ଇସ୍ୱରାର୍ ଗିଆନ୍
6 ଅୟିଲେକ୍ ହେଁ ଅଃମିମଃନ୍ ଆତ୍ମାୟ୍ ହୁର୍ନ୍ ଲକ୍ମଃନ୍କାର୍ ବିତ୍ରେ ଗିଆନାର୍ କଃତା କଃଉଁଲୁ, ମଃତର୍ ସେରି ଇ ଜଃଗତାର୍ ଗିଆନ୍ ନୟ୍ କି ଇ ଜୁଗାର୍ ନେତାମଃନାର୍ ନଃସ୍ଟ୍ ଗିଆନ୍ ନାୟ୍ । 7 ମଃତର୍ ଅଃମିମଃନ୍ ଗୁପ୍ତ୍ ଗିଆନ୍ ହର୍ ଇସ୍ୱରାର୍ ଗିଆନାର୍ କଃତା କଃଉଁଲୁ; ସେ ଗୁପ୍ତ୍ ଗିଆନ୍ ଇସ୍ୱର୍ ଅଃମିମଃନାର୍ ଜଃଜ୍ମାନାର୍ ଗିନେ ଜଃଗତାର୍ ଉବ୍ଜାଣ୍ ହୁର୍ବେ ଟିକ୍ କଃରିରିଲା ।