17 ଇତାର୍ ଗିନେ ମୁଁୟ୍ ତିମତିକେ ତୁମାର୍ ହାକ୍ ହଃଟାଉଁଲେ, ସେ ମାପୁରାର୍ ତଃୟ୍ ମର୍ ଲାଡାର୍ ମାୟଃନ୍କାରି ହଅ; ଜଃନ୍କଃରି ମୁଁୟ୍ ସଃବୁବାଟ୍ ସଃବୁ ବିସ୍ୱାସି ଦଃଳ୍କେ ସିକାଉଁଲେ, ସେ ରଃକମ୍ ସେ ତୁମିମଃନ୍କେ ମର୍ ଜିସୁ କ୍ରିସ୍ଟର୍ ଜିବନାର୍ ଗୁଣ୍ମଃନ୍ ସଃବୁ ଏତାୟ୍ ଦଃୟ୍ଦ୍ ।
Publicidade