24 ଇସ୍ୱର୍କେ ଦନ୍ୟବାଦ୍ କଃରି, ସେରି ବାଙ୍ଗି କୟ୍ଲା, "ଇରି ତୁମିମଃନ୍କାର୍ ଗିନେ ମର୍ ଗଃଗାଳ୍; ମକେ ଏତାଉଁକେ ଇରି କଃରା ।" 25 ସେରଃକମ୍ କାୟିଲା ହଃଚେ, ସେ ସୁରୁକେ ହେଁ ନଃୟ୍ କୟ୍ଲା, "ଇ ସୁର୍ତା ଗିନା ମର୍ ବଃନିଏ ତାହୁନ୍ କଃଲା ଇସ୍ୱରାର୍ ନଃଉଆଁ ନିଅମ୍, ତୁମିମଃନ୍ ଜଃତିତର୍ ସୁରାସ୍, ସଃତିତର୍ ମକେ ଏତାଉଁକେ ଇରି କଃରା ।"
26 କାୟିତାକ୍ବଃଲେକ୍ ଜଃତିତର୍ ତୁମିମଃନ୍ ଇ ରୁଟି କାହାସ୍ ଆର୍ ଇ ସୁର୍ତା ଗିନାୟ୍ହୁଣି ସୁରାସ୍ ସଃତେକ୍ ତର୍ ତୁମିମଃନ୍ ମାପୁରାର୍ ଆସ୍ତାର୍ ହଃତେକ୍ ତାର୍ ମଃର୍ନାର୍ କବୁର୍ ପର୍ଚାର୍ କଃରାସ୍ । 27 କାୟିତାକ୍ବଃଲେକ୍, ଜେହେଁ ନିଜ୍କେ ଜୟ୍ଗ୍ ନଃକେରି ମାପୁରାର୍ ଇ ରୁଟି କାୟ୍ଦ୍ କି ଇ ଗିନାର୍ ସୁରେଦ୍, ସେ ମାପୁରାର୍ ଗଃଗାଳ୍ ଆର୍ ବଃନିର୍ ବିରୁଦେ ହାହ୍ କଃରେଦ୍ । 28 ମଃତର୍ ମାନାୟ୍ ନିଜ୍କେ ପରିକ୍ୟା କଃର, ଆର୍ ସେରଃକମ୍ ଇ ରୁଟି କାଉଅ ଆର୍ ଇ ଗିନାର୍ ସୁର ।