7 ମଃତର୍ ହଃତିଲକେ ଆତ୍ମାର୍ ଗୁଣ୍ ଦଃକାଉତା ଦାନ୍ ସଃବୁର୍ ବଃଲାର୍ ଗିନେ ଦିଆ ଅୟ୍ଦ୍ । 8 କାୟିତାକ୍ବଃଲେକ୍ ଗଟ୍ଲକେ ଆତ୍ମା ସଃଙ୍ଗ୍ ଗ୍ୟାନାର୍ ସଃବୁ କଃଉଁକେ, ଆର୍ ବିନ୍ଲକେ ସେ ଗ୍ୟାନାର୍ କବୁର୍ ସିକାଉଁକ୍ ସକ୍ତି ଦଃୟ୍ଦ୍ । 9 ଆରେକ୍ ଗଟ୍ ଲକେ ସେ ଆତ୍ମା ତଃୟ୍ ବିସ୍ୱାସ୍, ଆରେକ୍ ଗଟେକ୍କେ ସେ ଆତ୍ମା ତଃୟ୍ ଉଜ୍ କଃର୍ତା ସଃକ୍ତି ଦଃୟ୍ଦ୍ । 10 ବିନ୍ ଲକେ ବିନ୍ ବିନ୍ ସକ୍ତିର୍ କାମ୍ କଃର୍ତା ସଃକ୍ତି; ଆରେକ୍ ଏକ୍ଲାକେ ଇସ୍ୱରାର୍ କବୁର୍ କଃଉତା ସଃକ୍ତି, ବିନ୍ଲକେ ପବିତ୍ର ଆତ୍ମା ଆର୍ ବିଟାଳ୍ ଆତ୍ମା ଚିନ୍ତା ସଃକ୍ତି, ଆରେଗଟ୍ ଲକେ ବିନ୍ବିନ୍ ନଃଉଆଁ ବାସା କଃଉତା ସଃକ୍ତି, ଆରେକ୍ ଏକ୍ଲାକେ ବିନ୍ବିନ୍ ନଃଉଆଁ ବାସାର୍ ଅଃର୍ତ୍ କଃରୁକେ ସଃକ୍ତି ଦିଆ ଅୟ୍ଦ୍ । 11 ମଃତର୍ ସେ ଗଟେକ୍ ହଃକା ପବିତ୍ର ଆତ୍ମା ନିଜାର୍ ଇଚା ହଃର୍କାରେ ହଃତିଲକେ ଅଃଲ୍ଗା ଅଃଲ୍ଗା କଃରି ଦାନ୍ ବାଟାକଃରି ହୁର୍ନ୍ କଃରେଦ୍ ।
Publicidade
Publicidade