16 ୧୦:୧୬ ମାତି ୨୬:୨୬-୨୮; ମାର୍କ ୧୪:୨୨-୨୪; ଲୁକ ୨୨:୧୯,୨୦.ପର୍ବୁର୍ ବଜିଏ ଜୁୟି ସୁର୍ତା କପା ଦଃରୁଲୁ, ସେତାର୍ଗିନେ ଅଃମି ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲୁ । ଇ ସୁର୍ତା କପାର୍ ସୁର୍ତାବଃଳ୍ ଅଃମି କ୍ରିସ୍ଟର୍ ବଃନିର୍ ବାଗିଦାର୍ ଅଃଉଁନ୍ଦ୍ । ଆର୍ ରୁଟି ବାଙ୍ଗି କାତାର୍ ଗିନେ ଅଃମି କ୍ରିସ୍ଟର୍ ଗଃଗାଳାର୍ ବାଗ୍ ହାଉଁନ୍ଦ୍ 17 କାୟିତାକ୍ବଃଲେକ୍ ରୁଟି ଗଟେକ୍ ଅୟ୍ଲାକ୍ ଅଃମିମଃନ୍ ଗାଦେକ୍ ଅୟିଲେକ୍ ହେଁ ଗଟେକ୍ ଗଃଗାଳ୍, ଇତାକ୍ ଅଃମିମଃନ୍ ସଃବୁ ସେ ଗଟେକ୍ ରୁଟିର୍ ବାଗାର୍ କଃଣ୍ଡେକ୍ ହାଉତା ଲକ୍ମଃନ୍ ।
Publicidade