ବିସ୍ୱାସି ଦଃଳେ ଦାରିକାମ୍
1 ସଃତ୍କଃରି ସୁଣାଜଃଉଁଲି ଜେ, ତୁମାର୍ ବିତ୍ରେ ଦାରିକାମ୍ ଆଚେ, ଆର୍ ଇ ରଃକମ୍ ଦାରିକାମ୍, ଜୁୟ୍ରିକି ଅଜିଉଦି ଲକ୍ମଃନାର୍ ତଃୟ୍ ହେଁ ନାୟ୍, ଇ ରଃକମ୍ ଗଟ୍ଲକ୍ କୁଡ୍ ଆୟ୍ସିକ୍ ସଃଙ୍ଗାୟ୍ ଆଚେ । 2 ଆରେକ୍ ଜେ ଇ କାମ୍ କଃରିଆଚେ, ସେ ଜଃନ୍କଃରି ତୁମିମଃନ୍କାର୍ ତଃୟ୍ ହୁଣି ବିନେ କଃରା ଅୟ୍ଦ୍, ଇତାର୍ ଗିନେ କାନ୍ଦି ନଃକେରି ଗଃର୍ବ୍ କଃରୁଲାସ୍ ।