23 ମଃତର୍ ଅଃମିମଃନ୍ କ୍ରୁସେମଃଲା କ୍ରିସ୍ଟକେ ପର୍ଚାର୍ କଃରୁଲୁ, ଜେ ଜିଉଦିମଃନାର୍ ଗିନେ ବାଦା ହର୍ ଆର୍ ଅଜିଉଦିମଃନାର୍ ଗିନେ ଅଗ୍ୟାନ୍ ହର୍ । 24 ମଃତର୍ ଜିଉଦି ଅଃଉଆ କି ଅଜିଉଦି ଲକ୍ ଅଃଉଆ, ଜୁୟି ଲକ୍ମଃନ୍କେ ଇସ୍ୱର୍ କୁଦିଆଚେ, ସେମଃନାର୍ ଗିନେ କ୍ରିସ୍ଟ ଇସ୍ୱରାର୍ ସଃକ୍ତି ଆର୍ ଇସ୍ୱରାର୍ ଗିଆନ୍ ହର୍ ଅୟ୍ଦ୍ । 25 ବଃଲେକ୍ ଜୁୟ୍ରି ଇସ୍ୱରାର୍ ନିର୍ବୁଦିଆର୍ କଃତା ମାନାୟ୍ର୍ ଗିଆନେ ହୁଣି ଅଃଦିକ୍ ହୁର୍ନ୍ ଗିଆନ୍ ହର୍, ଆର୍ ଇସ୍ୱରାର୍ ବଃଳ୍ ନାୟ୍ଲାର୍ ମାନାୟ୍ର୍ ବଃଳ୍ ତଃୟ୍ ହୁଣି ଅଃଦିକ୍ ସଃକାତ୍ ହର୍ ।
Publicidade