ମୁକ୍ତିକାରି ଜିସୁ
1 ଏ ମର୍ ଲାଡାର୍ ହିଲାମଃନ୍ ତୁମିମଃନ୍ ଜଃନ୍କଃରି ହାହ୍ ନଃକେରାସ୍, ଇତାର୍ ଗିନେ ମୁଁୟ୍ ଇ ସଃବୁ ତୁମିମଃନାର୍ ହାକ୍ ଲେକୁଲେ । ମଃତର୍ କେଏ ଜଦି ହାହ୍ କଃରେଦ୍ ସେନ୍ ଅୟିଲେକ୍ ଉବାର୍ ଚଃମେ ଅଃମିମଃନାର୍ ଗିନେ ଗଃଉଆରି କଃରୁକେ ଗଟ୍ ମାନାୟ୍ ଆଚେ ସେ ଅଃଉଁଲା ଦଃର୍ମି ଜିସୁ କ୍ରିସ୍ଟ ।