aponte para Cristo.
Por que a santidade é tão enfatizada nas Escrituras?
Porque reflete a própria natureza de Deus e protege o crente dos danos espirituais e emocionais causados pelo pecado.
Como vencer a pressão social para seguir costumes contrários à Bíblia?
Nutrindo a mente com a Palavra de Deus, cultivando a oração e lembrando que a aprovação do Senhor é infinitamente superior à aceitação humana.
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.