ଜହନାର୍ ଦୁୟ୍ଲଃମ୍ବର୍ ଚିଟି
1 ୧:୧ ଗଟ୍ ମାୟ୍ଜି ଆର୍ ତାର୍ ହିଲାମଃନ୍, ଇରି ଅଃଉଁ ହାରେ ଗଟ୍ ମଣ୍ଡ୍ଳିକେ ଆର୍ ସେତିର୍ ଲକ୍ ମଃନ୍ । ୪,୫ ହଃଦେ ହେଁ ଆଚେ । ପାରାଚିନ୍ ଜେ ମୁଁୟ୍, ମୁଁୟ୍ ମାପୁର୍ ବାଚ୍ଲା ମାୟ୍ଜିଟକି, ଆର୍ ଇସ୍ୱରାର୍ ହିଲାମଃନାର୍ ହାକ୍ ଇ ଚିଟି ଲେକୁଲେ । ସେମଃନ୍କେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ, ଆର୍ ଅଃକାୟ୍ ମୁଁୟ୍ ନାୟ୍ ମଃତର୍ ସଃତ୍ ଜାଣି ରେତା ସଃବୁ ଲକ୍ ହେଁ ଲାଡ୍ କଃର୍ତି । 2 ଜୁୟି ସଃତ୍ ଅଃମିମଃନାର୍ ମଃନ୍ବିତ୍ରେ ଆଚେ ଆର୍ ସଃବୁବଃଳ୍ ଅଃମାର୍ ସଃଙ୍ଗ୍ ରଃୟ୍ଦ୍, ସେ ସଃତାର୍ ଗିନେ ସେମଃନ୍କେ ଲାଡ୍ କଃରୁଲୁ ।
3 ଉବା ଇସ୍ୱର୍ ଆର୍ ସେ ଉବାର୍ ହୟିସି ଜିସୁ କ୍ରିସ୍ଟର୍ ତଃୟ୍ ହୁଣି ଉହ୍କାର୍, ଦଃୟା ଆର୍ ସୁସ୍ତା ଅଃମାର୍ ସଃଙ୍ଗ୍ ସଃତ୍ ଆର୍ ଲାଡେ ରଃୟ୍ଦ୍ ।
ସଃତ୍ ଆର୍ ଲାଡ୍
4 ତୁମାର୍ ହିଲାମଃନାର୍ ବିତ୍ରେ କଃତେକ୍ ଉବାର୍ ତଃୟ୍ହୁଣି ହାୟ୍ରିଲା ବିଦି ହଃର୍କାରେ ସଃତେ ଚାଲ୍ଚାଲ୍ତି ଜାଣି ମୁଁୟ୍ ବଃଡେ ସଃର୍ଦା । 5 ୧:୫ ଜହ ୧୩:୩୪; ୧୫:୧୨,୧୭.ଲାଡାର୍ ଆୟା ଅଃବେ ମୁଁୟ୍ ଜେ ତର୍ ହାକ୍ ନଃଉଆଁ ବିଦି ଲେକୁଲେ ସେରି ନାୟ୍, ମଃତର୍ ଆରୁମେ ହୁଣି ହାୟ୍ଲା ବଲ୍କେ ଲେକି ଗଃଉଆରି କଃରୁଲେ ଜେ, ଅଃମିମଃନ୍ ସଃବ୍କେ ଅଃହ୍ଣା ଅଃହ୍ଣା ମଃନ୍କାର୍ ବିତ୍ରେ କଃରୁନ୍ଦ୍ । 6 ଆର୍ ଅଃମିମଃନ୍ ଜେ, ତାର୍ ବିଦି ହଃର୍କାରେ ଚାଲ୍ଚାଲ୍ତି କଃରୁଆଁ, ଇରି ହଃକା ଲାଡାର୍ ଅଃର୍ତ୍ । ତୁମିମଃନ୍ ଆରୁମେ ହୁଣି ଜାୟ୍ରି ସୁଣି ଆଚାସ୍, ସେ ହଃର୍କାରେ ଚାଲ୍ଚାଲ୍ତି କଃରା ଇରି ସେ ବଲ୍ ।
