28 ଇତାର୍ ଗିନେ ଇସ୍ୱର୍ ଗିଆନି ମଃନ୍କେ ଲାଜ୍ କଃରାଉଁକ୍ ଜଃଗତାର୍ ଅଗ୍ୟାନିମଃନ୍କେ ବାଚିଆଚେ, ଆରେକ୍ ବଃଳ୍ବାନ୍ମଃନ୍କ୍ ଲାଜ୍ କଃରାଉଁକ୍ ଇସ୍ୱର୍ ଜଃଗତାର୍ ବଃଳ୍ ନଃୟ୍ଲା ଲକ୍କେ ବାଚ୍ଲା । 29 ଆର୍ ଜାୟ୍ରି ଜଃଗତାର୍ ଆକାୟ୍ ମାୟ୍ନ୍କାରି, ସେ ସଃବୁ ତିନିହଲ୍ୟା କଃରୁକେ ଇସ୍ୱର୍ ଜଃଗତାର୍ ମଲ୍ ନୟ୍ଲାର୍ ଆର୍ ନଃହେଚାର୍ଲା କଃତାକ୍ ହେଁ, ଗଣିତା ନାୟ୍ଲାରିମଃନ୍ ବାଚ୍ଲା ଆଚେ ।
Publicidade
Publicidade