ଜଃଗତ୍କେ ଲାଡ୍ ନଃକେରା
15 ଇ ଜଃଗତ୍କେ କି ଜଃଗତାର୍ ବିସୟ୍କେ ଲାଡ୍ କଃରାନାୟ୍ । କେଏ ଜଦି ଇ ଜଃଗତ୍କେ ଲାଡ୍ କଃରେଦ୍ ଉବାର୍ ଲାଡ୍ ତାର୍ ତଃୟ୍ ନାୟ୍ । 16 ବଃଲେକ୍ ଗଃଗାଳାର୍ ଇଚା ଆକିର୍ ଇଚା ଆର୍ ଅଃମାର୍ ଜାୟ୍ ଦଃନ୍ ଆଚେ ସେତାର୍ ଗିନେ ଜଃଗତାର୍ ଗଃର୍ବ୍ କଃର୍ତାର୍, ଜଃଗତେ ରିଲା ଇ ସଃବୁ ବିସୟ୍ ଉବାର୍ ତଃୟ୍ ହୁଣି ନାୟ୍, ମଃତର୍ ସଃଙ୍ଗ୍ସାରେ ହୁଣି ଆସିଆଚେ ।