7 ବଃଲେକ୍ ଜୁୟି ଲକ୍ମଃନ୍ ଜିସୁ କ୍ରିସ୍ଟ ନଃର୍ ଗଃଗାଳ୍ ଦଃରି ଆସି ଆଚେ ବଃଲି ବିସ୍ୱାସ୍ ନଃକେର୍ତି, ଇରଃକମ୍ ଗାଦେକ୍ ଟକୁମଃନ୍ ଜଃଗତେ ବାରାୟ୍ ଆସି ଆଚ୍ତି । ଇବାନ୍ୟା ଲକ୍ ଅଃଉଁଲାୟ୍ ଟକୁମଃନ୍ ଆର୍ କ୍ରିସ୍ଟର୍ ସଃତ୍ରୁ । 8 ୧:୮ ମୁୟ୍ଁ-କଃତିଗଟ୍ ଲେକାୟ୍ ତୁୟ୍ ବଃଲି ଆଚେ ।ତୁମିମଃନ୍ ଜଃନ୍କଃରି ଅଃମିମଃନାର୍ କଃଲା କାମାର୍ ହଃଳ୍ ଆରାୟ୍ ନଃକେରି ଜଃନ୍କଃରି ସେତିର୍ ହୁର୍ନ୍ କଃରି ପୁରିସ୍କାର୍ ହାଉଆସ୍; ସେତାର୍ ଗିନେ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ରିଆ ।
9 ଜୁୟ୍ଲକ୍ କ୍ରିସ୍ଟର୍ ସିକ୍ୟାର୍, ବିତ୍ରେ ନଃରେୟ୍ ଜଦି ବିନେ ଜାୟ୍ଦ୍, ସେ ଇସ୍ୱର୍କେ ନଃହାୟ୍; ସିକ୍ୟାର୍ ବିତ୍ରେ ରଃୟ୍ଦ୍, ସେ ଉବାକ୍ ଆର୍ ହୟ୍ସିକ୍ ଦୁୟ୍ଲକେ ହାୟ୍ଁ ଆଚେ । 10 କେଏ ଜଦି ଇ ସିକ୍ୟା ନଃୟ୍ ତୁମିମଃନାର୍ ହାକ୍ ଆସେଦ୍, ତଃବେ ତାକ୍ ତୁମାର୍ ଗଃରେ କୁଦାନାୟ୍ କଃରାନାୟ୍, ଆର୍ ତର୍ ସୁସ୍ତା ଅଃଉଅ ବଃଲି କୟ୍କଃରି ତାକେ ଜୁଆର୍ କଃରାନାୟ୍ । 11 ବଃଲେକ୍ ଜୁୟ୍ଲକ୍ ତାର୍ ସୁସ୍ତା ଅଃଉଅ ବଃଲି କୟ୍ଦ୍, ସେ ତାର୍ କଃରାପ୍ କାମାର୍ ବାଗିଦାରି ସଃଇନ୍ ।
ସଃରାସଃରି କଃତା
12 ତୁମିମଃନାର୍ ହାକ୍ ଗାଦେକ୍ କଃତା ଲେକ୍ତାର୍ ଆଚେ, ମଃତର୍ କାଗଜେ ଆର୍ ପେନେ ସେରି ଲେକୁକେ ମଃନ୍ ନଃକେରୁଲେ ମର୍ ଆସା ଜେ, ତୁମାର୍ ଲଃଗେ ଆସି ନିଜେ ମୁକାମୁକି କଃତାବାର୍ତା କଃରିନ୍ଦ୍, ଜଃନ୍କଃରି ଅଃମିମଃନାର୍ ସଃର୍ଦା ହୁର୍ନ୍ ଅୟ୍ଦ୍ ।
13 ୧:୧୩ ତର୍ ଲାଡାର୍ ବେଣ୍ଦିର୍ ହିଲାମଃନ୍ - ଇରି ମଣ୍ଡ୍ଳିର୍ ବାଚ୍ଲା ଲକ୍ ମଃନ୍ ଜୁୟ୍ତଃୟ୍ ଲେକୁ ସେ ନିଜେ ହେଁ ଆଚେ । ଇସ୍ୱର୍ କୁଦ୍ଲାର୍ ତୁମାର୍ ବେଣିର୍ ହିଲାମଃନ୍ ତୁମିକେ ଜୁଆର୍ ଜାଣାଉଁଲାୟ୍ ।